କନକ ବ୍ୟୁରୋ: ଚିନ୍ତା ବଢାଇଲାଣି କୋଭିଡର ନୂଆ ସବ ଭାରିଆଂଟ ଜେ.ଏନ-ଡଟ୍ୱାନ । ଦିନକୁ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ରାଜ୍ୟରେ ବି ଆକ୍ରାନ୍ତ ଚିହ୍ନଟ ହେଲେଣି । କେରଳ, କର୍ଣ୍ଣାଟକରେ କରୋନା ଉପରମୁହାଁ ରହୁଥିବା ରେକର୍ଡ ହେଉଛି । ହେଲେ ରାଜ୍ୟରେ ସେଭଳି କୌଣସି ଚିନ୍ତାଜନକ ସ୍ଥିତି ନଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । କେରଳ ଓ କର୍ଣ୍ଣାଟକରେ ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଂଟ୍ ଜେଏନ.୧ । ଯଦିଓପିContinue reading “ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଂଟ: ପିକନିକ୍ ସିଜନ ଓ ନୂଆବର୍ଷ ପାଇଁ ସତର୍କ ପ୍ରଶାସନ”
Category Archives: News
ଭାଇଗିରି ପାଇଁ ବୁଲିଲା ଖଣ୍ଡା: ଆତଙ୍କ ଖେଳାଇଲେ ଭଡାଟିଆ ଗୁଣ୍ଡା
କନକ ବ୍ୟୁରୋ: ଗତକାଲି ଗୋଡେଇ ଗୋଡେଇ ହାଣିଥିଲେ, ଆଜି ପୋଲିସ ହାତରେ ବନ୍ଧାହେଲେ । ରବିବାର ଏୟାରପୋର୍ଟ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିବା ଘଟଣାରେ ୮ଜଣଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ । ଜଣାପଡିଛି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ । ଘଟଣାରେ ୨ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ମୁଣ୍ଡ ତଳକୁ ପୋତି ଠିଆ ହୋଇଥିବା ଏହିContinue reading “ଭାଇଗିରି ପାଇଁ ବୁଲିଲା ଖଣ୍ଡା: ଆତଙ୍କ ଖେଳାଇଲେ ଭଡାଟିଆ ଗୁଣ୍ଡା”
ବିଜେପି ପଦାଧିକାରୀ ବୈଠକରେ ଓଡିଶାକୁ ଗୁରୁତ୍ୱ । ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ନେଇ ରଣନୀତି କରିବାକୁ ନିଷ୍ପତି ।
କନକ ବ୍ୟୁରୋ: ବିଜେପି ଫୋକସରେ ଓଡିଶା । ନିର୍ବାଚନକୁ ଆଉ ୬ ମାସ ବାକି ଥିବାବେଳେ କିଭଳି ଓଡିଶାରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିବ ସେନେଇ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଓଡିଶାରେ ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ଉପରେ ଫୋକସ୍ କରିଛନ୍ତି । ଏହାକୁ ନେଇ ଆଗାମୀ ଦିନରେ ଅନେକ ଜାତୀୟ ବିଜେପି ନେତା ଓଡିଶାContinue reading “ବିଜେପି ପଦାଧିକାରୀ ବୈଠକରେ ଓଡିଶାକୁ ଗୁରୁତ୍ୱ । ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ନେଇ ରଣନୀତି କରିବାକୁ ନିଷ୍ପତି ।”
ପରିକ୍ରମା ପ୍ରକଳ୍ପ ପାଇଁ ବଡ ପ୍ରସ୍ତୁତି: ନବକଳେବର ଭଳି ଆୟୋଜନ କରୁଛି ପ୍ରଶାସନ
କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ପାଇଁ ବଡ଼ ପ୍ରସ୍ତୁତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଭବ୍ୟ ଆୟୋଜନ କରୁଛି ଶ୍ରୀମନ୍ଦିର ପ୍ରଶାସନ । ଉତ୍ସବରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ସମେତ ରାଜ୍ୟର ଓ ଦେଶର ପ୍ରମୁଖ ଦେବା ଦେବୀଙ୍କୁ ନିମନ୍ତ୍ରଣ କରାଯିବ । ଚାରିଧାମର ଜଗତଗୁରୁଙ୍କ ମମେତ ଅନେକ ମାନ୍ୟଗଣ୍ୟ ତଥା ଭିଭିଆଇପିକୁ ମଧ୍ୟ ନିମନ୍ତ୍ରଣ କରାଯିବ । କୁହାଯାଉଛି ନବକଳେବର ଭଳି ପରିକ୍ରମା ପ୍ରକଳ୍ପର ଲୋକାତ୍ପଣ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି କରାଯାଉଛିContinue reading “ପରିକ୍ରମା ପ୍ରକଳ୍ପ ପାଇଁ ବଡ ପ୍ରସ୍ତୁତି: ନବକଳେବର ଭଳି ଆୟୋଜନ କରୁଛି ପ୍ରଶାସନ”
ଗଳାବାଟ ପାଇଁ ଭକ୍ତ ହଇରାଣ: ଟଙ୍କା ନେଇ ଭକ୍ତଙ୍କୁ ଛାଡୁଛନ୍ତି ସେବାୟତ!
କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇ ଦେବା ପାଇଁ ଲାଂଚ । ଲାଂଚ ନେଇ ଗଳାବାଟରେ ଶ୍ରଦ୍ଧାଳୁଙ୍କୁ ଲାଇନ୍ରୁ କାଢି ଦର୍ଶନ ପାଇଁ ଆଗୁଆ ନେଇ ଯାଉଛନ୍ତି ସେବାୟତ । ଏଭଳି ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି ବ୍ୟାରିକେଡ୍ ଲାଇନ୍ରେ ଘଂଟା ଘଂଟା ଧରି ଅପେକ୍ଷା କରିଥିବା ଭକ୍ତ । ବର୍ଷ ଶେଷକୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ବଢୁଛି । ଆଉ ବ୍ୟାରିକେଡ୍ ଏମାନଙ୍କ ପାଇଁ ବେଶ କଷ୍ଟଦାୟକ ହୋଇଛି ।Continue reading “ଗଳାବାଟ ପାଇଁ ଭକ୍ତ ହଇରାଣ: ଟଙ୍କା ନେଇ ଭକ୍ତଙ୍କୁ ଛାଡୁଛନ୍ତି ସେବାୟତ!”
କଂଟାବାଞ୍ଜିରେ ଆତଙ୍କ: ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ନଥମୁଣୁ ବଲାଙ୍ଗୀର କଂଟାବାଞ୍ଜିରୁ ଆସିଛି ଝାଡାବାନ୍ତିରେ ମୃତ୍ୟୁ ଖବର । ଆଉ ଏହି ଖବର ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାଉରକେଲା ଭଳି ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପିଛି ନା ବିଷାକ୍ତ ଖାଦ୍ୟ ଖାଇବା କାରଣରୁ ଏଭଳି ସ୍ଥିତି ଉପୁଜିଛି, ତାହା ଆଲୋଚନାର ବିଷୟ ହୋଇଛି । ଇସ୍ପାତ ନଗରୀ ରାଉରକେଲାରେContinue reading “କଂଟାବାଞ୍ଜିରେ ଆତଙ୍କ: ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ”
ବଡ ଦିନରେ ଜମିଲା ବଣଭୋଜି । ଛୁଟି କାଟିବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲାଗିଲା ପର୍ଯ୍ୟଟକଙ୍କ ଭିଡ
କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ପୁରୀ-କୋଣାର୍କ ବେଳା ମାର୍ଗ ରାସ୍ତାର ଅବସ୍ତିତ ମା”ରାମଚଣ୍ଡୀଙ୍କ ପୀଠ। କୁଶଭଦ୍ରା ନଦୀର କୁଳୁକୁଳୁ ଶବ୍ଦ ସାଙ୍ଗକୁ ବଙ୍ଗୋପସାଗରର ସୁସୁ ଗର୍ଜନ ଓ ବେଳା ମାର୍ଗରେ ଥିବା ଅଭୟାରଣ୍ୟର ମନୋରମ ଦୃଶ୍ୟ କାହାକୁ ବା ଭଲ ନଲାଗିବ। ବଡ ଦିନ ଅବସରରେ ରାମଚଣ୍ଡୀଙ୍କ ପୀଠରେ ଅସମ୍ଭାଳ ଭିଡ଼ ହୋଇଛି। ସମସ୍ତେ ବଣ ଭୋଜି ସାଙ୍ଗକୁ ନାଚ ଗୀତରେ ମସଗୁଲ। ନାଇଜେରିଆର ଡାକ୍ତରୀ ଛାତ୍ର ନିଜ ସାଙ୍ଗ ସାଥୀଙ୍କ ସହିତContinue reading “ବଡ ଦିନରେ ଜମିଲା ବଣଭୋଜି । ଛୁଟି କାଟିବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲାଗିଲା ପର୍ଯ୍ୟଟକଙ୍କ ଭିଡ”
ମହାକାଳପଡା ତନ୍ତିଆପାଳ ସାମୁଦ୍ରିକ ଥାନାକୁ ଯିବା ପାଇଁ ନାହିଁ ଭଲ ରାସ୍ତା । ଉପକୂଳ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକୀୟ କର୍ମଚାରୀ
କନକ ବ୍ୟୁରୋ: ତନ୍ତିଆପାଳ ସାମୁଦ୍ରିକ ଥାନାକୁ ହାଇଟେକ୍ ରାସ୍ତା । ରାସ୍ତା ସାରା ସୃଷ୍ଟି ହୋଇଛି ବଡବଡ ଖାଲଖମା। ପ୍ରତିଦିନ ଥାନାକୁ ବିଭିନ୍ନ କାର୍ୟ୍ୟରେ ଆସୁଥିବା ଲୋକେ ଓ ଥାନା କର୍ମଚାରୀ ମାନେ ଏଇ ରାସ୍ତାଦେଇ ଯିବାବେଳେ ହେଉଛନ୍ତି ନାହଁନଥିବା ହଇରକଣ ହରକତ । ଖାଲି ସେତିକି ନୁହେଁ ଆବଶ୍ୟକତା ଅନୁଶାରେ କର୍ମଚାରୀ ନଥିବାରୁ ଦେଖାଦେଇଛି ସମସ୍ୟା। ଉପକୂଳ ଜିଲ୍ଲା କେନ୍ଦ୍ରାପଡା । ସମୁଦ୍ର ପଥରେ ସୁରକ୍ଷା ଉପରେ ନଜର ରଖିବା ପାଇଁ କେନ୍ଦ୍ରାପଡ଼ାରେ ୩ଟି ସାମୁଦ୍ରିକContinue reading “ମହାକାଳପଡା ତନ୍ତିଆପାଳ ସାମୁଦ୍ରିକ ଥାନାକୁ ଯିବା ପାଇଁ ନାହିଁ ଭଲ ରାସ୍ତା । ଉପକୂଳ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକୀୟ କର୍ମଚାରୀ”
ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ: ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି
କନକ ବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ । ନୂଆ ବାଟାଲିୟନ ଗଠନ ପାଇଁ ଅନୁମତି । ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି । ୫ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ନିଷ୍ପତ୍ତି । ସ୍ୱତନ୍ତ୍ର ବାଟାଲିୟନରେ ରହିବେ ୧୧୯୦ ସୁରକ୍ଷାକର୍ମୀ । ବାଟାଲିୟନ ପୁରୀ ଏସପିଙ୍କ ଅଧ୍ୟକ୍ଷରେ କାମ କରିବ । ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ବାଟାଲିୟନର ଦାୟିତ୍ୱ ରହିବ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟContinue reading “ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ: ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି”
ଖୁବଶୀଘ୍ର ମାଲକାନଗିରିରୁ ଉଡିବ ବିମାନ । ଟ୍ରାଏଲ ରନ୍ ପାଇଁ ଜୋରସୋରରେ ଚାଲିଛି ବିମାନ ବନ୍ଦର ପ୍ରସ୍ତୁତି
କନକ ବ୍ୟୁରୋ: ମାଲକାନଗିରିରୁ ଉଡିବ ବିମାନ । ମାଲକାନଗିରି ସହର ଉପକଣ୍ଠରେ ଥିବା ବିମାନ ବନ୍ଦର ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ । ବିମାନବନ୍ଦର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇ ଥିବା ବେଳେ ଟର୍ମିନାଲ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମାଗାର କାମ ମଧ୍ୟ ଏକ ପ୍ରକାର ଶେଷ ହେବାକୁ ଯାଉଛି । ଖୁବଶୀଘ୍ର ରନୱେରେ ଟ୍ରାଏଲ ରନ କରିବା ଲାଗି ସ୍ଥିର ହୋଇଥିବା ବେଳେ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନContinue reading “ଖୁବଶୀଘ୍ର ମାଲକାନଗିରିରୁ ଉଡିବ ବିମାନ । ଟ୍ରାଏଲ ରନ୍ ପାଇଁ ଜୋରସୋରରେ ଚାଲିଛି ବିମାନ ବନ୍ଦର ପ୍ରସ୍ତୁତି”