ଥମୁନି କୁସ୍ତିଯୋଦ୍ଧାଙ୍କ କଳି । ପଦ୍ମଶ୍ରୀ ଫେରାଇଲେ ପୁନିଆ, ସାକ୍ଷୀଙ୍କ ସନ୍ନ୍ୟାସ ଘୋଷଣା

କନକ ବ୍ୟୁରୋ : ଦୀର୍ଘଦିନ ହେବ ଚାଲିଥିବା ବିବାଦ ଥମିବା ବଦଳରେ ଦିନକୁ ଦିନ ଉଗ୍ର ହେଉଛି । ସଂଜୟ ସିଂଙ୍କୁ କୁସ୍ତି ମହାସଂଘର ସଭାପତି କରାଯିବା ପରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମର୍ମର୍ାହତ ହୋଇ ପ୍ରଥମେ ସାକ୍ଷୀ ମଲ୍ଲିକ କୁସ୍ତିରୁ  ସନ୍ନ୍ୟାସ ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ନିଜ ଦୁଃଖ ଜଣାଇଥିଲେ ଭିନେଶ ଫୋଗଟ । ଆଉ ଏବେ ଚାମ୍ପିୟନ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀContinue reading “ଥମୁନି କୁସ୍ତିଯୋଦ୍ଧାଙ୍କ କଳି । ପଦ୍ମଶ୍ରୀ ଫେରାଇଲେ ପୁନିଆ, ସାକ୍ଷୀଙ୍କ ସନ୍ନ୍ୟାସ ଘୋଷଣା”

 ଦେଶରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୭୫୨ ସଂକ୍ରମିଚ ଚିହ୍ନଟ, ୪ ମୃତ

କନକ ବ୍ୟୁରୋ : ଦେଶରେ କରୋନା ଭୟ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଗତ ୨୪ ଘଂଟାରେ ଦେଶରେ ୭୫୨ ସଂକ୍ରମିିତ ଚିହ୍ନଟ ହେବା ସହ ୪ଜଣଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପି ୩ହଜାର ୪୨୦ ଛୁଇଁଛି ।  ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ… ମାଡ଼ୁଛି ‘ଜେଏନ୍ ଡଟ୍ ୱାନ୍’ ସବ୍ ଭ୍ୟାରିଆଂଟ୍ -୧୭ରାଜ୍ୟରେ ସଂକ୍ରମଣ ଅଧିକ ବୃଦ୍ଧିContinue reading ” ଦେଶରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୭୫୨ ସଂକ୍ରମିଚ ଚିହ୍ନଟ, ୪ ମୃତ”

୨୪ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ବଡ଼ ଦଳ ଭାବେ ଉଭା ହେଉଛି ବିଜେପି, ରାଜ୍ୟର କୋଟିଏ ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀଙ୍କ ବିକାଶ ବାର୍ତ୍ତା

କନକ ବ୍ୟୁରୋ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଜୟରେ ବିଜେପିର ମୁଖ୍ୟ ପ୍ରସଙ୍ଗ ଥିଲା ମୋଦି ଗ୍ୟାରେଂଟି । ଏବେ ଏହି ଗ୍ୟାରେଂଟିକୁ ଓଡିଶାରେ ଆପଣାଇବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି  । ଏ ନେଇ  ଜାତୀୟ ସଭାପତି.ଜେ.ପି.ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ବିଧାୟକା  ଏକ କୋଟି ଘରେ ପହଁଚି ବିକାଶର ବାର୍ତା ପହଂଚାଇବାକୁ ଟାସ୍କ ପାଇଛନ୍ତି ବିଜେପି ବିଧାୟକ । ତିନି ରାଜ୍ୟରେ ବିପୁଳ ବିଜୟ ପରେ ଉତ୍ସାହିତ ରାଜ୍ୟ ବିଜେପିର ଦିଲ୍ଲୀ ଗସ୍ତ Continue reading “୨୪ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ବଡ଼ ଦଳ ଭାବେ ଉଭା ହେଉଛି ବିଜେପି, ରାଜ୍ୟର କୋଟିଏ ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀଙ୍କ ବିକାଶ ବାର୍ତ୍ତା”

ମୋଦୀଙ୍କ ‘ରାମ’ ବନାମ ନୀତୀଶଙ୍କ ‘ସୀତା’ ଏଥର ନିର୍ବାଚନରେ ଶ୍ରୀରାମଙ୍କୁ ଟକ୍କର ଦେବେ ମାଆ ଜାନକୀ?

କନକ ବ୍ୟୁରୋ : ଲୋକସଭା ନିିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଚାଲ ଖେଳିଛନ୍ତି । ନିର୍ବାଚନୀ ମଇଦାନରେ ଶ୍ରୀରାମଙ୍କ ବଦଳରେ ମାଆ ସୀତାଙ୍କୁ ପ୍ରସଙ୍ଗ କରିଦେଇଛନ୍ତି । ଯାହା ହିନ୍ଦୁତ୍ୱ କାର୍ଡ ଖେଳୁଥିବା ବିଜେପିକୁ ଦେଇଛି ଶକ୍ତି ଧକ୍କା । ଆଉ କିଛି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଯୋଧ୍ୟାରେ ବିଶାଳ ଶ୍ରୀରାମ ମନ୍ଦିର ଉଦ୍ଘାଟନ ସହ ଶ୍ରୀରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଠିକ୍Continue reading “ମୋଦୀଙ୍କ ‘ରାମ’ ବନାମ ନୀତୀଶଙ୍କ ‘ସୀତା’ ଏଥର ନିର୍ବାଚନରେ ଶ୍ରୀରାମଙ୍କୁ ଟକ୍କର ଦେବେ ମାଆ ଜାନକୀ?”

ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭୋଟ୍ ମାଗିଲେ ପାଣ୍ଡିଆନ୍ । ବିରୋଧୀଙ୍କ ଉପରେ ବି ପୁଣି ବର୍ଷିଲେ ।

କନକ ବ୍ୟୁରୋ: ୨୦୧୯ରେ ଦକ୍ଷିଣ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାୱା ବହୁଥିବାବେଳେ ଜୟପୁର ବିଧାନସଭା ଆସନରେ ବିଜେଡିକୁ ମାତ ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି । ସେହିପରି କୋରାପୁଟ ଲୋକସଭା ଆସନ ବି ଖସି ଯାଇଥିଲା । ହେଲେ, ୨୦୨୪ ନିର୍ବାଚନରେ କେମିତି ବାଜିମାତ କରିହେବ, ସେଥିପାଇଁ ରଣନୀତି କରୁଛି ବିଜେଡି । ଏହି କ୍ରମରେ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁରରେ ବିଜେଡି ପାଇଁ ଭୋଟ ମାଗିଛନ୍ତି ଭି.କେ.ପାଣ୍ଡିଆନ୍ । ଗୋଟିଏContinue reading “ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭୋଟ୍ ମାଗିଲେ ପାଣ୍ଡିଆନ୍ । ବିରୋଧୀଙ୍କ ଉପରେ ବି ପୁଣି ବର୍ଷିଲେ ।”

ଦିଲ୍ଲୀରେ ସରିଲା ବିଜେପି ପଦାଧୀକାରୀଙ୍କ ଦୁଇ ଦିନିଆ ବୈଠକ । ୫୦ ପ୍ରତିଶତ ଭୋଟ ସଂଗ୍ରହ ପାଇଁ କର୍ମୀଙ୍କୁ ମୋଦୀଙ୍କ ଆହ୍ୱାନ

କନକ ବ୍ୟୁରୋ : ଦିଲ୍ଲୀରେ ବସିଥିବା ବିଜେପିର ପଦାଧିକାରୀ ବୈଠକ ଶେଷ ହୋଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବା ବେଳେ ବୈଠକ କରୁଛି ଦଳ । ନୂଆଦିଲ୍ଲୀରେ ୨ ଦିନିଆ ରୁଦ୍ଧଦ୍ୱାର ବୈଠକରେ କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ଦଳ ପାଇଁ ୫୦ ପ୍ରତିଶତ ଭୋଟ ସଂଗ୍ରହ ଲକ୍ଷ୍ୟ ରଖିବାକୁ ଦଳୀୟ କର୍ମର୍ୀ, ନେତା ଓ ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରContinue reading “ଦିଲ୍ଲୀରେ ସରିଲା ବିଜେପି ପଦାଧୀକାରୀଙ୍କ ଦୁଇ ଦିନିଆ ବୈଠକ । ୫୦ ପ୍ରତିଶତ ଭୋଟ ସଂଗ୍ରହ ପାଇଁ କର୍ମୀଙ୍କୁ ମୋଦୀଙ୍କ ଆହ୍ୱାନ”

କ୍ରେଡିଟ୍ କାର୍ଡ ଠକେଇର ବଡ ଖୁଲାସା । ୮କୋଟି ଟଙ୍କା ଚୁନା ଲଗେଇଥିଲେ ଠକ । ୬ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ ।

କନକ ବ୍ୟୁରୋ: ପ୍ରାଇଭେଟ ହସ୍ପିଟାଲରେ ମହାଦୁର୍ନୀତି! ଟଙ୍କା ଲୁଟୁଛନ୍ତି ବିଲିଂ ଏଜେଣ୍ଟ ! ମାଳ ମାଳ କ୍ରେଡିଟ କାର୍ଡ ସାଙ୍ଗକୁ ପୁଳା ପୁଳା ଟଙ୍କା । ଗଦାଗଦା ଚେକବୁକ ଓ ପାସବୁକ ସାଙ୍ଗକୁ କାର୍ଡ ସ୍ୱାଇପ ମେସିନ । ସାଇବର ଥାନା ପୋଲିସ ଠକଙ୍କ ଠାରୁ ଜବତ କରିଛି ସାମଗ୍ରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟିଏ କି ଦୁଇ କୋଟି ନୁହେଁ, ପ୍ରାଇଭେଟ ହସ୍ପିଟାଲ ଗୁଡିକରେ ହୋଇଛି ପାଖାପାଖି ୮ କୋଟି ଟଙ୍କାରContinue reading “କ୍ରେଡିଟ୍ କାର୍ଡ ଠକେଇର ବଡ ଖୁଲାସା । ୮କୋଟି ଟଙ୍କା ଚୁନା ଲଗେଇଥିଲେ ଠକ । ୬ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ ।”

୩ ରାଜ୍ୟର ପରାଜୟ ପରେ କଂଗ୍ରେସର ମାନସମନ୍ଥନ । ବଦଳିଲେ ଏହି ସବୁ ପ୍ରଦେଶର ପ୍ରଭାରୀ

କନକ ବ୍ୟୁରୋ : ଶନିବାର ଦିନ କଂଗ୍ରେସ ତାର ସାଂଗଠନିକ ପରିବର୍ତ୍ତନ କରିଛି । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ଘୋଷଣା କରିଛନ୍ତି । ଏହି କ୍ରମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ପଦରୁ ବିଦା କରାଯାଇଛି । ତାଙ୍କ ସ୍ଥାନରେ ଅଭିନାଶ ପାଣ୍ଡେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ସଚିନ ପାଇଲଟଙ୍କୁ ଛତିଶଗଡର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । କେବଳ ଏହି ଦୁଇଟି ରାଜ୍ୟ ନୁହେଁContinue reading “୩ ରାଜ୍ୟର ପରାଜୟ ପରେ କଂଗ୍ରେସର ମାନସମନ୍ଥନ । ବଦଳିଲେ ଏହି ସବୁ ପ୍ରଦେଶର ପ୍ରଭାରୀ”

ରାଉରକେଲାରେ ହଇଜା ସ୍ଥିତିରେ ସୁଧାର, ସ୍ୱପ୍ନ ଭାଙ୍ଗି ଚୁରମାର । ଦିନେ ୨ ଦିନ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ଆଶା ।

କନକ ବ୍ୟୁରୋ: ଜଳ ପାଲଟିଛି ଜହର । ରାଉରକେଲାରେ କଲବଲ କଲାଣି ହଇଜା । ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୫ ହୋଇଥିବା ଥିବାବେଳେ ସରକାରୀ ଭାବେ ଏହା ୬ ବୋଲି କୁହାଯାଇଛି । ହଇଜା ବ୍ୟାପିବାର କାରଣ ଏ ଯାଏଁ ଜଣାପଡିନାହିଁ । ନମୂନା ପଠାଯାଇଛି , କାହାର ରିପୋର୍ଟ ଆସିନାହିଁ । ପ୍ରଶାସନ ଦାବି କରିଛି, ଶନିବାର କାହାର ମୃତ୍ୟୁ ହୋଇନାହିଁ । ପରିସ୍ଥିତି ଧିରେ ଧିରେ ସାମାନ୍ୟ ହେବାରେ ଲାଗିଛି । ଆକ୍ରାନ୍ତଙ୍କContinue reading “ରାଉରକେଲାରେ ହଇଜା ସ୍ଥିତିରେ ସୁଧାର, ସ୍ୱପ୍ନ ଭାଙ୍ଗି ଚୁରମାର । ଦିନେ ୨ ଦିନ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ଆଶା ।”

ଶ୍ରୀମନ୍ଦିରକୁ କାମିଆ ଜାନି ପ୍ରବେଶ ପ୍ରସଙ୍ଗରେ ଲାଗିଲା ରାଜନୀତିର ରଙ୍ଗ । ବିଜେଡି-ବିଜେପି ଆରୋପ ପ୍ରତ୍ୟାରୋପ ।

କନକ ବ୍ୟୁରୋ: ୟୁ-ଟ୍ୟୁବର କାମିଆ ଜାନିଙ୍କୁ ନେଇ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି ହେବା ପରେ ଏଥିରେ ଲାଗିଛି ରାଜନୀତିର ରଙ୍ଗ । ରାଜରାସ୍ତାରେ ପ୍ରତିବାଦ ହୋଇଛି ଆଉ ତୀବ୍ର ହେବାରେ ଲାଗିଛି ରାଜନୈତିକ ବୟାନବାଜି । ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରି ଭୁବନେଶ୍ୱର ଓ ନୟାଗଡ଼ରେ ପ୍ରତିବାଦ କରାଯାଇଛି । ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଓ ଜଗନ୍ନାଥ ସେନା ବିକ୍ଷୋଭ କରିଛନ୍ତି । ଗୋ-ମାଂସର ପ୍ରଚାର କରୁଥିବା ବ୍ଳଗରଙ୍କ ଦ୍ୱାରା ଜଗନ୍ନାଥContinue reading “ଶ୍ରୀମନ୍ଦିରକୁ କାମିଆ ଜାନି ପ୍ରବେଶ ପ୍ରସଙ୍ଗରେ ଲାଗିଲା ରାଜନୀତିର ରଙ୍ଗ । ବିଜେଡି-ବିଜେପି ଆରୋପ ପ୍ରତ୍ୟାରୋପ ।”

Design a site like this with WordPress.com
Get started