କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି । ଅତି ବିଭତ୍ସ ଭାବେ ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କୁ ବେକ କାଟି ହତ୍ୟା କରାଯାଇଛି । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଶରତ ଥାନା ଅନ୍ତର୍ଗତ ଶାରୀଶୁଆ ଗ୍ରାମରେ । ମୃତ ମହିଳା ଜଣକ ହେଲେ ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ । ମିଳିଥିବାContinue reading “ଗୁଣିଗାରେଡ଼ିରୁ ଜଘନ୍ୟ ହତ୍ୟାକାଣ୍ଡ । ମହିଳାଙ୍କ ବେକ କାଟି ଦୁଇ ଭାଇ ଫେରାର ।”
Author Archives: Raghaba
ବିଜ୍ଞାନ ତାଙ୍କ ଜୀବନ, ବିଜ୍ଞାନ ପାଇଁ ସେ ଜନ୍ମ । ୧୦ ହଜାରୁ ଅଧିକ ସାଇନ୍ସ ପ୍ରକଳ୍ପ କରି ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ବାଲେଶ୍ୱରର ଆଇନ ଷ୍ଟାଇନ୍ ।
କନକ ବ୍ୟୁରୋ: ସେ ବିଜ୍ଞାନକୁ ଭଲ ପାଆନ୍ତି, ବିଜ୍ଞାନରେ ବଞ୍ଚନ୍ତି । ତାଙ୍କ ରକ୍ତରେ ବିଜ୍ଞାନ, ନିଶ୍ୱାସରେ ବିଜ୍ଞାନ । ସକାଳରୁ ସଞ୍ଜ ଖାଲି ସାଇନ୍ସ କଥା ହିଁ ଭାବନ୍ତି । ବୋଧେ ସେଇଥିପାଇଁ ତାଙ୍କୁ କେହି କେହି ବାଲେଶ୍ୱରର ବିଜ୍ଞାନ ମଣିଷ ବୋଲି ଡାକନ୍ତି ତ ପୁଣି କେହି ଓଡିଶାର ଆଇନ ଷ୍ଟାଇନ ବୋଲି ବି କୁହନ୍ତି । କାରଣ ତାଙ୍କ ଶରୀରର ଶିରା ପ୍ରଶିରାରେ ସଦାବେଳେ ସବାର ହୋଇଥାଏ ସାଇନ୍ସ । ମିହିର ପଣ୍ଡାContinue reading “ବିଜ୍ଞାନ ତାଙ୍କ ଜୀବନ, ବିଜ୍ଞାନ ପାଇଁ ସେ ଜନ୍ମ । ୧୦ ହଜାରୁ ଅଧିକ ସାଇନ୍ସ ପ୍ରକଳ୍ପ କରି ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ବାଲେଶ୍ୱରର ଆଇନ ଷ୍ଟାଇନ୍ ।”
ସାହାଯ୍ୟ କରିଥିଲେ, ସମ୍ମାନ ପାଇଲେ । ଆଉଟଲୁକ ମାଗାଜିନ୍ ପର୍ସନ୍ସ ଅଫ ଦ ଇଅର ତାଲିକାରେ ସ୍ଥାନ ପାଇଲେ ପ୍ରଥମ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର ।
କନକ ବ୍ୟୁରୋ: ସେବା ପାଇଁ ସମ୍ମାନ । ପୁଣି ସବ୍ୟସାଚୀଙ୍କୁ ମିଳିବାକୁ ଯାଉଛି ଆଉ ଏକ ସମ୍ମାନ । ଆଉଟଲୁକ ମାଗାଜିନ ତରଫରୁ ଏହି ସମ୍ମାନ ମିଳିବାକୁ ଯାଉଥିବା ବେଳେ ସବ୍ୟଙ୍କ ନାମ ଘୋଷଣା କରାଯାଇଛି ତାସହ ମାଗାଜିନର କଭର ପେଜରେ ବି ଏ ଦରଦୀ ମଣିଷଙ୍କୁ ସ୍ଥାନୀତ କରାଯାଇଛି । ବର୍ଷ ୨୦୨୦ରେ ସବୁଠୁ ଚର୍ଚ୍ଚିତ ଏବଂ ମହାମାରୀ କାଳରେ ମଣିଷଜାତିର ସେବା କରି ଯେଉଁ ମାନବିକତାର ମାଇଲଖୁଣ୍ଟ ସାଜିଛନ୍ତି ସବ୍ୟ, ସେଥିପାଇଁ ତାଙ୍କୁ ଆଉଟଲୁକ Continue reading “ସାହାଯ୍ୟ କରିଥିଲେ, ସମ୍ମାନ ପାଇଲେ । ଆଉଟଲୁକ ମାଗାଜିନ୍ ପର୍ସନ୍ସ ଅଫ ଦ ଇଅର ତାଲିକାରେ ସ୍ଥାନ ପାଇଲେ ପ୍ରଥମ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର ।”
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । ପୃଥ୍ୱୀରାଜ ହରିଚନ୍ଦନ କହିଲେ, ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ ଘର । ବିଜେଡି କହିଲା, ପୃଥ୍ୱୀରାଜଙ୍କ ପାଖରେ ନାହିଁ ସଠିକ୍ ତଥ୍ୟ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । କେନ୍ଦ୍ର ସରକାରଙ୍କ ଅର୍ଥରେ ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଉଛି । ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ ପରେ ରାଜ୍ୟ ସରକାର ବିଜୁ ପକ୍କାର ଘର ଯୋଜନାର ଲୋଗୋ ବଦଳାଇଛନ୍ତି । ଏବେ ହିତାଧିକାରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଓ ବିଜୁ ପକ୍କା ଘର ସଂପୂର୍ଣ୍ଣ ଭାବେ ଲେଖାଯାଇଥିବା ଓ ପ୍ରାଂଜଳ ଭାବେ ଛପାଯାଇଥିବା ଷ୍ଟିକର ଲାଗିବ । ୨୦୧୪ ଓ ୧୫ର ଲାଗୁଥିବାContinue reading “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । ପୃଥ୍ୱୀରାଜ ହରିଚନ୍ଦନ କହିଲେ, ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ ଘର । ବିଜେଡି କହିଲା, ପୃଥ୍ୱୀରାଜଙ୍କ ପାଖରେ ନାହିଁ ସଠିକ୍ ତଥ୍ୟ”
ଶେଷ ହେବ କି ଅଚଳାବସ୍ଥା ? ଦିଲ୍ଲୀରେ ଆଜି ସରକାର-ଚାଷୀ ସଂଗଠନର ସପ୍ତମ ଥର ପାଇଁ ଆଲୋଚନା ଆରମ୍ଭ, କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ।
କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଆଉ ଏହାରି ଭିତରେ ଆଜିକୁ ୩୫ ଦିନରେ ପହଞ୍ଚିଲାଣି ଆନ୍ଦୋଳନ । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ପଞ୍ଜାବରେ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି । ୨ ଦିନରେ ୧୫ ଶହରୁ ଅଧିକ ମୋବାଇଲ ଟାୱାରକୁ କ୍ଷତି ପହଞ୍ଚାଇବାContinue reading “ଶେଷ ହେବ କି ଅଚଳାବସ୍ଥା ? ଦିଲ୍ଲୀରେ ଆଜି ସରକାର-ଚାଷୀ ସଂଗଠନର ସପ୍ତମ ଥର ପାଇଁ ଆଲୋଚନା ଆରମ୍ଭ, କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ।”
ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର । ବାବୁଲି ନାୟକର ପଲିଗ୍ରାଫ୍ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ
କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର ହୋଇଛି । ଏଫଆଇଆରରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ କରାଯାଇଛି । ଏଯାଏ ତଦନ୍ତରେ ଅଭିଯୁକ୍ତ କିଏ ତାହା ସ୍ପଷ୍ଟ ହେଉନାହିଁ । ତେଣୁ ଘଟଣାର ଅନ୍ୟତମ ସନ୍ଦିଗ୍ଧ ବାବୁଲି ନାୟକଙ୍କ ପଲିଗ୍ରାଫContinue reading “ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର । ବାବୁଲି ନାୟକର ପଲିଗ୍ରାଫ୍ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ”
ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପାରଗତା ଯୋଗୁଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।
କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁର୍ନୀତି ଓ ଅପାରଗାତ ଯୋଗୁଁ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ ଇଞ୍ଜିନିୟର ଥିବା ବେଳେ ୨ ଜଣ ଅବକାରୀ ବିଭାଗ ଅଧିକାରୀ ଅଛନ୍ତି । ଏହି ଅଧିକାରୀମାନେ ହେଲେ କେନ୍ଦୁଝର ରୁରାଲ ୱାର୍କ ଡିଭିଜନର ଜେପୁଟି ଏକ୍ସିକ୍ୟୁଟିଭ ଇଞ୍ଜିନିୟର ଅଜିତ କୁମାର ଦେବତା । ତାଙ୍କ ବିରୋଧରେ ୨ଟି ଭିଜିଲାନ୍ସ କେସ ରହିଛିContinue reading “ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପାରଗତା ଯୋଗୁଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।”
ଆସିଲା ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଗାଇଡଲାଇନ : ଟ୍ୱିନସିଟିରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ
କନକ ବ୍ୟୁରୋ : ଟ୍ୱିନସିଟିରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ମାସ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଥିବା ବେଳେ ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । କେବଳ ଜରୁରୀକାଳୀନ ବିଭାଗ ଅଧିନରେ ଆସୁଥିବା ଅଫିସ ଗୁଡିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ । ଏସଆରସି, ଓଏସଡିଏମଏ. ପୋଲିସ, ଅଗ୍ନିଶମ,Continue reading “ଆସିଲା ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଗାଇଡଲାଇନ : ଟ୍ୱିନସିଟିରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ”
ବାହାର ଜିଲ୍ଲାକୁ ସୁବର୍ଣ୍ଣପୁରକୁ ଧାନ ଚୋରା ଚାଲଣ : ଜବତ ହେଲା ଧାନ ବୋଝେଇ ଗାଡ଼ି; ୪୩୦ ଟି ପଲିଥିନ ବ୍ୟାଗରେ ଥିଲା ୨୩୯ରୁ ଅଧିକ କ୍ୱିଂଟାଲର ଧାନ
କନକ ବ୍ୟୁରୋ : ବାହାର ଜିଲ୍ଲାରୁ ସୁବର୍ଣ୍ଣପୁରକୁ ଧାନ ଚୋରା ଚାଲଣ । ୨ଟି ଧାନ ବୋଝେଇ ଗାଡ଼ି ଜବତ କଲା ଯୋଗାଣ ବିଭାଗ । ଏହି ୨ଟି ଗାଡ଼ି ସୋନପୁର ଜିଲ୍ଲାରୁ ଆସିଥିଲା । ୪୩୦ ପଲିଥିନ ବ୍ୟାଗରେ ଥିବା ୨୩୯ କ୍ୱିଂଟାଲ ୨୭ କେଜି ଧାନ ଜବତ କରାଯାଇଛି । ୧୭୧ କ୍ୱିଂଟାଲ ଧାନ ନୟାଗଡ଼ରୁ ଆସିଥିବା ବେଳେ ଅନ୍ୟ ଏକ ମିନି ଟ୍ରକରେ ୬୭ କ୍ୱିଂଟାଲ ୮୨ କେଜି ଧାନ ବୌଦ୍ଧ ଜିଲ୍ଲାରୁContinue reading “ବାହାର ଜିଲ୍ଲାକୁ ସୁବର୍ଣ୍ଣପୁରକୁ ଧାନ ଚୋରା ଚାଲଣ : ଜବତ ହେଲା ଧାନ ବୋଝେଇ ଗାଡ଼ି; ୪୩୦ ଟି ପଲିଥିନ ବ୍ୟାଗରେ ଥିଲା ୨୩୯ରୁ ଅଧିକ କ୍ୱିଂଟାଲର ଧାନ”
ଅକ୍ସଫୋର୍ଡ଼ କରୋନା ଭ୍ୟାକସିନକୁ ବ୍ରିଟେନର ମଞ୍ଜୁରୀ : ପୂର୍ବରୁ ଫାଇଜରକୁ ମିଳିସାରିଛି ଅନୁମତି; ଭାରତର ଅନୁମତିକୁ ଅପେକ୍ଷା
କନକ ବ୍ୟୁରୋ : କରୋନାର ଭୟ ମଧ୍ୟରେ ଆସିଲା ଭଲ ଖବର । ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟୀକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି ବ୍ରିଟେନ । କରୋନାର ନୂଆ ଷ୍ଟ୍ରେନର ଭୟ ମଧ୍ୟରେ ଆଷ୍ଟ୍ରଜେନିକା ଟିକାକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଫାଇଜର ଟିକାର ବ୍ୟବହାର ନେଇ ବ୍ରିଟେନ ଅନୁମତି ଦେଇସାରିଛି । ଟିକାର ଗଣବତା ଓ ନିରାପତ୍ତା ସମ୍ପର୍କରେ କମ୍ପାନୀ ଅଧିକ ତଥ୍ୟ ଦେବା ପରେ ବ୍ରିଟେନ ଏହି ଟିକାକୁ ଅନୁମତି ଦେଇଛି ।Continue reading “ଅକ୍ସଫୋର୍ଡ଼ କରୋନା ଭ୍ୟାକସିନକୁ ବ୍ରିଟେନର ମଞ୍ଜୁରୀ : ପୂର୍ବରୁ ଫାଇଜରକୁ ମିଳିସାରିଛି ଅନୁମତି; ଭାରତର ଅନୁମତିକୁ ଅପେକ୍ଷା”