କନକ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗନ୍ନାଥ । କରୋନା ଯୋଗୁଁ ୯ ମାସ ଧରି ବନ୍ଦ ରହିବା ପରେ ଗତକାଲି ଭକ୍ତଙ୍କ ପାଇଁ ଖୋଲିଥିଲା ମନ୍ଦିର । କରୋନା କଟକଣା ମଧ୍ୟରେ ଚାଲିଛି ଦର୍ଶନ । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଜିଠାରୁ ଖୋଲିଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିର । ଦୀର୍ଘ ୯ମାସ ପରେ ଖୋଲିଛି ମାଙ୍କ ମନ୍ଦିରContinue reading “ଦ୍ୱିତୀୟ ଦିନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ: କରୋନା କଟକଣା ଭିତରେ ଚାଲିଛି ମନ୍ଦିର ପ୍ରବେଶ”
Author Archives: Raghaba
କୁଳମଣି ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜିଲା ରାଜନୀତି: ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ୫ଟି ଟିମର ତନାଘନା; ଆଇନମନ୍ତ୍ରୀ କହିଲେ, ରାଜନୈତିକ ରୂପ ଦେବାକୁ ଚାହୁୁଁଛନ୍ତି ବିରୋଧୀ
କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଇନି । ଏନେଇ ରାଜନୀତି ଜୋର ଧରିଛି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । କୌଣସି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାଗମରେ ଉପସ୍ଥିତ ରହିବା ପାଇଁ ବିଜେପି ଦେବନାହିଁ ବୋଲି ସାଧାରଣContinue reading “କୁଳମଣି ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜିଲା ରାଜନୀତି: ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ୫ଟି ଟିମର ତନାଘନା; ଆଇନମନ୍ତ୍ରୀ କହିଲେ, ରାଜନୈତିକ ରୂପ ଦେବାକୁ ଚାହୁୁଁଛନ୍ତି ବିରୋଧୀ”
ସରକାର ବିଫଳ ହେବା ପରେ ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲା ରିଲିୟାନ୍ସ । କହିଲା ନା କରିବ କଣ୍ଟାକ୍ଟ ଫାମିଂ ନା କରିବ କର୍ପୋରେଟ୍ ଫାମିଂ । ଏମଏସପି ରେ କିଣିବ ଶଷ୍ୟ
କନକ ବ୍ୟୁରୋ : ଶେଷରେ କୃଷକ ଆନ୍ଦୋଳନ ନେଇ ମୁହଁ ଖୋଲିଲା ରିଲିୟାନ୍ସ । ପଞ୍ଜାବରେ ଚାଷୀ ମାନଙ୍କ ଦ୍ୱାରା ୧୬ ଶହ ଜିଓ ଟାୱାର ଭଙ୍ଗାଯିବା ପରେ କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛି କମ୍ପାନୀ । କମ୍ପାନୀ ତରଫରୁ କୁହାଯାଇଛି କି ରିଲିୟାନ୍ସ କେବେ କୃଷକ ମାନଙ୍କ ଠାରୁ ସିଧା ସଳଖ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କିଣିବ ନାହିଁ । ଯାହା ବି ଶଷ୍ୟ କିଣିବ ତାହା ଯୋଗାଣ ସଂସ୍ଥା ମାନଙ୍କ ଠାରୁ ସାମଗ୍ରୀContinue reading “ସରକାର ବିଫଳ ହେବା ପରେ ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲା ରିଲିୟାନ୍ସ । କହିଲା ନା କରିବ କଣ୍ଟାକ୍ଟ ଫାମିଂ ନା କରିବ କର୍ପୋରେଟ୍ ଫାମିଂ । ଏମଏସପି ରେ କିଣିବ ଶଷ୍ୟ”
ଶପଥ ନେଲେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର : ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ
କନକ ବ୍ୟୁରୋ : ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର ଜାନୁଆରି ୪ ତାରିଖ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳContinue reading “ଶପଥ ନେଲେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର : ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ “
ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୫ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ; ୩ ଗିରଫ, ମୁଖ୍ୟ ଅଭିଯୁକ୍ତ ଠିକାଦାର ଏବେ ବି ଫେରାର
କନକ ବ୍ୟୁରୋ: ଉତରପ୍ରଦେଶର ଗାଜିଆବାଦରେ ଘଟିଛି ଛାତି ଥରାଇ ଦେଲା ଭଳି ଦୁର୍ଘଟଣା । ମୁରାଦନଗରର ଏକ ଶ୍ମଶାନରେ ଥିବା ଆଶ୍ରୟସ୍ଥଳୀର ଛାତ ଭୁଶୁଡି ପଡିବାରୁ ୨୩ ଜଣ ଲୋକଙ୍କ ଜୀବନ ଯାଇଛି । ଆଉ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ପରିବାର ଓ ଜ୍ଞାତିପରିଜନ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ମୃତ ବ୍ୟକ୍ତିଙ୍କୁ ମୁଖାଗ୍ନି ଦେବାକୁ ଆସିଥିବା ତାଙ୍କ ପୁଅର ମଧ୍ୟ ମୃତ୍ୟୁContinue reading “ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୫ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ; ୩ ଗିରଫ, ମୁଖ୍ୟ ଅଭିଯୁକ୍ତ ଠିକାଦାର ଏବେ ବି ଫେରାର”
ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନବ ନିଯୁକ୍ତ ମୁଖ୍ୟ ବିଚାରପତି । ୩୨ତମ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଏସ ମୁରଲୀଧର
କନକ ବ୍ୟୁରୋ: ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନବ ନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର । ସକାଳ ୧୦ଟାରେ ବେଳେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅଛି । ୩୨ ତମ ବିଚାରପତିଭାବେ ଆଜି ଶପ୍ ଗ୍ରହଣ କରିବେ ଜଷ୍ଟିସ ଏସ ମୁରଲୀଧର । ଗତକାଲି ଜଷ୍ଟିସ ମୁରଲୀଧର ଓଡ଼ିଶାରେ ପହଂଚିବା ପରେ ବିମାନବନ୍ଦରରୁ ଏକ କାରକେଡ଼ ଯୋଗେ ରାଜ୍ୟ ଅତିଥିଭବନକୁ ନିଆଯାଇଥିଲା । ସେଠାରେ ତାଙ୍କୁ ପୁଲିସ ପକ୍ଷରୁ ଗାର୍ଡ ଅଫContinue reading “ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନବ ନିଯୁକ୍ତ ମୁଖ୍ୟ ବିଚାରପତି । ୩୨ତମ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଏସ ମୁରଲୀଧର”
ନୂଆବର୍ଷ ଆଣିଲା ଖୁସିଖବର: କରୋନାମୁକ୍ତ ମୁହାଁ ରାଜଧାନୀ; ପ୍ରଥମ ୩ ଦିନରେ ଭୁବନେଶ୍ୱରରେ ଏକଅଙ୍କକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା
କନକ ବ୍ୟୁରୋ: ନୂଆବର୍ଷ ଆଣିଲା ଖୁସିଖବର । ଦୈନିକ ଏକଅଙ୍କ ଛୁଇଁଲା ଦୈନିକ ସଂକ୍ରମଣ ସଂଖ୍ୟା । ଦିନେ କରୋନାର ହଟସ୍ପଟ ଥିବା ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତକାଲି ମାତ୍ର ୮ ଜଣ ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ କିଛିମାସ ତଳେ ଦୈନିକ ସଂକ୍ରମଣ ୩ ଅଙ୍କ ଥିଲା । ଏବେ ଏହା ତଳମୁହାଁ ହୋଇ ଦୁଇଅଙ୍କ ହୋଇଥିବାବେଳେ ନୂଆବର୍ଷରେ ଏକ ଅଙ୍କ ହେବା କରୋନା କମୁଥିବାରContinue reading “ନୂଆବର୍ଷ ଆଣିଲା ଖୁସିଖବର: କରୋନାମୁକ୍ତ ମୁହାଁ ରାଜଧାନୀ; ପ୍ରଥମ ୩ ଦିନରେ ଭୁବନେଶ୍ୱରରେ ଏକଅଙ୍କକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା”
ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ! ହାଜତ୍ ଭିତରେ ନାବାଳକଙ୍କୁ ପୁଲିସର ଅକଥନୀୟ ନିର୍ଯାତନା ! ଗୋଇଠା, ବୁଟରେ ମାଡମାରିବା ସହ ବିଦ୍ୟୁତ୍ ଝଟକା ଦିଆଯାଇଥିବା ଅଭିଯୋଗ
କନକ ବ୍ୟୁରୋ: ନାବାଳକ ଉପରେ ପୁଲିସ ନିର୍ଯାତନାର ସାଂଘାତିକ ଅଭିଯୋଗ । ରାଉରକେଲା ଉଦିତନଗର ଥାନା ପୁଲିସ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୋବାଇଲ ଚୋରି ମାମଲାରେ ଜଣେ ୧୪ ବର୍ଷର ନାବାଳକକୁ ଘରୁ ଉଠାଇ ଆଣି ଥାନାରେ ୨୪ ଘଂଟାରୁ ଅଧିକ ସମୟ ଅଟକ ରଖିବା, ପଚରା ଉଚରା କରିବା ସମୟରେ ମାଡ ମାରିବା, ଏପରିକି ବିଦ୍ୟୁତ ଝଟକା ଦିଆଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ଟିମ୍ବର କଲୋନୀ ଅଂଚଳର ଜଣେ ବୃଦ୍ଧାContinue reading “ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ! ହାଜତ୍ ଭିତରେ ନାବାଳକଙ୍କୁ ପୁଲିସର ଅକଥନୀୟ ନିର୍ଯାତନା ! ଗୋଇଠା, ବୁଟରେ ମାଡମାରିବା ସହ ବିଦ୍ୟୁତ୍ ଝଟକା ଦିଆଯାଇଥିବା ଅଭିଯୋଗ”
ଶିଖରରେ ଶିକ୍ଷା ଗ୍ରହଣ । ବିକାଶର ବହୁ ଦୂରରେ ଆଦିବାସୀ ଅଂଚଳ । ଅନଲାଇନ ପାଠପଢା ପାଇଁ ପାହାଡ ଚଢୁଛନ୍ତି ଛାତ୍ରଛାତ୍ରୀ
କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି। ବିକାଶ ଏଠି ସାତ ସପନ। ଜିଲ୍ଲା ସଦର ମହକୁମା, ବ୍ଲକ ସଦର ମହକୁମା ଏବଂ କିଛି ପଞ୍ଚାୟତ ସଦର ମହକୁମାକୁ ଛାଡି ଦେଲେ ଅନ୍ୟ ସବୁ ଅଂଚଳ ଦୁର୍ଗମ ଏବଂ ଅପହଞ୍ଚ। ପୁଣି ଜିଲ୍ଲା ନକ୍ସଲ ପ୍ରବଣ ଭାବେ ବେଶ ପରିଚିତ। ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ୯ ମାସ ହେଲା ସ୍କୁଲ କଲେଜ ବନ୍ଦ ଥିବାରୁContinue reading “ଶିଖରରେ ଶିକ୍ଷା ଗ୍ରହଣ । ବିକାଶର ବହୁ ଦୂରରେ ଆଦିବାସୀ ଅଂଚଳ । ଅନଲାଇନ ପାଠପଢା ପାଇଁ ପାହାଡ ଚଢୁଛନ୍ତି ଛାତ୍ରଛାତ୍ରୀ”
ନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା
କନକ ବ୍ୟୁରୋ: ମହାନଦୀ ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ହଠାତ୍ ଯୁବତୀ ଜଣକ ଡେଇଁପଡିଥିଲେ । ଖବର ପାଇ ବୁର୍ଲା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ପୋଲ ତଳୁ ଯୁବତୀଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ଯୁବତୀଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁContinue reading “ନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା”