ବଞ୍ଚିବାର ରାହା ଦେଇଛି ଟେରାକୋଟା କାରିଗରୀ: ମାଟିରେ ରଙ୍ଗବେରଙ୍ଗ ଡିଜାଇନର ମୂର୍ତ୍ତି ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୦ରୁ ଅଧିକ ମହିଳା

କନକ ବ୍ୟୁରୋ: ଟେରାକୋଟା କାରିଗରି ଦେଇଛି ବଂଚିବାର ରାହା । ମାଟିରେ ରଙ୍ଗ ବେରଙ୍ଗ ଡିଜାଇନର ମୂର୍ତି ତିଆରି କରିବା ଓ ସେଗୁଡିକୁ ବିକ୍ରିକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୦ରୁ ଅଧିକ ମହିଳା । ଆମେ କହୁଛୁ ଯାଜପୁର ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ସ୍ୱାବଲମ୍ବି ମହିଳାଙ୍କ ଟେରାକୋଟାର ଅନନ୍ୟ କାରିଗରି ସମ୍ପର୍କରେ । ଏମାନେ ହେଉଛନ୍ତି ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ମହିଳା । ସମସ୍ତେ ଶିକ୍ଷିତ । ଘରକାମ କରିବା ସହ ଅବସର ସମୟରେ ତିଆରିContinue reading “ବଞ୍ଚିବାର ରାହା ଦେଇଛି ଟେରାକୋଟା କାରିଗରୀ: ମାଟିରେ ରଙ୍ଗବେରଙ୍ଗ ଡିଜାଇନର ମୂର୍ତ୍ତି ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୦ରୁ ଅଧିକ ମହିଳା”

ବକ୍ସ ଅଫିସରେ ଧୁମ ମଚାଇଲା ‘ମାଷ୍ଟର’ । ଫାଷ୍ଟ ଡେ’ ଫାଷ୍ଟ ସୋ’ରେ କଲା ୩୫ କୋଟିର ରୋଜଗାର

MZ KòQò \ò^ ùja Zûcòf^ûWêùe ùLûfòQò iòù^cû jf û iòù^cû jf ùLûfê ùLûfê \gðKuê GK iû^\ûeþ `òfà ù\LòaûKê còkòQò û @û_Y VòKþ bûaêQ«ò @ûùc aòRd ùiZê_[òu `òfà ‘cûÁe’ K[û jò KjêQê û ~jû Gùa ùagþ ùfûK_âòd ùjûA_ûeòQò û cûZâ ùMûUòG \ò^ùe ùeûRMûe ùjûAQò 35 ùKûUò ପୋଙ୍ଗଲ୍‌ ଅବସରରେ ସାରା ଭାରତରେ ମୁକ୍ତିଲାଭ କରିଥିବା ବିଜୟ ସେଥୁପଥିଙ୍କ ଅଭିନୀତ ଚଳଚ୍ଚିତ୍ରContinue reading “ବକ୍ସ ଅଫିସରେ ଧୁମ ମଚାଇଲା ‘ମାଷ୍ଟର’ । ଫାଷ୍ଟ ଡେ’ ଫାଷ୍ଟ ସୋ’ରେ କଲା ୩୫ କୋଟିର ରୋଜଗାର”

ୟୁନିୟନ ବ୍ୟାଙ୍କରେ ଥିବା ସରକାରୀ ଖାତାରୁ ଟଙ୍କା ଗାଏବ : କୋଟି କୋଟି ଟଙ୍କା ହଡପ ନେଇ ବାଲିକୁଦା ଥାନାରେ ଅଭିଯୋଗ

କନକ ବ୍ୟୁରୋ : ସରକାରୀ ଖାତାରୁ କୋଟି କୋଟି ଟଙ୍କା ଗାଏବ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅରିଲୋ ପଂଚାୟତ ସଦେଇପୁର ବଜାରରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଥିବା ବାଲିକୁଦା ବ୍ଲକ ଆକାଂଟରୁ ଟଙ୍କା ଗାଏବ ହୋଇଛି । ବର୍ତମାନର ବିଡିଓ ଏନେଇ ବାଲିକୁଦା ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଛି । ସେପଟେ ଯେଉଁ ବ୍ୟାଙ୍କ୍ ମ୍ୟାନେଜରଙ୍କ ସମୟରେ ଟଙ୍କା ଗାଏବ ହୋଇଛି, ନିକଟରେ ତାଙ୍କର ମୃତ୍ୟୁContinue reading “ୟୁନିୟନ ବ୍ୟାଙ୍କରେ ଥିବା ସରକାରୀ ଖାତାରୁ ଟଙ୍କା ଗାଏବ : କୋଟି କୋଟି ଟଙ୍କା ହଡପ ନେଇ ବାଲିକୁଦା ଥାନାରେ ଅଭିଯୋଗ”

କେଉଁଠି ଓ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ ? ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ବିଶ୍ରାମଗାରର ଆସିଲା ଚିତ୍ର; ଲେଖାଅଛି ମୃତକ ମାଓବାଦୀଙ୍କ ନାଁ

କନକ ବ୍ୟୁରୋ : କେଉଁଠି ଆଉ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ । ସ୍ୱାଭିମାନ ଅଂଚଳର ଘଂଚ ଜଙ୍ଗଲ ଭିତରେ ଭୟ ସୃଷ୍ଟି କରୁଥିବା ମାଓବାଦୀମାନଙ୍କ ବିଶ୍ରାମଗାର ଚିତ୍ର ଏବେ ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ସ୍ଥିତ ଓରାପଦର ଲଂଚ ଘାଟରେ ଏକ ବିଶ୍ରାମଗାର ନିର୍ମାଣ କରାଯାଇଛି । ଏଠାରେ ମାଓବାଦୀଙ୍କ ରେଷ୍ଟ ହାଉସ ବୋଲି ସ୍ପଷ୍ଟ ଭାବେ ଲେଖା ହୋଇଛି । ନାଲି ରଙ୍ଗର ଏହି ଘରେ ମୃତ ମାଓବାଦୀ ମିନା,Continue reading “କେଉଁଠି ଓ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ ? ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ବିଶ୍ରାମଗାରର ଆସିଲା ଚିତ୍ର; ଲେଖାଅଛି ମୃତକ ମାଓବାଦୀଙ୍କ ନାଁ”

ନକଲି ଜିନିଷ: ଜାଣିବେ କେମିତି?

ଆପଣମାନେ ବିଭିନ୍ନ ସାମଗ୍ରୀର ବିଜ୍ଞାପନ ଦେଖୁଥିବେ । ଲକ୍ଷ୍ୟ କରିଥିବେ ଅନେକ ବିଜ୍ଞାପନରେ ଗ୍ରାହକଙ୍କ ପାଇଁ ସତର୍କବାଣୀଟିଏ  ଥାଏ । ଯେମିତି କି, ନକଲି ପ୍ରତି ସାବଧାନ । ଅସଲି ସାମଗ୍ରୀ କିଣନ୍ତୁ ଇତ୍ୟାଦି । କଥା ହେଉଛି- ନକଲି ଅଛି ବୋଲି ଅସଲିକୁ ପ୍ରମାଣ ଦେବାକୁ ପଡୁଛି । ନକଲିର ପ୍ରାର୍ଦୁଭାବ ଏତେ ବଢ଼ି ଯାଇଛି ଯେ, ଅସଲି ଓ ନକଲି ଭିତରେ ଫରକ୍ ଜାଣିବା ବେଳେ କଷ୍ଟକର ହୋଇପଡୁଛି । ଆପଣମାନେ ଦେଖିଥିବେ ନିକଟରେContinue reading “ନକଲି ଜିନିଷ: ଜାଣିବେ କେମିତି?”

ଗଜପତି ଜିଲ୍ଲା ଗୁରାଣ୍ଡି ଅଂଚଳରେ ଜୁଆଡିଙ୍କ ହଙ୍ଗାମା : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ, ଗାଡି ଭଙ୍ଗାରୁଜା

କନକ ବ୍ୟୁରୋ : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ଥାନା ଅଧିକାରୀଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା । ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଂଚଳରେ । ଆକ୍ରମଣରେ ଓଆଇସି ମମତା ପଣ୍ଡାଙ୍କ ସମେତ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଦୀର୍ଘଦିନ ଧରି ଗୁରାଣ୍ଡି ଥାନା ଅଂଚଳର ଖରସଣ୍ଡା ଗାଁରେ ଜୁଆଆଡ୍ଡା ଚାଲିଥିବା ଖବର ମିଳିବା ପରେ ଥାନା ଅଧିକାରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଚଢାଉ କରିଥିଲେContinue reading “ଗଜପତି ଜିଲ୍ଲା ଗୁରାଣ୍ଡି ଅଂଚଳରେ ଜୁଆଡିଙ୍କ ହଙ୍ଗାମା : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ, ଗାଡି ଭଙ୍ଗାରୁଜା”

ଶାଶୁଙ୍କ ସହ ମିଶି ଦେଶୀ ମଦ ରାନ୍ଧୁଥିଲେ ଇଂଜିନିୟର ବୋହୂ : ଶାଶୁ ଆଲାଦି ସିଂ ଓ ବୋହୂ ସରସ୍ୱତୀ ସିଂଙ୍କୁ ଗିରଫ ପରେ ସାମ୍ନାକୁ ଆସିଲା ଶାଶୁ-ବୋହୂଙ୍କ ମଦ ସାମ୍ରାଜ୍ୟ

କନକ ବ୍ୟୁରୋ : ଉଚ୍ଚଶିକ୍ଷିତ ବୋହୂଙ୍କ ବେଆଇନ୍ ମଦ କାରବାର । ଶାଶୁଙ୍କ ସହ ମିଶି ଦେଶୀ ମଦ ରାନ୍ଧୁଥିଲେ ଇଂଜିନିୟର ବୋହୂ । ଦେଶୀ ମଦ ସହ ବନ୍ଧା ହୋଇଛନ୍ତି ଶାଶୁ-ବୋହୂ । ଶାଶୁ ଆଲାଦି ସିଂ ଓ ବୋହୂ ସରସ୍ୱତୀ ସିଂଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଂଚଳ ପୁଲିସ । ଭଦ୍ରକ ରମ୍ଭିଲା ଘୁଷୁରୀ ଅଂଚଳରେ ଦେଶୀ ମଦ କାରବାର ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ସେହି ସୂଚନା ଆଧାରରେ ପୁଲିସContinue reading “ଶାଶୁଙ୍କ ସହ ମିଶି ଦେଶୀ ମଦ ରାନ୍ଧୁଥିଲେ ଇଂଜିନିୟର ବୋହୂ : ଶାଶୁ ଆଲାଦି ସିଂ ଓ ବୋହୂ ସରସ୍ୱତୀ ସିଂଙ୍କୁ ଗିରଫ ପରେ ସାମ୍ନାକୁ ଆସିଲା ଶାଶୁ-ବୋହୂଙ୍କ ମଦ ସାମ୍ରାଜ୍ୟ”

ସୁନ୍ଦରଗଡ଼ରେ ନିଖୋଜ ଗାଁ ସାଥିଙ୍କ ଖଣ୍ଡବିଖଣ୍ଡ ମୃତଦେହ ଉଦ୍ଧାର : ରାସ୍ତାରୁ ମିଳିଲା ହାତ, ପୋଖରୀରୁ ମିଳିଲା ଶରୀର; ଏଯାଏଁ ମିଳୁନି ମୁଣ୍ଡର ପତା

କନକ ବ୍ୟୁରୋ : ସୁନ୍ଦରଗଡ ଟାଉନ ଥାନା କିରେଇ ପଂଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବୁଧବାରଠାରୁ ସେ ନିଖୋଜ ଥିଲେ । କଟାହାତ ବାଇପାସ ନିକଟରୁ ଉଦ୍ଧାର ହୋଇଥିଲା ବେଳେ ଶରୀର ଭବାନୀପୁର ଗାଁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି । ମୁଣ୍ଡର ଏ ଯାଏଁ ପତ୍ତା ମିଳିନାହିଁ । ରମେଶ ପାଖାପଖି ୩ଟାବେଳେ ପଂଚାୟତରୁ ଘରକୁ ଫେରି ଘର ବାହାରେ ଜଣେ ଯୁବକଙ୍କ ସହିତContinue reading “ସୁନ୍ଦରଗଡ଼ରେ ନିଖୋଜ ଗାଁ ସାଥିଙ୍କ ଖଣ୍ଡବିଖଣ୍ଡ ମୃତଦେହ ଉଦ୍ଧାର : ରାସ୍ତାରୁ ମିଳିଲା ହାତ, ପୋଖରୀରୁ ମିଳିଲା ଶରୀର; ଏଯାଏଁ ମିଳୁନି ମୁଣ୍ଡର ପତା”

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ : ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରେକର୍ଡ; ମାଜେନା ଠାରୁ ୧୦କିମି ଦୂରରେ ଭୂମିକମ୍ପର ଉତ୍ପତ୍ତିସ୍ଥଳ

କନକ ବ୍ୟୁରୋ : ଇଣ୍ଡୋନେସିଆରେ ଅନୁଭୂତ ହୋଇଛି ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ ବର୍ତମାନ ସୁଦ୍ଧା ୭ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଶତାଧିକ ଘର ଭାଙ୍ଗିପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ଥିଲା । ସୁଲାୱାସି ଦ୍ୱୀପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ ସ୍ଥାନୀର ଗଭର୍ଣ୍ଣ୍ରର ହାଉସର ବ୍ୟାପକ କ୍ଷତି ହୋଇଛି । ଭୂମିକମ୍ପ ପରେ ଲୋକେ ବାହାରତୁ ବାହାରି ନିରାପଦ ସ୍ଥାନକୁContinue reading “ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ : ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରେକର୍ଡ; ମାଜେନା ଠାରୁ ୧୦କିମି ଦୂରରେ ଭୂମିକମ୍ପର ଉତ୍ପତ୍ତିସ୍ଥଳ”

ଖସୁଛି ପାରଦ, ବଢୁଛି ଶୀତ । ୧୦ ଦିନ ବ୍ୟବଧାନରେ ପୁଣି ଆସିଲା ଥଣ୍ଡାର ଲହରୀ, ଉପକୂଳ ଓଡିଶାରେ ନିମ୍ନଗାମୀ ପାରଦ

୧୦ ଦିନର ବ୍ୟବଧାନ ପରେ ଶୀତ ଲେଉଟିଛି । ଆଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଆଖିଦୃଶିଆ ହ୍ରାସ ଘଟିଛି । ୧୨ଟି କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ରେକର୍ଡ ହୋଇଛି । ଏଥିମଧ୍ୟରୁ ଝାରସୁଗୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ଓ ଫୁଲବାଣୀଠାରେ ୯.୫ ଡିଗ୍ରି ରେକର୍ଡ ହୋଇଛି । ବି‌ଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଅଧିକ ହ୍ରାସ ଘଟିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ଦୁଇContinue reading “ଖସୁଛି ପାରଦ, ବଢୁଛି ଶୀତ । ୧୦ ଦିନ ବ୍ୟବଧାନରେ ପୁଣି ଆସିଲା ଥଣ୍ଡାର ଲହରୀ, ଉପକୂଳ ଓଡିଶାରେ ନିମ୍ନଗାମୀ ପାରଦ”

Design a site like this with WordPress.com
Get started