କନକ ବ୍ୟୁରୋ: ନାବାଳକ ଉପରେ ପୁଲିସ ନିର୍ଯାତନାର ସାଂଘାତିକ ଅଭିଯୋଗ । ରାଉରକେଲା ଉଦିତନଗର ଥାନା ପୁଲିସ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୋବାଇଲ ଚୋରି ମାମଲାରେ ଜଣେ ୧୪ ବର୍ଷର ନାବାଳକକୁ ଘରୁ ଉଠାଇ ଆଣି ଥାନାରେ ୨୪ ଘଂଟାରୁ ଅଧିକ ସମୟ ଅଟକ ରଖିବା, ପଚରା ଉଚରା କରିବା ସମୟରେ ମାଡ ମାରିବା, ଏପରିକି ବିଦ୍ୟୁତ ଝଟକା ଦିଆଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ଟିମ୍ବର କଲୋନୀ ଅଂଚଳର ଜଣେ ବୃଦ୍ଧାContinue reading “ପିକନିକ ଯାଇ ସେଲ୍ଫି ନେବା ହେଲା କାଳ: ବୌଦ୍ଧର କୁମ୍ଭୀଝର ଜଳପ୍ରପାତରେ ସେଲ୍ଫି ଉଠାଇବା ବେଳେ ଜଳପ୍ରପାତରେ ଖସିପଡି ନାବାଳକ ମୃତ”
Author Archives: Raghaba
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ : ଆବେଦନ ପାଇଁ ଆଉ ମାତ୍ର ୨ ଦିନ
କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ବୁଧବାର ଶେଷ ହେବାକୁ ଯାଉଛି। କର୍ପୋରେଟ୍ ଜଗତରେ ଏହି ପୁରସ୍କାରକୁ ନେଇ ପ୍ରବଳ ଉତ୍ସାହ ରହିଥିବା ବେଳେ ଉଦ୍ୟୋଗ ଜଗତର ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହାକୁ ଭୂୟସୀ ପ୍ରଶଂସା କରୁଛନ୍ତି। ଓଡ଼ିଶାରୁ ଜନ୍ମ ହୋଇ ଦେଶବିଦେଶରେ ଖ୍ୟାତି ଲାଭ କରିଥିବା ବ୍ରାଣ୍ଡ୍ଗୁଡ଼ିକୁ ଏହି ଅଭିଯାନରେ ସମ୍ମାନିତ କରାଯାଉଛି। ପୁରସ୍କାର ଲାଗି ଆବେଦନContinue reading “ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ : ଆବେଦନ ପାଇଁ ଆଉ ମାତ୍ର ୨ ଦିନ”
ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା?
କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା? ପ୍ରଶ୍ନ ପତ୍ରରେ ସବଜେକଟିଭ୍ ପ୍ରଶ୍ନ କେତେ ରହିବ ଓ ଅବଜେକଟିଭ୍ କେତେ ରହିବ ଏଭଳି ଅନେକ ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛାତ୍ରୀ । ଏହି ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । କହିଛନ୍ତି, ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେContinue reading “ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା?”
ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି: ଆଜି କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି
କନକ ବ୍ୟୁରୋ: ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରିବା ପରେ ରାଜନୀତି ଜୋର ଧରିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜିଠାରୁ କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେପି କର୍ମୀ । ଗତକାଲି ବିଜେପି ନେତା କୁଳମଣି ବରାଳଙ୍କ ମୃତ ଶରୀରର ଶୋଭାଯାତ୍ରା କରିଥିଲା ବିଜେପି । ଦଳ ଅଭିଯୋଗ କରିଛି ଓଡିଶାରେ ମଧ୍ୟ ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସାକାଣ୍ଡ ଆରମ୍ଭContinue reading “ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି: ଆଜି କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି”
ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୩ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ; ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା
କନକ ବ୍ୟୁରୋ: ଉତରପ୍ରଦେଶର ଗାଜିଆବାଦରେ ଘଟିଛି ଛାତି ଥରାଇ ଦେଲା ଭଳି ଦୁର୍ଘଟଣା । ମୁରାଦନଗରର ଏକ ଶ୍ମଶାନରେ ଥିବା ଆଶ୍ରୟସ୍ଥଳୀର ଛାତ ଭୁଶୁଡି ପଡିବାରୁ ୨୩ ଜଣ ଲୋକଙ୍କ ଜୀବନ ଯାଇଛି । ଆଉ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ପରିବାର ଓ ଜ୍ଞାତିପରିଜନ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ମୃତ ବ୍ୟକ୍ତିଙ୍କୁ ମୁଖାଗ୍ନି ଦେବାକୁ ଆସିଥିବା ତାଙ୍କ ପୁଅର ମଧ୍ୟ ମୃତ୍ୟୁContinue reading “ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୩ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ; ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା”
କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ : କୃଷକ ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ହେବ ଆଲୋଚନା
କନକ ବ୍ୟୁରୋ : ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ରତ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହେବ । ଗତ ୩୦ ତାରିଖରେ ଦୁଇଟି ପ୍ରସ୍ତାବ ଉପରେ ସହମତି ମିଳିଥିବାରୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଆଜି କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସଙ୍ଗରେ ଆଲୋଚନା ହେବ । ବୈଠକ ପୂର୍ବରୁ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।Continue reading “କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ : କୃଷକ ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ହେବ ଆଲୋଚନା”
କୁହୁଡି କରିବ କଲବଲ ! ଆହୁରୀ ୩ ଦିନ ପର୍ଯ୍ୟନ୍ତ କୁହୁଡିରୁ ମିଳିବନି ନିସ୍ତାର: ୧୧ଜିଲ୍ଲାରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା
କନକ ବ୍ୟୁରୋ: ଆଜିଠାରୁ ୩ ଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିସନର ସବୁ ଜିଲ୍ଲାପାଳ ଓ ଜିଲ୍ଲା ଏସ୍ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ, ଜାନୁଆରି ୪ ତାରିଖରେ ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେ ସକାଳୁ ସକାଳୁ ଘନ କୁହୁଡ଼ି ହେବ। ସେହିପରି ୫ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳContinue reading “କୁହୁଡି କରିବ କଲବଲ ! ଆହୁରୀ ୩ ଦିନ ପର୍ଯ୍ୟନ୍ତ କୁହୁଡିରୁ ମିଳିବନି ନିସ୍ତାର: ୧୧ଜିଲ୍ଲାରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା”
ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ପୁଣି ନିଖୋଜ: କୁତ୍ରା ଥାନାରେ ଏତଲା ଦେଲେ ବିରୁଜଙ୍କ ଭଉଣୀ; ଅଭିଯୋଗ ପାଇବା ପରେ ପୁଲିସର ତନାଘନା
କନକ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରୁ ଓଡ଼ିଶା ଫେରିଥିବା ସୁନ୍ଦରଗଡ଼ର ବିର୍ଜୁ କୁଲୁ ନିଖୋଜ । ଶନିବାର ରାତିରୁ ବିର୍ଜୁଙ୍କ କୌଣସି ଖବର ମିଳୁନାହିଁ । ସୁନ୍ଦରଗଡ ଫେରିବା ପରେ ଭଉଣୀ ଘରେ ରହୁଥିଲେ ବିରଜୁ କୁଲୁ । ହେଲେ ଶନିବାର ରାତିରୁ ନିଖୋଜ ଅଛନ୍ତି ବିରଜୁ କୁଲୁ । କୁତ୍ରା ଥାନାରେ ଗତକାଲି ସନ୍ଧ୍ୟାରେ ବିରଜୁ କୁଲୁ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀ । ଗତ ନଭେମ୍ବର ୧୩Continue reading “ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ପୁଣି ନିଖୋଜ: କୁତ୍ରା ଥାନାରେ ଏତଲା ଦେଲେ ବିରୁଜଙ୍କ ଭଉଣୀ; ଅଭିଯୋଗ ପାଇବା ପରେ ପୁଲିସର ତନାଘନା”
ରାସ୍ତା କଡରେ ଆଉ ଦେଖିବାକୁ ମିଳିବ ନାହିଁ ଅଳିଆ ଗଦା । ଜୟପୁର ପୌରପାଳିକାର ଅଭିନବ ପ୍ରୟାସ । ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ ।
କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସ । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କା ହେଉଛି ଦାମ୍ । ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପୁଣି ସେହି ଘରକୁ ସାର ହୋଇ ଫେରିବ । ଏଭଳିContinue reading “ରାସ୍ତା କଡରେ ଆଉ ଦେଖିବାକୁ ମିଳିବ ନାହିଁ ଅଳିଆ ଗଦା । ଜୟପୁର ପୌରପାଳିକାର ଅଭିନବ ପ୍ରୟାସ । ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ ।”
ବଡ ଚାକିରିକୁ ଉଚ୍ଚ ଶିକ୍ଷିତଙ୍କ ନା । ମାଲକାନଗିରିର ଦୁଇ ଏମଟେକ୍ ଭାଇଙ୍କ ନିଆରା ଉଦ୍ୟମ । ଡାଇରୀ ଫାର୍ମ କରି ନିଜେ ଉପାର୍ଜନ କରିବା ସହ ଲୋକଙ୍କୁ ଦେଉଛନ୍ତି ରୋଜଗାର ।
କନକ ବ୍ୟୁରୋ : ଚାଷ ତ ଅନେକ କରନ୍ତି । ଶିକ୍ଷିତ ବେକାରୀ ଯୁବକ ଯୁବତୀମାନେ ମଧ୍ୟ ଅନ୍ୟ ଉପାୟ ନ ପାଇ ଚାଷ କାମରେ ମନ ବଢାନ୍ତି । ତେବେ ମାଲକାନନଗିରି ଜିଲ୍ଲାରେ ଏମିତି ଦୁଇ ଏମ୍ ଟେକ୍ ଇଂଜିନିୟର ଭାଇ ରହିଛନ୍ତି, ଯିଏ ଲକ୍ଷ ଲକ୍ଷ ଟଙ୍କାର ଆଭିଯାତ୍ୟପୁର୍ଣ ଚାକିରି ଛାଡି ଏବେ ଦୁଗ୍ଧ ଚାଷରେ ନିଜକୁ ନିୟୋଜିତ କରିଛନ୍ତି । ଆଉ ଏବେ ଲକ୍ଷ ଲକ୍ଷ ଟଙ୍କାର ଦରମା ସିନା ନାହିଁ ,Continue reading “ବଡ ଚାକିରିକୁ ଉଚ୍ଚ ଶିକ୍ଷିତଙ୍କ ନା । ମାଲକାନଗିରିର ଦୁଇ ଏମଟେକ୍ ଭାଇଙ୍କ ନିଆରା ଉଦ୍ୟମ । ଡାଇରୀ ଫାର୍ମ କରି ନିଜେ ଉପାର୍ଜନ କରିବା ସହ ଲୋକଙ୍କୁ ଦେଉଛନ୍ତି ରୋଜଗାର ।”