କନକ ବ୍ୟୁରୋ:ଠିକା ସଂସ୍ଥାର ମନମାନୀକୁ ନେଇ ପ୍ରତିବାଦ । ଉଠୁନି ଅଳିଆ, ଝାଡୁ ଛାଡି ଆନ୍ଦୋଳନରେ ସଫେଇ କର୍ମଚାରୀ । ଖୋର୍ଦ୍ଧା ମୁନସିପାଲଟି ସମ୍ମୁଖରେ ଶହ ଶହ ସଫେଇ କର୍ମଚାରୀ ହକ ଦାବିରେ ଧାରଣା ଦେଇଛନ୍ତି । ମନଇଛା ଦରମାକାଟ, ଇପିଏଫ, ଇଏସଆଇ ଲାଗୁ ନକରିବା ପ୍ରତିବାଦରେ ସଫେଇ କର୍ମଚାରୀ ଧାରଣା ଦେଇଛନ୍ତି । ପୌରାଞ୍ଚରେ ଠିକା ସଂସ୍ଥା ଅଧୀନରେ ସଫେଇ କର୍ମଚାରୀ ମାନେ କାର୍ଯ୍ୟ କରୁଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ଥା କର୍ମଚାରୀଙ୍କ ସ୍ୱାର୍ଥକୁ ଅଣଦେଖାContinue reading “ଉଠୁନି ଅଳିଆ, ଝାଡୁ ଧରୁନାହାଁନ୍ତି ସଫେଇ କର୍ମଚାରୀ । ଏକାଧିକ ଦାବି ନେଇ ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଫିସ ଆଗରେ ବିକ୍ଷୋଭ ।”
Category Archives: News
ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟପାଳଙ୍କ ଚିଠି । ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସଙ୍କ ପରାମର୍ଶ ।
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିଠିରେ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ, ଅନୁଗୁଳ ଗସ୍ତରେ ଯାଇଥିଲେ ରାଜ୍ୟପାଳ । ଏହି ସମୟର ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକେ ରାଜ୍ୟପାଳଙ୍କୁ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏସବୁ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀContinue reading “ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟପାଳଙ୍କ ଚିଠି । ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସଙ୍କ ପରାମର୍ଶ ।”
ପୁଣି ଡରାଇଲାଣି କରୋନା । ଜରୁରୀ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ସବ୍-ଭାରିଆଣ୍ଟରେ କେରଳରେ ଗଲାଣି ୧୦ ଜୀବନ ।
କନକ ବ୍ୟୁରୋ: ପୁଣି ଡରାଇଲାଣି କରୋନା । କେତେକ ସ୍ଥାନରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଆସନ୍ତାକାଲି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ । କୋଭିଡ୍ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେରଳ ଓ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି,Continue reading “ପୁଣି ଡରାଇଲାଣି କରୋନା । ଜରୁରୀ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ସବ୍-ଭାରିଆଣ୍ଟରେ କେରଳରେ ଗଲାଣି ୧୦ ଜୀବନ ।”
ହାଡଭଙ୍ଗା ଭିତରେ ବନ୍ୟାର ପ୍ରକୋପ । ତାମିଲନାଡୁରେ ଜଳପ୍ରଳୟ ଯୋଗୁଁ ୩ ଜଣଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟରେ ୩ ସେନା ।
କନକ ବ୍ୟୁରୋ: ଶୀତ ଭିତରେ ବନ୍ୟା । ପ୍ରବଳ ବର୍ଷା ଯୋଗୁ ତାମିଲନାଡୁ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ତାମିଲନାଡୁର ଦକ୍ଷିଣାଚଂଳରେ ୪ ଟି ଜିଲ୍ଲା ପୁରା ପାଣି ଘେରରେ ରହିଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ନିଖୋଜ ଅଛନ୍ତି । ଅନେକ ଘର ଭାଙ୍ଗିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥଳସେନା, ନୌସେନା ସହ ବାୟୁସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ରାସ୍ତା ଘାଟContinue reading “ହାଡଭଙ୍ଗା ଭିତରେ ବନ୍ୟାର ପ୍ରକୋପ । ତାମିଲନାଡୁରେ ଜଳପ୍ରଳୟ ଯୋଗୁଁ ୩ ଜଣଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟରେ ୩ ସେନା ।”
କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ମାତ୍ର ୬ ଘଂଟାରେ ୧ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ଦାବି କଲା ଦଳ ।
କନକ ବ୍ୟୁରୋ: କଂଗ୍ରେସ କରୁଛି ‘ଦେଶ ପାଇଁ ଦାନ’ ଅଭିଯାନ । ଆଉ ଏହି ଅଭିଯାନ ବଳରେ ମାତ୍ର ୬ ଘଣ୍ଟାରେ ୧ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଏନେଇ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଆଉ ଏହି ଅଭିଯାନ ଆରମ୍ଭ ହେବାର ମାତ୍ର ୬ ଘଣ୍ଟା ଭିତରେ ଦଳ ୧ କୋଟି ଟଙ୍କା ସଂଗ୍ରହ କରାଯାଇଥିବା କଂଗ୍ରେସContinue reading “କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ମାତ୍ର ୬ ଘଂଟାରେ ୧ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ଦାବି କଲା ଦଳ ।”
ବୈଠକ ପୂର୍ବରୁ I.N.D.I.A ମେଣ୍ଟରେ ଫାଟର ଆଭାସ । କଂଗ୍ରେସକୁ ଅହଂକାରୀ କହିଲେ ଉଦ୍ଧବ ସେନା , ଦେଲେ ଏଭଳି ଉପଦେଶ
କନକ ବ୍ୟୁରୋ: ଆଜିଭାରତୀୟ ମେଣ୍ଟର ବୈଠକ ପୂର୍ବରୁ ବିରୋଧୀ ଙ୍କ ମେଣ୍ଟରେ ବିଭେଦ ଦେଖିବାକୁ ମିଳିଛି । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ମେଣ୍ଟ କଂଗ୍ରେସକୁ ଟାର୍ଗେଟ କରି ଏହାକୁ ଅହଂକାରୀ ବୋଲି କହିଛି। ମୁଖପାତ୍ର ‘ସାମନା’ ଜରିଆରେ କଂଗ୍ରେସକୁ ଟାର୍ଗେଟ କରିବା ସହ କଂଗ୍ରେସ ସମସ୍ତ କେକ୍ ନିଜେ ଖାଇବାକୁ ଚାହୁଁଛି ବୋଲି କହିଛନ୍ତି ଉଦ୍ଧବ ଠାକରେ । ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ପ୍ରକାଶ ପାଇଛି ଯେ , ବର୍ତ୍ତମାନ ଇଣ୍ଡିଆ ଆଲାଏନ୍ସର ରଥ ସାରଥୀContinue reading “ବୈଠକ ପୂର୍ବରୁ I.N.D.I.A ମେଣ୍ଟରେ ଫାଟର ଆଭାସ । କଂଗ୍ରେସକୁ ଅହଂକାରୀ କହିଲେ ଉଦ୍ଧବ ସେନା , ଦେଲେ ଏଭଳି ଉପଦେଶ”
କୋଶଳୀ ଭାଷାରେ ଧନୁଯାତ୍ରାକୁ ମନା କଲେ କଂସ ମହାରାଜ । କାର୍ଯ୍ୟକାରୀ କମିଟିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି । ଜାନୁଆରୀ ୧୫ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ।
କନକ ବ୍ୟୁରୋ: କୋଶଳୀ ଭାଷାରେ ହେବନି ଧନୁଯାତ୍ରା । ମନା କଲେ କଂସ ମହାରାଜ । କାର୍ଯ୍ୟକାରୀ କମିଟିର ପ୍ରସ୍ତୁତି ବୈଠକରେ ଉଠିଥିଲା ଏହି ପ୍ରସଙ୍ଗ । ସମ୍ବଲପୁରୀ ଭାଷାରେ ଧନୁଯାତ୍ରା କରିବା ସମ୍ଭବପର ନୁହେଁ । ସେଥିପାଇଁ ଯେମିତି ଯାତ୍ରା ଚାଲୁଥିଲା ସେମିତି ଯାତ୍ରା ଚାଲିବ ବୋଲି କହିଛନ୍ତି କଂସ ମହାରାଜ । ଜିଲ୍ଲାପାଳ, ଯାତ୍ରା କମିଟି ଓ କଳାକାରଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପରେ ଏଭଳି ନିଷ୍ପତି ନିଆଯାଇଛି । ସେହିପରିContinue reading “କୋଶଳୀ ଭାଷାରେ ଧନୁଯାତ୍ରାକୁ ମନା କଲେ କଂସ ମହାରାଜ । କାର୍ଯ୍ୟକାରୀ କମିଟିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି । ଜାନୁଆରୀ ୧୫ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ।”
ବଢିଚାଲିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଘର ଘର ବୁଲି ଔଷଧ ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକର୍ମୀ ।
କନକ ବ୍ୟୁରୋ: ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ଜାରି ରହିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୪ଟି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚାଲିଛି ରୋଗୀଙ୍କ ଚିକିତ୍ସା । ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ଜୀବନ ନେଲାଣି ଝାଡାବାନ୍ତି । ଏହା ଜଳବାହିତ ରୋଗ ଏବଂ ଭିବ୍ରିଓ କଲେରା ବାକ୍ଟେରିଆ ଯୋଗୁଁ ହେଉଛି ବୋଲି କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ସୁଧାରାଣୀ ପ୍ରଧାନ । ସଂକ୍ରମଣ ରୋକିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗContinue reading “ବଢିଚାଲିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଘର ଘର ବୁଲି ଔଷଧ ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକର୍ମୀ ।”
ଶିକ୍ଷକ ହେବ ତ ଏମିତି । ଅବସର ପରେ ବି ଥକିନାହାଁନ୍ତି, ସ୍କୁଲରୁ ସ୍କୁଲକୁ ବୁଲି ମାଗଣାରେ ଶିକ୍ଷାଦାନ କରୁଛନ୍ତି କେଦାର ସାର୍ ।
କନକ ବ୍ୟୁରୋ: ମଣିଷ ପରି ମଣିଷ ଟିଏ । ଶିକ୍ଷକ ଭାବେ ଅବସର ନେବା ପରେ ବି ଶିକ୍ଷକତାକୁ ଛାଡି ପାରିନାହାଁନ୍ତି । ଆଉ ଏହି ପେଶା ଏବେ ତାଙ୍କର ନିଶା ପାଲଟିଛି । ସରକାରୀ ଭାବେ ଅବସର ନେବାର ୨ବର୍ଷ ବିତିଯାଇଥିଲେ ସୁଦ୍ଧା ବ୍ରହ୍ମପୁର ସହରର ସହିଦ୍ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ , କେ ସି ଟାଉନ ହାଇସ୍କୁଲ, ମେଡିକାଲ କ୍ୟାମ୍ପସ ହାଇସ୍କୁଲ ଓ ସିଟି ହାଇସ୍କୁଲ ସମେତ ସହର ଉପକଣ୍ଠ ଫୁଲଟାContinue reading “ଶିକ୍ଷକ ହେବ ତ ଏମିତି । ଅବସର ପରେ ବି ଥକିନାହାଁନ୍ତି, ସ୍କୁଲରୁ ସ୍କୁଲକୁ ବୁଲି ମାଗଣାରେ ଶିକ୍ଷାଦାନ କରୁଛନ୍ତି କେଦାର ସାର୍ ।”
ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ୧୦ ସହରର ରାତି ତାପମାତ୍ରା । କୋରାପୁଟରେ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ିର ଆସ୍ତରଣ ।
କନକ ବ୍ୟୁରୋ: ଖସୁଛି ପାରଦ, ବଢ଼ୁଛି ଶୀତ । ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । କୋରାପୁଟରେ ବି ଜାରି ରହିଛି ହାଡ଼ଭଙ୍ଗା ଶୀତର ପ୍ରକୋପ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁରେ ଲୋକେ ସେକି ହେଉଛନ୍ତି । ଆଉ କେହି ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ସକାଳର କୁହୁଡ଼ିରେ ଲୋକେ ମର୍ଣ୍ଣିଂ ୱାର୍କ କରୁଛନ୍ତି । ଘନ କୁହୁଡ଼ି ଏତେ ମାତ୍ରାରେ ପଡ଼ିଛି ଯେ ୧୦Continue reading “ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ୧୦ ସହରର ରାତି ତାପମାତ୍ରା । କୋରାପୁଟରେ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ିର ଆସ୍ତରଣ ।”