କଟକରୁ ପୁଣି ନକଲି ପନୀର ଜବତ : କଲିକତାରୁ ବସ୍ ଯୋଗେ କଟକ ଚାଲାଣ ହେଉଛି ପନୀର୍; ଚଢାଉ କରି ଧରିଲା ଚାଉଳିଆଗଞ୍ଜ ପୋଲିସ

କନକ ବ୍ୟୁରୋ : କଟକରୁ ପୁଣି ନକଲି ଜିନିଷ ଠାବ  । କୁଇଣ୍ଟାଲରୁ ଅଧିକ ନକଲି ପନୀର ଜବତ ହୋଇଛି । କଲିକତାରୁ ବସ୍ ଯୋଗେ କଟକ ଚାଲାଣ ହେଉଛି ପନୀର୍ । ନକଲି ପନୀର ବିକ୍ରି ବେଳେ ଚଢାଉ କରି ଧରିଲା ଚାଉଳିଆଗଞ୍ଜ ପୋଲିସ । ଜଣକୁ ଅଟକ ରଖି ପୋଲିସର ଖୋଳତାଡ । ସିଏମସି ଫୁଡ୍ ସ୍କ୍ୱାର୍ଡ ପକ୍ଷରୁ ପରୀକ୍ଷା ପାଇଁ ପନୀର ପଠାଗଲା । ନକଲି ସାମଗ୍ରୀର ହବ୍ ପାଲଟିଛି କଟକ ସହରContinue reading “କଟକରୁ ପୁଣି ନକଲି ପନୀର ଜବତ : କଲିକତାରୁ ବସ୍ ଯୋଗେ କଟକ ଚାଲାଣ ହେଉଛି ପନୀର୍; ଚଢାଉ କରି ଧରିଲା ଚାଉଳିଆଗଞ୍ଜ ପୋଲିସ”

ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ : ବ୍ରିଟେନରୁ ଭାରତକୁ ଜାନୁଆରୀ ୭ ଯାଏଁ ବିମାନସେବା ବାତିଲ

କନକ ବ୍ୟୁରୋ : ବ୍ରିଟେନକୁ ବିମାନ ଉଡ଼ାନ ଉପରେ ଲାଗିଲା କଟକଣା । ୟୁକେରୁ ଯାତାୟତ କରୁଥିବା ବିମାନ ଉଡ଼ାଣ ଉପରେ ଲାଗିଲା ରୋକ । ଜାନୁଆରୀ ୭ ଯାଏଁ ବ୍ରିଟେନକୁ ବିମାନ ଯାତ୍ରା ମନା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି । ବ୍ରିଟେନରେ ନୂଆ ଷ୍ଟ୍ରେନ କରୋନାକୁ ନେଇ ଏହି କଟକଣା ଜାରି କରାଯାଇଛି । ଭାରତରେ ବି ଧିରେ ଧିରେ କାୟା ବିସ୍ତାର କରିବାContinue reading “ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ : ବ୍ରିଟେନରୁ ଭାରତକୁ ଜାନୁଆରୀ ୭ ଯାଏଁ ବିମାନସେବା ବାତିଲ”

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର : ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

କନକ ବ୍ୟୁରୋ : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନ୍ତୁ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ଗତକାଲି ରାତି ୧୨ଟା ୪୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଅଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଜଣାଇଲେ ସମବେଦନା । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସମ୍ପନ୍ନ ପାଇଁ ଘୋଷଣା କରିଛନ୍ତି ସରକାର । ସେପଟେ ସୁସ୍ଥତାContinue reading “ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର : ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ”

ରାତି ଅଧରେ ଲାଗିଲା ନିଆଁ : ଜଳିଗଲା କାର୍, ଦୁଇ ମୋଟରବାଇକ୍ ଓ ସ୍କୁଟି, ବର୍ତ୍ତିଗଲେ ଘର ମାଲିକ

କନକ ବ୍ୟୁରୋ : ରାଉରକେଲା ବାସନ୍ତି କଲୋନୀରେ ଭୟାବହ ଅଗ୍ନିକାଣ୍ଡ । ଘର ମାଲିକଙ୍କ ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡ଼ି ପାଉଁଶ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ରହିଛି । ଗତକାଲି ରାତି ପ୍ରାୟ ଗୋଟାଏରେ ଘଟିଥିଲା ଏହି ଅଘଟଣ । ବାସନ୍ତି କଲୋନି ଫେଜ ୧ର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଦେବବ୍ରତ ମହାପାତଙ୍କ ବାସଭବନରେ ବିଳମ୍ବିତ ରାତିରେContinue reading “ରାତି ଅଧରେ ଲାଗିଲା ନିଆଁ : ଜଳିଗଲା କାର୍, ଦୁଇ ମୋଟରବାଇକ୍ ଓ ସ୍କୁଟି, ବର୍ତ୍ତିଗଲେ ଘର ମାଲିକ”

ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍

କନକ ବ୍ୟୁରୋ : ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବହ୍ମପୁର ଆସିକା ରୋଡ ଘର, କଲେଜ,ଲୋଚାପଡ଼ା ଘର, ଦୁଇଟି ଗୋଦାମରେ ଚଢ଼ାଉ ଚାଲିଛି । ବ୍ରହ୍ମପୁର ଡିଭିଜନ୍‌ର ଭିଜିଲାନ୍‌ସ୍‌ ଅଧିକାରୀମାନେ ବ୍ରହ୍ମପୁର ଆସ୍କା ରୋଡ୍‌ରେ ଥିବା ଶ୍ରୀ ନାୟକଙ୍କ ତିନି ମହଲା କୋଠା ତଥା ସ୍ପେଆର୍‌Continue reading “ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍”

ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ : ବର୍ତ୍ତମାନ ସୁଦ୍ଧା ଭାରତ ଆସିଥିବା ୨୦ ଜଣ ଲଣ୍ଡନ ଫେରନ୍ତାଙ୍କ ଦେହରେ ଦେଖାଗଲା ଲକ୍ଷଣ

କନକ ବ୍ୟୁରୋ : ବ୍ରିଟେନରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ ଭାରତରେ ବି ଧିରେ ଧିରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ବ୍ରିଟେନରୁ ଭାରତ ଆସିଥିବା ୨୦ ଜଣ ବର୍ତ୍ତମାନ ସୁଦ୍ଧା ଏହି ନୂଆ ଷ୍ଟ୍ରେନର ଶୀକାର ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବର୍ତ୍ତମାନ ନୂଆ ଷ୍ଟ୍ରେନରେ ୨୦ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଏହି ଷ୍ଟ୍ରେନ ଭାରତ ସମେତ ସ୍ପେନ, ସ୍ୱିଡେନ, ସ୍ୱିଜରଲାଣ୍ଡ ଭଳି ୧୪ଟି ଦେଶରେ ମିଳିଲାଣିContinue reading “ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ : ବର୍ତ୍ତମାନ ସୁଦ୍ଧା ଭାରତ ଆସିଥିବା ୨୦ ଜଣ ଲଣ୍ଡନ ଫେରନ୍ତାଙ୍କ ଦେହରେ ଦେଖାଗଲା ଲକ୍ଷଣ”

ଲଦ୍ଦାଖ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ : କହିଲେ, ବିବାଦର ବାହାରିପାରିନି ସମାଧାନ; ଯଥାସ୍ଥିତି ବଜାୟ

କନକ ବ୍ୟୁରୋ : ଚୀନ ସହ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଲଦ୍ଦାଖ ବିବାଦର ଏ ସମାଧାନ ବାହାରିପାରିନାହିଁ । ସେଠାରେ ଯଥାସ୍ଥିତି ବଜାୟ ରହିଛି । ଯଦି କୌଣସି ଦେଶ ବିସ୍ତାରବାର ନୀତି ଆପଣାଇବା ତାହା ହେଲେ ଏହାର କଡା ଜବାବ ଦିଆଯିବ । ଚୀନ ସହିତ ଏବେ ବି ଆଲୋଚନା ଜାରି ରହିଛି । ଖୁବଶୀଘ୍ର ଆଉ ଏକ ସୈନ୍ୟସ୍ତରୀୟ ବୈଠକ ହେବContinue reading “ଲଦ୍ଦାଖ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ : କହିଲେ, ବିବାଦର ବାହାରିପାରିନି ସମାଧାନ; ଯଥାସ୍ଥିତି ବଜାୟ”

ସ୍କୁଲ ପରିଚାଳନା କମିଟି କିଣିବ ଜୋତା, ପୋଷାକ : ଜାନୁଆରି ୨୬ ସୁଦ୍ଧା ପିଲାଙ୍କୁ ବଣ୍ଟନ କରାଯିବ

୨୦୨୦-୨୧ ଶିକ୍ଷାବର୍ଷରେ ଏପର୍ଯ୍ୟନ୍ତ ଦିନେ ବି ହେଲେ ସ୍କୁଲ ଖୋଲିନି। ତା’ପରେ ବି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ମିଳିବ। ଜାନୁଆରି ୨୬ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ(ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) ଓ ଉଚ୍ଚ ବିଦ୍ୟାଳୟ(୬ଷ୍ଠରୁ ୮ମ ଶ୍ରେଣୀ)ରେ ଅଧ୍ୟୟନରତ ସମସ୍ତ ଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବାContinue reading “ସ୍କୁଲ ପରିଚାଳନା କମିଟି କିଣିବ ଜୋତା, ପୋଷାକ : ଜାନୁଆରି ୨୬ ସୁଦ୍ଧା ପିଲାଙ୍କୁ ବଣ୍ଟନ କରାଯିବ”

ଶେଷ ହେବ କି ଅଚଳାବସ୍ଥା : ଦିଲ୍ଲୀରେ ଆଜି ସରକାର-ଚାଷୀ ସଂଗଠନର ସପ୍ତମ ଥର ପାଇଁ ଆଲୋଚନା; ରାଜନାଥ କହିଲେ, ଚାଷୀଙ୍କ ହିତ ପାଇଁ ଆସିଛି ଆଇନ

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲଚନା । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ରଖିଛନ୍ତି । ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ରାଜି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଦାନ ହେଉ । ପ୍ରଧାନମନ୍ତ୍ରୀ ସବୁବେଳେContinue reading “ଶେଷ ହେବ କି ଅଚଳାବସ୍ଥା : ଦିଲ୍ଲୀରେ ଆଜି ସରକାର-ଚାଷୀ ସଂଗଠନର ସପ୍ତମ ଥର ପାଇଁ ଆଲୋଚନା; ରାଜନାଥ କହିଲେ, ଚାଷୀଙ୍କ ହିତ ପାଇଁ ଆସିଛି ଆଇନ”

ନୂଆବର୍ଷରୁ ନୂଆ ମାଲିକ: ୱେସ୍କୋ, ସାଉଥ୍‌କୋ ହାତେଇଲା ଟାଟା; ୨୫ ବର୍ଷ ପାଇଁ ମିଳିଲା ଲାଇସେନ୍ସ

କନକ ବ୍ୟୁରୋ : ନୂଆବର୍ଷରୁ ବିଦ୍ୟୁତ୍ ବଣ୍ଟନ କମ୍ପାନି ୱେସ୍କୋ ଓ ‌ସାଉଥ୍‌କୋର ମାଲିକାନା ବଦଳିଯିବ। ସେସୁକୁ ହାତେଇବାର ୬ ମାସରେ ଟାଟା ପାୱାର କମ୍ପାନି ଲିମିଟେଡ୍‌ ନିକଟକୁ ଚାଲିଯିବ ରାଜ୍ୟର ଏହି ଦୁଇଟି ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ମାଲିକାନା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ପକ୍ଷରୁ ଏ ନେଇ ରାୟ ଦିଆଯାଇଛି। ଉକ୍ତ ଦୁଇ ସଂସ୍ଥାର ପରିଚାଳନା ପାଇଁ ସ୍ପେସାଲ ପର୍ପୋଜ ଭେଇକିଲ୍‌ (ଏସପିଭି) ଗଠନ ହେବ। ଏଥିରେ ଟାଟା ପାୱାର କମ୍ପାନି ଲିମିଟେଡରContinue reading “ନୂଆବର୍ଷରୁ ନୂଆ ମାଲିକ: ୱେସ୍କୋ, ସାଉଥ୍‌କୋ ହାତେଇଲା ଟାଟା; ୨୫ ବର୍ଷ ପାଇଁ ମିଳିଲା ଲାଇସେନ୍ସ”

Design a site like this with WordPress.com
Get started