କନକ ବ୍ୟୁରୋ : ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ଆହୁରି କଠୋର ହୋଇପାରେ କଟକଣା । ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି କରିବା ଲାଗି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ରବିବାର ଏଠାରେ ନୂଆ ୫୫ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଚିନ୍ତା ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଥିପାଇଁ ଚଳିତ ମାସରେ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ ନାହିଁ ବୋଲି ସେContinue reading “ବ୍ରିଟେନରେ ଆହୁରି ଶକ୍ତ ହୋଇପାରେ କୋଭିଡ କଟକଣା : ବୋରିସ ଜନସନ କହିଲେ ଚଳିତ ମାସରେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ”
Author Archives: Raghaba
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି: ଆଜି ରାଜ୍ୟର ସମସ୍ତ ଥାନା ଘେରିବେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା
କନକ ବ୍ୟୁରୋ: କଟକ ଜିଲ୍ଲା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବ ରାଜ୍ୟ ବିଜେପି । ଅଭିଯୁକ୍ତଙ୍କ ଗିରଫଦାରି ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିବ ଦଳ । ଏପରିକି ବିଜେପି ନେତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ୪୮ ଘଂଟାର ଡେଡଲାଇନ ଦେଇଛି ବିଜେପି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳContinue reading “ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି: ଆଜି ରାଜ୍ୟର ସମସ୍ତ ଥାନା ଘେରିବେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା”
ଆସନ୍ତା ୩ ଦିନ ଘନ କୁହୁଡ଼ି ! ବୌଦ୍ଧ ଓ କନ୍ଧମାଳ ସମେତ ୪ ଉପକୂଳ ଜିଲ୍ଲାରେ ପ୍ରବଳ କୁହୁଡି ସମ୍ଭାବନା । ରାଜ୍ୟର ତାପମାତ୍ରା ବଢ଼ିବ, ଶୀତ କମିବ
କନକ ବ୍ୟୁରୋ: ବୌଦ୍ଧ ଓ କନ୍ଧମାଳ ସମେତ ୪ ଉପକୂଳ ଜିଲ୍ଲା ଯଥା କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଧାରେ ଆସନ୍ତା ୩ ଦିନ ଘନ କୁହୁଡ଼ି ଦେଖାଯିବ। ଏହାବ୍ୟତୀତ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ହାଲ୍କା କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଆକଳନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ। ଦିନରେContinue reading “ଆସନ୍ତା ୩ ଦିନ ଘନ କୁହୁଡ଼ି ! ବୌଦ୍ଧ ଓ କନ୍ଧମାଳ ସମେତ ୪ ଉପକୂଳ ଜିଲ୍ଲାରେ ପ୍ରବଳ କୁହୁଡି ସମ୍ଭାବନା । ରାଜ୍ୟର ତାପମାତ୍ରା ବଢ଼ିବ, ଶୀତ କମିବ”
କୋଭିଡ କରୁଛି କଲବଲ, ଆମେରିକାରେ ପ୍ରତି ୬ ଜଣରେ ଜଣେ ଭୋକିଲା: ଫିଡିଂ ଆମେରିକାର ରିପୋର୍ଟ, ଗତବର୍ଷ ଡିସେମ୍ବର ସୁଦ୍ଧା ୫ କୋଟି ଲୋକ ପାଉନାହାନ୍ତି ଦୁଇ ଓଳି ଦୁଇମୁଠା ଖାଦ୍ୟ
କନକ ବ୍ୟୁରୋ: ଆମେରିକାରେ ପ୍ରତି ୬ ଜଣରେ ଜଣେ ଭୋକିଲା । ଏଭଲି ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆଣିଛି ଭୋକ ଏବଂ ଖାଦ୍ୟ ସୁରକ୍ଷାକୁ ନେଇ କାମ କରୁଥିବା ସଂସ୍ଥା- ଫିଡିଂ ଆମେରିକା । ସଂସ୍ଥାର ରିପୋର୍ଟ ଅନୁସାରେ ୨୦୨୦ ଶେଷ ବେଳକୁ ଅର୍ଥାତ ଡିସେମ୍ବରରେ ଆମେରିକାରେ ପ୍ରାୟ ୫ କୋଟିରୁ ଅଧିକ ଲୋକ, ଦିନକୁ ଦୁଇବେଳା ଖାଇବା ଯୋଗାଡ କରିପାରୁନଥିଲେ । କଥାହେଲା କରୋନା ମହାମାରୀ ପୁରା ବିଶ୍ୱର ଆର୍ଥିକ, ସାମାଜିକ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁContinue reading “କୋଭିଡ କରୁଛି କଲବଲ, ଆମେରିକାରେ ପ୍ରତି ୬ ଜଣରେ ଜଣେ ଭୋକିଲା: ଫିଡିଂ ଆମେରିକାର ରିପୋର୍ଟ, ଗତବର୍ଷ ଡିସେମ୍ବର ସୁଦ୍ଧା ୫ କୋଟି ଲୋକ ପାଉନାହାନ୍ତି ଦୁଇ ଓଳି ଦୁଇମୁଠା ଖାଦ୍ୟ”
ବାଇକ୍ ଚଳାଇବେ, କିନ୍ତୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡିବନି । ଭାରତୀୟ କମ୍ପାନି ନିର୍ମାଣ କଲା ଏହି ଷ୍ଟାଇଲିସ୍ ବାଇକ୍ ।
କନକ ବ୍ୟୁରୋ : ଗାଡ଼ି ଚାଳକଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ। ମାତ୍ର ହାଇଦ୍ରାବାଦରେ ଏକ ଏପରି ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ୍ ହୋଇଛି ଯାହାକୁ ଚଳାଇବା ପାଇଁ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ। ଗାଡ଼ିଟି ଆନ୍ତର୍ଜାତୀୟ ଅଟୋମୋବାଇଲ୍ ଟେକ୍ନୋଲୋଜି କେନ୍ଦ୍ର(ଆଇସିଏଟି) ଦ୍ୱାରା ବିକଶିତ ହୋଇଛି। ଏହା ଏକ ସ୍ୱଳ୍ପ ଗତିର ମୋଟରସାଇକେଲ ହୋଇଥିବାରୁ ଏହାକୁ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ଏହି ବାଇକଟିକୁ ବିକଶିତ କରିବା ପାଇଁ ପ୍ରାୟ ୩Continue reading “ବାଇକ୍ ଚଳାଇବେ, କିନ୍ତୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡିବନି । ଭାରତୀୟ କମ୍ପାନି ନିର୍ମାଣ କଲା ଏହି ଷ୍ଟାଇଲିସ୍ ବାଇକ୍ ।”
ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । କହିଲେ, ପ୍ରବାସୀଙ୍କ ଦକ୍ଷତା ଅନୁଯାୟୀ ମିଳିବ କାମ, ଜୀବିକାରେ ବୃଦ୍ଧି ଘଟିବ
କନକ ବ୍ୟୁରୋ: ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସହାୟତା ସହ ମିଳିବ ସରକାରୀ ଯୋଜନାର ଲାଭ ବୋଲି ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଦେଶରେ ପ୍ରବାସୀଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ସେମାନଙ୍କ ଉନ୍ନତି ପାଇଁ ବଦ୍ଧପରିକର । ଆଜି ଲୋକାର୍ପିତ ହୋଇଥିବା ପ୍ରବାସୀ କେନ୍ଦ୍ର ପ୍ରବାସୀ ଶ୍ରମିକମାନଙ୍କର ଏକ ସବିଶେଷ ରୂପରେଖ ପ୍ରସ୍ତୁତ କରିବା ସହContinue reading “ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । କହିଲେ, ପ୍ରବାସୀଙ୍କ ଦକ୍ଷତା ଅନୁଯାୟୀ ମିଳିବ କାମ, ଜୀବିକାରେ ବୃଦ୍ଧି ଘଟିବ”
୩୦ ଫୁଟ୍ ତଳକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଗଲା ଡାକ୍ତରଙ୍କ ଜୀବନ ।
କନକ ବ୍ୟୁରୋ : କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଦଣ୍ଡିକିରି-ବଳଦିଆ ଓଭର ବ୍ରିଜରେ ସୋମବାର ଅପରାହ୍ନରେ ଏକ ହୁଣ୍ଡାଇ କାର ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ ଚଳାଉଥିବା ଡାକ୍ତର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ଵରର ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଓମ୍ ପ୍ରକାଶ ସାହୁ ଏକ ଯୋଗେ ନିଜ ଘର କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ବ୍ରିଜ ଉପରେ ସୃଷ୍ଟି ହୋଇଥିବା ଏକContinue reading “୩୦ ଫୁଟ୍ ତଳକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଗଲା ଡାକ୍ତରଙ୍କ ଜୀବନ ।”
ଚାଲ୍ ଖେଳୁଛନ୍ତି ଟ୍ରମ୍ପ: ଇଲେକ୍ଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ପ୍ରୟାସ । ଜର୍ଜିଆରେ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ ।
କନକ ବ୍ୟୁରୋ: ଇଲେକଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ । ଜର୍ଜିଆରେ ଜୋ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ତାଙ୍କ ପାଇଁ ଯଥେଷ୍ଟ ଭୋଟ ଯୋଗାଡ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଏନେଇ ଆମେରିକା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ଇଲୋକଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡContinue reading “ଚାଲ୍ ଖେଳୁଛନ୍ତି ଟ୍ରମ୍ପ: ଇଲେକ୍ଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ପ୍ରୟାସ । ଜର୍ଜିଆରେ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ ।”
ମଣ୍ଡିରେ କାହିଁକି ହଲାପଟା ହେଉଛନ୍ତି ଚାଷୀ? ଧାନ କିଣାରେ ଅବ୍ୟବସ୍ଥାକୁ ରେଙ୍ଗାଲିରେ ବିରୋଧ, ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଲା ଶହ ଶହ ଗାଡ଼ିମଟର ।
କନକ ବ୍ୟୁରୋ : ଧାନ କିଣାବିକାକୁ ନେଇ ସାରା ରାଜ୍ୟରୁ ସବୁବେଳେ ଖବର ଆସୁଛି । କେତେବେଳେ ବିଳମ୍ବିତ ମଣ୍ଡି ଯୋଗୁଁ ଚାଷୀ ରାତି ଜଗୁଆଳି ସାଜୁଛି ପୁଣି କେତେବେଳେ ଧାନ ବୋଝେଇ ଗାଡିକୁ ରାସ୍ତା ଉପରେ ରଖି ରାସ୍ତାରୋକ କରୁଛନ୍ତି । ଆଜି ସମ୍ବଲପୁର-ଝାରସୁଗୁଡା ରାଜରାସ୍ତା ଉପରେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟୋକନ ଥାଇ ବି ଧାନ ବିକ୍ରି ନହେବାରୁ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ । ଧାନ କିଣାବିକାରେ ଅବ୍ୟବସ୍ଥାର ପ୍ରତୀକContinue reading “ମଣ୍ଡିରେ କାହିଁକି ହଲାପଟା ହେଉଛନ୍ତି ଚାଷୀ? ଧାନ କିଣାରେ ଅବ୍ୟବସ୍ଥାକୁ ରେଙ୍ଗାଲିରେ ବିରୋଧ, ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଲା ଶହ ଶହ ଗାଡ଼ିମଟର ।”
ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ଦେଶରେ ଦୁଇଟି ଟିକାକୁ ଅନୁମତି ପରେ ମୋଦି କହିଲେ, ଖୁବଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ।
କନକ ବ୍ୟୁରୋ: ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିବା ପରେ ଖୁବ ଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେସିଂ ଜରିଆରେ ନ୍ୟାସନାଲ ମେଟ୍ରୋଲୋଜି କନକ୍ଲେଭକୁ ଉଦବୋଧନ ଦେବା ବେଳେ ଏହି କହିଛନ୍ତି ମୋଦୀ । ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ । କରୋନା ମହାମାରୀ ଭିତରେContinue reading “ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ଦେଶରେ ଦୁଇଟି ଟିକାକୁ ଅନୁମତି ପରେ ମୋଦି କହିଲେ, ଖୁବଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ।”