କନକ ବ୍ୟୁରୋ : କାଲି ଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନାକୁ ପ୍ରତିହତ କରିବାକୁ ଟିକାକରଣ । ଏନେଇ ସାରା ଦେଶବାସୀ ଉତ୍ସୁକତାର ସହ ଅନାଇ ବସିଛନ୍ତି ଆସନ୍ତା କାଲିକୁ । ଆସନ୍ତା କାଲି ପ୍ରଥମପର୍ଯ୍ୟାୟ ଟିକା କରଣ ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ପ୍ରଥମେ ଆଗ ଧାଡିର କରୋନା ଯୋଦ୍ଧା ମାନଙ୍କୁ ଟିକା ଦିଆଯିବ । ଏହି ଟିକା କରଣର ଶୁଭାରମ୍ଭ କରିବେContinue reading “ଆସନ୍ତା କାଲି ମହାମାରୀ ବିରୋଧରେ ଆରମ୍ଭ ହେବ ମହାଯୁଦ୍ଧ । ଟିକା କରଣ ପାଇଁ ପୁରା ଦେଶ ପ୍ରସ୍ତୁତ । ଜାଣନ୍ତୁ କାହାକୁ ଦିଆଯିବ ପ୍ରଥମ ଟିକା”
Author Archives: Raghaba
ଗଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ଟ୍ରାକ୍ଟର ଶୋଭାଯାତ୍ରା କରିବେ ଆନ୍ଦୋଳନରତ କୃଷକ । ହରିଆଣା ଓ ପଞ୍ଜାବର ସମସ୍ତ ବିଧାୟକ ଓ ସାଂସଦଙ୍କୁ ପଦ ତ୍ୟାଗ କରିବାକୁ ଅନୁରୋଧ । ପ୍ୟାରେଡରେ ସାମିଲ ହେବ ୨ ଲକ୍ଷ ଟ୍ରାକ୍ଟର
କନକ ବ୍ୟୁରୋ : ଆସନ୍ତା ସାଧାରଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ପ୍ୟାରେଡ କରିବେ ଆନ୍ଦୋଳନରତ କୃଷକ ମାନେ । ଏନେଇ ଟ୍ରାକ୍ଟର ତଥା ତ୍ରିରଙ୍ଗା ଶୋଭାଯାତ୍ରା କରିବାକୁ କୃଷକ ମାନଙ୍କ ତରଫରୁ ପ୍ରସ୍ତୁତି ଜୋର ଧରିଛି । ଏହି ପ୍ୟାରେଡ ବା ତ୍ରିରଙ୍ଗା ଶୋଭାଯାତ୍ରାରେ ପାଖା ପାଖି ୨ ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବ ବୋଲି ସୂଚନା ମିଳିଛି । ଏହି ଶୋଭାଯାତ୍ରା ବେଳେ ଯଦି ସରକାରଙ୍କ ତରଫରୁ ଶୋଭାଯାତ୍ରାକୁ ରୋକିବାକୁ ପିଲେଟ୍ ବନ୍ଧୁକ,Continue reading “ଗଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ଟ୍ରାକ୍ଟର ଶୋଭାଯାତ୍ରା କରିବେ ଆନ୍ଦୋଳନରତ କୃଷକ । ହରିଆଣା ଓ ପଞ୍ଜାବର ସମସ୍ତ ବିଧାୟକ ଓ ସାଂସଦଙ୍କୁ ପଦ ତ୍ୟାଗ କରିବାକୁ ଅନୁରୋଧ । ପ୍ୟାରେଡରେ ସାମିଲ ହେବ ୨ ଲକ୍ଷ ଟ୍ରାକ୍ଟର”
ନକଲି…ନକଲି…ସବୁ ନକଲି: ସିଲଭଲ ସିଟିରେ ସବୁ ନକଲି; କଟକରେ ପୁଣି ନକଲି ଜର୍ଦ୍ଦା କମ୍ପାନୀ ଉପରେ ଚଢଉ; ବିପୁଳ ପରିମାଣର ଜର୍ଦ୍ଦା ଜବତ କଲା ପୋଲିସ
କନକ ବ୍ୟୁରୋ: କଟକ ସଦର ଥାନା ସାସୋଳ ଗାଁରେ ନକଲି ଜର୍ଦା କମ୍ପାନୀ ଉପରେ ପୋଲିସର ଚଢଉ । ବିପୁଳ ପରିମାଣର ଜର୍ଦା ଜବତ କଲା ପୋଲିସ । ଏହି ଘଟଣାରେ ଜଣେ ଅଟକ ରହିଛି । ପୋଲିସ ଅଦିକ ତଦନ୍ତ ଜାରି ରଖିଛି । ସାସୋଳ ଅଂଚଳରେ ନକଲି ଜର୍ଦା କମ୍ପାନୀ ଚାଲିଥିବା ନେଇ ପୋଲିସ ସୁଚନା ପାଇବା ପରେ ପୋଲିସ ଚଢଉ କରିଛି । ଏଠାରେ ନକଲି ଜର୍ଦା ପ୍ରସ୍ତୁତ ହୋଇ କଟକ ସହରରContinue reading “ନକଲି…ନକଲି…ସବୁ ନକଲି: ସିଲଭଲ ସିଟିରେ ସବୁ ନକଲି; କଟକରେ ପୁଣି ନକଲି ଜର୍ଦ୍ଦା କମ୍ପାନୀ ଉପରେ ଚଢଉ; ବିପୁଳ ପରିମାଣର ଜର୍ଦ୍ଦା ଜବତ କଲା ପୋଲିସ”
ଅଭିନବ ଉପାୟରେ ଗଂଜେଇ କାରବାର: ବୋଲେରୋ ଗାଡିରେ ସିକ୍ରେଟ୍ ଚାମ୍ବରରେ ଯାଉଥିଲା ଗଂଜେଇ, ଧରିଲା ସେମିଳିଗୁଡା ପୁଲିସ
କନକ ବ୍ୟୁରୋ: ଅଭିନବ ଉପାୟରେ ହେଉଛି ଗଂଜେଇ କାରବାର । ବୋଲେରୋ ଗାଡିରେ ସିକ୍ରେଟ୍ ଚାମ୍ବରରେ ଯାଉଥିଲା ଗଂଜେଇ । ପଟ୍ଟାଙ୍ଗୀରୁ ଜୟପୁର ଯାଉଥିବା ବେଳେ ଧରିଲା ସେମିଳିଗୁଡା ପୁଲିସ । ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବୋଲେରକୁ ସେମିଳିଗୁଡା ନିକଟରେ ଅଟକ ରଖିଥିଲା ପୁଲିସ । ଯାଂଚ ବେଳେ ବୋଲେରୋ ଗାଡିର ପଛପଟେ ଥିବା ଗୁପ୍ତ ଚାମ୍ବରରୁ ୮୭ଟି ବ୍ୟାଗ ଗଂଜେଇ ମିଳିଛି । ଅତି ଚତୁରତାର ସହ ଗଂଜେଇ ଗୁଡିକୁ ସଜା ହୋଇ ରଖାଯାଇଥିଲାContinue reading “ଅଭିନବ ଉପାୟରେ ଗଂଜେଇ କାରବାର: ବୋଲେରୋ ଗାଡିରେ ସିକ୍ରେଟ୍ ଚାମ୍ବରରେ ଯାଉଥିଲା ଗଂଜେଇ, ଧରିଲା ସେମିଳିଗୁଡା ପୁଲିସ”
ସମ୍ବାଦ ଏକ୍ସଲେନ୍ସ ଆୱାର୍ଡ-୨୦୨୧: କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କନକ ବ୍ୟୁରୋ: ସମ୍ବାଦ ଗ୍ରୁପର ବ୍ରାଣ୍ଡସ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସି ଆୱାର୍ଡସ-୨୦୨୧ର ପୁରସ୍କାର ବିତରଣ ସମାରୋହ ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ବିଜେତାମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରସ୍କୁୃତ ଓ ସମ୍ମାନିତ କରିବେ । ଓଡିଶାରୁ ଜନ୍ମହୋଇ ଦେଶବିଦେଶରେ ସୁନାମ ଅର୍ଜନ କରିଥିବା ଉଦ୍ୟୋଗଗୁଡିକୁ ପୁରସ୍କୃତ କରିବା ପାଇଁ ବ୍ରାଣ୍ଡସ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସିContinue reading “ସମ୍ବାଦ ଏକ୍ସଲେନ୍ସ ଆୱାର୍ଡ-୨୦୨୧: କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”
ଆଜି ସ୍ଥଳସେନା ପାଳୁଛି ୭୩ ତମ ପ୍ରତିଷ୍ଠା ଦିବସ: ସେନାବାହିନୀକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ; ଦିଲ୍ଲୀରେ ଭବ୍ୟ ପରେଡ, ସେନା କରୁଛି ସୌର୍ଯ୍ୟ ପ୍ରଦର୍ଶନ
କନକ ବ୍ୟୁରୋ: ଆଜି ହେଉଛି ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀର କରିଅପ୍ପା ଗ୍ରାଉଣ୍ଡରେ ଏଥିଲାଗି ଭବ୍ୟ ପରେଡର ଆୟୋଜନ କରାଯାଇଛି । ଏଥିରେ ସ୍ଥଳସେନା ପ୍ରମୁଖ ଏମଏମ ନରବଣେ ପରଡେର ସଲାମି ନେବା ସହ ସୈନ୍ୟଙ୍କୁ ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ସେନାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଉଛି । ସ୍ଥଳସେନା ଦିବସରେ ପୁରସ୍କାର ବି ଦିଆଯିବ । Delhi: ArmyContinue reading “ଆଜି ସ୍ଥଳସେନା ପାଳୁଛି ୭୩ ତମ ପ୍ରତିଷ୍ଠା ଦିବସ: ସେନାବାହିନୀକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ; ଦିଲ୍ଲୀରେ ଭବ୍ୟ ପରେଡ, ସେନା କରୁଛି ସୌର୍ଯ୍ୟ ପ୍ରଦର୍ଶନ”
ନିଖୋଜ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା: ସୁନ୍ଦରଗଡରେ ଗାଁ ସାଥୀଙ୍କ ଆଜି ମିଳିଲା ମୁଣ୍ଡ ଓ ଗୋଡ; ନିକଟସ୍ଥ ଗାଁ ପୋଖରୀରୁ ହେଲା ଉଦ୍ଧାର
କନକ ବ୍ୟୁରୋ: ନିଖୋଜ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା । ଖଣ୍ଡ ଖଣ୍ଡ ହୋଇଛି ମିଳୁଛି ଶରୀର ଅଂଶ । କଟା ହାତ, ଗଣ୍ଡି ପରେ ପୋଖରୀରୁ ମିଳିଲା କଟା ମୁଣ୍ଡ ଓ କଟା ଗୋଡ । ସୁନ୍ଦରଗଡ ଟାଉନ ଥାନା କିରେଇ ପଂଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଉଛି । ବୁଧବାର ଠାରୁ ସେ ନିଖୋଜ ଥିଲେ । କଟାହାତ ବାଇପାସ ନିକଟରୁ ଉଦ୍ଧାର ହୋଇଥିଲା ବେଳେ ଶରୀର,Continue reading “ନିଖୋଜ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା: ସୁନ୍ଦରଗଡରେ ଗାଁ ସାଥୀଙ୍କ ଆଜି ମିଳିଲା ମୁଣ୍ଡ ଓ ଗୋଡ; ନିକଟସ୍ଥ ଗାଁ ପୋଖରୀରୁ ହେଲା ଉଦ୍ଧାର”
ମାଲକାନଗିରିର କୁନି ଧାବକ ରୁଦ୍ର । ପ୍ରତିଦିନ ୩ରୁ ୪ କିମି ଦୌଡୁଛନ୍ତି ୪ ବର୍ଷର ଶିଶୁ । ୪୨ କିମି ମାରାଥନ ଦୌଡିବା ଲାଗି କରୁଛନ୍ତି ଯୋଜନା ।
କନକ ବ୍ୟୁରୋ: ବୟସ ମାତ୍ର ୪ ବର୍ଷ । ହେଲେ ୪୨ କିଲୋମିଟର ମାରାଥନ ଦୌଡିବା ଲାଗି ଲକ୍ଷ୍ୟ ରଖିଛି କୁନି ପିଲା । ଆମେ କହୁଛି ମାଲକାନଗିରି ଜିଲ୍ଲାର କୁନି ଧାବକ ରୁଦ୍ରଙ୍କ କଥା, ଯିଏ କଅଁଳା ବୟସରେ ପ୍ରତି ଦିନ ୩ ରୁ ୪ କିଲୋମିଟର ଦଉଡି ନୂଆ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି । କଅଁଳ ବୟସରୁ ଦଉଡି ଦଉଡି ଆକାଶ ଛୁଇଁବାର ନିଶା । ଠିକ ଭାବେ କଥା କହିContinue reading “ମାଲକାନଗିରିର କୁନି ଧାବକ ରୁଦ୍ର । ପ୍ରତିଦିନ ୩ରୁ ୪ କିମି ଦୌଡୁଛନ୍ତି ୪ ବର୍ଷର ଶିଶୁ । ୪୨ କିମି ମାରାଥନ ଦୌଡିବା ଲାଗି କରୁଛନ୍ତି ଯୋଜନା ।”
ଭୁବନେଶ୍ୱରର ନନ୍ଦନବିହାର କବାଡିଖାନାରେ ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସେପଟେ ନୟାଗଡର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ
କନକ ବ୍ୟୁରୋ: ଭୁବନେଶ୍ୱରର ନନ୍ଦନବିହାର କବାଡି ଖାନାରେ ଲାଗିଲା ଭୟଙ୍କର ନିଆଁ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିବାକୁ ଦମକଳବାହିନୀକୁ କସରତ କରିବାକୁ ପଡିଥିଲା । ବର୍ତମାନ ନିଆଁ ଆୟତ ହୋଇସାରିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସେପଟେ, ପେଟ୍ରୋଲ ପମ୍ପରେ ଅଘଟଣ । ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତContinue reading “ଭୁବନେଶ୍ୱରର ନନ୍ଦନବିହାର କବାଡିଖାନାରେ ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସେପଟେ ନୟାଗଡର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ”
ବାଡେଇ ଥିବା ବ୍ୟକ୍ତିଙ୍କୁ ବାନ୍ଧୁଛି ପୁଲିସ: ଭଦ୍ରକ ଅଲ୍ଲୀନଗର ପୁଲିସକୁ ମାଡ ଓ ଗାଡି ପୋଡି ଘଟଣା; ୮ ଜଣ ଗିରଫ, ୧୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା
କନକ ବ୍ୟୁରୋ: ବାଡେଇ ଥିବା ବ୍ୟକ୍ତିଙ୍କୁ ବାନ୍ଧୁଛି ପୁଲିସ । ଭଦ୍ରକରେ ପୁଲିସ ଗାଡି ଉପରକୁ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ପୁଲିସ । ଆକ୍ରମଣ ଅଭିଯୋଗରେ ୮ଜଣ ଜଣ ଗିରଫ ହୋଇଛନ୍ତି । ଏହାସହ ୧୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । କିନ୍ତୁ ସେହି ଦିନ ପୁଲିସ ଜିପ୍ରୁ ଖସି ପଳାଇଥିବା ଅନ୍ୟ ଜଣେ ଅଭିଯୁକ୍ତ ପାଖରେ ପହଂଚି ପାରିନାହିଁ । ଘଟଣାର ୨ ଦିନ ପରେ ବି ଫେରାରContinue reading “ବାଡେଇ ଥିବା ବ୍ୟକ୍ତିଙ୍କୁ ବାନ୍ଧୁଛି ପୁଲିସ: ଭଦ୍ରକ ଅଲ୍ଲୀନଗର ପୁଲିସକୁ ମାଡ ଓ ଗାଡି ପୋଡି ଘଟଣା; ୮ ଜଣ ଗିରଫ, ୧୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା”