ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି: ଲୋକଙ୍କ ସମସ୍ୟା ନେଇ କଲେ ଅବଗତ, ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିଠିରେ ସେ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ, ଅନୁଗୁଳ ଗସ୍ତରେ ଯାଇଥିଲେ ରାଜ୍ୟପାଳ । ଏହି ସମୟର ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ । ଆଉ ସେମାନଙ୍କ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ କହିଛନ୍ତି ରାଜ୍ୟପାଳ । ରାଜ୍ୟପାଳ ଦାୟିତ୍ୱContinue reading “ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି: ଲୋକଙ୍କ ସମସ୍ୟା ନେଇ କଲେ ଅବଗତ, ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ”

ସରିଲା ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ । ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମମତାଙ୍କ ପ୍ରସ୍ତାବ । 

କନକ ବ୍ୟୁରୋ: ସରିଲା ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ । ଦିଲ୍ଲୀରେ ମଙ୍ଗଳବାର ୩ ଘଣ୍ଟା ଧରି ବସିଥିବା ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଲୋକସଭା ନିର୍ବାଚନ ପାଇଁ ୫ଜଣ ସଦସ୍ୟ ବିଶିଷ୍ଠ ନ୍ୟାସନାଲ ଆଲାଏନ୍ସ କମିଟି ଗଠନ କରାଯିବାକୁ ନିଷ୍ପତି ନିଆଯାଇଛି । ସୂଚନା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଇଛନ୍ତି ଟିଏମସି ମୁ୍ଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀContinue reading “ସରିଲା ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ । ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମମତାଙ୍କ ପ୍ରସ୍ତାବ । “

ପୁଣି ଫେରିଲା କରୋନା ଭୟ: ‘ରାଜ୍ୟରେ ଆସିପାରେ ନୂଆ ଗାଇଡଲାଇନ’

କନକ ବ୍ୟୁରୋ: ପୁଣି ଡରାଇଲାଣି କରୋନା । କେରଳ ସମେତ ଦେଶର କେତେକ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିିଛି । କେତେ ଜଣଙ୍କ ଜୀବନ ବି ନେଲାଣି, କରୋନାର ନୂଆ ପ୍ରଜାତି । ଯାହାକୁ ନେଇ ଲୋକଙ୍କ ଭିତରେ ପୁଣି ଥରେ ଭୟ ସୃଷ୍ଟି ହୋଇଛି । ଯାହାକୁ ଅତି ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ପ୍ରାୟ ଦୁଇ ବର୍ଷ ପରେ ପୁଣି ଥରେ କରୋନାକୁ ନେଇ ଭୟ ସୃଷ୍ଟି ହୋଇଛି ।Continue reading “ପୁଣି ଫେରିଲା କରୋନା ଭୟ: ‘ରାଜ୍ୟରେ ଆସିପାରେ ନୂଆ ଗାଇଡଲାଇନ’”

ବେସ୍ ପ୍ରାଇସ୍ ଥିଲା ୨୦ ଲକ୍ଷ, ୮କୋଟି ୪୦ ଲକ୍ଷରେ ହେଲେ ବିକ୍ରି । ୪୨ ଗୁଣା ଅଧିକ ଦାମରେ ସମୀରଙ୍କୁ କିଣିଲା ସିଏସକେ । ଜାଣନ୍ତୁ, କିଏ ଏହି ଯୁବ କ୍ରିକେଟର…..

କନକ ବ୍ୟୁରୋ: ଆଇପିଏଲରେ ଏଥର ଜଲୱା ଦେଖାଇଛନ୍ତି ୟୁପିର ଯୁବ କ୍ରିକେଟର ସମୀର ରିଜବୀ । ୨୦ ବର୍ଷୀୟ ଏହି କ୍ରିକେଟରଙ୍କୁ ରେକର୍ଡ ୮.୪୦ କୋଟି ଟଙ୍କାରେ କିଣିଛି ଆଇପିଏଲର ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ୍ । ତେବେ ସମୀରଙ୍କ ବେସ୍ ପ୍ରାଇସ୍ ମାତ୍ର ୨୦ ଲକ୍ଷ ଥିଲେ ବି, ଏହାଠାରୁ ପ୍ରାୟ ୪୨ ଗୁଣ ଅଧିକ ଦରରେ ସମୀରଙ୍କୁ କିଣିଛି ସିଏସକେ । ସମୀର ଘରୋଇ କ୍ରିକେଟରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ବେଶContinue reading “ବେସ୍ ପ୍ରାଇସ୍ ଥିଲା ୨୦ ଲକ୍ଷ, ୮କୋଟି ୪୦ ଲକ୍ଷରେ ହେଲେ ବିକ୍ରି । ୪୨ ଗୁଣା ଅଧିକ ଦାମରେ ସମୀରଙ୍କୁ କିଣିଲା ସିଏସକେ । ଜାଣନ୍ତୁ, କିଏ ଏହି ଯୁବ କ୍ରିକେଟର…..”

ମାଲକାନଗିରିରେ ମତୁଆଲା କରୁଛି ମାଲ୍ୟବନ୍ତ ମହୋତ୍ସବ: ସଞ୍ଚ ନଉଁ ନଉଁ ମହୋତ୍ସବ ପଡିଆରେ ଜମୁଛି ଭିଡ

କନକ ବ୍ୟୁରୋ: ମାଲକାନଗିରିରେ ଜମୁଛି ମାଲ୍ୟବନ୍ତ ମହୋତ୍ସବର ଧୁମ । ୧୫ ତାରିଖରୁ ଆରମ୍ଭ ହୋଇ ଥିବା ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଲୋକ ନୃତ୍ୟ ସାଙ୍ଗକୁ ସୁନାମ ଧନ୍ୟ କଣ୍ଠଶିଳ୍ପୀଙ୍କ ମନଛୁଆଁ ଗୀତ ଦର୍ଶକଙ୍କୁ ରାତି ତମାମ ବନ୍ଧି ରଖି ଥିଲା । ତୃତୀୟ ସନ୍ଧ୍ୟାରେ ୫୦ ହଜାରରୁ ଅଧିକ ଦର୍ଶକଙ୍କ ଭିଡ ଜମି ଥିବା ବେଳେ ମୁଖ୍ୟ ଆକର୍ଷଣ ସାଜି ଥିଲେ କଣ୍ଠଶିଳ୍ପୀ ଅନ୍ତରାContinue reading “ମାଲକାନଗିରିରେ ମତୁଆଲା କରୁଛି ମାଲ୍ୟବନ୍ତ ମହୋତ୍ସବ: ସଞ୍ଚ ନଉଁ ନଉଁ ମହୋତ୍ସବ ପଡିଆରେ ଜମୁଛି ଭିଡ”

କପା ଚାଷ କରି କାନ୍ଦୁଛନ୍ତି କଳାହାଣ୍ଡିର ଚାଷୀ: ଦଲାଲକୁ ଧଳା ସୁନା ବିକିଲେ ମିଳୁନି ଉଚିତ୍ ପାଉଣା

କନକ ବ୍ୟୁରୋ: କଳାହାଣ୍ଡି ରାଜ୍ୟରେ ସର୍ବାଧିକ କପା ଉତ୍ପାଦନକାରୀ ଜିଲ୍ଲା ଅଟେ। ତେବେ ପରିତାପର ବିଷୟ ଜିଲ୍ଲାରେ ଗୋଟିଏ ବି ସରକାରୀ ଜିନିଂ ମିଲ୍ କିମ୍ବା ସ୍ପିନିଂ ମିଲ୍ କାର୍ୟ୍ୟକ୍ଷମ ହୋଇନାହିଁ। ଫଳରେ କମ୍ ମୂଲ୍ୟରେ କପା ବିକ୍ରି କରି କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ । ଏପରି ଜିଲ୍ଲାର ମୋଟ ୧୩ଟି ବ୍ଳକର ଚାଷୀଙ୍କ ଲାଗି ମାତ୍ର ତିନିଟି ମଣ୍ଡି କରାଯାଇଛି । କଳାହାଣ୍ଡି ଜିଲ୍ଲାର କପା ଲମ୍ବା ତନ୍ତୁଜାତୀୟ ଅତ୍ୟନ୍ତ ଉଚ୍ଚମାନର ହୋଇଥିବାରୁ ବିଦେଶକୁ ରପ୍ତାନିContinue reading “କପା ଚାଷ କରି କାନ୍ଦୁଛନ୍ତି କଳାହାଣ୍ଡିର ଚାଷୀ: ଦଲାଲକୁ ଧଳା ସୁନା ବିକିଲେ ମିଳୁନି ଉଚିତ୍ ପାଉଣା”

ଜନ୍ମ ଇସଲାମ୍ ଧର୍ମରେ, କର୍ମ ସନାତନ ଧର୍ମରେ: ଜଗନ୍ନାଥଙ୍କ ପ୍ରେମରେ ପଡିଛନ୍ତି ଅଧ୍ୟାପକ ସେଖ ମକୁବଲ ଇସଲାମ

କନକ ବ୍ୟୁରୋ: କୁହାଯାଏ ଭକ୍ତି ଓ ଭାବନା ଆଗରେ ହାର ମାନିଥାଏ ଧର୍ମ ଓ ଜାତିର ପ୍ରତିବନ୍ଧକ । ଆଉ ପ୍ରଭୁ ଜଗନ୍ନାଥଙ୍କ ଆଗରେ ସବୁ ସମାନ । ପେଶାରେ ଜଣେ ଅଧ୍ୟାପକ ହେଲେ ସନାତନ ଧର୍ମକୁ ଗ୍ରହଣ କରିବା ଓ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରିବା ଓ ପୁସ୍ତକ ଲେଖିବା ହେଉଛି ତାଙ୍କ ନିଶା । ଆମେ କହୁଛୁ ମୁସଲମାନ ସଂପ୍ରଦାୟର ସେଖ ମକୁବଲ ଇସଲାମଙ୍କ କଥା । ଦୀର୍ଘ ୩୩ ବର୍ଷ ହେଲାContinue reading “ଜନ୍ମ ଇସଲାମ୍ ଧର୍ମରେ, କର୍ମ ସନାତନ ଧର୍ମରେ: ଜଗନ୍ନାଥଙ୍କ ପ୍ରେମରେ ପଡିଛନ୍ତି ଅଧ୍ୟାପକ ସେଖ ମକୁବଲ ଇସଲାମ”

ନାହିଁ ନାହିଁର ଆଦିବାସୀ ବହୁଳ ଗାଁ: ଯିବାକୁ ନାହିଁ ରାସ୍ତା, ପିଇବାକୁ ମିଳୁନି ପାଣି 

କନକ ବ୍ୟୁରୋ: ସରକାର କୋଟି କୋଟି ଟଙ୍କା ଖର୍ଚ କରି କରୁଛନ୍ତି ଅନେକ ଯୋଜନା ହେଲେ ଏହି ସବୁ ଯୋଜନା ଫେଲ ମାରୁଛି ତୁରେକେଲା ବ୍ଲକ ର ଏକ ଆଦିବାସୀ ଗା ରେ । ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ଏକ ପଛୁଆ ବ୍ଲକ ହେଲେ ବି ଆଦିବାସୀ ବହୁଳ ଗାଁ ରହିଛି । ତୁରେକେଲା ବ୍ଲକର ଅଣ୍ଡାଳପୁରୀ ଗାଁ । ଆଦିବାସୀ, ଗଣ୍ଡ, କନ୍ଧ, ଗଉଡ ସଂପ୍ରଦାୟର ଲୋକ ଏହି ଗାଁରେ ବସବାସ କରନ୍ତି ।Continue reading “ନାହିଁ ନାହିଁର ଆଦିବାସୀ ବହୁଳ ଗାଁ: ଯିବାକୁ ନାହିଁ ରାସ୍ତା, ପିଇବାକୁ ମିଳୁନି ପାଣି “

ଭଙ୍ଗା କୁଡ଼ିଆରେ ବିଦ୍ୟାଳୟ । ଚାରିପଟେ ଖୋଲା ମେଲା, ବାଉଁଶ ବାଡ ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା ।

କନକ ବ୍ୟୁରୋ: ଭଙ୍ଗା କୁଡ଼ିଆରେ ବିଦ୍ୟାଳୟ । ଚାରିପଟେ ଖୋଲାମେଲା, ବାଉଁଶ ଫାଳିଆ ଘେରା ସ୍ଥାନରେ ଚାଲିଛି ପାଠପଢ଼ା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବିକାଶ ଆଗେଇଛି ସତ, ହେଲେ ଏବେ ବି ଶିକ୍ଷା କ୍ଷେତ୍ର ବହୁ ପଛରେ ରହିଛି । ଧୁଳିପଟ ପଞ୍ଚାୟତର ଦଣ୍ଡାଲଗନ୍ଦି ଗ୍ରାମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଗ୍ରାମରେ ଭଙ୍ଗା ଟିଣ ଛପର ବାଢ଼ ଘେରା ବିଦ୍ୟାଳୟରେ ପାଠ ପଢୁଛନ୍ତି କୁନିକୁନି ଛାତ୍ରଛାତ୍ରୀ ।Continue reading “ଭଙ୍ଗା କୁଡ଼ିଆରେ ବିଦ୍ୟାଳୟ । ଚାରିପଟେ ଖୋଲା ମେଲା, ବାଉଁଶ ବାଡ ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା ।”

ଆଜି ନିଲମ୍ବନ ହେଲେ ଆଉ ୪୯ ସାଂସଦ । ୧୪୧ ଛୁଇଁଲା ନିଲମ୍ବନ ସଂଖ୍ୟା । ଗତକାଲି ସଂସଦରୁ ନିଲମ୍ବିତ ହୋଇଥିଲେ ୭୮ ସାଂସଦ

କନକ ବ୍ୟୁରୋ: ସଂସଦରେ ସୁରକ୍ଷା ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ହଟ୍ଟଗୋଳ ଭିତରେ ବିରୋଧୀ ସାଂସଦଙ୍କ ନିଲମ୍ବନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ଆଜି ୪୦ରୁ ଅଧିକ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଅର୍ଥାତ୍ ଚଳିତ ଶୀତ ଅଧିବେଶନରେ ସାଂସଦଙ୍କ ନିଲମ୍ବନ ସଂଖ୍ୟା ୧୪୧ରେ ପହଞ୍ଚିଛି । ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା, କଂଗ୍ରେସ ସାଂସଦ ଶଶୀ ଥରୁର, କାର୍ତି ଚିଦାମ୍ବରମ, ଏନସିପି ନେତା ସୁପ୍ରିୟାContinue reading “ଆଜି ନିଲମ୍ବନ ହେଲେ ଆଉ ୪୯ ସାଂସଦ । ୧୪୧ ଛୁଇଁଲା ନିଲମ୍ବନ ସଂଖ୍ୟା । ଗତକାଲି ସଂସଦରୁ ନିଲମ୍ବିତ ହୋଇଥିଲେ ୭୮ ସାଂସଦ”

Design a site like this with WordPress.com
Get started