କନକ ବ୍ୟୁରୋ : ପୁତୁରାର ବିବାହ ଉତ୍ସବରେ ଖୋଲାଖୋଲି ଭାବେ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଘଟଣା ଗୁଜୁରାଟର ଜନୈକ ବରିଷ୍ଠ ବିଜେପି ନେତାଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଅଭିଯୋଗରେ ଗୁଜୁରାଟ ପୁଲିସ୍ ୧୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି । ବିଜେପି ଧରାମପୁର ତାଲୁକା ମୁଖ୍ୟଙ୍କ ପୁତୁରାର ବିବାହ ଉତ୍ସବରେContinue reading “ନିୟମ ମାନିଲେନି ନେତାଙ୍କ ସମ୍ପର୍କୀୟ । ବିନା ମାସ୍କରେ ଏକାଠି ହେଲେ ଶହ ଶହ ଲୋକ, କୋଭିଡ୍ ନିୟମ ଉଲ୍ଲଂଘନ ପାଇଁ ୮ଜଣଙ୍କୁ ବାନ୍ଧିଲା ପୋଲିସ ।”
Author Archives: Raghaba
ମହିଳା କମିଶନରେ ହାଜର ହେଲେ ଅନୁଭବ । ବର୍ଷାଙ୍କ ପରେ ଫେରାଦ ହେଲେ ଅନୁଭବ, ବଢୁଛି ବର୍ଷା-ଅନୁଭବ ବିବାଦ
କନକ ବ୍ୟୁରୋ: ବଢ଼ିଲା ବର୍ଷା-ଅନୁଭବଙ୍କ ପାରିବାରିକ କଳହ ବିବାଦ । ମହିଳା କମିଶନରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । କିଛି ସମୟ ପୂର୍ବରୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଥିଲେ । ପାରିବାରିକ ବିବାଦକୁ ନେଇ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି । ଅନୁଭବଙ୍କ ବାପା ଓ ମାଆଙ୍କୁ ମଧ୍ୟ ମହିଳା କମିଶନରେ ହାଜର ପାଇଁ ନୋଟିସ ହୋଇଥିଲା । ଆଜି ହାଜର ହେବାକୁ ୩ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ୍Continue reading “ମହିଳା କମିଶନରେ ହାଜର ହେଲେ ଅନୁଭବ । ବର୍ଷାଙ୍କ ପରେ ଫେରାଦ ହେଲେ ଅନୁଭବ, ବଢୁଛି ବର୍ଷା-ଅନୁଭବ ବିବାଦ”
ଦେଶରେ ଆରମ୍ଭ ହେଲା ପ୍ରଥମ ଡ୍ରାଇଭରଲେସ ମେଟ୍ରୋ ଟ୍ରେନ : ତେବେ କେମିତି ବିନା ଡ୍ରାଇଭରରେ ଚାଲୁଛି ଟ୍ରେନ? ଏଥିରେ ଯାତ୍ରୀ କେତେ ସୁରକ୍ଷିତ?
କନକ ବ୍ୟୁରୋ : ଡିସେମ୍ବର ୨୮ରେ ଦେଶରେ ପ୍ରଥମ ଡ୍ରାଇଭରଲେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟ୍ରେନ ଦିଲ୍ଲୀ ମେଟ୍ରୋରେ ସାମିଲ ହୋଇଛି । ଏହାସହ ଏହି ଟ୍ରେନ ୩୭ କିଲୋମିଟର ଯାତ୍ରା କରିପାରିବ । ହେଲେ ଏହି ଟ୍ରେନ ଆସିବା ପରେ ଆପଣଙ୍କ ମନରେ ନିଶ୍ଚିଚ ଭାବେ କିଛି ପ୍ରଶ୍ନ ଆସୁଥିବ । ବିନା ଡ୍ରାଇଭରରେ ଏହି ଟ୍ରେନ କିପରି ଚାଲୁଛି ? ଆଉ ଏହି ଟ୍ରେନରେ ଯାତ୍ରୀ କେତେContinue reading “ଦେଶରେ ଆରମ୍ଭ ହେଲା ପ୍ରଥମ ଡ୍ରାଇଭରଲେସ ମେଟ୍ରୋ ଟ୍ରେନ : ତେବେ କେମିତି ବିନା ଡ୍ରାଇଭରରେ ଚାଲୁଛି ଟ୍ରେନ? ଏଥିରେ ଯାତ୍ରୀ କେତେ ସୁରକ୍ଷିତ? “
କ୍ୟାବିନେଟ୍ ନିଷ୍ପତ୍ତିକୁ ଲେଖାଶ୍ରୀଙ୍କ କାଉଣ୍ଟର । ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ କଲେ ବିଜେପି ନେତ୍ରୀ
କନକ ବ୍ୟୁରୋ: କ୍ୟାବିନେଟ ନିଷ୍ପତ୍ତି ନେଇ ରାଜ୍ୟସରକାରଙ୍କୁ ପ୍ରଶ୍ନ କଲେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର । କ୍ୟାବିନେଟରେ ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ ନିଷ୍ପତି ନେଇ ଆପତ୍ତି ଉଠାଇଛନ୍ତି ଲେଖାଶ୍ରୀ । ସରକାରୀ ସ୍କୁଲ ପାଇଁ ରାଜ୍ୟ ସରକାର କଣ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପୂର୍ବରୁ ଓବିସି ଓ ଏସସିବସିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଅଛି । ଏହାକୁ ରାଜ୍ୟ ସରକାର ଲାଗୁ କରିନାହାନ୍ତି । ଏବେ ଏକContinue reading “କ୍ୟାବିନେଟ୍ ନିଷ୍ପତ୍ତିକୁ ଲେଖାଶ୍ରୀଙ୍କ କାଉଣ୍ଟର । ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ କଲେ ବିଜେପି ନେତ୍ରୀ”
ରାସ୍ତାରେ ଆମେ କାହିଁକି ଦେଉ ଟୋଲ ଟ୍ୟାକ୍ସ ? ଏହା ବଦଳରେ ଆମକୁ କଣ ସବୁ ସୁବିଧା ମିଳୁଛି ? ଜାଣନ୍ତୁ, ଏହି ସବୁ ପ୍ରଶ୍ନର ଉତ୍ତର ।
ଆପଣ ଜାଣିଥିବେ ସାଧାରଣତଃ ଜାତୀୟ ରାଜପଥ ହେଉ ଅବା ରାଜ୍ୟ ରାଜପଥ ବିଭିନ୍ନ ସ୍ଥାନରେ ଟୋଲ୍ ଗେଟ ରହିଥାଏ । ଯେଉଁଠି ଟ୍ୟାକ୍ସ ଆଦାୟ ହୋଇଥାଏ । ରାସ୍ତାରେ ଯାଉଥିବା ବିଭିନ୍ନ ଗାଡିଠାରୁ ଟ୍ୟାକ୍ସ ଆଦାୟ କରିଥାନ୍ତି ଏହି ଟୋଲ କର୍ମଚାରୀ । ହେଲେ ଏଠାରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା ଆମେ ଟୋଲରେ ଟ୍ୟାକ୍ସ କାହିଁକି ଦେଉ? ଯଦି ଆମେ ଟ୍ୟାକ୍ସ ଦେଉଛୁ ତେବେ ଏହା ବଦଳରେ ଆମକୁ କଣ ସୁବିଧା ମିଳୁଛି ?Continue reading “ରାସ୍ତାରେ ଆମେ କାହିଁକି ଦେଉ ଟୋଲ ଟ୍ୟାକ୍ସ ? ଏହା ବଦଳରେ ଆମକୁ କଣ ସବୁ ସୁବିଧା ମିଳୁଛି ? ଜାଣନ୍ତୁ, ଏହି ସବୁ ପ୍ରଶ୍ନର ଉତ୍ତର । “
ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ୪ ଏଏନ୍ଏମ୍ କର୍ମୀ ନିଲମ୍ବିତ : ଡ୍ୟୁଟିରେ ଥିବା ବେଳେ ଦୁଇ ଦିନ ତଳେ ଯାଇଥିଲେ ମନ୍ଦିର ଭିତରକୁ; କାରଣ ଦର୍ଶାଅ ନୋଟିସ ସହ ସସପେଣ୍ଡ କଲେ ସିଡିଏମଓ
କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ୪ ଏଏନଏମ ସସପେଣ୍ଡ । ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ଥର୍ମାଲ ଚେକିଂ କରୁଥିଲେ ଏମାନେ । ଗତ ଦୁଇ ଦିନ ତଳେ ଏମାନେ ପ୍ରବେଶ ଅନୁମତି ନଥିଲେ ବି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଘଟଣା ଜଣାପଡିବାରେ ଆଜି କାରଣ ଦର୍ଶଆ ନୋଟିସ ୪ ଜଣଙ୍କୁ ସିଡିଏମଓ ସସପେଣ୍ଡ କରିଛନ୍ତି । ଗତ ୨୩ରେContinue reading “ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ୪ ଏଏନ୍ଏମ୍ କର୍ମୀ ନିଲମ୍ବିତ : ଡ୍ୟୁଟିରେ ଥିବା ବେଳେ ଦୁଇ ଦିନ ତଳେ ଯାଇଥିଲେ ମନ୍ଦିର ଭିତରକୁ; କାରଣ ଦର୍ଶାଅ ନୋଟିସ ସହ ସସପେଣ୍ଡ କଲେ ସିଡିଏମଓ”
ଭୂତାଣୁ ଭିତରେ ଭଲ ଖବର । ଓଡ଼ିଶା ଆସିଲା ଭ୍ୟାକ୍ସିନ୍ ସରଞ୍ଜାମ, ପୂରା ସୂଚନା ଦେଲେ ଭ୍ୟାକ୍ସିନ୍ ଇନଚାର୍ଜ ।
କନକ ବ୍ୟୁରୋ: ଭୂତାଣୁ ଭିତରେ ଭଲ ଖବର । ଓଡ଼ିଶା ଆସିଲା ଭ୍ୟାକ୍ସିନ୍ ସରଞ୍ଜାମ । କରୋନାକୁ କାବୁ ଟୀକାକରଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଆସିଲଲା ୨୧ ଲକ୍ଷ ସିରିଞ୍ଜ୍ । ଏହାସହ ଭ୍ୟାକ୍ସିନକୁ ରଖିବା ପାଇଁ ୨୬ଟି ଆଇଏଲଆର ବା ବରଫଯୁକ୍ତ ରେଫ୍ରିଜରେଟର । ତେବେ ଏହାବାଦ୍ ଆଗକୁ ଆହୁରି ୩୩୯ଟି ଆଇଏଲଆର ଆସିବ । ଏହାରି ଭିତରେ ଭଲ ଖବର ହେଉଛି କି ରାଜ୍ୟରେ ଟୀକାକରଣ ପାଇଁ ଡାଟାବେଶ୍ ବଢ଼ିଛି । ବର୍ତ୍ତମାନContinue reading “ଭୂତାଣୁ ଭିତରେ ଭଲ ଖବର । ଓଡ଼ିଶା ଆସିଲା ଭ୍ୟାକ୍ସିନ୍ ସରଞ୍ଜାମ, ପୂରା ସୂଚନା ଦେଲେ ଭ୍ୟାକ୍ସିନ୍ ଇନଚାର୍ଜ ।”
ସତ୍ୟବାଦୀ ଅଂଚଳରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ
କନକ ବ୍ୟୁରୋ : ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ । ଝୁଲନ୍ତା ଅବସ୍ଥାରେ ଗହିର ମଝିରେ ଥିବା ଏକ ଗଛରୁ ଶବ ଉଦ୍ଧାର କରିଛି ସତ୍ୟବାଦୀ ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଲକ ଅଳଗୁମ୍ ପଂଚାୟତର ପ୍ରଧାନସାହି ଗାଁରେ । ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ଛାନଭିନ୍ ଜାରି ରଖିଛି । ଏହା ହତ୍ୟା ନାContinue reading “ସତ୍ୟବାଦୀ ଅଂଚଳରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ”
ସଇତାନ ସାଜିଲା ସ୍ବାମୀ : ସ୍ତ୍ରୀକୁ ହତ୍ୟାକରି ମାଟି ତଳେ ପୋତିଦେଲା ସ୍ୱାମୀ; ୪ ଦିନ ପରେ ଗଳିତ ଶବ ଉଦ୍ଧାର
କନକ ବ୍ୟୁରୋ : ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ସୁ୍ନ୍ଦରଗଡ ତଲସରା ଥାନା ସବଡେଗା ବସ୍ତିରୁ । ସବଡେଗା ବସ୍ତିର ଖଏରୁ ନାୟକ ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ମାଟି ତଳେ ପୋତିଦେଇଥିଲା । ଗାଁ ଲୋକେ ସନ୍ଦେହ କରି ପଚରାଉଚରା କରିବାକୁ ଖଏରୁ ନାୟକ ଏନେଇ ସ୍ୱୀକାର କରିଛି । ଗାଁରେ ଲୋକେ ହତ୍ୟାକାରୀ ସ୍ୱାମୀକୁ ପୁଲିସର ହସ୍ତାନ୍ତାର କରିଛନ୍ତି ।Continue reading “ସଇତାନ ସାଜିଲା ସ୍ବାମୀ : ସ୍ତ୍ରୀକୁ ହତ୍ୟାକରି ମାଟି ତଳେ ପୋତିଦେଲା ସ୍ୱାମୀ; ୪ ଦିନ ପରେ ଗଳିତ ଶବ ଉଦ୍ଧାର”
ନୂଆ ଷ୍ଟ୍ରେନ ପୂର୍ବ ଭୂତାଣୁଠୁ ଅଧିକ କ୍ଷିପ୍ର ! ଭାରତ ଉପରେ ପ୍ରକାଇବ କି ପ୍ରଭାବ ? କ’ଣ ରହିବ ଏହାର ଲକ୍ଷଣ ?
କନକ ବ୍ୟୁରୋ : ଭାରତରେ କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନରୁ ଫେରିଥିବା ୬ଜଣଙ୍କ ଦେହରେ କରୋନାର ନୂଆ ଷ୍ଟ୍ରେନ୍ର ଲକ୍ଷଣ ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରୁ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ଜଣେ ପୁନେ ଲ୍ୟାବରୁ ଚିହ୍ନଟ ହୋଇଛନ୍ତି । କରୋନାର ନୂଆ ଷ୍ଟ୍ରେନ୍ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବ୍ରିଟେନରୁ ହଜାର ହଜାର ଲୋକ ଆସିଛନ୍ତି, ତେଣୁ ବ୍ରିଟେନ୍ ଷ୍ଟ୍ରେନ୍ ଆସିବ ।Continue reading “ନୂଆ ଷ୍ଟ୍ରେନ ପୂର୍ବ ଭୂତାଣୁଠୁ ଅଧିକ କ୍ଷିପ୍ର ! ଭାରତ ଉପରେ ପ୍ରକାଇବ କି ପ୍ରଭାବ ? କ’ଣ ରହିବ ଏହାର ଲକ୍ଷଣ ?”