ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନଲାଲ ଶର୍ମା । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି, ଶାହା, ଜେପି ନଡ୍ଡା

କନକ ବ୍ୟୁରୋ : ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନଲାଲ ଶର୍ମା । ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ କଲରାଜ ମିଶ୍ରା । ରାଜସ୍ଥାନ ରାଜଧାନୀ ଜୟପୁର ସ୍ଥିତ ଆଲବର୍ଟ ହଲ୍ ପରିସରରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି । ପୂର୍ବାହ୍ନ ୧୧ଟା ୩୦ମିନିଟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଦୁଇContinue reading “ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନଲାଲ ଶର୍ମା । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି, ଶାହା, ଜେପି ନଡ୍ଡା”

ବିଶ୍ୱନେତାଙ୍କ ମଧ୍ୟରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀ ଭି ମୂରଲୀଧରନଙ୍କ ସୂଚନା

କନକ ବ୍ୟୁରୋ : ବିଶ୍ୱନେତାଙ୍କ ମଧ୍ୟରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ୯ବର୍ଷର ଶାସନ କାଳ ମଧ୍ୟରେ ସର୍ବାଧିକ ୧୪ଟି ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନରେ ମୋଦିଙ୍କୁ କରାଯାଇଛି ସମ୍ମାନିତ । ରାଜ୍ୟସଭାରେ ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଭି ମୂରଲୀଧରନ । ୨୦୧୮ ମସିହାରେ ଆମେରିକା ପକ୍ଷରୁ ସର୍ବୋଚ୍ଚ ପର୍ଯ୍ୟାବରଣ ପୁରସ୍କାରରେ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରାଯାଇଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସର୍ବୋଚ୍ଚ ସମ୍ମାନContinue reading “ବିଶ୍ୱନେତାଙ୍କ ମଧ୍ୟରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀ ଭି ମୂରଲୀଧରନଙ୍କ ସୂଚନା”

ହୃଦଘାତର ଶିକାର ହେଲେ ଅଭିନେତା ଶ୍ରେୟସ ତଲପଡେ । ଜାଣନ୍ତୁ କେମିତି ରହିଛି ତାଙ୍କର ସ୍ୱାସ୍ଥ୍ୟାବସ୍ଥା

କନକ ବ୍ୟୁରୋ : ବଲିଉଡ଼ ଅଭିନେତା ଶ୍ରେୟସ ତଲପଡେ ହୃଦଘାତର ଶିକାର । ସୁଟିଂ ସେଟରୁ ଘରକୁ ଫେରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶ୍ରେୟସ । ପରେ ତାଙ୍କୁ ମୁମ୍ବାଇ ବେଲେଭ୍ୟୁ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶ୍ରେୟସଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କା ଆଞ୍ଜିଓପ୍ଲାଷ୍ଟ୍ରି କରାଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର । ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ବହୁ ହିନ୍ଦିContinue reading “ହୃଦଘାତର ଶିକାର ହେଲେ ଅଭିନେତା ଶ୍ରେୟସ ତଲପଡେ । ଜାଣନ୍ତୁ କେମିତି ରହିଛି ତାଙ୍କର ସ୍ୱାସ୍ଥ୍ୟାବସ୍ଥା”

ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହେବେ ଦଳର ସମସ୍ତ ସାଂସଦ, ବିଧାୟକଙ୍କ ସହ ବରିଷ୍ଠ ନେତା

କନକ ବ୍ୟୁରୋ : ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା କାର୍ଯ୍ୟକାରିଣୀ ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକଙ୍କ ସହ ବରିଷ୍ଠ ନେତା ସାମିଲ ହେବେ । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବେଶ ଗୁରତ୍ୱ ବହନ କରୁଛି । ବୈଠକ ପରେ ବିଜେଡି ତାର ସାଂଗଠନିକ କାର୍ଯ୍ୟକ୍ରମକୁ ଆହୁର ଜୋରଦାର କରିବା ନେଇ ଯୋଜନାContinue reading “ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହେବେ ଦଳର ସମସ୍ତ ସାଂସଦ, ବିଧାୟକଙ୍କ ସହ ବରିଷ୍ଠ ନେତା”

ସଂସଦ ସୁରକ୍ଷାରେ ତ୍ରୁଟି ମାମଲା : କର୍ତବ୍ୟପଥ ଥାନାରେ ଆତ୍ମସର୍ମପଣ ପରେ ମାଷ୍ଟରମାଇଣ୍ଡ ଲଲିତ ଝା ଗିରଫ

କନକ ବ୍ୟୁରୋ : ସଂସଦ ସୁରକ୍ଷାରେ ବଡ଼ ତ୍ରୁଟି ମାମଲା । କର୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିବା ପରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଲିତ ଝା’କୁ ଗିରଫ କରାଯାଇଛି । ଘଟଣା ପରେ ଲଲିତ ଝା ଫେରାର ରହିଥିବା ବେଳେ ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିଲା । ଶେଷରେ ଗୁରୁବାର ରାତିରେ ଲଲିତ ନିଜ ସହଯୋଗୀ ସହ ଆସି କର୍ତବ୍ୟପଥ ଥାନାରେ ଆତ୍ମସର୍ମପଣ କରିଥିବା ବେଳେ ତାକୁ ଗିରଫ କରି ସ୍ପେଶାଲ ସେଲକୁ ହସ୍ତାନ୍ତର କରିଛି ଦିଲ୍ଲୀ ପୋଲିସContinue reading “ସଂସଦ ସୁରକ୍ଷାରେ ତ୍ରୁଟି ମାମଲା : କର୍ତବ୍ୟପଥ ଥାନାରେ ଆତ୍ମସର୍ମପଣ ପରେ ମାଷ୍ଟରମାଇଣ୍ଡ ଲଲିତ ଝା ଗିରଫ”

ମା’ ଶାରଳାଙ୍କ ହୁଣ୍ଡିରୁ ଚୋରି । ୭ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

କନକ ବ୍ୟୁରୋ : ଝଙ୍କଡର ପ୍ରତ୍ୟକ୍ଷ ଦେବୀ ମା’ ଶାରଳା । କୁହାଯାଏ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେଇଥାନ୍ତି ମା । କିନ୍ତୁ ସକାଳୁ ସକାଳୁ ମାଙ୍କ ମନ୍ଦିରର ହୁଣ୍ଡି ଖୋଲାଥିବା ଦେଖି ତାଜୁବ ହୋଇ ଯାଇଥିଲେ ସେବାୟତ । ପାଖକୁ ଆସି ଦେଖିବା ବେଳକୁ ତଳେ ପଡିଛି ଭଂଗା ତାଲା । ପାଖରେ ରହିଛି ଏକ ଇଲେକ୍ଟ୍ରିକ୍ କଟର ଓ ରେଂଚି । ଯେଉଁ କଟରରେ ଲୁଟେରା ତାଲା କାଟିଥିବା ଅନୁମାନ କରାଯାଉଛି  । ମାଙ୍କ ହୁଣ୍ଡିରୁContinue reading “ମା’ ଶାରଳାଙ୍କ ହୁଣ୍ଡିରୁ ଚୋରି । ୭ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା”

ବିଜ୍ଞାପନକୁ ନେଇ ବିଏମସିର ଅଜବ ନୀତି । ନେତାଙ୍କୁ ଅନୁରୋଧ, ଜନତାଙ୍କୁ ଫାଇନ୍!

କନକ ବ୍ୟୁରୋ : ଟୁ-ଲେଟ୍ ବା ଘରଭଡ଼ା ପାଇଁ ଭୁବନେଶ୍ୱରର ବିଦ୍ୟୁତ ଖୁଂଟ ଓ କାନ୍ଥରେ ଏ-୪ ସାଇଜ୍ କାଗଜରେ ବିଜ୍ଞାପନ ଲଗାଇବାରୁ ମୋଟା ଅଂକର ଜରିମାନା କଷିଥିଲା ବିଏମସି । ତିନୋଟି ଏପରି ବିଜ୍ଞାପନ ପାଇଁ ଦେଢ଼ ଲକ୍ଷ ଟଙ୍କାର ଫାଇନ୍ ଆଦାୟ କରିବା ସହ ସଂପୃକ୍ତ ସଂସ୍ଥା ବିରୋଧରେ ଏତଲା ଦିଆଯାଇଥିଲା । ବିଏମସି କମିସନର ତାଗିଦ କରି କହିଥିଲେ, ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଦୃଢ଼ କାଯ୍ୟାନୁଷ୍ଠାନContinue reading “ବିଜ୍ଞାପନକୁ ନେଇ ବିଏମସିର ଅଜବ ନୀତି । ନେତାଙ୍କୁ ଅନୁରୋଧ, ଜନତାଙ୍କୁ ଫାଇନ୍!”

ଶ୍ରେୟସଙ୍କ ଆୟରଙ୍କ ଉପରେ ଆସ୍ଥା ପ୍ରକଟ କରିଛି କୋଲକାତା ନାଇଟ ରାଇଡର । ଅଧିନାୟକ ଦାୟିତ୍ୱ ତୁଳାଇବେ ଶ୍ରେୟସ, ନୀତିଶ ରାଣା ଉପ ଅଧିନାୟକ

କନକ ବ୍ୟୁରୋ : ଅଧିନାୟକ ଘୋଷଣା କରିଛି କୋଲକାତା ନାଇଟ୍ସ ରାଇଡର୍ସ । ୨୦୨୪ ଆଇପିଏଲରେ ଅଧିନାୟକ ଭାବେ ନଜର ଆସିବେ ଶ୍ରେୟସ ଅୟର । ଅତୀତରେ ଅୟର କେକେଆର ପାଇଁ ୨୦୨୨ରେ କିଛି ମ୍ୟାଚ ଅଧିନାୟିକତ୍ୱ କରିଥିଲେ । ୨୦୨୩ ଆଇପିଏଲ ରେ ଆହାତ ପାଇଁ କେକେଆର ପକ୍ଷରୁ ଖେଳିପାରି ନଥିଲେ ଶ୍ରେୟସ । ଏବେ କେକେଆର ପୁଣି ଥରେ ଆୟାରଙ୍କୁ ବଡ ଦାୟିତ୍ୱ ଦେଇଛି । ଟିମ ଇଣ୍ଡିଆ ପାଇଁ ନିୟମିତ ଖେଳୁଥିବା ଅୟାରContinue reading “ଶ୍ରେୟସଙ୍କ ଆୟରଙ୍କ ଉପରେ ଆସ୍ଥା ପ୍ରକଟ କରିଛି କୋଲକାତା ନାଇଟ ରାଇଡର । ଅଧିନାୟକ ଦାୟିତ୍ୱ ତୁଳାଇବେ ଶ୍ରେୟସ, ନୀତିଶ ରାଣା ଉପ ଅଧିନାୟକ”

ଅଡୁଆରେ ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ବିରୋଧରେ ହେବ ମହାଅଭିଯୋଗ ତଦନ୍ତ, ଆମେରିକା ସଂସଦ ଦେଲା ମଂଜୁରୀ

କନକ ବ୍ୟୁରୋ : ଅଡୁଆରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ରାଷ୍ଟ୍ରପତିଙ୍କ ବିରୋଧରେ ଆସିଥିବା ମହାଅଭିଯୋଗରେ ହେବ ତଦନ୍ତ । ଏନେଇ ଆମେରିକା ସଂସଦ ମଂଜୁରୀ ପ୍ରଦାନ କରିି  । ବାଇଡେନଙ୍କ ପୁଅ ହଂଟର ବାଇଡେନଙ୍କ ବେନିୟମ ବିଦେଶୀ ଅର୍ଥକାରବାର ପାଇଁ ଏବେ ଫଶିଛନ୍ତି ଜୋ ବାଇଡେନ । ଅନ୍ୟପଟେ ଆମେରିକା ନିର୍ବାଚନ ଆସୁଥିବାବେଳେ ଆଇନ ଜାଲରେ ଛନ୍ଦି ହେବା ବାଇଡେନଙ୍କ ରାଜନୈତିକ କ୍ୟାରିୟର ପାଇଁ ବଡ ଝଟକା ସାବ୍ୟସ୍ତ ହୋଇପାରେ । The postContinue reading “ଅଡୁଆରେ ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ବିରୋଧରେ ହେବ ମହାଅଭିଯୋଗ ତଦନ୍ତ, ଆମେରିକା ସଂସଦ ଦେଲା ମଂଜୁରୀ”

ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ୍ ଟେଷ୍ଟ ପାଇଁ ଏକ୍ସପାରି ଟେଷ୍ଟ କିଟ୍ ବ୍ୟବହାର ଅଭିଯୋଗ

କନକ ବ୍ୟୁରୋ : ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ ଟେଷ୍ଟ ପାଇଁ ଯେଉଁ କିଟର ବ୍ୟବହାର କରାଯାଉଛି ସେଗୁଠିକ ବ୍ୟବହାର ଉପଯୋଗୀ ନୁହେଁ ବୋଲି ପୁନିଆ ଅଭିଯୋଗ କରିଛନ୍ତି । ସାମଗ୍ରୀର ବ୍ୟବହାର ଅବଧି ସରିବା ସତ୍ୱେ କିଭଳି ଏହାକୁ ଟେଷ୍ଟ ପାଇଁ ଉପଯୋଗ କରାଯାଉଛି ଏନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପୁନିଆContinue reading “ନ୍ୟାସନାଲ ଆଟିଂ ଡୋପିଂ ଏଜେନ୍ସି ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଡୋପ୍ ଟେଷ୍ଟ ପାଇଁ ଏକ୍ସପାରି ଟେଷ୍ଟ କିଟ୍ ବ୍ୟବହାର ଅଭିଯୋଗ”

Design a site like this with WordPress.com
Get started