ଗୋଟିଏ ଜାଗାରେ ପାଖାପାଖି ଅନୁଭବ-ବର୍ଷା । ମହିଳା କମିଶନଙ୍କ ଆଗରେ ହାଜର ହେଲେ ଅନୁଭବ, କହିଲେ ଅଧ୍ୟକ୍ଷାଙ୍କ ଆଗରେ ରଖିଲେ ପକ୍ଷ ।

କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ମାମଲାରେ ଆଜି ମହିଳା କମିଶନଙ୍କ ନୋଟିସ୍ ଅନୁସାରେ ହାଜର ହୋଇଛନ୍ତି ଅନୁଭବ ଓ ବର୍ଷା । ଉଭୟଙ୍କୁ ସାମ୍ନାସାମ୍ନି ବସାଇ କଥାବାର୍ତ୍ତା କରିଥିଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ବର୍ଷା ଓ ଅନୁଭବଙ୍କ ୩ ଘଂଟା ଧରି ଆଲୋଚନା କରିଥିଲେ ଅଧ୍ୟକ୍ଷା । ଆଲୋଚନା ସମୟରେ ଉଭୟଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ । ଆଲୋଚନା ପରେ ମହିଳା କମିଶନContinue reading “ଗୋଟିଏ ଜାଗାରେ ପାଖାପାଖି ଅନୁଭବ-ବର୍ଷା । ମହିଳା କମିଶନଙ୍କ ଆଗରେ ହାଜର ହେଲେ ଅନୁଭବ, କହିଲେ ଅଧ୍ୟକ୍ଷାଙ୍କ ଆଗରେ ରଖିଲେ ପକ୍ଷ ।”

ତଳତଳିଆଙ୍କୁ ମାଡ଼, ବଡ଼ ବଡ଼ିଆଙ୍କୁ ମାଫ୍ । ଜଗାଦର୍ଶନ ବେଳେ କାହିଁକି ଏ ପାତରଅନ୍ତର । ଠାକୁର ଦର୍ଶନ କରି ନିଲମ୍ବିତ ହେଲେ ୪ ଏଏନଏମ୍, ହେଲେ ତହସିଲଦାରଙ୍କୁ କ୍ଷମା !

କନକ ବ୍ୟୁରୋ : ତହସିଲଦାରଙ୍କୁ ମାଫ୍, ଏଏନଏମଙ୍କୁ ଛାଟ । ଶ୍ରୀମନ୍ଦିର ଜଗନ୍ନାଥ ଦର୍ଶନକୁ ନେଇ ପ୍ରଶାସନର ଏଭଳି କିଛି ଦୋମୁହାଁ ନୀତି ସାମ୍ନାକୁ ଆସିଛି, ଯେତେବେଳେ ୪ଜଣ ଏଏନଏମଙ୍କୁ ଚାରିକିରୁ ନିଲମ୍ବିତ କରାଯାଇଛି । ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ କରୁଥିଲେ ଏହି ୪ ଜଣ ଏଏନଏମ୍ । ଆଉ ସମୟ ସୁବିଧା ଦେଖି ଅନୁମତି ନଥାଇବି ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ନିୟମର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ହେବାରେContinue reading “ତଳତଳିଆଙ୍କୁ ମାଡ଼, ବଡ଼ ବଡ଼ିଆଙ୍କୁ ମାଫ୍ । ଜଗାଦର୍ଶନ ବେଳେ କାହିଁକି ଏ ପାତରଅନ୍ତର । ଠାକୁର ଦର୍ଶନ କରି ନିଲମ୍ବିତ ହେଲେ ୪ ଏଏନଏମ୍, ହେଲେ ତହସିଲଦାରଙ୍କୁ କ୍ଷମା !”

ଭାରତରେ ପଶିଲା ବ୍ରିଟେନ ଭାଇରସ । ୮ ବ୍ରିଟେନ୍ ଫେରନ୍ତାଙ୍କ ଦେହରେ ସୁପର ସ୍ପ୍ରେଡର ଭୁତାଣୁ, ୫୬ ପ୍ରତିଶତ ଅଧିକ ବେଗରେ କରିପାରେ ସଂକ୍ରମଣ ।

କନକ ବ୍ୟୁରୋ : ଭାରତ ପହଞ୍ଚିଲା ବ୍ରିଟେନର ନୂଆ ଷ୍ଟ୍ରେନ୍ । ୮ ବ୍ରିଟେନ୍ ଫେରନ୍ତାଙ୍କ ଦେହରେ ‘ସୁପର ସ୍ପ୍ରେଡର’ ଭୂତାଣୁ । ଯେଉଁ କଥାକୁ ଡର ଥିଲା ସେୟା ହେଲା । ବ୍ରିଟେନରେ ନୂଆ ଭୂତାଣୁ ଚିହ୍ନଟ ହେବା ପରେ ଭାରତ ସରକାର ସତର୍କ ହୋଇଗଲେ । କିନ୍ତୁ ସେତେବେଳେକୁ ଦେଶ ଭିତରକୁ ପଶି ଆସିଛି ନୂଆ ଭୂତାଣୁ । ୮ ଜଣଙ୍କ ଠାରେ ଏହି ନୂଆ ଷ୍ଟ୍ରେନ୍ ବି-ୱାନୱାନ ସେଭେନ ଚିହ୍ନଟ ହୋଇଛି ।Continue reading “ଭାରତରେ ପଶିଲା ବ୍ରିଟେନ ଭାଇରସ । ୮ ବ୍ରିଟେନ୍ ଫେରନ୍ତାଙ୍କ ଦେହରେ ସୁପର ସ୍ପ୍ରେଡର ଭୁତାଣୁ, ୫୬ ପ୍ରତିଶତ ଅଧିକ ବେଗରେ କରିପାରେ ସଂକ୍ରମଣ ।”

ପଦୋନ୍ନତି ପାଇଲେ ବୋଥ୍ରା । ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି ରାଙ୍କକୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ପଦୋନ୍ନତି ପାଇଲେ ବୋଥ୍ରା । ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର । ଅତିରିକ୍ତ ଡିଜି ରାଙ୍କକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା । ‘ପରୀ’ ପ୍ରସଙ୍ଗରେ ତଦନ୍ତ କରି ଚର୍ଚ୍ଚିତ ଥିଲେ ଅରୁଣ ବୋଥ୍ରା । ୧୯୯୬ ବ୍ୟାଚର ଏହି ଆଇପିଏସ ଅଫିସର ପାଟଣାଗଡ ଠାରୁ ଆରମ୍ଭ କରି ସାରଥି ଏବଂ ପରି ପ୍ରସଙ୍ଗରେ ତଦନ୍ତ କରି ବେଶ ଚର୍ଚ୍ଚା ସାଉଁଟିଥିଲେ । ଖାସ କରି ପରି ଘଟଣାରେContinue reading “ପଦୋନ୍ନତି ପାଇଲେ ବୋଥ୍ରା । ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି ରାଙ୍କକୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର ।”

ଆସ ବୁଲି ଯିବା ଉର୍ମାଗଡ ଜଳପ୍ରପାତ । ଫୁଲବାଣୀ ଠାରୁ ୨୦ କିମି ଦୂରରେ ଥିବା ଜଳପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ, ହେଲେ ବଣଭୋଜି ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ ।

କନକ ବ୍ୟୁରୋ : ଉର୍ମାଗଡ ଜଳପ୍ରପାତ । ଓଡିଶାର ପର୍ଯ୍ୟଟନର ମାନଚିତ୍ରରେ ସ୍ଥାନ ପାଇନାହିଁ ଏହି ସ୍ଥାନ । କିନ୍ତୁ ପାହାଡ ପର୍ବତ ଘେରା ଘଂଚ ଜଙ୍ଗଲ ମଧ୍ୟରେ ଥିବା ସ୍ଥାନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ରାଜ୍ୟର ପର୍ଯ୍ୟଟକ । ଝରଣାର କୁଳୁକୁଳୁ ନାଦ ସହ ଜଳପ୍ରପାତର ଭୀଷଣ ଗର୍ଜନ ସମସ୍ତଙ୍କ ମନ ମୋହୁଛି । ପ୍ରତିବର୍ଷ ନଭେମ୍ବରରୁ ଫେବୃୟାରୀ ମାସ ଯାଏଁ ଭୋଜିର ଆସର ଜମୁଛି ଉର୍ମାଗଡ ଜଳ ପ୍ରପାତରେ । କନ୍ଧମାଳ ଜିଲ୍ଲାContinue reading “ଆସ ବୁଲି ଯିବା ଉର୍ମାଗଡ ଜଳପ୍ରପାତ । ଫୁଲବାଣୀ ଠାରୁ ୨୦ କିମି ଦୂରରେ ଥିବା ଜଳପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ, ହେଲେ ବଣଭୋଜି ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ ।”

ହାତୀ ସହ ସେଲଫି ପଡିଲା ମହଙ୍ଗା । ହାତୀ ପାଦ ତଳେ ଦଳି ହୋଇ ଦୁଇଜଣଙ୍କ ମୃତ୍ୟୁ, ମୃତ ପରିବାରକୁ ସହାୟତା ପ୍ରଦାନ କଲା ବନବିଭାଗ ।

କନକ ବ୍ୟୁରୋ : ଗଞ୍ଜାମ ଭଞ୍ଜନଗରରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇଜଣଙ୍କ ପରିବାରକୁ ସହାୟତା ପ୍ରଦାନ କରିଛି ବନବିଭାଗ । ହାତୀ ଛୁଆ ଦେଖିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଥିବା ବେଳେ ସେଲଫି ନିଶାରେ ନାବାଳକ ପ୍ରାଣ ହରାଇଛି । ତୁରନ୍ତ ଉଭୟ ପରିବାରକୁ ବନ ବିଭାଗ ପକ୍ଷରୁ ୪୦ ହଜାର ଲେଖାଁଏ ଟଙ୍କା ଦିଆଯାଇଛି । ବାକି ୩ ଲକ୍ଷ ୬୦ ହଜାର ଟଙ୍କା ପରେ ଦିଆଯିବ ବୋଲିContinue reading “ହାତୀ ସହ ସେଲଫି ପଡିଲା ମହଙ୍ଗା । ହାତୀ ପାଦ ତଳେ ଦଳି ହୋଇ ଦୁଇଜଣଙ୍କ ମୃତ୍ୟୁ, ମୃତ ପରିବାରକୁ ସହାୟତା ପ୍ରଦାନ କଲା ବନବିଭାଗ ।”

୩ଟି ରାଜ୍ୟକୁ ଯୋଡିବ ‘ଭାରତ ମାଳା’ ଯୋଜନାରେ ତିଆରି ହେବାକୁ ଥିବା ନୂଆ ରାସ୍ତା । ଛତିଶଗଡରୁ ଆସି ଓଡିଶା ଦେଇ ଆନ୍ଧ୍ରପ୍ରଦେଶ ଯିବ ଏକ୍ସପ୍ରେସ ହାଇୱେ । 

କନକ ବ୍ୟୁରୋ : ନିଯୁକ୍ତି ଠାରୁ ବ୍ୟବସାୟ, ଦୋକାନ ଠାରୁ ହୋଟେଲ ପର୍ଯ୍ୟନ୍ତ ସବୁ କିଛିର ସୁବିଧା ପାଇଁ ଗୋଟିଏ ରାସ୍ତା ଉପରେ ନିର୍ଭର କରିବେ ୩ଟି  ରାଜ୍ୟ । ଏପରିକି ଯାନ ବାହାନ ଚଳାଚଳର ମୁଖ୍ୟ କରିଡ଼ର ସାଜିବ ଏହି ରାସ୍ତା  । ରାୟପୁର ଠାରୁ ବିଶାଖାପାଟଣାକୁ ସଂଯୋଗ ପାଇଁ ନିର୍ମାଣ ହେବ ୬ ଟିକିଆ ସ୍ୱତନ୍ତ୍ର ଏକ୍ସପ୍ରେସ ହାଇୱେ । ବଦଳିବ ଅବିଭକ୍ତ କୋରାପୁଟ ଜିଲ୍ଳାର ଭାଗ୍ୟ । ଅର୍ଥନୀତିର ନୂଆ ମାଧ୍ୟମ ସାଜିବContinue reading “୩ଟି ରାଜ୍ୟକୁ ଯୋଡିବ ‘ଭାରତ ମାଳା’ ଯୋଜନାରେ ତିଆରି ହେବାକୁ ଥିବା ନୂଆ ରାସ୍ତା । ଛତିଶଗଡରୁ ଆସି ଓଡିଶା ଦେଇ ଆନ୍ଧ୍ରପ୍ରଦେଶ ଯିବ ଏକ୍ସପ୍ରେସ ହାଇୱେ । “

ମରଣଯନ୍ତା ପାଲଟିଛି ମୟୂରଭଞ୍ଜର ଘାଟି ରାସ୍ତା । ବାଙ୍ଗିରିପୋଷିର ବାବନ ଘାଟିର ସଂକୀର୍ଣ୍ଣ ରାସ୍ତା ଯୋଗୁଁ ବଢୁଛି ଦୁର୍ଘଟଣା, ହାତ ବାନ୍ଧି ବସିଛି ପ୍ରଶାସନ ।

କନକ ବ୍ୟୁରୋ : ଗମନା ଗମନର ସୁବିଧା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିର୍ମାଣ କରୁଛନ୍ତି ଖୁବ୍ ସୁନ୍ଦର ଏବଂ ଚକାଚକ୍ ଲମ୍ବା ରାସ୍ତା । ଆଉ ଏଥିପାଇଁ ଖର୍ଚ୍ଚ ହେଉଛି ହଜାର ହଜାର କୋଟି ଟଙ୍କା । ହେଲେ ଓଡିଶାର ଏମିତି ଏକ ଘାଟି ରାସ୍ତା ଅଛି ଯାହା, ଜିଲ୍ଲାବାସୀଙ୍କ ଚିନ୍ତାର କାରଣ ପାଲଟିଛି । ସୂଚନା ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ଘାଟି ରାସ୍ତାରେ ୫୦୦ରୁ ଅଧିକ ଦୁର୍ଘଟଣା ଘଟିଛି,Continue reading “ମରଣଯନ୍ତା ପାଲଟିଛି ମୟୂରଭଞ୍ଜର ଘାଟି ରାସ୍ତା । ବାଙ୍ଗିରିପୋଷିର ବାବନ ଘାଟିର ସଂକୀର୍ଣ୍ଣ ରାସ୍ତା ଯୋଗୁଁ ବଢୁଛି ଦୁର୍ଘଟଣା, ହାତ ବାନ୍ଧି ବସିଛି ପ୍ରଶାସନ ।”

ସୁବିଧାରେ ଲୋନ ପାଇବା ଲୋଭ ଆଣିପାରେ ସମସ୍ୟା । ଫଟାଫଟା ଲୋନ୍ ଆପରୁ ଦୂରେଇ ରହିବାକୁ ସତର୍କ କଲା ଆରବିଆଇ ।

କନକ ବ୍ୟୁରୋ: କ୍ଲିକ କରନ୍ତୁ ଲୋନ ପାଆନ୍ତୁ । ଚୁଟକିରେ ଦୂରାନ୍ତୁ ଲୋନ ଚିନ୍ତା… ମୋବାଇଲ ଖେଳାଉ ଖେଳାଉ ଏମିତି କିଛି ଲେଖା ଥିବା ଅନେକ ନୋଟିଫିକେସନ ଦେଖାଏ । ଯେଉଁଥିରେ ସହଜରେ ଲୋନ ପାଇବାକୁ ବିଭିନ୍ନ ମେସେଜ ଆସେ । ଆପ ମାଧ୍ୟମରେ ଫଟାଫଟ ଲୋନ ପାଇବାକୁ ଲୋକଙ୍କୁ ଅନେକ ଲୋଭନୀୟ ଅଫର ମଧ୍ୟ ମିଳେ । ଆଉ ଯଦି ଆପଣ ଉକ୍ତ ଆପର ମାୟାରେ ପଡିଗଲେ ତାହାଲେ ସବୁ ସରିଲା । ବେନାମୀ ଆପ୍Continue reading “ସୁବିଧାରେ ଲୋନ ପାଇବା ଲୋଭ ଆଣିପାରେ ସମସ୍ୟା । ଫଟାଫଟା ଲୋନ୍ ଆପରୁ ଦୂରେଇ ରହିବାକୁ ସତର୍କ କଲା ଆରବିଆଇ ।”

ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଅପହରଣ । ପାଲଲହଡାରେ ନଦୀ ପୋଲର ନିର୍ମାଣ କାମ କରୁଥିବା ଠିକା ସଂସ୍ଥାର ୨ ଜଣଙ୍କୁ ଉଠାଇନେଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ବନ୍ଧୁକ ମୁନରେ ଦୁଇ ଜଣ ସୁପରଭାଇଜରଙ୍କୁ ଦୁର୍ବୃତ୍ତଙ୍କ ଅପହରଣ । ପାଲଲହଡ଼ା ଟାଉନ୍ ଠାରୁ ୩କିମି ମାଙ୍କଡ଼ା ନଦୀ ଉପରେ ପୋଲ ନିର୍ମାଣ ପାଇଁ ଠିକା ନେଇଥିବା ସଂସ୍ଥାର ୨ଜଣ ସୁପର ଭାଇଜରଙ୍କୁ ଅପହରଣ କରାଯାଇଛି । ଗତକାଲି ମଧ୍ୟରାତ୍ରିରେ ଠିକା ସଂସ୍ଥାରେ ଶୋଇଥିବା ୧୦ଓ ୧୨ ଜଣ କର୍ମଚାରୀଙ୍କ ମଧ୍ୟରୁ ସୁପରଭାଇଜର ନରତମ ବିଶ୍ୱାଳ ଏବଂ ସନାତନ ବେହେରାଙ୍କୁ ଅପହରଣ କରାଯାଇଛି । ଅନ୍ୟମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ଦୁର୍ବୃତ ।Continue reading “ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଅପହରଣ । ପାଲଲହଡାରେ ନଦୀ ପୋଲର ନିର୍ମାଣ କାମ କରୁଥିବା ଠିକା ସଂସ୍ଥାର ୨ ଜଣଙ୍କୁ ଉଠାଇନେଲେ ଦୁର୍ବୃତ୍ତ ।”

Design a site like this with WordPress.com
Get started