କନକ ବ୍ୟୁରୋ : ମାଲବାହୀ ଟ୍ରେନ ଲାଇନଚ୍ୟୁତ । କୋରାପୁଟରେ ଘଟିଛି ଏହି ଦୁର୍ଘଟଣା । ଲୁହାପଥର ବୋଝେଇ କରି ମାଲବାହୀ ଟ୍ରେନ କିରଣ୍ଡୁଲୁରୁ ବିଶାଖାପାଟଣା ଯାଉଥିଲା । ଏହି ସମୟରେ କରଟି ନିକଟରେ ୧୩ ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଧାର କାମ ଜାରି ରଖିଛନ୍ତି । ଜଗଦଲପୁର-କୋରାପୁଟ ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି । ପ୍ରାପ୍ତ ସୂଚନା ଅନୁସାରେ, ମାଲବାହୀ ଟ୍ରେନ୍ କେଭିଏଫ୍/୫୦ ମାଲ୍ ନେଇContinue reading “କୋରାପୁଟର ଜର୍ଟି ଷ୍ଟେସନରେ ମାଲବାହୀ ଟ୍ରେନର ୧୩ବଗି ଲାଇନଚ୍ୟୁତ : ଘଟଣାସ୍ଥଳରେ ରେଲୱେ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି”
Author Archives: Raghaba
ମେଲବର୍ଣ୍ଣ ଟେଷ୍ଟରେ ବିଜୟର ଦ୍ୱାରଦେଶରେ ଟିମ ଇଣ୍ଡିଆ : ବିଜୟ ପାଇଁ ଭାରତକୁ ୭୦ ରନର ଟାର୍ଗେଟ; ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨ଶହରେ ଅଲଆଉଟ
କନକ ବ୍ୟୁରୋ : ମେଲବର୍ଣ୍ଣ ଟେଷ୍ଟରେ ବିଜୟର ଦ୍ୱାରରେ ଟିମ୍ ଇଣ୍ଡିଆ । ବିଜୟ ପାଇଁ ଭାରତକୁ ୭୦ ରନର ଟାର୍ଗେଟ ଦେଇଛି କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଙ୍ଗସରେ ୨ଶହ ରନ୍ କରି ଅଲଆଉଟ ହୋଇଛି । ଦିତୀୟ ଇନିଙ୍ଗସରେ ମହମ୍ମଦ ସିରାଜଙ୍କୁ ସର୍ବାଧିକ ୩ୱିକେଟର ସଫଳତା ମିଳିଛି । ସେହିପରି୍ ବୁମରା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡ଼େଜାଙ୍କୁ ୨ଟି ଲେଖାଏଁ ୱିକେଟ ମିଳଥିଲା ବେଳେ ଉମେଶ ଯାଦବ ମଧ୍ୟ ୧ ୱିକେଟContinue reading “ମେଲବର୍ଣ୍ଣ ଟେଷ୍ଟରେ ବିଜୟର ଦ୍ୱାରଦେଶରେ ଟିମ ଇଣ୍ଡିଆ : ବିଜୟ ପାଇଁ ଭାରତକୁ ୭୦ ରନର ଟାର୍ଗେଟ; ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨ଶହରେ ଅଲଆଉଟ”
ମଣ୍ଡିରୁ ଧାନ କିଣୁନାହାନ୍ତି ମିଲର : ଶୀତ କାକରରେ ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି ଚାଷୀ
କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଏବେ ମଣ୍ଡି ସ୍ଥିତି ଗମ୍ଭୀର । ମଣ୍ଡିରୁ ଉଠୁନି ଧାନ, ଶୀତ କାକରରେ ଧାନକୁ ଜଗି ପଡି ରହିଛି ଚାଷୀ । ହଜାର ହଜାର କୁଇଂଟାଲ ଧାନ ଏବେ ମଣ୍ଡିରେ ପଡିରହିଥିବାରୁ ଚାଷୀ ପଡିଛନ୍ତି ଚିନ୍ତାରେ । କଳାହାଣ୍ଡି ଜିଲ୍ଲାର ବୋଡେନ ବ୍ଲକରେ ଦେଖିବାକୁ ମିଳିଛି ଏପରି ଚିତ୍ର । ଯୁଆଡେ ନଜର ବୁଲାଇବେ ଥାକ ମାରି ଥୁଆଯାଇଛି ଶହ ଶହ ବସ୍ତା ଧାନ । ଆଉ ଧାନ ବସ୍ତାContinue reading “ମଣ୍ଡିରୁ ଧାନ କିଣୁନାହାନ୍ତି ମିଲର : ଶୀତ କାକରରେ ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି ଚାଷୀ”
ଦେଶର ୪ଟି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ : ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ପଂଜାବରେ ଶୀତଳଭଣ୍ଡାରରୁ ଟିକା ପରିବହନ ଉପରେ ଫୋକସ୍
କନକ ବ୍ୟୁରୋ : ଦେଶରେ ଦୁଇ ଦିନିଆ କୋଭିଡ୍ ଭାକସିନ୍ ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ । ଟିକା କରଣ ପାଇଁ ସରକାରଙ୍କ ପ୍ରସ୍ତୁତିକୁ ପରଖିବା ପାଇଁ ଦେଶର ୪ଟି ରାଜ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଞ୍ଜାବରେ କୋଭିଡ ଟିକାକରଣର ଡ୍ରାଏ ରନ୍ ଚାଲିଛି । ଡ୍ରାଏ ରନର ଅର୍ଥ ହେଉଛି ପୁରା ଟିକାକରଣ ପ୍ରକ୍ରିୟାର ମକଡ୍ରିଲ କରାଯିବ । ଏକ ଡମି ଭ୍ୟାକସିନ କୋଲ୍ଡ ଷ୍ଟୋରେଜରୁ ବାହାରି ଟିକାଦାନ କେନ୍ଦ୍ର ଯାଏଁ ପହଂଚିଛିContinue reading “ଦେଶର ୪ଟି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ : ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ପଂଜାବରେ ଶୀତଳଭଣ୍ଡାରରୁ ଟିକା ପରିବହନ ଉପରେ ଫୋକସ୍”
ଭାରତରେ ପ୍ରସ୍ତୁତ ହେଲା ୫କୋଟି କୋଭିସିଲ୍ଡ ଭ୍ୟାକସିନ୍ : ସିରମ୍ ଇନଷ୍ଟିଚ୍ୟୁଟ କହିଲା, ଗଚ୍ଛିତ ହୋଇ ରହିଛି ସମସ୍ତ ଟିକା; ପ୍ରସ୍ତୁତ ଟିକାରୁ ୫୦ ପ୍ରତିଶତ ଭାରତ ପାଇଁ ହେବ ବ୍ୟବହାର
କନକ ବ୍ୟୁରୋ : ଭାରତରେ ପ୍ରସ୍ତୁତ ହେଲା ୫ କୋଟି କୋଭିଡ ଭ୍ୟାକସିନ କୋଭିସିଲ୍ଡ । ଏନେଇ ସିରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଟିକା ଗଚ୍ଛିତ କରି ରଖାଯାଇଛି । ଏହାକୁ ଭାରତ ସରକାର ଅନୁମୋଦନ ଦେଲା ପରେ ପ୍ରସ୍ତୁତ ଟିକାରୁ ୫୦ପ୍ରତିଶତ ଭାରତ ପାଇଁ ବ୍ୟବହାର ହେବ ବୋଲି ସେରମ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜୁଲାଇ ୨୦୨୧ ସୁଦ୍ଧା ପ୍ରାୟ ୩୦ କୋଟିContinue reading “ଭାରତରେ ପ୍ରସ୍ତୁତ ହେଲା ୫କୋଟି କୋଭିସିଲ୍ଡ ଭ୍ୟାକସିନ୍ : ସିରମ୍ ଇନଷ୍ଟିଚ୍ୟୁଟ କହିଲା, ଗଚ୍ଛିତ ହୋଇ ରହିଛି ସମସ୍ତ ଟିକା; ପ୍ରସ୍ତୁତ ଟିକାରୁ ୫୦ ପ୍ରତିଶତ ଭାରତ ପାଇଁ ହେବ ବ୍ୟବହାର”
ଆସନ୍ତାକାଲି ଠାରୁ ୨ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ପୁରୀ ସହରରେ ରହୁଥିବା ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀ : ଦର୍ଶନ ଆଗରୁ ସମସ୍ତଙ୍କୁ ମିଳିବ ଟୋକନ୍
କନକ ବ୍ୟୁରୋ : ପୁରୀରେ ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭଡାଟିଆ , କର୍ମଜୀବୀଙ୍କ ସହ ଛାତ୍ରଛାତ୍ରୀ । ଏଥିପାଇଁ ଡିସେମ୍ୱର ୩୦ ଓ ୩୧ ତାରିଖ ଧାର୍ଯ୍ୟ କରାଯାଇଛି । ପୁରୀରେ ବସବାସ କରୁଥିବା ଭଡାଟିଆ , କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟୋକନ୍ ଦିଆଯିବାର ପୁରୀ ମୁନିସିପାଲଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସମସ୍ତେ ମାର୍କେଟ ଛକରୁ ଚିରକୁଟ୍ ଦେଖାଇ ପ୍ରବେଶ କରିବେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେContinue reading “ଆସନ୍ତାକାଲି ଠାରୁ ୨ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ପୁରୀ ସହରରେ ରହୁଥିବା ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀ : ଦର୍ଶନ ଆଗରୁ ସମସ୍ତଙ୍କୁ ମିଳିବ ଟୋକନ୍”
ଆଜିଠାରୁ ଖୋଲିଲା ଯାଜପୁର ବିରଜା ମନ୍ଦିର : ସକାଳ ୬ରୁ ସଂଧ୍ୟା ୫ ଟା ଯାଏଁ ଦର୍ଶନ ସୁବିଧା
କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଆଜି ଠାରୁ ଖୋଲିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର । ସକାଳ ୬ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି । ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନଭିନ୍ନ ଧାଡିରେ ଆସି ମାଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ସିଧା ବାହାରକୁContinue reading “ଆଜିଠାରୁ ଖୋଲିଲା ଯାଜପୁର ବିରଜା ମନ୍ଦିର : ସକାଳ ୬ରୁ ସଂଧ୍ୟା ୫ ଟା ଯାଏଁ ଦର୍ଶନ ସୁବିଧା”
ତୀବତ ପ୍ରସଙ୍ଗରେ ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲେ ଟ୍ରମ୍ପ : ଆମେରିକା କଂଗ୍ରେସରେ ପାରିତ ହେଲା ଆମେରିକାର ତିବତ ଆଇନ୍
କନକ ବ୍ୟୁରୋ : ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ସରିବା ଆଗରୁ ଚୀନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଆଉ ଏକ ଶକ୍ତ ଚାପୁଡା । ଏହି ଚାପୁଡା ଆସିଛି ତୀବତକୁ ନେଇ । ଯାହାକୁ ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ବଦଳାଇବା ସଂହଜ ହେବନି । ଟ୍ରମ୍ପ ଚୀନର ଚେତାବନୀକୁ ଖଣ୍ଡନ କରି , ପରବର୍ତି ଦଲାଇଲାମା ନେଇ ଆଇନରେ ଦସ୍ତଖତ କରିଛନ୍ତି । ଯାହା ପରବର୍ତି ଦଲାଇଲାମା ବାଛିବାରେ ତୀବତୀୟଙ୍କ ଅଧିକାରକୁ ନିଶ୍ଚିତ କରିଛିContinue reading “ତୀବତ ପ୍ରସଙ୍ଗରେ ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲେ ଟ୍ରମ୍ପ : ଆମେରିକା କଂଗ୍ରେସରେ ପାରିତ ହେଲା ଆମେରିକାର ତିବତ ଆଇନ୍”
ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ । କରୋନାର ନୂଆ ଷ୍ଟ୍ରେନ ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ଗାଇଡଲାଇନକୁ ଜାନୁୁଆରି ୩୧ ପର୍ୟ୍ୟନ୍ତ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର। କରୋନାଭାଇରସ୍ ର ନୂଆ ଷ୍ଟ୍ରେନ (ନୂତନ ରୂପ) ଏବେ ସମଗ୍ର ବିଶ୍ବର ଚିନ୍ତା ବଢ଼ାଇଥିବା ବେଳେ ଏ କ୍ଷେତ୍ରରେ ଅଧିକ ସତର୍କ ରହିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଜାନୁଆରି ୩୧,୨୦୨୧ ପର୍ୟ୍ୟନ୍ତ ପୂର୍ବରୁ ଲାଗୁଥିବା ଗାଇଡଲାଇନକୁ ବଳବତ୍ତର ରଖିବାକୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁContinue reading “ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ । କରୋନାର ନୂଆ ଷ୍ଟ୍ରେନ ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ”
ଉତର ଭାରତରେ ଜାଡର ପ୍ରକୋପ । ହିମାଚଳ ପ୍ରଦେଶ ଓ ଜମ୍ମୁକଶ୍ମୀରରେ ପ୍ରବଳ ତୁଷାରପାତ, ସର୍ତକ କଲା ପାଣିପାଗ ବିଭାଗ ଆସନ୍ତା ୩ଦିନ ଲାଗି ରହିବ ବରଫ ବର୍ଷା ।
କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଦେଶର ଉତ୍ତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡ ପରି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ । ଖସୁଛି ପାରଦ, ଥରୁଛି ଦେଶ । ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରି ଜାରି ରହିଛି । କେଉଁଠି ପ୍ରବଳ ତୁଷାରପାତContinue reading “ଉତର ଭାରତରେ ଜାଡର ପ୍ରକୋପ । ହିମାଚଳ ପ୍ରଦେଶ ଓ ଜମ୍ମୁକଶ୍ମୀରରେ ପ୍ରବଳ ତୁଷାରପାତ, ସର୍ତକ କଲା ପାଣିପାଗ ବିଭାଗ ଆସନ୍ତା ୩ଦିନ ଲାଗି ରହିବ ବରଫ ବର୍ଷା ।”