ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଉପସ୍ଥିତ ଅଛନ୍ତି ଦଳର ଛାମୁଆ ନେତା । ପ୍ରତିଷ୍ଠା ଦିବସ ଓ ନିର୍ବାଚନ ପାଇଁ ନିଆଯାଇପାରେ ବଡ ନିଷ୍ପତ୍ତି

କନକ ବ୍ୟୁରୋ : ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ସାଙ୍ଗଠନିକ ସଭାପତି ଏବଂ ନିମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି । ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ପାରିତ ହେବ । ଯେହେତୁ ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ରହିଛି ତେଣୁ କେଉଁ ରଣନୀତି ନେଇ ଲୋକମାନଙ୍କ ପାଖକୁ ଦଳ ଯିବ ତାର ଖସଡ଼ାContinue reading “ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଉପସ୍ଥିତ ଅଛନ୍ତି ଦଳର ଛାମୁଆ ନେତା । ପ୍ରତିଷ୍ଠା ଦିବସ ଓ ନିର୍ବାଚନ ପାଇଁ ନିଆଯାଇପାରେ ବଡ ନିଷ୍ପତ୍ତି”

ବିଲରୁ ଧାନ କାଟିବା ପୂର୍ବରୁ ନିଆଁ ଲଗାଇ ଦେଲେ ଦୁର୍ବୃତ । ପାଉଁଶ ହୋଇଗଲା ଚାଷୀର ବର୍ଷକର ଫସଲ

କନକ ବ୍ୟୁରୋ : ପାଉଁଶ ହୋଇଗଲା ଚାଷୀର ବର୍ଷକର ଫସଲ । ୫ ଏକରରୁ ଅଧିକ ଚାଷ ଜମିରେ ନିଆଁ ଲଗାଇ ଦେଲେ ଦୁର୍ବୃତ । ପୁରୀ ସଦର ବ୍ଲକ ଅମୂରୀ ଗାଁରୁ ଏପରି ଏକ ଖବର ଆସିଛି । ଗାଁର ରମେଶ ବେହେରା, ଲୋକନାଥ ବେହେରା, ଅମୂଲ୍ୟ ବେହେରା, ସର୍ବେଶ୍ୱର ପ୍ରଧାନ, ଛଇଲ ପ୍ରଧାନ କଳାଚମ୍ପା ଧାନ ଫସଲ କରିଥିଲେ । ହେଲେ କୌଣସି ବ୍ୟକ୍ତି ରାଗ ରଖି ଚାଷୀ ପେଟର ଦାନାକୁ ପୋଡି ଦେଇଛିContinue reading “ବିଲରୁ ଧାନ କାଟିବା ପୂର୍ବରୁ ନିଆଁ ଲଗାଇ ଦେଲେ ଦୁର୍ବୃତ । ପାଉଁଶ ହୋଇଗଲା ଚାଷୀର ବର୍ଷକର ଫସଲ”

କେନ୍ଦ୍ରାପଡାରେ ଡାକ୍ତରଙ୍କୁ ଦୁବୁର୍ତଙ୍କ ଆକ୍ରମଣ ମାମଲାରେ ପୁଲିସ ନେଇନି କାର୍ଯ୍ୟାନୁଷ୍ଠାନ । ପ୍ରତିବାଦରେ ସହଯୋଗ କରୁନାହାଁନ୍ତି ଡାକ୍ତର

କନକ ବ୍ୟୁରୋ : ଚର୍ଚ୍ଚାରେ କେନ୍ଦ୍ରପଡାର ଡାକ୍ତର ପୁଲିସ କଳି । ଦିନକୁ ଦିନ ବିବାଦ ବଢୁଥିବା ବେଳେ ପୁଲିସକୁ ଅସହଯୋଗ କରିଛନ୍ତି ଡାକ୍ତର । ପୁଲିସ ଗିରଫ କରୁଥିବା ଅଭିଯୁକ୍ତମାନଙ୍କର ଇଞ୍ଜୁରୀ ରିପୋର୍ଟ ଦେବାକୁ ମନା କରିଦେଇଛନ୍ତି ଡାକ୍ତର । ଫଳରେ ଜିଲ୍ଲାର ବିଭିନ୍ନ ଥାନାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇପାରୁନାହିଁ । ନିୟମ ମୁତାବକ ଅଭିଯୁକ୍ତଙ୍କର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥାଏ । ଡାକ୍ତରମାନେ ଇଞ୍ଜୁରୀ ରିପୋର୍ଟ ନଦେବାରୁ ପୁଲିସ ଏବେ ଅକଳରେContinue reading “କେନ୍ଦ୍ରାପଡାରେ ଡାକ୍ତରଙ୍କୁ ଦୁବୁର୍ତଙ୍କ ଆକ୍ରମଣ ମାମଲାରେ ପୁଲିସ ନେଇନି କାର୍ଯ୍ୟାନୁଷ୍ଠାନ । ପ୍ରତିବାଦରେ ସହଯୋଗ କରୁନାହାଁନ୍ତି ଡାକ୍ତର”

କାନ୍ଥରେ ବିଜ୍ଞାପନ ଲଗାଇବା ପଡିଲା ମହଙ୍ଗା ! ଜିମ୍ ମାଲିକଙ୍କଠୁ ୫ହଜାର ଟଙ୍କା ଆଦାୟ କଲା ବିଏମସି

କନକ ବ୍ୟୁରୋ : କାନ୍ଥରେ ବିଜ୍ଞାପନ ଛାପି ଲଗାଇ ଫାଇନ ଗଣିଲେ ଜିମ୍ ମାଲିକ । ରାଜଧାନୀ ଭୁବନେଶ୍ୱର ବାପୁଜୀ ନଗର ଅଞ୍ଚଳରେ ଥିବା ଆଭିସ୍ ଫିଟନେସ ନାମକ ଜିମ ସଂସ୍ଥା ଠାରୁ ୫୦ହଜାର ଟଙ୍କା ଫାଇନ ଆଦାୟ କରିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ସହରର କାନ୍ଥ ଓ ବିଦ୍ୟୁତ୍ ଖୁଣ୍ଟରେ ଟୁ-ଲେଟର ବିଜ୍ଞାପନ ନ ଲଗାଇବାକୁ ବିଏମସି ପକ୍ଷରୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ଏହାକୁ ଅମାନ୍ୟ କରୁଥିବା ଅମାନିଆଙ୍କ ଠାରୁ ଫାଇନContinue reading “କାନ୍ଥରେ ବିଜ୍ଞାପନ ଲଗାଇବା ପଡିଲା ମହଙ୍ଗା ! ଜିମ୍ ମାଲିକଙ୍କଠୁ ୫ହଜାର ଟଙ୍କା ଆଦାୟ କଲା ବିଏମସି”

ଘଟଗାଁ ତାରିଣୀଙ୍କ ପାଖରେ ପହଁଚି ପାରୁନି ମାନସିକ ନଡିଆ । ସଂଗ୍ରହ ହୁଣ୍ଡିରେ ପଡି ପଡି ନଷ୍ଟ ହେଉଛି ନଡ଼ିଆ

କନକ ବ୍ୟୁରୋ : ନଷ୍ଟ ହେଉଛି ମା ତାରିଣୀଙ୍କ ମାନସିକ ନଡିଆ । ଭକ୍ତଙ୍କ ମାନସିକ ନଡିଆ ପଡି ରହି ପଚି ଷଢ଼ି ନଷ୍ଟ ହେଉଛି । ମାଙ୍କ ପୀଠ ଘଟଗାଁରୁ ଆରମ୍ଭ କରି, ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସଂଗ୍ରହ ହୁଣ୍ଡିରେ ମାନସିକ ନଡିଆ ପଡି ପଡି ନଷ୍ଟ ହେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । ମାନସିକ କରି, ଶ୍ରଦ୍ଧାରେ ମା’ ତାରିଣୀଙ୍କ ପୀଠକୁ ଯିବାକୁ ଥିବା ନଡିଆ କଟକରେContinue reading “ଘଟଗାଁ ତାରିଣୀଙ୍କ ପାଖରେ ପହଁଚି ପାରୁନି ମାନସିକ ନଡିଆ । ସଂଗ୍ରହ ହୁଣ୍ଡିରେ ପଡି ପଡି ନଷ୍ଟ ହେଉଛି ନଡ଼ିଆ”

ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ବଡ ପଦକ୍ଷେପ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ

କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ପଲିଥିନ୍ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ । ମନ୍ଦିର ଭିତରକୁ ଫୁଲ ଏବଂ ଭୋଗ ଆଣିବା ବେଳେ ପଲିଥିନ୍ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡିContinue reading “ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ବଡ ପଦକ୍ଷେପ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ”

ନବରଙ୍ଗପୁରରେ ନଳକୂପ ପାଇଁ ଲମ୍ବା ଲାଇନ୍ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ

କନକ ବ୍ୟୁରୋ : ଗଭୀର ନଳକୂପ ଯୋଜନାରେ ବୋରୱେଲ ପାଇଁ ବ୍ୟାଙ୍କ ଆଗରେ ଲାଗିଛି ଲମ୍ବା ଲାଇନ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଛି ଆବେଦନ । ତେବେ କେବଳ ୟୁନିୟନ ବ୍ୟାଙ୍କ୍ ଆକାଉଣ୍ଟରେ ହିଁ ଆବେଦନ କରିବାକୁ ନିୟମ ରହିଛି । ଆବେଦନର ଶେଷ ତାରିଖକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଥିବା ସମସ୍ତ ୟୁନିୟନ ବ୍ୟାଙ୍କ ସମ୍ମୁଖରେContinue reading “ନବରଙ୍ଗପୁରରେ ନଳକୂପ ପାଇଁ ଲମ୍ବା ଲାଇନ୍ । ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ”

ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଲା ମଦଭାଟିରୁ ଜବତ ଟଙ୍କା ମାମଲା । ସିବିଆଇ କିମ୍ବା ଇଡି ଦ୍ୱାରା ମାମଲାର ତଦନ୍ତ କରିବାକୁ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା

କନକ ବ୍ୟୁରୋ : ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଲା ମଦଭାଟିରୁ ଜବତ ଟଙ୍କା ମାମଲା । ଆୟକର ବିଭାଗ ରେଡ୍ କରି ବ୍ୟବସାୟୀ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ୩୫୪ କୋଟି ଟଙ୍କା ଜବତ କରିଛି । ଆଉ ଏହାପରେ ତାଙ୍କ ବିରୋଧରେ ଝାଡଖଣ୍ଡ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଜାମସେଦପୁରର ଡାନିଏଲ ନାମକ ବ୍ୟକ୍ତି ଏହି ପିଆଇଏଲ ଦାଖଲ କରିଛି । ସିବିଆଇ, ଇଡି ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ଦାବିContinue reading “ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଲା ମଦଭାଟିରୁ ଜବତ ଟଙ୍କା ମାମଲା । ସିବିଆଇ କିମ୍ବା ଇଡି ଦ୍ୱାରା ମାମଲାର ତଦନ୍ତ କରିବାକୁ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା”

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ତିନି ସାଙ୍ଗ

କନକ ବ୍ୟୁରୋ : ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ତିନି ଜଣ ସାଙ୍ଗ । ମୟୁରଭଞ୍ଜ ବାଦାମପାହାଡ ଅଂଚଳରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଅସ୍ତିଆର ରାଇଜିଂ ସବ୍ ସାଟିଫିକେସନ୍ ଏଣ୍ଡ ସେଫଟି ସରର୍ଭିସ୍ ନାମକ ସଂସ୍ଥା କିଛି ଯୁବକଙ୍କୁ ଟାଟା ପାୱାରରେ ଚାକିରି ଯୋଗାଇଦେବ କହି ଆବଶ୍ୟକୀୟ କାଗଜପତ୍ର ସାଙ୍ଗକୁ ୬୦ହଜାର ଲେଖାଏଁ ଟଙ୍କା ନେଇଥିଲା । ପରେContinue reading “ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ତିନି ସାଙ୍ଗ”

ସୂର୍ଯ୍ୟକୁମାରଙ୍କ ଦମଦାର ଶତକ ସାଙ୍ଗକୁ କୁଲଦୀପଙ୍କ ଯାଦୁଗରୀ ବୋଲିଂ । ନିର୍ଣ୍ଣାୟକ ମ୍ୟାଚରେ ଭାରତର ବଡ଼ ବିଜୟ

କନକ ବ୍ୟୁରୋ : ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ସାଙ୍ଗକୁ ବାର୍ଥଡେ ବୟ କୁଲଦୀପ ଯାଦବଙ୍କ ପ୍ରଭାବୀ ବୋଲିଂ ଆଗରେ ଫିକା ପଡିଲା ସାଉଥ ଆଫ୍ରିକାର ରଣନୀତି । ନିର୍ଣ୍ଣାୟକ ମ୍ୟାଚରେ ଭାରତର ବଡ଼ ବିଜୟ ହାସଲ କରିଛି । ୧୦୬ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ୧-୧ରେ ସିରିଜ ବରାବର କରିଛି ଭାରତ । ପ୍ରଥମ ମ୍ୟାଚ ବର୍ଷାରେ ବାଧାପ୍ରାପ୍ତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଜିତିଥିଲା ଦକ୍ଷିଣ ଆଫ୍ରିକା । ଗୁରୁବାର ତୃତୀୟContinue reading “ସୂର୍ଯ୍ୟକୁମାରଙ୍କ ଦମଦାର ଶତକ ସାଙ୍ଗକୁ କୁଲଦୀପଙ୍କ ଯାଦୁଗରୀ ବୋଲିଂ । ନିର୍ଣ୍ଣାୟକ ମ୍ୟାଚରେ ଭାରତର ବଡ଼ ବିଜୟ”

Design a site like this with WordPress.com
Get started