ଟ୍ରକରେ ପିଟିହେଲା ଆମ୍ବୁଲାନ୍ସ । ସୁନ୍ଦରଗଡ଼ ଟାଉନଥାନା ବିଜୁ ଏକ୍ସପ୍ରେସୱେ’ର ରାଣୀ ବଗିିଚା ବାଇପାସ୍ ନିକଟରେ ଏହି ଦୁର୍ଘଟଣା

କନକ ବ୍ୟୁରୋ: ବାଇକକୁ ବଂଚାଇବାକୁ ଯାଇ ଟ୍ରକରେ ପିଟି ହେଲା ଆମ୍ବଲାନ୍ସ । ସୁନ୍ଦରଗଡ଼ ଟାଉନଥାନା ବିଜୁ ଏକ୍ସପ୍ରେସୱେ’ର ରାଣୀ ବଗିିଚା ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ବାଇକ୍କୁ ବଂଚାଇବାକୁ ଯାଇ ଟ୍ରକରେ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଆମ୍ବଲାନ୍ସ । ତେବେ ସୌଭାଗ୍ୟ ବଶତଃ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । The post ଟ୍ରକରେ ପିଟିହେଲା ଆମ୍ବୁଲାନ୍ସ । ସୁନ୍ଦରଗଡ଼ ଟାଉନଥାନା ବିଜୁ ଏକ୍ସପ୍ରେସୱେ’ର ରାଣୀ ବଗିିଚା ବାଇପାସ୍ ନିକଟରେContinue reading “ଟ୍ରକରେ ପିଟିହେଲା ଆମ୍ବୁଲାନ୍ସ । ସୁନ୍ଦରଗଡ଼ ଟାଉନଥାନା ବିଜୁ ଏକ୍ସପ୍ରେସୱେ’ର ରାଣୀ ବଗିିଚା ବାଇପାସ୍ ନିକଟରେ ଏହି ଦୁର୍ଘଟଣା”

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ବଡ଼ ଝଟକା । ନିର୍ବାଚନ ଲଢ଼ିପାରିବେନି ଡୋନାଲ୍ଡ ଟ୍ରମ୍ପ । ଅଯୋଗ୍ୟ ଘୋଷଣା କଲେ ଆମେରିକା କୋର୍ଟ ।

କନକ ବ୍ୟୁରୋ: ନିର୍ବାଚନ ଲଢିପାରିବେନି ଡୋନାଲ୍ଡ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି । ଆମେରିକାର ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଟ୍ରମ୍ପ ଲଢିପାରିବେନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ଲଢିବା ପାଇଁ ଟ୍ରମ୍ପ ଅଯୋଗ୍ୟ ବୋଲି କହିଛନ୍ତି କହିଛନ୍ତି କୋର୍ଟ । ୨୦୨୧ ଜାନୁଆରୀ ୬ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ନିର୍ବାଚନରେ ଟ୍ରମ୍ପଙ୍କୁ ହରାଇ ଜୋ ବାଇଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେContinue reading “ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ବଡ଼ ଝଟକା । ନିର୍ବାଚନ ଲଢ଼ିପାରିବେନି ଡୋନାଲ୍ଡ ଟ୍ରମ୍ପ । ଅଯୋଗ୍ୟ ଘୋଷଣା କଲେ ଆମେରିକା କୋର୍ଟ ।”

ସିନ୍ଦଗ୍ଧ ଆତଙ୍କବାଦୀ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରୁଛି ଏସଟିଏଫ୍ । ପ୍ରଶ୍ନବାଣରେ ଘାଇଲା ହେଉଛି ସୟଦ ବୁଖାରୀ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ୍ ବୁଖାରୀ । ଏସଟିଏଫ୍ କାର୍ଯ୍ୟାଳୟରେ ହାଜର ହୋଇଛି ସନ୍ଦିଗ୍ଧ ଆତଙ୍କବାଦୀ । ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିବ ଏସଟିଏଫ । କେମିତି ଓ କେବେଠୁ ଆତଙ୍କୀ ଲିଙ୍କରେ ଆସିଲା? ଆଇଏଏସଆଇ ସହ ସମ୍ପର୍କ ଅଛି କି ନାହିଁ? ହ୍ୱାଟସଆପ୍ ଚାଟ୍ର ସତ କେତେ? ଓଡିଶାରେ ରହି କି ଷଡଯନ୍ତ୍ର କରୁଥିଲା ? ଓଡିଶାର କେଉଁ କେଉଁ ସ୍ଥାନକୁ ଯାଇଥିଲା? କିଛି ତଥ୍ୟ ଶତ୍ରୁପକ୍ଷକୁContinue reading “ସିନ୍ଦଗ୍ଧ ଆତଙ୍କବାଦୀ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରୁଛି ଏସଟିଏଫ୍ । ପ୍ରଶ୍ନବାଣରେ ଘାଇଲା ହେଉଛି ସୟଦ ବୁଖାରୀ ।”

ଆଇପିଏଲ ନିଲାମୀରେ ବୋଲରଙ୍କ ରାଜୁତି । ମିଚେଲ ଷ୍ଟାର୍କଙ୍କୁ ୨୪କୋଟି ୭୫ ଲକ୍ଷରେ କିଣିଲା କୋଲକାତା ନାଇଟ ରାଇଡର୍ସ । ପାଟ୍ କମିନ୍ସଙ୍କୁ ୨୦କୋଟି ୫୦ ଲକ୍ଷରେ କିିଣିଲା ହାଇଦ୍ରାବାଦ ସନରାଇଜରର୍ସ ।

କନକ ବ୍ୟୁରୋ: ଆଇପିଏଲ ମେଗା ନିଲାମରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଦବଦବା । ୧୬ବର୍ଷର ଇତିହାସରେ ସମସ୍ତ ରେକର୍ଡ ଭାଙ୍ଗିଲେ ୨ଅଷ୍ଟ୍ରେଲିଆ ଖେଳାଳି । ୨୪କୋଟି ୭୫ଲକ୍ଷରେ ମିଚେଲ ଷ୍ଟାର୍କଙ୍କୁ କେକେଆର କିଣିଥିବା ବେଳେ ପ୍ୟାଟ କମିନ୍ସଙ୍କୁ ୨୦.୫୦କୋଟିରେ କିଣିଛି ଆଇପିଲଲ ଟିମ୍ ସନରାଇଜର୍ସ ହାଇଦ୍ରାବାଦ । ଉଭୟଙ୍କ ବେସ ପ୍ରାଇସ୍ ୨କୋଟି ରହିଥିବା ବେଳେ ଦୁଇଜଣ ଯାକ ୨୦କୋଟିରୁ ଅଧିକ ଟଙ୍କାରେ ନିଲାମ ହୋଇଛନ୍ତି । ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଷ୍ଟାର୍କଙ୍କୁContinue reading “ଆଇପିଏଲ ନିଲାମୀରେ ବୋଲରଙ୍କ ରାଜୁତି । ମିଚେଲ ଷ୍ଟାର୍କଙ୍କୁ ୨୪କୋଟି ୭୫ ଲକ୍ଷରେ କିଣିଲା କୋଲକାତା ନାଇଟ ରାଇଡର୍ସ । ପାଟ୍ କମିନ୍ସଙ୍କୁ ୨୦କୋଟି ୫୦ ଲକ୍ଷରେ କିିଣିଲା ହାଇଦ୍ରାବାଦ ସନରାଇଜରର୍ସ ।”

ପତ୍ନୀ ସରପଞ୍ଚ, ହେଲେ ସର୍ବେସର୍ବା ସରପଞ୍ଚଙ୍କ ସ୍ୱାମୀ । କଡ଼ା ଆଭିମୁଖ୍ୟ ଦେଖାଇଲା ପଞ୍ଚାୟତିରାଜ ବିଭାଗ । ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ପତ୍ନୀ ସରପଞ୍ଚ, ହେଲେ ପଞ୍ଚାୟତର ସର୍ବେସର୍ବା ସରପଞ୍ଚଙ୍କ ସ୍ୱାମୀ । ପଞ୍ଚାୟତ ଅଫିସ ମାଡ଼ନ୍ତି ନାହିଁ ସରପଞ୍ଚ, ସବୁକିଛି ସମ୍ଭାଳନ୍ତି ପ୍ରକ୍ସି ବା ଛାୟା ସରପଞ୍ଚ । ଏପରି ଏକ ମାମଲାର ବିଚାର କରି କଡ଼ା ଆଭିମୁଖ୍ୟ ଦେଖାଇଥିଲେ ହାଇକୋର୍ଟ । ଗତ ନଭେମ୍ବର ମାସରେ ଏ ନେଇ ପଞ୍ଚାୟତିରାଜ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇ ଆକ୍ସନ ରିପୋର୍ଟ ଦେବାକୁ ତାଗିଦ କରିଥିଲେ ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁContinue reading “ପତ୍ନୀ ସରପଞ୍ଚ, ହେଲେ ସର୍ବେସର୍ବା ସରପଞ୍ଚଙ୍କ ସ୍ୱାମୀ । କଡ଼ା ଆଭିମୁଖ୍ୟ ଦେଖାଇଲା ପଞ୍ଚାୟତିରାଜ ବିଭାଗ । ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ।”

I.N.D.I.A ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମଲ୍ଲିକାର୍ଜୁନ ଖଡଗେ । ବିରୋଧୀ ମେଣ୍ଟର ଚତୁର୍ଥ ବୈଠକରେ ନିଷ୍ପତ୍ତି । ସମର୍ଥନ ଜଣାଇଲେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ । ବିହାରରେ ବିରୋଧ ।

କନକ ବ୍ୟୁରୋ: ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମଲ୍ଲିକାର୍ଜୁନ ଖଡଗେ । ବିରୋଧୀ ମେଣ୍ଟର ଚତୁର୍ଥ ବୈଠକରେ ନିଷ୍ପତ୍ତି ସମର୍ଥନ ଜଣାଇଲେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀରେ ମଙ୍ଗଳବାର ୩ଘଣ୍ଟା ଧରି ବସିଥିବା ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଲୋକସଭା ନିର୍ବାଚନ ପାଇଁ ୫ଜଣ ସଦସ୍ୟ ବିଶଷ୍ଟ ନ୍ୟାଶନାଲ ଆଲାଏନ୍ସ କମିଟି ଗଠନ କରାଯିବାକୁ ନିଷ୍ପତ୍ତିି ନିଆଯାଇଛି । ସୂଚନା ଅନୁସାରେ କଂଗ୍ରେସContinue reading “I.N.D.I.A ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମଲ୍ଲିକାର୍ଜୁନ ଖଡଗେ । ବିରୋଧୀ ମେଣ୍ଟର ଚତୁର୍ଥ ବୈଠକରେ ନିଷ୍ପତ୍ତି । ସମର୍ଥନ ଜଣାଇଲେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ । ବିହାରରେ ବିରୋଧ ।”

ଓଡିଶାରେ ଲଢେଇ ପାଇଁ ଦିଲ୍ଲୀରେ ହେବ ରଣନୀତି । ଦିଲ୍ଲୀରେ ଆଜି ଖଡଗେ, ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା । ମୋଦି, ଅମିତ ଶାହ ଓ ନଡ୍ଡାଙ୍କୁ ଭେଟି ଆଲୋଚନା କରିବେ ବିଜେପି ବିଧାୟକ ।

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ କସରତ । ଦିଲ୍ଲୀ ଗଲେ କଂଗ୍ରେସ ନେତା । ପଲିଟିକାଲ ଆଫେୟାର୍ସ କମିଟିର ୨୦ ଜଣ ସଦସ୍ୟଙ୍କୁ ଆସିଥିଲା ଦିଲ୍ଲୀରୁ ଡାକରା । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ରାଜ୍ୟ କଂଗ୍ରେସ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନତି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କ ଡାକରା ପାଇଁ ଦିଲ୍ଲୀ ଯାଇଛନ୍ତି କଂଗ୍ରେସ ବିଧାୟକ ଓ ନେତା । ଆଜି ୩ଟାରେ ଦିଲ୍ଲୀରେ ବୈଠକContinue reading “ଓଡିଶାରେ ଲଢେଇ ପାଇଁ ଦିଲ୍ଲୀରେ ହେବ ରଣନୀତି । ଦିଲ୍ଲୀରେ ଆଜି ଖଡଗେ, ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା । ମୋଦି, ଅମିତ ଶାହ ଓ ନଡ୍ଡାଙ୍କୁ ଭେଟି ଆଲୋଚନା କରିବେ ବିଜେପି ବିଧାୟକ ।”

ରାଉରକେଲାକୁ ଘାରିଛି ହଇଜା ଡର । ଆଜି ରାଉରକେଲା ଯିବେ ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଗ୍ରାଉଣ୍ଡ ଜିରୋରେ କରିବେ ସ୍ଥିତି ଅନୁଧ୍ୟାନ ।

କନକ ବ୍ୟୁରୋ: ରାଉରକେଲାରେ ଥମୁନି ହଇଜା ଆତଙ୍କ । ହଇଜାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ପାଖାପାଖି ୩ ଶହ ଲୋକଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାର ରହିଥିଲେ ବି ସ୍ଥିତି ବେକାବୁ ହୋଇଛି । ବିଶେଷକରି ବସ୍ତି ଅଂଚଳ ଚିନ୍ତା ବଢାଉଛି । ଏଥିପାଇଁ ଆଜି ଗ୍ରାଉଣ୍ଡ ଜିରୋକୁ ଯିବେ ବରିଷ୍ଠ ପ୍ରଶାସନିକ ଅଧିକାରୀ । ସ୍ଥାନୀୟ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛିContinue reading “ରାଉରକେଲାକୁ ଘାରିଛି ହଇଜା ଡର । ଆଜି ରାଉରକେଲା ଯିବେ ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଗ୍ରାଉଣ୍ଡ ଜିରୋରେ କରିବେ ସ୍ଥିତି ଅନୁଧ୍ୟାନ ।”

କୋଭିଡ ନୂଆ ସବ ଭ୍ୟାରିଆଣ୍ଟକୁ ନେଇ ବଢୁଛି ଚିନ୍ତା । ୯ ଦିନରେ ଦୁଇ ଗଣ ହେଲା ସଂକ୍ରମିତଙ୍କ ସଂଖ୍ୟା, ୭ ମୃତ । ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ।

କନକ ବ୍ୟୁରୋ: କୋଭିଡ ନୂଆ ସବ ଭ୍ୟାରିଆଣ୍ଟ ଜେଏନୱାନକୁ ନେଇ ବଢୁଛି ଚିନ୍ତା । କେରଳ ପରେ ଗୋଆ ଏବଂ ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ୧୯ ଆକ୍ରାନ୍ତ । ୧୮ ସଂକ୍ରମିତ ଗୋଆରୁ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଗତ ୯ ଦିନରେ ଦେଶରେ କୋଭିଡ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଇଛି । ଡିସେମ୍ବର ୧୧ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୯୩୮ ଥିବା ବେଳେContinue reading “କୋଭିଡ ନୂଆ ସବ ଭ୍ୟାରିଆଣ୍ଟକୁ ନେଇ ବଢୁଛି ଚିନ୍ତା । ୯ ଦିନରେ ଦୁଇ ଗଣ ହେଲା ସଂକ୍ରମିତଙ୍କ ସଂଖ୍ୟା, ୭ ମୃତ । ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ।”

କୁନିଝିଅ କହିଲା ଅପହରଣର ଛାତିଥରା କାହାଣୀ: ଦେବଗଡରୁ ଝାମ୍ପିନେଲେ ସୁନ୍ଦରଗଡରେ ଛାଡିଦେଲେ

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଅପହରଣ ଓ ଫିଲ୍ମଷ୍ଟାଇଲରେ ଉଦ୍ଧାର । ଦେବଗଡର ୬ ବର୍ଷର ଝିଅ ପିହୁର ଅପହରଣ କାହାଣୀ ଏବେ ଦେବଗଡ ଓ ସୁନ୍ଦରଗଡରେ ଚର୍ଚ୍ଚାର ବିଷୟ ପାଲଟିଛି । ପିହୁକୁ ଆଇ ହାତରୁ ଛଡାଇ ନେବା ଓ ରାତିରେ ପୋଲିତଳେ ଛାଡିଦେବା ଘଟଣାରେ କୌଣସି ଫିଲ୍ମଷ୍ଟାଇଲକୁ କମ ନଥିଲା । ନିଜେ କୁନିଝିଅ କହିଛି ଏହି ଅପହରଣ କାହାଣୀ ସମୟ-ସନ୍ଧ୍ୟା ୬ଟା, ସୋମବାର ସ୍ଥାନ-ଦେବଗଡ ୬ ବର୍ଷର ପିହୁ ଟ୍ୟୁସନରୁ ଆଈ ସହContinue reading “କୁନିଝିଅ କହିଲା ଅପହରଣର ଛାତିଥରା କାହାଣୀ: ଦେବଗଡରୁ ଝାମ୍ପିନେଲେ ସୁନ୍ଦରଗଡରେ ଛାଡିଦେଲେ”

Design a site like this with WordPress.com
Get started