ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ହଜାର ହଜାର ଭକ୍ତ ।

କନକ ବ୍ୟୁରୋ: ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ଆଜି ରବିବାର ସାଙ୍ଗକୁ ସନ୍ତାକାଲି ବଡ଼ ଦିନ ରହିଛି । ତେଣୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆଜି ସକାଳଠାରୁ ପୁରୀରେ ଭକ୍ତଙ୍କ ଭିଡ଼ ଲାଗିଛି । ଲମ୍ବା ଲାଇନରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି । ଏହା ସହ ଆଗକୁ ନୂଆ ବର୍ଷ ଆସୁଥିବାରୁ ବଡ଼ଦାଣ୍ଡରେContinue reading “ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ହଜାର ହଜାର ଭକ୍ତ ।”

ଜମ୍ମୁ-କାଶ୍ମୀର ବାରାମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ। ମସଜିଦ ଭିତରେ ଅବସରପ୍ରାପ୍ତ ପୁଲିସ ସୁପରିଟେଣ୍ଡେଣ୍ଟଙ୍କୁ ଗୁଳିକରି ହତ୍ୟା।

କନକ ବ୍ୟୁରୋ: ବାରମୂଳା ଜିଲ୍ଲାସ୍ଥିତ ଏକ ମସଜିଦ ଭିତରେ ଅଜ୍ଞାତ ଆତଙ୍କବାଦୀମାନେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି। ଶୀରି ବାରମୂଳା ଅନ୍ତର୍ଗତ ଗଣ୍ଟମୂଳା ବାଲାସ୍ଥିତ ଏକ ସ୍ଥାନୀୟ  ମସଜିଦ ଭିତରେ ‘ଆଜାନ୍‌’ କରୁଥବା ବେଳେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ (ଏସ୍‌ଏସ୍‌ପି) ମହମ୍ମଦ୍‌ ଶାଫିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳି ଚୋଟରେ ଆହତ ହୋଇ ଶାଫିଙ୍କର ମୃତ୍ୟୁ ହୋଇଯାଇଛି। ଗୁଳିକାଣ୍ଡ ଘଟଣାContinue reading “ଜମ୍ମୁ-କାଶ୍ମୀର ବାରାମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ। ମସଜିଦ ଭିତରେ ଅବସରପ୍ରାପ୍ତ ପୁଲିସ ସୁପରିଟେଣ୍ଡେଣ୍ଟଙ୍କୁ ଗୁଳିକରି ହତ୍ୟା।”

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ।

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ରାଜ୍ୟରୁ ପ୍ରଥମ କରୋନା ସଂକ୍ରମିତଙ୍କୁ ନେଇ ସୂଚନା ଦିଆଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥବସ୍ଥା ଠିକ୍ ରହିଛି ଏବଂ ସେ ହସ୍ପିଟାଲ ନଯାଇ ଘରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲାContinue reading “ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ।”

ନିୟନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।

କନକ ବ୍ୟୁରୋ: ନିୟମନ୍ତ୍ରଣକୁ ଆସିନି ରାଉରକେଲାରେ ହଇଜା ସ୍ଥିତି । ହଇଜାରେ ଆଉ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ବେସରକାରୀ ଭାବେ ମୃତ୍ୟୁ ସଂଖା ୧୬ରେ ପହଞ୍ଚିିଛି । ମୃତକ ହେଉଛନ୍ତି କୁଆରମୁଣ୍ଡା ଅଞ୍ଚଳର ସୁବୋଧ ଟପ୍ପୋ । ଝାଡାବାନ୍ତିରେ ଗୁରୁତର ହୋଇ ସେ ଆଇଜିଏଚ୍ରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୬ ଥିବା ବେଳେ ହଇଜାରେ ୯ ମୃତ୍ୟୁ ହୋଇଥିବା ପ୍ରଶାସନContinue reading “ନିୟନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।”

ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନିକ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର । ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି ।

କନକ ବ୍ୟୁରୋ: ଯଦି ସ୍ତ୍ରୀ ଜାଣିଶୁଣି ସ୍ୱାମୀଙ୍କୁ ଅପମାନ କରନ୍ତି , ସର୍ବ ସମକ୍ଷରେ ଅସମ୍ମାନ କରନ୍ତି, ତେବେ ଏହାକୁ ସହ୍ୟ କରିବାକୁ ସ୍ୱାମୀ ବାଧ୍ୟ ନୁହଁନ୍ତି । ଏଥିରେ ସ୍ୱାମୀ ଜଣକ ପ୍ରତିକ୍ରିୟା ପ୍ରକାଶ କରିପାରିବେ । ଏପରିକି ଆବଶ୍ୟକ ପଡିଲେ ସ୍ୱାମୀ ଜଣକ ସ୍ତ୍ରୀକୁ ଛାଡପତ୍ର ଦେଇପାରିବେ ବୋଲି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନ କରିବା ବା କଥାରେ ନିର୍ଯାତନା ଦେବା ଅତ୍ୟନ୍ତ ଲଜ୍ଜାଜନକContinue reading “ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନିକ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର । ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି ।”

ରାଜଧାନୀକୁ ପୁଣି ଫେରିଛି ପଥ ଉତ୍ସବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଭୁବନେଶ୍ୱର ରାଜପଥ ।

କନକ ବ୍ୟୁରୋ: ରାଜଧାନୀକୁ ପୁଣି ଫେରିଲା ପଥ ଉତ୍ସବ । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିବ ପଥ ଉତ୍ସବ । ଦିନ ୯ଟା ୩୦ ପର୍ଯ୍ୟନ୍ତ ପଥ ଉତ୍ସବ ଚାଲିବ । ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବଲିଉଡ୍ ଗାୟିକା ନିକିତା ଗାନ୍ଧୀ, ର୍ୟାପର ବିଗ୍ଡିଲ୍ ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ନିଜର କମାଲ ଦେଖାଉଛନ୍ତି । ଖେଳକୁଦ ସାଙ୍ଗକୁ ଶୀତୁଆ ସକାଳରୁ ମଜା ନେଉଛନ୍ତି ସହରବାସୀ । ବିଏମସି ପକ୍ଷରୁ ଏଥରContinue reading “ରାଜଧାନୀକୁ ପୁଣି ଫେରିଛି ପଥ ଉତ୍ସବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଭୁବନେଶ୍ୱର ରାଜପଥ ।”

ସମୁଦ୍ର ମଝିରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା ।

କନକ ବ୍ୟୁରୋ: ଭାରତ ମହାସାଗରରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଜାହାଜ ଏମଭି କେମ୍ ପ୍ଲୁଟୋ ଉପରେ ଆକ୍ରମଣ ନେଇ ବଡ଼ ଦାବି କରିଛି ଆମେରିକାର ପ୍ରତିରକ୍ଷା ବିଭାଗ । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା ପଛରେ ଇରାନର ହାତ ଥିବା କହିଛି ଆମେରିକା । ୟେମେନି ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏବଂ ଇରାନରୁ ଏହି ଡ୍ରୋନକୁContinue reading “ସମୁଦ୍ର ମଝିରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା ।”

ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାର ବିବାଦ ପରେ ସ୍ପଷ୍ଟିକରଣ ରଖିଲେ କାମିୟା ଜାନି । କହିଲେ, ସେ କେବେବି ଖାଇନାହାଁନ୍ତି ଗୋମାଂସ ।

କନକ ବ୍ୟୁରୋ: ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାରକୁ ନେଇ ବିବାବ ପରେ ମୁହଁ ଖୋଲିଛନ୍ତି ୟୁ-ଟ୍ୟୁବର କାମିଆ ଜାନି । କହିଛନ୍ତି ସେ ଜଣେ ହିନ୍ଦୁ । ସେ କେବେବି ଗୋମାଂସ ଖାଇନାହାଁନ୍ତି ଅବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କର୍ତ୍ତବ୍ୟ ଭାରତର ବିଭିନ୍ନ ପ୍ରକାରର ନୂଆ ଜିନିଷକୁ ବିଶ୍ୱସ୍ତରରେ ପହଞ୍ଚାଇବା । ଭାରତର ସଂସ୍କତି, କଳାକୁ ବିଶ୍ୱସ୍ତରରେ ପହଞ୍ଚାବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ଜଗନ୍ନାଥContinue reading “ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାର ବିବାଦ ପରେ ସ୍ପଷ୍ଟିକରଣ ରଖିଲେ କାମିୟା ଜାନି । କହିଲେ, ସେ କେବେବି ଖାଇନାହାଁନ୍ତି ଗୋମାଂସ ।”

ହିଜାବ ଉପରେ ନାହିଁ ବାଧ୍ୟବାଧ୍ୟକତା । ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର ।

କନକ ବ୍ୟୁରୋ: ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି । ହିଜାବ ନିଷେଧାଦେଶ ଉପରେ କୌଣସି ବାଧ୍ୟ ବାଧକତା ନାହିଁ ବୋଲି କହିବା ସହ ମହିଳାଙ୍କ ଯାହା ଇଚ୍ଛା ତାହା ସେମାନେ ପିନ୍ଧନ୍ତୁ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ମହୀଶୂରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ହିଜାବ ଉପରେ ଆଉ ନିଷେଧାଦେଶ ନାହିଁContinue reading “ହିଜାବ ଉପରେ ନାହିଁ ବାଧ୍ୟବାଧ୍ୟକତା । ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର ।”

ମହାନତା ଦେଖାଇଲେ ସଫେଇ କର୍ମୀ । ଫେରାଇଲେ ଅଳିଆ ଗଦାରୁ ପାଇଥିବା ସୁନା ଚେନ ଓ ଲକେଟ୍ । ଚାରିଆଡୁ ପ୍ରଶଂସା ।

କନକ ବ୍ୟୁରୋ: ସଫେଇ କର୍ମୀଙ୍କ ମହାନତା । ଫେରାଇଲେ ଅଳିଆ ଗଦାରୁ ପାଇଥିବା ସୁନା ଚେନ ଓ ଲକେଟ୍ । ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳଛି । ସ୍ଥାନୀୟ ଅଞ୍ଚଳର ଅର୍ପିତା ସାହୁଙ୍କ ସୁନା ଚେନ ଓ ଲକେଟ ଭୁଲବଶତଃ ଅଳିଆ ଗଦାରେ ପଡିଯାଇଥିଲା । ଚାରିଆଡେ ଖୋଜାଖୋଜି କରି ନପାଇବା ପରେ ପ୍ରଶାନ୍ତି ବିହାରରେ ଥିବା ୱେଲଥ ସେଣ୍ଟର ପହଞ୍ଚି ପଚରାଉଚରା କରିଥିଲେ । ଶେଷରେ ସଫେଇ କରୁଥିବା କର୍ମୀମାନେ ଅଳିଆContinue reading “ମହାନତା ଦେଖାଇଲେ ସଫେଇ କର୍ମୀ । ଫେରାଇଲେ ଅଳିଆ ଗଦାରୁ ପାଇଥିବା ସୁନା ଚେନ ଓ ଲକେଟ୍ । ଚାରିଆଡୁ ପ୍ରଶଂସା ।”

Design a site like this with WordPress.com
Get started