କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ଏସି ବିସ୍ଫୋରଣ ଘଟଣାକୁ ବିରୋଧ କରିଛି ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ । ୩ ଜଣଙ୍କ ଜୀବନ ନେଇଥିବା ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ କରାଯାଇଛି । ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ବସଭବନ ଉପରକୁ ଟମାଟୋ ମାଡ କରିଛନ୍ତି । ହାଇଟେକ୍ ହସ୍ପିଟାଲ ଲାଇସେନ୍ସ ରଦ୍ଧ କରିବା ସହ ମାଲିକଙ୍କ ଗିରଫ ଦାବି କରିଛନ୍ତି । ଅଲ୍ ଓଡିଶାContinue reading “ହାଇଟେକ୍ ବିସ୍ଫୋରଣ ଘଟଣାରେ ବଢୁଛି ମାଲିକଙ୍କ ଗିରଫ ଦାବି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ”
Category Archives: News
ଟାଟା ପାୱାରର ବିରୋଧରେ ପ୍ରତିବାଦ । ଡିଭିଜିନାଲ ଅଫିସ୍ ଘେରାଉ କଲେ ଶତାଧିକ କୃଷକ ।
କନକ ବ୍ୟୁରୋ: ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାରର ଜୁଲମ ଓ ଶୋଷଣ ପ୍ରତିବାଦରେ ବିକ୍ଷୋଭ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟାଟା ପାୱାର ଡିଭିଜନାଲ ଅଫିସ ଘେରାଉ କରିଛନ୍ତି ଶତାଧିକ କୃଷକ । ଜଳେଶ୍ୱର ଗ୍ୟାରେଜ ବଜାର ଠାରୁ ଏକ ଶୋଭାଯାତ୍ରାରେ ଆସି ଟାଟା ପାୱାର ଅଫିସ ନିକଟରେ ପ୍ରତିବାଦ କରିଛନ୍ତି । ଚାଷୀଙ୍କୁ ବିଦ୍ୟୁତ ବିଲ ଛାଡ କରିବା ,ଉଠା ଜଳସେଚନ ପଏଣ୍ଟରେContinue reading “ଟାଟା ପାୱାରର ବିରୋଧରେ ପ୍ରତିବାଦ । ଡିଭିଜିନାଲ ଅଫିସ୍ ଘେରାଉ କଲେ ଶତାଧିକ କୃଷକ ।”
କଳାହୀରାର କଳା କାରବାର: ଦିନରେ କୋଇଲା ଖୋଳି, ରାତିରେ ପଡୋଶୀ ଛତିଶଗଡକୁ ହେଉଛି ଚୋରା ଚାଲାଣ ।
କନକ ବ୍ୟୁରୋ: କଳାହୀରାର କଳା କାରବାର । ଦିନରେ କୋଇଲା ଖୋଳା ହୁଏ ଆଉ ରାତିରେ ଚୋରା ଚାଲାଣ ହୁଏ ଛତିଶଗଡ । ବିଗତ ଦିନରେ ଖଣି ର୍ଦୁନୀତିକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଥିଲେ ମଧ୍ୟ ଏବେ ବି ଚାଲିଛି ବେଆଇନ ଖଣି ଖନନ ଓ ପରିବହନ । ସୁନ୍ଦରଗଡ ଜିଲ୍ଲା ହେମିଗିର ବ୍ଲକ ରମ୍ଫିଆ କୋଲ ବ୍ଲକର ଚୋରା ଚାଲାଣ ଗ୍ରାଉଣ୍ଡ ରିପୋର୍ଟରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଦିନରେ ଖୋଳାହୁଏ ଏବଂContinue reading “କଳାହୀରାର କଳା କାରବାର: ଦିନରେ କୋଇଲା ଖୋଳି, ରାତିରେ ପଡୋଶୀ ଛତିଶଗଡକୁ ହେଉଛି ଚୋରା ଚାଲାଣ ।”
ସାଧାରଣତନ୍ତ୍ର ଦିବସ ପାଇଁ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣକୁ ନେଇ ରାଜନୀତି । ବିଜେଡି କହିଲା ହିତାଧିକାରୀଙ୍କୁ ହଇରାଣ କରି ଏବେ ଦିଲ୍ଲୀ ବୁଲାଇନେବା ହାସ୍ୟାସ୍ପଦ ।
କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି ପରେ ତେଜିଛି ରାଜନୀତି । ବିଜେଡି କହିଛି, ଆବାସ ପୋର୍ଟାଲ ବନ୍ଦ କରି ହିତାଧିକାରୀଙ୍କୁ ହଇରାଣ କରାଯାଉଛି । ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ପୋର୍ଟାଲ ଖୋଲିବା ପାଇଁ ଜଣାଇଥିଲେ ମଧ୍ୟ ଖୋଲାଯାଇ ନଥିଲା । ଆଉ ଏବେ ଆବାସ ହିତାଧିକାରୀଙ୍କୁ ଦିଲ୍ଳୀ ବୁଲାଇ ନେବା ଉଦ୍ୟମ ହାସ୍ୟାସ୍ପଦ ବୋଲି କହିଛି ବିଜେଡିContinue reading “ସାଧାରଣତନ୍ତ୍ର ଦିବସ ପାଇଁ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣକୁ ନେଇ ରାଜନୀତି । ବିଜେଡି କହିଲା ହିତାଧିକାରୀଙ୍କୁ ହଇରାଣ କରି ଏବେ ଦିଲ୍ଲୀ ବୁଲାଇନେବା ହାସ୍ୟାସ୍ପଦ ।”
ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଜେଡି କାଉନସିଲର । ନିଜ ଦଳର ଅନ୍ୟ କାଉନସିଲରଙ୍କ ନାଁରେ ଅଭିଯୋଗ ଆଣି କଲେ ନ୍ୟାୟ ଦାବି ।
କନକ ବ୍ୟୁରୋ: ଥାନା ପରେ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲା ବାଲେଶ୍ୱର ମହିଳା ବିଜେଡିରେ ଉପୁଜିଥିବା ବିବାଦ । କର୍ମୀ ସମ୍ମିଳନୀରେ ଗଣ୍ଡଗୋଳ ଓ ଧସ୍ତାଧସ୍ତି ଘଟଣାକୁ ନେଇ ସହଦେବଖୁଂଟା ଥାନାରେ ଅଭିଯୋଗ କରିଛନ୍ତି ବିଜେଡି କାଉନସିଲର ରଂଜିତା ମହାପାତ୍ର । ଗତ ୬ ତାରିଖରେ ବାଲେଶ୍ୱରରେ ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମରେ ବିଜେଡି କାଉନସିଲର ରଂଜିତା ମହାପାତ୍ର ଓ ତାଙ୍କ ସମର୍ଥକଙ୍କ ସହ ଅନ୍ୟ ବିଜେଡି କାଉନସିଲର ଓ କର୍ମୀମାନେ ପାଟିତୁଣ୍ଡContinue reading “ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଜେଡି କାଉନସିଲର । ନିଜ ଦଳର ଅନ୍ୟ କାଉନସିଲରଙ୍କ ନାଁରେ ଅଭିଯୋଗ ଆଣି କଲେ ନ୍ୟାୟ ଦାବି ।”
କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଏଣିକି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ ।
କନକ ବ୍ୟୁରୋ: କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଏଣିକି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ । ବିଧାନସଭା ଷ୍ଟାଣ୍ଡିଂ କମିଟି ଏନେଇ ସୁପାରିଶ କରିଛି । ଆଜି ବିଧାନସଭାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ସୁପାରିଶ କରାଯାଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ସୂଚନା ଦେଇଛନ୍ତି । ଆଗରୁ ଛାତ୍ରଛାତ୍ରୀ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ ଦାଖଲ କରୁଥିଲେ । ଏବେ କିନ୍ତୁ ଅଧ୍ୟାପକଙ୍କୁ ବି ଦାଖଲ କରିବାକୁContinue reading “କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଏଣିକି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ ।”
ତିନୋଟି ଦେଶ ଏମିତି କଣ ମିଳିତ ବିବୃତ୍ତି ଦେଲେ ଯେ ଯାହା ଚୀନ୍କୁ ବିବ୍ରତ କରିଦେଇଛି ?
ଆମେରିକା, ଜାପାନ ଏବଂ ରିପବ୍ଲିକ୍ ଅଫ୍ କୋରିଆ (ROK) ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେତୁ ଚୀନ୍ ଟେନସନରେ ପଡ଼ିଯାଇଛି । ଚୀନ୍ କହିଛି ଯେ ଏହାର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା, ଚୀନ୍କୁ ବଦନାମ କରୁଥିବା ତଥା ଶତ୍ରୁତା ସୃଷ୍ଟି କରୁଥିବା ଦେଶକୁ ସିଏ ବିରୋଧ କରୁଛି । ଦକ୍ଷିଣ ଚୀନ୍ ସାଗରରେ ଅଧିକାରକୁ ନେଇ ଆମେରିକା ସମେତ ଅନେକ ଦେଶ ସହିତ ଚୀନର ବିବାଦ ରହିଛି ଏବଂ ଏହା ସମୟ ସମୟରେ ଏହ ଉଗ୍ରରୂପ ଧାରଣContinue reading “ତିନୋଟି ଦେଶ ଏମିତି କଣ ମିଳିତ ବିବୃତ୍ତି ଦେଲେ ଯେ ଯାହା ଚୀନ୍କୁ ବିବ୍ରତ କରିଦେଇଛି ?”
ସ୍ୱାମୀଙ୍କ ସହ ଛାଡପତ୍ର, ୪ ବର୍ଷର ପୁଅକୁ ହତ୍ୟା । କୁନି ପୁଅର ହତ୍ୟାକାରୀ ସାଜିଲା ନିଜ ମାଆ । କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…
କନକ ବ୍ୟୁରୋ: ସ୍ୱାମୀ ପାଇଁ ୪ ବର୍ଷର ପୁଅକୁ ହତ୍ୟା । ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛି ଜଣେ ନୃଶଂସ ମାଆ । ଗୋଆରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି । କାହିଁକି ନା, ସ୍ୱାମୀଙ୍କ ସହ ସମ୍ପର୍କରେ ତିକ୍ତତା କାରଣରୁ ଜଣେ ସ୍ତ୍ରୀ ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛି । ସୂଚନା ସେଠ ନାମକ ଏହି ମହିଳା ଜଣକ ହେଉଛନ୍ତି ଜଣେ ସଫଳ ଉଦ୍ୟୋଗୀ ।Continue reading “ସ୍ୱାମୀଙ୍କ ସହ ଛାଡପତ୍ର, ୪ ବର୍ଷର ପୁଅକୁ ହତ୍ୟା । କୁନି ପୁଅର ହତ୍ୟାକାରୀ ସାଜିଲା ନିଜ ମାଆ । କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…”
ବିଜେପି ଆଡ଼କୁ ଢ଼ଳୁଛନ୍ତି କି ଭର୍ତ୍ତୃହରି? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା । କଟକରୁ କାହାକୁ ସାଂସଦ ପ୍ରାର୍ଥୀ କରିବ ବିଜେପି?
କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ନୂଆଦିଲ୍ଲୀ ସ୍ଥିତ ଶାହଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଉଭୟ କେନ୍ଦ୍ର ସରକାରଙ୍କ ରାଜଭାଷା ନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି । ଗୃହମନ୍ତ୍ରୀ ଅମିତ ଶାହ ସଂସଦୀୟ ରାଜଭାଷା ସମିତିର ଅଧ୍ୟକ୍ଷ ଥିବା ବେଳେ ଭର୍ତ୍ତୃହରି ମହତାବ ରାଜଭାଷା ସମିତିର ଉପାଧ୍ୟକ୍ଷ ଅଛନ୍ତି । ଏବେ ଦୁଇ ଜଣଙ୍କ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛିContinue reading “ବିଜେପି ଆଡ଼କୁ ଢ଼ଳୁଛନ୍ତି କି ଭର୍ତ୍ତୃହରି? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା । କଟକରୁ କାହାକୁ ସାଂସଦ ପ୍ରାର୍ଥୀ କରିବ ବିଜେପି?”
ଶ୍ରୀମନ୍ଦିର ପରିକ୍ରମା ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ପରିକ୍ରମାରେ ମହାନଗର ନିଗମର ୱାର୍ଡ ପିଛା ଖର୍ଚ୍ଚ ହେଉଛି ୫ ଲକ୍ଷ ଟଙ୍କା ।
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗୁଆ ଚାଉଳ ସଂଗ୍ରହ କରାଯାଉଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଅର୍ପଣ ରଥ ବୁଲିବା ଖର୍ଚ୍ଚ କେତେ, ତାହା ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠିରୁ ସ୍ପଷ୍ଟ ହୋଇଛି । ଅର୍ପଣ ରଥ ବୁଲିବା ପାଇଁ ୱାର୍ଡ ପିଛା ଲକ୍ଷାଧିକContinue reading “ଶ୍ରୀମନ୍ଦିର ପରିକ୍ରମା ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ପରିକ୍ରମାରେ ମହାନଗର ନିଗମର ୱାର୍ଡ ପିଛା ଖର୍ଚ୍ଚ ହେଉଛି ୫ ଲକ୍ଷ ଟଙ୍କା ।”