
କନକ ବ୍ୟୁୁୁରୋ: ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ । ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ତାଙ୍କ କାନ୍ଧ ଉପରେ ହାତ ପକାଇ ତାଙ୍କ ଚଷମା କାଢି ରିଲ୍ସ କଲେ କଲେଜ ଛାତ୍ର । ଏହାର ଭିଡିଓ ଭାଇରାଲ ହେବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଏହି ଘଟଣା ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୋଇଥିବା ବେଳେ ଛାତ୍ର ଜଣଙ୍କ ଯୁକ୍ତ ଦୁଇର ବୋଲି ଜଣାପଡ଼ିଛି । କଲେଜ ପରିସରରେ ଥିବା ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର୍କୁ ଧରି ତାଙ୍କ ଚଷମା ଟାଣି ଛାତ୍ର ଜଣକ ରିଲ୍ସ କରିଛନ୍ତି ।
The post ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଛାତ୍ର ଅସମ୍ମାନ କରିବା ପରେ ଜନ ଅସନ୍ତୋଷ । ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢି ବନାଉଥିଲେ ରିଲ୍ସ । first appeared on Kanak News.
from Kanak News
via <a href="https://ifttt.com/?








