କନକ ବ୍ୟୁରୋ: ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଅଭିଯୋଗ । ବାଲେଶ୍ୱର କୁରୁଣ୍ଠିଆ ଗାଁରେ ବାଣେଶ୍ୱରୀ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କରାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଦର୍ଶକ । ଖୋଲା ମଞ୍ଚରେ ଆଇଟମ ଗାର୍ଲ ଲଭଲି ଅଶ୍ଳୀଳ ନୃତ୍ୟ କରୁଥିବା ଅଭିଯୋଗ ହୋଇଛି । ଯାତ୍ରା ପେଣ୍ଡାଲ ଉପରେ ଏପରି ଅଶ୍ଳୀଳ ନୃତ୍ୟକୁ ଦର୍ଶକ ବିରୋଧ କରିବା ପରେ ପେଣ୍ଡାଲରୁ ଫେରିଯାଇଥିଲେ ଆଇଟମ ଗାର୍ଲ ଲଭଲି । ଚେୟାର ଉପରେ ଛିଡ଼ା ହୋଇ ଦର୍ଶକContinue reading “ପୁଣି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ । ବାଣେଶ୍ୱରୀ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନାଚକୁ ବିରୋଧ କଲେ ଦର୍ଶକ”
Category Archives: News
ଡରାଉଛି କରୋନାର ନୂଆ ସବ ଭାରିଆଣ୍ଟ । କେରଳରେ ୩ଶହ ନୂଆ ସଂକ୍ରମିତ ଚିହ୍ନଟ, ୨୪ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ପୁଣି ଡରାଉଛି କୋଭିଡର ନୂଆ ପ୍ରଜାତି ଜେଏନ୍ ଡଟ୍ ୱାନ । ଗତ ୨୪ ଘଣ୍ଟାରେ କେରଳରେ କୋଭିଡରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ୧୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ କେରଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର ହୋଇଛି । ଏବେ କେରଳରେ ୨Continue reading “ଡରାଉଛି କରୋନାର ନୂଆ ସବ ଭାରିଆଣ୍ଟ । କେରଳରେ ୩ଶହ ନୂଆ ସଂକ୍ରମିତ ଚିହ୍ନଟ, ୨୪ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ।”
ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତଳମୁହାଁ ପାରଦ । ୧୦ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା
କନକ ବ୍ୟୁରୋ: ସାରା ରାଜ୍ୟରେ ଅସହ୍ୟ ଜାଡ଼ । ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଜି. ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ୪ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟ୍ୱିନସିଟିର ବି ପାରଦ ଖସିବାରେ ଲାଗିଛି । କଟକରେ ୧୨.୩ ଡିଗ୍ରୀ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ରହିଛି ପାରଦ । ଥଣ୍ଡାରେ ଫୁଲବାଣୀ ସହରContinue reading “ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତଳମୁହାଁ ପାରଦ । ୧୦ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା”
କଟକରେ କିଡନୀ ଦେବାକୁ କହି ବଡ଼ ଠକେଇ । ୧୨ଲକ୍ଷରୁ ଅଧିକ ଟଙ୍କା ଠକିନେଲା ଅଭିଯୁକ୍ତ । ଠକକୁ ଧରି ପୋଲିସର ଜିମା ଦେଲେ ଲୋକେ
କନକ ବ୍ୟୁରୋ: କିଡନୀ ଦେବାକୁ କହି ଠକେଇ । ଜଣେ ରୋଗୀଙ୍କ ଠାରୁ ୧୨ ଲକ୍ଷରୁ ଅଧକ ଟଙ୍କା ଠକିନେଲେ ଠକ । କଟକ ରାଣୀହାଟ ଅଞ୍ଚଳରୁ ଏପରି ଠକେଇ ସାମ୍ନାକୁ ଆସିଛି । କେନ୍ଦୁଝର ଜିଲ୍ଲା ଅଞ୍ଚଳର କୁଟୁଲ କୁମାର ମାଝୀ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ କଟକ ଆସିଥିଲେ । ଏହାପରେ ପରୀକ୍ଷା ପରେ ତାଙ୍କର ୨ଟି ଯାକ କିଡନୀ ଖରାପ ହୋଇଥିବା ଜଣାପଡ଼ିଥିଲା । ଏଥିପାଇଁ କିଡନୀ ପ୍ରତିରୋପଣContinue reading “କଟକରେ କିଡନୀ ଦେବାକୁ କହି ବଡ଼ ଠକେଇ । ୧୨ଲକ୍ଷରୁ ଅଧିକ ଟଙ୍କା ଠକିନେଲା ଅଭିଯୁକ୍ତ । ଠକକୁ ଧରି ପୋଲିସର ଜିମା ଦେଲେ ଲୋକେ”
ଅବସରପ୍ରାପ୍ତ ଯବାନଙ୍କ ପରିବେଶ ଚିନ୍ତା । ଗଛ ମଣିଷ ପାଲଟିଛନ୍ତି କ୍ଷୀରୋଦ ଜେନା । ପେନସନ୍ ଟଙ୍କାରେ କରୁଛନ୍ତି ବୃକ୍ଷରୋପଣ ।
କନକ ବ୍ୟୁରୋ: ଦେଶର ସୁରକ୍ଷା ପାଇଁ ଦିନେ ସେ ସୀମାରେ ଜାଗ୍ରତ ପ୍ରହରୀ ସାଜିଥିଲେ, ଏ ଭିତରେ ଅବସର ନେଇ ସାରିଛନ୍ତି । ହେଲେ ଏବେ ବି ସେ ଜାଗ୍ରତ ପ୍ରହରୀ ସାଜିଛନ୍ତି । ଏବେ ପରିବେଶର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି । ଆଉ ଏଥିପାଇଁ ଦିନରାତି ଉଦ୍ୟମ ଜାରି ରଖିଛନ୍ତି ଯାଜପୁର ଗୋପାଳପୁରର ଗଛ ମଣିଷ କ୍ଷୀରୋଦ ଜେନା । ଗଛ ହିଁ ପରିବେଶକୁ ସୁରକ୍ଷିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରେContinue reading “ଅବସରପ୍ରାପ୍ତ ଯବାନଙ୍କ ପରିବେଶ ଚିନ୍ତା । ଗଛ ମଣିଷ ପାଲଟିଛନ୍ତି କ୍ଷୀରୋଦ ଜେନା । ପେନସନ୍ ଟଙ୍କାରେ କରୁଛନ୍ତି ବୃକ୍ଷରୋପଣ ।”
ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ଦେଲେ ସୂଚନା
କନକ ବ୍ୟୁରୋ: ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ସୂଚନା ଦେଇଛନ୍ତି । ୧୫ ଦିନ ପରେ ରୋଗୀଙ୍କ ସଂଖ୍ୟା କମୁଥିବା କିଛିଟା ଆଶ୍ୱସ୍ତି ଆଣିଛି । ସେପଟେ ରାଉରକେଲାରେ ପହଁଚିଛନ୍ତି ଏସସିବିର ୪ଜଣିଆ ଡାକ୍ତରୀ ଦଳ ଓ ଆରଏମଆରସି ଟିମ୍ । ଏହି ଟିମ୍ ମଧ୍ୟ ପରିସ୍ଥିତର ସମୀକ୍ଷା କରିବେ । ବର୍ତମାନ ସୁଦ୍ଧା ହଇଜା ଯୋଗୁଁ ୧୦ ଜଣContinue reading “ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ଦେଲେ ସୂଚନା”
ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଗିରଫ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।
କନକ ବ୍ୟୁରୋ: ସମ୍ବଲପୁର ଉନ୍ନୟନ କର୍ତୃପକ୍ଷ କାର୍ଯ୍ୟାଳୟ ବା ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଗିରଫ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ନାଁରେ ଭୁବନେଶ୍ୱରରେ ଘର, ବାରିପଦାରେ ପ୍ଲଟ ରହିଥିବା ବେଳେ କୋଟିଏ ଟଙ୍କର ମ୍ୟୁଚୁଆଲ ଫଣ୍ଡର ଜମା ରହିଛି । ଏହାସହ ଆୟରୁ ୮୮ପ୍ରତିଶତ ଅଧିକ ସମ୍ପତି ଜବତ ହୋଇଛି । ସମ୍ବଲପୁର ଓ ଭୁବନେଶ୍ୱରେ ତାଙ୍କର ୯ଟି ଠିକଣାContinue reading “ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଗିରଫ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।”
ବୁଗୁଡା ନିକଟରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଦୁର୍ଘଟଣାରେ ଜଣକର ମୃତ୍ୟୁ, ୧୦ ଜଣ ଆହତ ।
କନକ ବ୍ୟୁରୋ: ୫୭ ନମ୍ବର ଜାତୀୟ ରାଜପଥ ନୟାଗଡ଼ର ବୁଗୁଡା ନିକଟରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବଳେ ପ୍ରାୟ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ଏମାନେ ଆଠଗଡ଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ମିନିବସଟି ଦଶପଲ୍ଲା ଆଡ଼କୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପିକନିକ ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାContinue reading “ବୁଗୁଡା ନିକଟରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଦୁର୍ଘଟଣାରେ ଜଣକର ମୃତ୍ୟୁ, ୧୦ ଜଣ ଆହତ ।”
କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି ।
କନକ ବ୍ୟୁରୋ: କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଦାବି ନେଇ ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି କ୍ରିୟାନୁଷ୍ଠାନ କମିଟି । ଏହି ବନ୍ଦ ପାଳନକୁ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଙ୍ଗଠନ ସମର୍ଥନ କରୁଥିବାରୁ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟContinue reading “କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କ୍ରୀୟାନୁଷ୍ଠାନ କମିଟି ।”
ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖଙ୍କ ଆଉ ଏକ ଫିଲ୍ମ । ଆଜି ରିଲିଜ୍ ହେଉଛି ‘ଡଙ୍କି’
କନକ ବ୍ୟୁରୋ: ତିନି ମାସରେ ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖ୍ ଖାନଙ୍କ ଆଉ ଏକ ଫିଲ୍ମ । ପ୍ରଥମେ ପଠାନ, ପରେ ଜୱାନ ଓ ଆଉ ଏବେ ଡଙ୍କି । ଆଜି ଶାହାରୁଖଙ୍କ ବହୁପ୍ରତୀକ୍ଷିତ ଡଙ୍କି ଫିଲ୍ମ ରିିଲିଜ୍ ହେଉଛି । ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ସରିଛି । ବୁଧବାର ସୁଦ୍ଧା ସିନେମା ‘ଡଙ୍କି’ର ପ୍ରାୟ ୪ଲକ୍ଷ ଟିକେଟ ଆଡଭାନ୍ସ ବୁକିଂରେ ହୋଇଛି । ୧୨କୋଟି ଟଙ୍କାର ଟିକେଟ ବିକ୍ରି ସରିଥିବା ନେଇContinue reading “ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖଙ୍କ ଆଉ ଏକ ଫିଲ୍ମ । ଆଜି ରିଲିଜ୍ ହେଉଛି ‘ଡଙ୍କି’”