ପୋଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ରେଡ୍ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ; ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ଜଗତସିଂହପୁରରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି । ଜଗତସିଂହପୁରର ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ତାଙ୍କର ଏରସମା ଥାନା ପୈତୃକ ଘର ସମେତ ତିନିଟି ସ୍ଥାନରେ ଏକ ସାଙ୍ଗରେ ଚଢ଼ାଉ ଜାରି ରହିଛି । ୩ଟି ଟିମରେ ୨୫ ଜଣିଆ ଟିମ୍‌ ଏହି ଚଢ଼ାଉ କରୁଥିବାର ସୂଚନା ରହିଛି । ମକୁନ୍ଦପୁରରେ ନିଜ ଘର, ଏରସମା ପଂଚପଲ୍ଲୀ ନିକଟ ଗଡ଼ ବିଶୁନୁପୁର ପଂଚାୟତର ଆନନ୍ଦପୁରContinue reading “ପୋଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ରେଡ୍ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ; ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସର ଚଢାଉ”

ବଲାଙ୍ଗୀରରେ ୱେସ୍କୋ ଅଫିସ ଆକାଉଟାଂଟ ଙ୍କ ଘରେ ଭିଜିଲାନ୍ସ ରେଡ : ୧୭ ଲକ୍ଷ ଟଙ୍କା ସହ ମିଳିଲା ଘରୁ ମିଳିଲା ସୁନା ବିସ୍କୁଟ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆକାଉଟାଂଟ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ବଲାଙ୍ଗୀର ୱେସ୍କୋ ଅଫିସ ଆକାଉଟାଂଟ ବିଭୁତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସର ରେଡ଼ । ଚଢ଼ାଉ ବେଳେ ନଗଦ ୧୭ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଜବତ କରିଛି ଭିଜିଲାନ୍ସ । ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବଲାଙ୍ଗୀର ସ୍ଥିତ ବାସଭବନ ଓ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ । ତେବେContinue reading “ବଲାଙ୍ଗୀରରେ ୱେସ୍କୋ ଅଫିସ ଆକାଉଟାଂଟ ଙ୍କ ଘରେ ଭିଜିଲାନ୍ସ ରେଡ : ୧୭ ଲକ୍ଷ ଟଙ୍କା ସହ ମିଳିଲା ଘରୁ ମିଳିଲା ସୁନା ବିସ୍କୁଟ”

ଭୁବନେଶ୍ୱରରେ ୧୯୫୦ଟି ଦୋକାନ ଉପରେ ଚଢ଼ାଉ : ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଚଢାଉ ଜୋରଦାର

କନକ ବ୍ୟୁରୋ : ରାଜଧାନୀରେ ଗତ ୨ ଦିନ ଧରି ବିଏମସି ପକ୍ଷରୁ ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଜୋରଦାର ହୋଇଛି ଚଢାଉ । ଏହି କ୍ରମରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି ବିଏମସି ଟିମ୍ । ପ୍ରଥମ ଦିନରେ ୬ ଶହ ଦୋକାନରେ ଚଢାଉ କରି ୪୨ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିଲା । ଦ୍ୱିତୀୟ ଦିନରେ ୧୩୫୦ ଦୋକାନରେ ଏକ ଲକ୍ଷ ୧୯ ହଜାର ୯୦୦ ଟଙ୍କାର ଫାଇନ୍ କାଟିଛିContinue reading “ଭୁବନେଶ୍ୱରରେ ୧୯୫୦ଟି ଦୋକାନ ଉପରେ ଚଢ଼ାଉ : ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଚଢାଉ ଜୋରଦାର”

ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସକୁ ଦେଖି ସମସ୍ତେ ଦେଉଛନ୍ତି ସାବାସୀ । କାରଣ ଲୋକଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା । ପରିସ୍କାର ସାଙ୍ଗକୁ ରୋଜଗାର । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କାରେ ହେବContinue reading “ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍”

ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସକୁ ଦେଖି ସମସ୍ତେ ଦେଉଛନ୍ତି ସାବାସୀ । କାରଣ ଲୋକଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା । ପରିସ୍କାର ସାଙ୍ଗକୁ ରୋଜଗାର । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କାରେ ହେବContinue reading “ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍”

ଅପମିଶ୍ରଣକାରୀଙ୍କ ଉପରେ ଘନଘନ ଚଢ଼ଉରେ ଉପକୃତ ହେଉଛନ୍ତି ଖାଉଟି : ଡଃ ଶରତ କୁମାର ସାହୁଙ୍କ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

ରାଜ୍ୟର ଖ୍ୟାତନାମା ମସଲା କଂପାନି ‘ରୁଚି ଉଦ୍ୟୋଗ’ର ପରିଚାଳନା ନିର୍ଦେଶକ ଡଃ ଶରତ କୁମାର ସାହୁ କରୋନା ମହାମାରୀର ମୁକାବିଲା, ରପ୍ତାନି ବଜାର, ସମ୍ପ୍ରସାରଣ ଯୋଜନା ଓ ନୂତନ ସାମଗ୍ରୀ ସମ୍ପର୍କରେ ଏକ ସା‌କ୍ଷତକାରରେ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି ରୁଚି ମସଲାରା ସଫଳତା ପଛର ମନ୍ତ୍ରଟି କ’ଣ ? ସବୁଠୁ ବଡ଼ ମନ୍ତ୍ର ହେଲା- ନିଷ୍ଠା, ସାଧନା ଓ ଗୁଣବତ୍ତା। ଦୀର୍ଘ ୪୫ ବର୍ଷ ଧରି ଓଡ଼ିଶାର ଲୋକମାନଙ୍କୁ ଆମେ ଉନ୍ନତContinue reading “ଅପମିଶ୍ରଣକାରୀଙ୍କ ଉପରେ ଘନଘନ ଚଢ଼ଉରେ ଉପକୃତ ହେଉଛନ୍ତି ଖାଉଟି : ଡଃ ଶରତ କୁମାର ସାହୁଙ୍କ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”

କେବେ ହେବ ମାଟ୍ରିକ୍ ପରୀକ୍ଷା ? କେଉଁ ଢ଼ାଞ୍ଚାରେ ପଡ଼ିବ ପ୍ରଶ୍ନ ? ଆରମ୍ଭ ହୋଇନି ପ୍ରଶ୍ନପତ୍ର ପ୍ରସ୍ତୁତି

କନକ ବ୍ୟୁରୋ : କେବେ ହେବ ମାଟ୍ରିକ୍ ପରୀକ୍ଷା ? କେଉଁ ଢ଼ାଞ୍ଚାରେ ପଡ଼ିବ ପ୍ରଶ୍ନ ? ଓଏମ୍‌ଆର୍‌ ବ୍ୟବସ୍ଥା ରହିବ ନା ସବୁ ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ ? ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପ୍ରଶ୍ନପତ୍ର ହେବ ନା ଭିନ୍ନ ରହିବ? ପୂର୍ବବର୍ଷ ଭଳି ଶହେ ନମ୍ବର ହେବ ନା ଚଳିତବର୍ଷ ସପ୍ଲିମେଣ୍ଟାରି ପରୀକ୍ଷା ଭଳି ୮୦ ନମ୍ବର ପରୀକ୍ଷା ହେବ ? ପରୀକ୍ଷାର ସମୟ କେତେ ହେବ ? ଶିକ୍ଷାବର୍ଷContinue reading “କେବେ ହେବ ମାଟ୍ରିକ୍ ପରୀକ୍ଷା ? କେଉଁ ଢ଼ାଞ୍ଚାରେ ପଡ଼ିବ ପ୍ରଶ୍ନ ? ଆରମ୍ଭ ହୋଇନି ପ୍ରଶ୍ନପତ୍ର ପ୍ରସ୍ତୁତି”

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର : ୮୪ ବର୍ଷ ବୟସରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଦେହାନ୍ତ; ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ

କନକ ବ୍ୟୁରୋ : ଓଡ଼ିଶାର ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ଅସୁସ୍ଥତା କାରଣରୁ ତାଙ୍କୁ ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ତାଙ୍କୁ ନିମୋନିଆ ହୋଇଥିଲା । ତାଙ୍କ କିଡନୀ ବି କାମ କରୁନଥିଲା । ଶାନ୍ତନୁ ମହାପାତ୍ର ଓଡିଆ ଚଳଚିତ୍ର ଜଗତକୁ ଅନେକ ଚିର ସବୁଜ ସଙ୍ଗୀତ ଭେଟି ଦେଇଛନ୍ତି । ତାଙ୍କ ସଙ୍ଗୀତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଛି । ଦୀର୍ଘContinue reading “ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର : ୮୪ ବର୍ଷ ବୟସରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଦେହାନ୍ତ; ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ”

ଦିଲ୍ଲୀରେ ସରକାର-ଚାଷୀ ସଂଗଠନ ଆଲୋଚନା ଆଜି : କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଛି ଆନ୍ଦୋଳନ

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲଚନା । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ପଂଜାବରେ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି । ୨ ଦିନରେ ୧୫ ଶହରୁ ଅଧିକ ମୋବାଇଲ ଟାୱାରକୁ କ୍ଷତି ପହଁଚାଇବା ପରେ ପଂଜାବ ଓContinue reading “ଦିଲ୍ଲୀରେ ସରକାର-ଚାଷୀ ସଂଗଠନ ଆଲୋଚନା ଆଜି : କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଛି ଆନ୍ଦୋଳନ”

ରାଜଧାନୀରେ ଗୁଳିକାଣ୍ଡ ଘଟଣା : ଜଣେ ଯୁବକୁ ଗୁରୁତର ଆହତ; ଖଣ୍ଡଗିରି ପୁଲିସର ତନାଘନା

କନକ ବ୍ୟୁରୋ : ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ଡୁମଡୁମା ଅଂଚଳରେ ଗତକାଲି ରାତିରେ ଫୁଟିଛି ଗୁଳି । ଫାଙ୍କା ଗୁଳି ଚାଳନା କରି ଦୁଇ ଜଣ ଦୁର୍ବୃତ ଡୁମଡୁମା ବଜାରରେ ଶୁଭମ ନାମକ ଜଣେ ଯୁବକକୁ ଆକ୍ରମଣ କରିଥିଲେ । ଏହାପରେ ବନ୍ଧୁକରେ ଶୁଭମଙ୍କ ମୁଣ୍ଡକୁ ଛେଚି ଆକ୍ରମଣ କରିଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆହତ ଯୁବକଙ୍କୁ ଏବେ ଏମସ ହସ୍ପିଟାଲରେ ଭର୍ତି କରାଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରିContinue reading “ରାଜଧାନୀରେ ଗୁଳିକାଣ୍ଡ ଘଟଣା : ଜଣେ ଯୁବକୁ ଗୁରୁତର ଆହତ; ଖଣ୍ଡଗିରି ପୁଲିସର ତନାଘନା”

Design a site like this with WordPress.com
Get started