ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ ପ୍ରସଙ୍ଗ : କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଂଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ ପ୍ରସଙ୍ଗ । କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଂଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣୀ ହେବ । ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ନିଯୁକ୍ତି ନାଁରେ ଠକେଇ ଓ ଆର୍ଥିକ କାରବାର ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ପାଠକ ବାପ, ପୁଅଙ୍କ ସହ ଲିଙ୍କ ନେଇ ମଧ୍ୟContinue reading “ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ ପ୍ରସଙ୍ଗ : କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଂଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ”

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ : ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ ବ୍ରଜବନ୍ଧୁ ସାହୁ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ । ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ ବାଙ୍କୋଇ ଗାଁର ବ୍ରଜବନ୍ଧୁ ସାହ । ଏନେଇ ୧୫ ଦିନ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏନେଇ କିଛି ପଦକ୍ଷେପ ନିଆଯାଇନଥିବାରୁ ସେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହୂତି ଉଦ୍ୟମ କରିଥିଲେ । ପୁଲିସ ତାଙ୍କୁ ଅଟକାଇବା ସହContinue reading “ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ : ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ ବ୍ରଜବନ୍ଧୁ ସାହୁ”

ନିର୍ବନ୍ଧ ସରିଥିଲା, ବାହାଘର ପୂର୍ବରୁ ଚାଲିଗଲା ଜୀବନ : ଅଧାରେ ରହିଗଲା ବଣଭୋଜି; ପାହାଡ ଉପରେ ଛିଡା ହୋଇ ସେଲଫି ନେଉଥିବା ବେଳେ ନଦୀରେ ପଡିଗଲେ ଯୁବତୀ

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ନିର୍ବନ୍ଧ ସରିଥିଲା, ଆଉ ଦିନ କେଇଟା ପରେ ବାହାଘର ହୋଇଥାନ୍ତା । ହେଲେ ବାହାଘର ପୂର୍ବରୁ ଚାଲିଗଲା ଜୀବନ । ନଦୀ କଡ଼ରେ ସେଲଫି ନେବା ହେଲା କାଳ । ପରିବାର ଲୋକ ଓ ସାଂଗସାଥୀଙ୍କ ସହ ବଣଭୋଜି କରିବାକୁ ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ । ହେଲେ ପରିବାର ଲୋକେ ରୋଷେଇ କରିବାରେ ବ୍ୟସ୍ତ ଥିବା ବେଳେ ସାଂଗଙ୍କ ସହ ଫଟୋ ଉଠାଇବାକୁContinue reading “ନିର୍ବନ୍ଧ ସରିଥିଲା, ବାହାଘର ପୂର୍ବରୁ ଚାଲିଗଲା ଜୀବନ : ଅଧାରେ ରହିଗଲା ବଣଭୋଜି; ପାହାଡ ଉପରେ ଛିଡା ହୋଇ ସେଲଫି ନେଉଥିବା ବେଳେ ନଦୀରେ ପଡିଗଲେ ଯୁବତୀ”

୨ ମାସ ଧରି ନିଖୋଜ ଅଛନ୍ତି ଆଲିବାବା ଗ୍ରୁପର ମାଲିକ ଜ୍ୟାକ୍ ମା । ଚୀନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିବା ପରେ ହୋଇଛନ୍ତି ନିଖୋଜ । ଜ୍ୟାକ୍ ମାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନୁସନ୍ଧାନ ଜାରି ରଖିଛି ଚାଇନା ପ୍ରଶାସନ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ୨ ମାସ ହେବ ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ହଜାର ହଜାର କୋଟି ଟଙ୍କାର କାରବାର ଓ ଆଲିବାବା ଭଳି କମ୍ପାନୀକୁ ଚଳାଉଥିବା ଜ୍ୟାକ୍ ମା ଏବେ ଦେଖା ଦେଉନଥିବା ନେଇ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି । ଚାଇନା ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ଟାର୍ଗେଟ୍ ରେ ଶିକାର ହେବା ପର ଠାରୁ ତାଙ୍କୁContinue reading “୨ ମାସ ଧରି ନିଖୋଜ ଅଛନ୍ତି ଆଲିବାବା ଗ୍ରୁପର ମାଲିକ ଜ୍ୟାକ୍ ମା । ଚୀନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିବା ପରେ ହୋଇଛନ୍ତି ନିଖୋଜ । ଜ୍ୟାକ୍ ମାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନୁସନ୍ଧାନ ଜାରି ରଖିଛି ଚାଇନା ପ୍ରଶାସନ”

କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଚିଠି ଲେଖିଲେ ଲେଖିଲେ କେନ୍ଦ୍ରମନ୍ତ୍ରୀ : ଅନୁଗୁଳ ନାଲକୋ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ 

ନାଲକୋ ଆରମ୍ଭ କରୁଥିବା ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପର ମୂଲ୍ୟ ରହିଛି ୨୨ ହଜାର କୋଟି ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍ ପାୱାର ପ୍ଲାଂଟ ଆରମ୍ଭ କରିବାକୁ ପ୍ରସ୍ତାବ ଏହାଦ୍ୱାରା ସ୍ମେଲଟର ୟୁନିଟ୍ ଏବଂ କୋଇଲା ବ୍ଲକ ଲଜିଷ୍ଟିକ୍ ଦକ୍ଷତା ଦ୍ୱାରା ଉପକୃତ ହେବ ଅନୁଗୁଳରେ ନାଲକୋ ଦ୍ୱାରା ଆଲୁମିନିୟମ ସ୍ମେଲଟର ପ୍ଲାଂଟ ପାଇଁ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ ହୋଇଛି ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୧୦.୫ ମିଲିୟନContinue reading “କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଚିଠି ଲେଖିଲେ ଲେଖିଲେ କେନ୍ଦ୍ରମନ୍ତ୍ରୀ : ଅନୁଗୁଳ ନାଲକୋ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ “

ପରୀ ହତ୍ୟା ମାମଲା : ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଆବେଦନ । ନୟାଗଡ ପକସୋ କୋର୍ଟରେ ଆବେଦନ କଲା ଏସଆଇଟି ।

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ କରିବାକୁ  ଆବେଦନ କରିଛି ଏସଆଇଟି । ନୟାଗଡ ପକ୍ସୋ କୋର୍ଟରେ ଏହି ଆବେଦନ ହୋଇଛି । ପରୀ ମୃତ୍ୟୁ ମାମଲାରେ ସରୋଜ ସେଠୀକୁ ଗିରଫ କରିସାରିଛି ଏସାଆଇଟି । ଘରକୁ ନେଇ  ପରୀକୁ ସରୋଜ ଦୁଷ୍କର୍ମ ଉଦ୍ୟମ କରିବା ପରେ ତଣ୍ଟିଚିପି ହତ୍ୟା କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିସାରିଛନ୍ତି । ପୂର୍ବରୁContinue reading “ପରୀ ହତ୍ୟା ମାମଲା : ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଆବେଦନ । ନୟାଗଡ ପକସୋ କୋର୍ଟରେ ଆବେଦନ କଲା ଏସଆଇଟି ।”

ଜାଣନ୍ତୁ, ଭାରତରେ ଟିକାକରଣ କେବେ ଆରମ୍ଭ ହେବ? ଟିକା ପାଇଁ ପଞ୍ଜିକରଣ ଜରୁରୀ କି ?

କନକ ବ୍ୟୁରୋ : ଭାରତରେ ଦୁଇଟି ଟିକାକୁ ଡ଼ିସିଜିଆଇ ଅନୁମୋଦନ ଦେବା ପରେ ଡ଼ିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ଟିକା ଦେବା ପରେ ତତକ୍ଷାଣତ ଟିକାକରଣ କରାଯିବ । ପ୍ରାଥମିକସ୍ତରରେ ପ୍ରସ୍ତୁତ ହୋଇଥିବା ଡ଼ାଟା ବେସ ଅନୁସାରେ ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି । ବୟସ୍କ ଓ ସମୁଖ ଯୋଦ୍ଧାଙ୍କ ଡ଼ାଟାବେସ ପରବର୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ ।Continue reading “ଜାଣନ୍ତୁ, ଭାରତରେ ଟିକାକରଣ କେବେ ଆରମ୍ଭ ହେବ? ଟିକା ପାଇଁ ପଞ୍ଜିକରଣ ଜରୁରୀ କି ?”

ଚୀନ କମ୍ପାନୀକୁ ମିଳିଲା ଦିଲ୍ଲୀ-ମିରଟ୍ ରେଳ ଲାଇନ ନିର୍ମାଣର ଠିକା । ପୂର୍ବବର୍ଷ ଏହି ଠିକା କମ୍ପାନୀ ଉପରେ ସରରକାର ଲଗାଇଥିଲେ ରୋକ୍ । ୧.୧୨୬ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କଲା ସିଆରଟିସି

କନକ ବ୍ୟୁରୋ : ବୟକଟ୍ ଚାଇନା, ଚାଇନା କମ୍ପାନୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମୋବାଇଲ ଆପ୍ ବ୍ୟାନ, ଏସବୁ କେବଳ ଲୋକ ଦେଖାଣିଆ । ଏକଥା ଆମେ ଏଇଥି ପାଇଁ କହୁଛୁ କି ଯେତେବେଳେ ଚୀନର ସେନାମାନେ ଆମଦେଶର ୨୦ ଜଣ ସୈନିକଙ୍କୁ ନିର୍ମମ ଭାବେ ହତ୍ୟା କଲେ ତା’ପରେ ଭାରତ ସରକାର ଚୀନର ବିଭିନ୍ନ ସାମଗ୍ରୀ ଓ ମୋବାଇଲ ଆପ୍ କୁ ବ୍ୟାନ କରି ପ୍ରମାଣ କରିଥିଲେ କି ଆମେ ବି ଚାଇନା ଉପରେ ପ୍ରତିଶୋଧContinue reading “ଚୀନ କମ୍ପାନୀକୁ ମିଳିଲା ଦିଲ୍ଲୀ-ମିରଟ୍ ରେଳ ଲାଇନ ନିର୍ମାଣର ଠିକା । ପୂର୍ବବର୍ଷ ଏହି ଠିକା କମ୍ପାନୀ ଉପରେ ସରରକାର ଲଗାଇଥିଲେ ରୋକ୍ । ୧.୧୨୬ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କଲା ସିଆରଟିସି”

୨ ଟିକାକୁ ଡିସିଜିଆଇର ଅନୁମତି ପରେ ରାଜ୍ୟ ସରକାରଙ୍କ ତତ୍ପରତା: ଡିଏମଇଟି କହିଲେ, କେନ୍ଦ୍ର ଟିକା ଦେବା ପରେ ଆରମ୍ଭ ହେବ ଟିକାକରଣ

କନକ ବ୍ୟୁରୋ: ଭାରତରେ ଦୁଇଟି ଟୀକାକୁ ଡ଼ିସିଜିଆଇ ଅନୁମୋଦନ ଦେବା ପରେ ି ଡ଼ିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ଟୀକା ଦେବା ପରେ ତତକ୍ଷାଣତ ଟୀକାକରଣ କରାଯିବ । ପ୍ରାଥମିକସ୍ତରରେ ପ୍ରସ୍ତୁତ ହୋଇଥିବା ଡ଼ାଟା ବେସ ଅନୁସାରେ ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି । ବୟସ୍କ ଓ ସମୁଖ ଯୋର୍ଦ୍ଧାଙ୍କ ଡ଼ାଟାବେସ ପରବର୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ ।Continue reading “୨ ଟିକାକୁ ଡିସିଜିଆଇର ଅନୁମତି ପରେ ରାଜ୍ୟ ସରକାରଙ୍କ ତତ୍ପରତା: ଡିଏମଇଟି କହିଲେ, କେନ୍ଦ୍ର ଟିକା ଦେବା ପରେ ଆରମ୍ଭ ହେବ ଟିକାକରଣ”

ଆଜି ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା । ସେପଟେ କୃଷକଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଂଚିଲେ ଶହ ଶହ ବୌଦ୍ଧ ଭିକ୍ଷୁ

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରେ ଜାରି ରହିଛି ଅସହ୍ୟ ଥଣ୍ଡା ସାଙ୍ଗକୁ ଝିପି ଝିପି ବର୍ଷା । ତା ସହିତ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏଭଳି ଆନ୍ଦୋଳନ ମଧ୍ୟରେ ଆଜି ଅଷ୍ଟମ ଥର ପାଇଁ ସରକାର ଓ କୃଷି ସଂଗଠନ ମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆଶା କରାଯାଉଛି କି ଏହି ଆଲୋଚନାରୁ କିଛି ନିସ୍କର୍ଶ ବାହାରିବ । ଏହା ପୂର୍ବରୁ ହୋଇଥିବା ବୈଠକରେ ସରକାର କୃଷକ ମାନଙ୍କରContinue reading “ଆଜି ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା । ସେପଟେ କୃଷକଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଂଚିଲେ ଶହ ଶହ ବୌଦ୍ଧ ଭିକ୍ଷୁ”

Design a site like this with WordPress.com
Get started