ରାଜଧାନୀରେ ଗାଡି ଚଳାଇବା ବେଳେ ଫୋନରେ ଗପିବା ପଡିଲା ମହଙ୍ଗା :  ରୋଡ ରୋମିଓଙ୍କୁ ସାବାଡ କଲେ କମିଶନରେଟ ପୁଲିସ

କନକ ବ୍ୟୁରୋ : ରୋଡ଼ ରୋମିଓକୁ ସାବାଡ଼ କଲେ ପୁଲିସ କମିଶନର । ବେପାରୁଆ ଗାଡ଼ି ଚାଳକ ବିନା ହେଲମେଟରେ ଫୋନ ଧରି ଗପୁଥିଲେ । ସେହି ମସୟରେ ଫୋନ ଛଡ଼ାଇ ନେଇଛନ୍ତି ପିଏସଓ । ଭୁବନେଶ୍ୱର ଶସ୍ତ୍ରୀନଗର ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବେପାରୁଆ ଗାଡ଼ି ଚାଳକଙ୍କୁ ଅଟକାଇ ଫୋନ ଛଡ଼ାଇ ନେବା ସହ କିଛି ସମୟ ପାଇଁ ତାଙ୍କୁ ତାଗିଦ୍ କରିଥିଲେ ପୋଲିସ । ଏହା ପରେ ବାଇକ ଚାଳକ ଭୁଲContinue reading “ରାଜଧାନୀରେ ଗାଡି ଚଳାଇବା ବେଳେ ଫୋନରେ ଗପିବା ପଡିଲା ମହଙ୍ଗା :  ରୋଡ ରୋମିଓଙ୍କୁ ସାବାଡ କଲେ କମିଶନରେଟ ପୁଲିସ”

ମହିଳା କମିଶନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ : ହାଜର ପାଇଁ ୩ଜଣଙ୍କୁ ହୋଇଥିଲା ନୋଟିସ୍ 

କନକ ବ୍ୟୁରୋ : ମହିଳା କମିଶନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ବିବାଦକୁ ନେଇ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନି ବର୍ଷା ପିୟଦର୍ଶିନୀ । ଅନୁଭବ ଏବଂ ତାଙ୍କ ବାପା ଓ ମାଆଙ୍କୁ ବି ପୂର୍ବରୁ ମହିଳା କମିଶନରେ ହାଜର ପାଇଁ ନୋଟିସ ହୋଇଥିଲା । ଆଜି ହାଜର ହେବାକୁ ୩ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ୍ ।   from Kanak News via <a href="https://ifttt.com/?

ଗଞ୍ଜାମ ଚିକିଟି ବାହୁଦା ହ୍ରଦ ଭିତରେ ଫସିଲା ହାତୀପଲ : ଉଦ୍ଧାର ପରେ ଛଡାଗଲା ନିକଟସ୍ଥ ଜଙ୍ଗଲ

କନକ ବ୍ୟୁରୋ : ହ୍ରଦରେ ହାତୀପଲ ଉଦ୍ଧାର ।  ଗଞ୍ଜାମ ଜିଲ୍ଲା ଚିକିଟି ନିକଟ ବାହୁଦା ହ୍ରଦରେ  ଫସିଥିବା  ୧୦ ହାତୀକୁ ଉଦ୍ଧାର କରାଯାଇଛି  ।  ବନବିଭାଗ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି । କିଛିଦିନ ହେଲା ଏହି ହାତୀପଲ ଚିକିଟ ସୋରଳ ଗାଁରେ ଉପଦ୍ରବ କରୁଥିଲେ । ସ୍ଥାନୀୟ ଅଂଚଳରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ ଭାଙ୍ଗିଦେଇଥିଲେ ।  ଲକ୍ଷାଧିକ ଟଙ୍କାର ଧାନ ଓ ପନିପରିବା ନଷ୍ଟ କରିଥିଲେ । ଏବେContinue reading “ଗଞ୍ଜାମ ଚିକିଟି ବାହୁଦା ହ୍ରଦ ଭିତରେ ଫସିଲା ହାତୀପଲ : ଉଦ୍ଧାର ପରେ ଛଡାଗଲା ନିକଟସ୍ଥ ଜଙ୍ଗଲ”

ଦେଶରେ କରୋନାର ନୂଆ ଷ୍ଟ୍ରେନର ୬ ପଜିଟିଭ ଚିହ୍ନଟ : ଆଇସୋଲେସନରେ ରହିଲେ ସମସ୍ତ ୬ ଆକ୍ରାନ୍ତ

କନକ ବ୍ୟୁରୋ : ଭାରତରେ କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନରୁ ଫେରିଥିବା ୬ଜଣଙ୍କ ଦେହରେ ନୂଆ ଷ୍ଟ୍ରେନର ଲକ୍ଷଣ ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରେ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ପୁନେ ଲ୍ୟାବର ଗୋଟିଏ ସାମ୍ପୁଲ ନୂଆ ଷ୍ଟ୍ରେନ ପଜିଟିଭ ଚିହ୍ନଟ ହୋଇଛି । ନଭେମ୍ବର ୨୫ରୁ ଡ଼ିସେମ୍ବର ୨୩ ତାରିଖ ସୁଦ୍ଧା ୟୁକେରୁ ପାଖାପାଖି ୩୩ ହଜାର ଲୋକ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ୍ କରାଯାଇ ଟେଷ୍ଟ କରାଯାଇଛି । ଏମାନଙ୍କContinue reading “ଦେଶରେ କରୋନାର ନୂଆ ଷ୍ଟ୍ରେନର ୬ ପଜିଟିଭ ଚିହ୍ନଟ : ଆଇସୋଲେସନରେ ରହିଲେ ସମସ୍ତ ୬ ଆକ୍ରାନ୍ତ”

ମେଲବର୍ଣ୍ଣ ଟେଷ୍ଟରେ ଭାରତର ଐତିହାସିକ ବିଜୟ : ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ପ୍ରଥମ ଟେଷ୍ଟ ପରାଜୟର ବଦଲା ନେଲା ଟିମ ଇଣ୍ଡିଆ

କନକ ବ୍ୟୁରୋ : ମେଲବର୍ଣ୍ଣ ଟେଷ୍ଟରେ ଭାରତର ଐତିହାସିକ ବିଜୟ । ଆଡିଲେଡରେ ଶୋଚନୀୟ ପରାଜୟର ବଦଲା ନେଇଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୮ୱିକେଟରେ ହରାଇ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ରାହାଣେ ଅଷ୍ଟ୍ରେଲିଆକୁ ତାରି ମାଟିରେ ଧୂଳି ଚଟାଇଛନ୍ତି । ୭୦ ରନର ଟାର୍ଗେଟକୁ ୨ୱିକେଟ ହରାଇ ସହଜ ବିଜୟ ହାସଲ କରିଛି ଭାରତ । ଫଳରେ ୪ଟି ମ୍ୟାଚ ବିଶିଷ୍ଠ ଟେଷ୍ଟ ସିରିଜ ୧-୧ରେContinue reading “ମେଲବର୍ଣ୍ଣ ଟେଷ୍ଟରେ ଭାରତର ଐତିହାସିକ ବିଜୟ : ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ପ୍ରଥମ ଟେଷ୍ଟ ପରାଜୟର ବଦଲା ନେଲା ଟିମ ଇଣ୍ଡିଆ”

ନୂଆବର୍ଷକୁ ହାଡ଼ଭଙ୍ଗା ଜାଡ଼ : ତାପମାତ୍ରା ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିବ; ଶୀତରେ ଥରିବ ସାରା ଓଡ଼ିଶା

କନକ ବ୍ୟୁରୋ : ନୂଆବର୍ଷରେ ଜାଡ଼ରେ ଥରିବ ସାରା ଓଡ଼ିଶା । ରାଜଧାନୀ ସମତେ ପୂରା ରାଜ୍ୟର ତାପମାତ୍ରା ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିଛି। କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ୩୧ ତାରିଖ ସକାଳୁ ରାଜ୍ୟରେ ପୁଣି ଉତ୍ତରା ପବନର ପ୍ରବାହ ଆରମ୍ଭ ହୋଇଯିବ। ଫଳରେ ଶୀତର ପ୍ରକୋପ ବଢ଼ିବ। ବିଶେଷକରି ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେContinue reading “ନୂଆବର୍ଷକୁ ହାଡ଼ଭଙ୍ଗା ଜାଡ଼ : ତାପମାତ୍ରା ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିବ; ଶୀତରେ ଥରିବ ସାରା ଓଡ଼ିଶା”

ଆଜି ପ୍ରତିଷ୍ଠା ଦିବସ… ନନ୍ଦନକାନନର ଚାଲିଛି ନବକଳେବର । ଖୋଲିଲା ସେଲ୍ଫି ପଏଣ୍ଟ୍, ନୂଆବର୍ଷରୁ ଖୋଲିବ ମଲ୍ଟି ଷ୍ଟୋରେଜ୍ ପାର୍କିଂ । ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଲଗି ରହିଥିବା ସମସ୍ୟାର ହେବ ସମାଧାନ

୪୩୭ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବକଳେବର ଚାଲିଛି । ଅସଜଡ଼ା ଭିତ୍ତିଭୂମିକୁ ସଜାଡ଼ିବା ସହ ନୂଆ ବ୍ୟବସ୍ଥା ଆପଣାଇବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୨୦୧୭-୧୮ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ମଲ୍‌ଟି ଷ୍ଟୋରେଜ୍‌ ପାର୍କିଂ ୨୦୨୧ ପ୍ରଥମାର୍ଦ୍ଧରେ ଉଦଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ନୂତନ ପ୍ରସ୍ଥାନ ପଥରContinue reading “ଆଜି ପ୍ରତିଷ୍ଠା ଦିବସ… ନନ୍ଦନକାନନର ଚାଲିଛି ନବକଳେବର । ଖୋଲିଲା ସେଲ୍ଫି ପଏଣ୍ଟ୍, ନୂଆବର୍ଷରୁ ଖୋଲିବ ମଲ୍ଟି ଷ୍ଟୋରେଜ୍ ପାର୍କିଂ । ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଲଗି ରହିଥିବା ସମସ୍ୟାର ହେବ ସମାଧାନ”

କର୍ଣ୍ଣାଟକ ବିଧାନପରିଷଦର ଉପାଧ୍ୟକ୍ଷଙ୍କ ଆତ୍ମହତ୍ୟା : ରେଲବାଇ ଟ୍ରାକରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ, ସୁଇସାଇଡ଼ ନୋଟ 

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନପରିଷଦର ଉପାଧ୍ୟକ୍ଷ ଏସଏଲ ଧର୍ମେଗୌଡ଼ାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଳ ଧାରଣା ନିକଟରୁ ଉଦ୍ଧାର ହୋଇଛି । ମୃତଦେହ ନିକଟରୁ ଏକ ସୁଇସାଇଡ଼ାଲ ନୋଟ ଜବତ କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଠ ରହିଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । କର୍ଣ୍ଣାଟକ ପୋଲିସ ଚିକାମଗଲୁରୁର କାଦୁର ନିକଟରୁ ଉପବାଚସ୍ପତି ଧର୍ମେଗୌଡ଼ାଙ୍କ ମୃତଦେହ ଉଦ୍ଧାର କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛିContinue reading “କର୍ଣ୍ଣାଟକ ବିଧାନପରିଷଦର ଉପାଧ୍ୟକ୍ଷଙ୍କ ଆତ୍ମହତ୍ୟା : ରେଲବାଇ ଟ୍ରାକରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ, ସୁଇସାଇଡ଼ ନୋଟ “

ଦେଶରେ ବିଗୁଡିଛି ନିଯୁକ୍ତି ସ୍ଥିତି : ସିଏମ୍‌ଆଇଇ ରିପୋର୍ଟ ମୁତାବକ ନଭେମ୍ବରରେ ୩୫ ଲକ୍ଷ ଲୋକ ବେକାର

କନକ ବ୍ୟୁରୋ : ଦେଶର ନିଯୁକ୍ତି ସ୍ଥିତି ପୁଣି ଖରାପ ଆଡ଼କୁ ଗତି କରିଛି । ଲକ୍‌ଡାଉନ୍ ଘୋଷଣା ହେବା ପରେ ଅତ୍ୟନ୍ତ ଖରାପ ଅବସ୍ଥାକୁ ଚାଲିଯାଇଥିବା ନିଯୁକ୍ତି କ୍ଷେତ୍ରରେ ଧୀରେ ଧୀରେ ସୁଧାର ହେଉଥିଲା । କିନ୍ତୁ ନଭେମ୍ବରରେ ପୁଣି ସ୍ଥିତି ବିଗିଡ଼ିଯାଇଛି । ଏହି ମାସରେ ପ୍ରାୟ ୩୫ ଲକ୍ଷ ଲୋକ ବେକାର ହୋଇଛନ୍ତି ବୋଲି ଘରୋଇ କ୍ଷେତ୍ରର ସଂସ୍ଥା‌ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ ଆକଳନ କରାଯାଇଛି ।Continue reading “ଦେଶରେ ବିଗୁଡିଛି ନିଯୁକ୍ତି ସ୍ଥିତି : ସିଏମ୍‌ଆଇଇ ରିପୋର୍ଟ ମୁତାବକ ନଭେମ୍ବରରେ ୩୫ ଲକ୍ଷ ଲୋକ ବେକାର”

ରୁପାରେ ଲୋକଙ୍କ ସବୁଠୁ ଅଧିକ ପସନ୍ଦ ପାଉଁଜି : ଲିପ୍‌ସା ନାୟକ ହଂସଙ୍କ ବ୍ରାଣ୍ଡସ୍ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

ସୁନା ଗହଣା ଭିଡ଼ରେ ରୁପାଏକ ଅବହେଳିତ ବର୍ଗ ହୋଇ ରହିନାହିଁ । ବ୍ୟବସାୟ ଦୁନିଆରେ ଏହାକୁ ମିଳିଛି ସ୍ବତନ୍ତ୍ର ସ୍ଥାନ। ରୁପା ସାମଗ୍ରୀ ପାଇଁ ସ୍ଥାପନ କରାଯାଇଛି ବିଶାଳ ସୋ’ରୁମ୍ । ରୁପାର ଗ୍ରାହକମାନେ ଆଉ ନିଜକୁ ସୁନା ଦୋକାନର ସେକେଣ୍ଡ୍ ହାଣ୍ଡ୍‌ ଗ୍ରାହକ ଭାବୁନାହାନ୍ତି । ‌ସେମାନଙ୍କୁ ମିଳୁଛି ଅଗ୍ରାଧିକାର । ରାଜ୍ୟରେ ରୁପା ବଜାର, ଚାହିଦାରେ ଥିବା ସାମଗ୍ରୀ ଓ ନିଜ ସଂସ୍ଥାର ସମ୍ପ୍ରସାରଣ ଯୋଜନା ବିଷୟରେ ‘ଚାନ୍ଦି ଭଣ୍ଡାର’ର ନିର୍ଦେଶିକା ଲିପ୍‌ସା ନାୟକContinue reading “ରୁପାରେ ଲୋକଙ୍କ ସବୁଠୁ ଅଧିକ ପସନ୍ଦ ପାଉଁଜି : ଲିପ୍‌ସା ନାୟକ ହଂସଙ୍କ ବ୍ରାଣ୍ଡସ୍ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ”

Design a site like this with WordPress.com
Get started