କନକ ବ୍ୟୁରୋ : କେବେ ଓ କିଏ ନିର୍ମାଣ କରିଥିଲେ ରାମ ସେତୁ? ଗଭୀର ସମୁଦ୍ର ଭିତରେ ଖୋଲିବ ରାମ ସେତୁର ରହସ୍ୟ ଯାଂଚ କରିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି । କେବେ ଓ କିଏ ନିର୍ମାଣ କରିଥିଲେ ରାମ ସେତୁ? ତାର ଅନୁସନ୍ଧାନ ହେବ । ଗଭୀର ସମୁଦ୍ର ଭିତରେ ଭାରତରୁ ଶ୍ରୀଲଙ୍କାକୁ ଲମ୍ବିଥିବା ଏହି ବିଶାଳ ପଥର ସେତୁର ରହସ୍ୟ ଖୋଜିବ ଏଏସଆଇ । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଏଥିପାଇଁ ରାଜି ହୋଇଛିContinue reading “କେବେ ଓ କିଏ କରିଥିଲେ ରାମ ସେତୁ ନିର୍ମାଣ । ପୁରାଣ ବର୍ଣ୍ଣିତ ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ଭାରତରୁ ଶ୍ରୀଲଙ୍କାକୁ ପାଣି ଭିତରେ ଯୋଡୁଥିବା ବିଶାଳ ପଥର ବନ୍ଧର ହେବ ଅନୁସନ୍ଧାନ । “
Author Archives: Raghaba
ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ କଲା ଆମେରିକାର । ସିନେଟରେ ପାରିତ ହେଲେ ରାଷ୍ଟ୍ରପତି ପଦରୁ ବହିଷ୍କାର ହେବେ ଡୋନାଲ୍ଡ ଟ୍ରମ୍ପ ।
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ , ଆମେରିକା ସଂସଦରେ ପାରିତ ହୋଇଛି । ମହାଭିଯୋଗ ସପକ୍ଷରେ ୨୩୨ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଯାଇଛି ୧୯୭ ଭୋଟ୍ । ଏଥିପାଇଁ ଚାଲିଥିଲା ୧୦ ଘଂଟାର ବିତର୍କ । ବିତର୍କ ପରେ ଭୋଟିଂ ସମୟରେ ଟ୍ରମ୍ପଙ୍କ ନିଜ ଦଳର ୧୦ ସାଂସଦଙ୍କ ଭୋଟ୍ ତାଙ୍କ ବିପକ୍ଷରେ ଯାଇଥିଲା । ଆମେରିକା ସଂସଦରେ ମହାଭିଯୋଗ ପାରିତ ହେବା ପରେ ,Continue reading “ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ କଲା ଆମେରିକାର । ସିନେଟରେ ପାରିତ ହେଲେ ରାଷ୍ଟ୍ରପତି ପଦରୁ ବହିଷ୍କାର ହେବେ ଡୋନାଲ୍ଡ ଟ୍ରମ୍ପ ।”
ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ସାଂଘାତିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ।
କନକ ବ୍ୟୁରୋ: ଖୋଲୁଛି କିଡନୀ ନାଁରେ ଦଲାଲଗିରି କରୁଥିବା ଠକର କାରନାମା । ଦଲାଲ ହିମାଂଶୁର ଗିରଫଦାରି ପରେ ଆସିଛି ମାଳମାଳ ଅଭିଯୋଗ । ଜଣେ ବ୍ୟକ୍ତିଙ୍କଠାରୁ କିଡନ ଦେବା ନାଁରେ ସାଢେ ୧୮ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଖୋଜୁଛି ରାକେଟ ପଛରେ କିଏ । ନା ହିମାଂଶୁ ନନ୍ଦ । ବୟସ ୨୫ । ଘର କେନ୍ଦ୍ରାପଡା ଜିଲ୍ଲାର ଖଣ୍ଡପଡା । ଦେଖିବାକୁ ବେଶContinue reading “ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ସାଂଘାତିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ।”
କରୋନା ବେଳେ ନବୀନଙ୍କ ପ୍ରଥମ ଜନସଭା । ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୦୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ।
କନକ ବ୍ୟୁରୋ : ଯେଉଁ ପ୍ରକଳ୍ପକୁ ନେଇ କଳାହାଣ୍ଡିବାସୀ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ, ସେହି ସ୍ୱପ୍ନର ପ୍ରକଳ୍ପ- ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି, ଆଜି ଦେଶର ଭାତହାଣ୍ଡି ହୋଇଛି । କଳାହାଣ୍ଡି, ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ପାଲଟିଛି । ଧାନContinue reading “କରୋନା ବେଳେ ନବୀନଙ୍କ ପ୍ରଥମ ଜନସଭା । ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୦୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ।”
ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଲା, ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ କୋଭାକ୍ସିନ୍ । ୧୦ ଦିନ ଭିତରେ କରାଯାଉଛି ଛୋଟ ଛୋଟ କ୍ଲିନିକାଲ୍ ଟ୍ରାଏଲ ।
କନକ ବ୍ୟୁରୋ : କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଯେତେବେଳେ ସମୂହ ଟିକାକରଣ ପାଇଁ ସବୁଦେଶ ଅଂଟା ଭିଡିଛନ୍ତି ସେତେବେଳେ ସବୁଠୁ ବଡ ପ୍ରଶ୍ନ ହେଲା, କମ ବୟସର ପିଲାମାନଙ୍କୁ କୋଭିଡ ଟିକା ଦିଆଯିବ ନା ନାହିଁ । ଯଦି ଦିଆଯିବ କେତେ ବୟସର ପିଲାଙ୍କୁ ଏହା ଦିଆଯିବ । ଆମେରିକାରେ ମଡନା ଟିକା ୨୦୨୨ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ଉପରେ ପ୍ରୟୋଗ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଭାରତ ବାୟୋଟିକ କହିଛି, ୨ରୁContinue reading “ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଲା, ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ କୋଭାକ୍ସିନ୍ । ୧୦ ଦିନ ଭିତରେ କରାଯାଉଛି ଛୋଟ ଛୋଟ କ୍ଲିନିକାଲ୍ ଟ୍ରାଏଲ ।”
ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି । କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
କନକ ବ୍ୟୁରୋ: ଏବର୍ଷର ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏବର୍ଷ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗଦେବେ ନାହିଁ । ଏହି ସମାରୋହରେ ଅତିଥି ହେବାକୁ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ଗତ ୫Continue reading “ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି । କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।”
୨ ହାତୀଦାନ୍ତ ତସ୍କରଙ୍କୁ ଗିରଫ କଲା ଏସଟିଏଫ । ହାତୀଦାନ୍ତ ଚୋରାଚାଲାଣ ନେଇ କରୁଥିଲେ ଯୋଜନା ।
କନକ ବ୍ୟୁରୋ : ହାତୀ ଦାନ୍ତ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ଏସ୍ଟିଏଫ୍ର ଚଢ଼ାଉ ହୋଇଛି। ଏସ୍ଟିଏଫ୍ ଆଜି ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଠାରୁ ବହୁ ମୂଲ୍ୟବାନ ୨ଟି ହାତୀ ଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ କେଉଟିବାହାଲି ଗାଁର ଗୋପାଳ କୃଷ୍ଣ ବୁଡାକ ଓContinue reading “୨ ହାତୀଦାନ୍ତ ତସ୍କରଙ୍କୁ ଗିରଫ କଲା ଏସଟିଏଫ । ହାତୀଦାନ୍ତ ଚୋରାଚାଲାଣ ନେଇ କରୁଥିଲେ ଯୋଜନା ।”
ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିଥିବା ଆଉ ଜଣେ ଲୋକ ଆଣିଲେ ଅଭିଯୋଗ ।
କନକ ବ୍ୟୁରୋ : କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । ଆଉ ଜଣେ ଲୋକ ହିମାଂଶୁ ଭୂଷଣ ନନ୍ଦ ୧୮ ଲକ୍ଷ ୫୩ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ ଆଣିଛନ୍ତି । ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲେ ଦୁବୃର୍ତ । କିଡନୀ ପ୍ରତିରୋପଣ କରିବ କହି ଟଙ୍କା ନେଇContinue reading “ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିଥିବା ଆଉ ଜଣେ ଲୋକ ଆଣିଲେ ଅଭିଯୋଗ ।”
କୃଷକ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ । କହିଲେ କୃଷକଙ୍କ ଭାବାବେଗ ସହ ଜଡିତ ରହିଛି ମୁଁ
କନକ ବ୍ୟୁରୋ : ୫୦ ଦିନରେ ପହଂଚିଛି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷିବିଲ୍ କୁ ବିରୋଧ କରି ସାରା ଦେଶର କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାର ସମାଧାନ ପାଇଁ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୮ ଥର ବୈଠକ ବସିଲା ପରେ ବି କିଛି ନିସ୍କର୍ଷ ବାହାରି ପାରୁ ନାହିଁ । ଏହାକୁ ନଜରରେ ରଖିContinue reading “କୃଷକ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ । କହିଲେ କୃଷକଙ୍କ ଭାବାବେଗ ସହ ଜଡିତ ରହିଛି ମୁଁ”
ଘାଟି ମଣିଷର ଝାଟି ପର୍ବ: ବଣ୍ଡାଘାଟିର ପଡା ଗାଁରେ ପାଳନ ହେଉଛି ଝାଟି ପର୍ବ; ପୂର୍ବ ଶତ୍ରୁତାକୁ ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ
କନକ ବ୍ୟୁରୋ: ଉତ୍ସବ ମୁଖରିତ ବଣ୍ଡା ପାହାଡ । ରାଗରୁସା ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ । ପୂର୍ବ ଶତ୍ରୁତାକୁ ଭୁଲାଇ ନୂତନ ସମ୍ପର୍କ ଯୋଡିବାର ନିଆରା ଆଦିମ ପରମ୍ପରା । ପରସ୍ପରକୁ ଲହୁଲୁହାଣ କରି ଝାଟିପର୍ବ ପାଳନ କରୁଛନ୍ତି ବଣ୍ଡାଘାଟିର ଆଦିବାସୀ । ସଲପ ଗଛର ଡାଳରୁ ଚାବୁକ ତିଆରି କରି ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ମନରେ ଥିବା ଅଭିମାନ ଓ ରାଗରୋଷ ଛିଣ୍ଡାଇବା ଲାଗି ଘାଟି ଅଂଚଳରେ ଅନୁଷ୍ଠିତContinue reading “ଘାଟି ମଣିଷର ଝାଟି ପର୍ବ: ବଣ୍ଡାଘାଟିର ପଡା ଗାଁରେ ପାଳନ ହେଉଛି ଝାଟି ପର୍ବ; ପୂର୍ବ ଶତ୍ରୁତାକୁ ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ”