ହୃଦୟର କଥା କହିବାକୁ ଲୋଡା ପଡିଲାନି ଭାଷା । ଭାବ ଦିଆନିଆରେ ଭାବ ବନ୍ଧନରେ ବାନ୍ଧି ହେଲେ ଦିବ୍ୟାଙ୍ଗ ଦମ୍ପତି

କନକ ବ୍ୟୁରୋ : ଦଧିବାବନ ଜିଉଙ୍କୁ ସାକ୍ଷୀ ରଖି ନୂଆ ଜୀବନ ଆରମ୍ଭ କରିଛନ୍ତି ନବ ଦମ୍ପତି । ମନ୍ଦିରରେ କୋଳାହଳ ଲାଗିଛି, ବନ୍ଧୁବାନ୍ଧବଙ୍କ ଭିଡ ଲାଗିଛି । ବେଦୀରେ ମନ୍ତ୍ରୋଚାରଣ ଚାଲିଛି । ସବୁ ଦେଖୁଛନ୍ତି ହେଲେ, କିଛି ଶୁଣି ପାରୁନାହାନ୍ତି କି ମୁହଁ ଖୋଲି କିଛି କହି ପାରୁନାହାନ୍ତି । କିନ୍ତୁ ପରସ୍ପରର ଭାବକୁ ବୁଝି, ମନର ଭାଷାକୁ ପଢି ସଂସାର ଗଢିବାକୁ ସଜେଇ ହୋଇ ବେଦୀରେ ବସିଛନ୍ତି । ଭଦ୍ରକ ସହର ଉପକଣ୍ଠContinue reading “ହୃଦୟର କଥା କହିବାକୁ ଲୋଡା ପଡିଲାନି ଭାଷା । ଭାବ ଦିଆନିଆରେ ଭାବ ବନ୍ଧନରେ ବାନ୍ଧି ହେଲେ ଦିବ୍ୟାଙ୍ଗ ଦମ୍ପତି”

ଖତ ଖାଉଛି ୩୪ କୋଟିର ଗମ୍ପାକୋଣ୍ଡା ମିନି ପାୱାର ହାଉସ । ମାଓବାଦୀ ଭୟରେ ରହୁନାହାନ୍ତି ସରକାରୀ ବାବୁ, ପ୍ରକଳ୍ପ ଜଗିଛନ୍ତି ଠିକା କର୍ମଚାରୀ

କନକ ବ୍ୟୁରୋ : କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ବିଦ୍ୟୁତ୍ ସମସ୍ୟା ଦୂର ହେବ । ଲୋଭୋଲଟେଜ, ବାରମ୍ବାର ବିଦ୍ୟୁ୍ତ କାଟରୁ ବର୍ତିବା ପାଇଁ କାଲିମେଳାର ଗମ୍ପାକୋଣ୍ଡା ଠାରେ ୨ଟି କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଅନୁମତି ନେଇ ସବୁ ପ୍ରକାର ବିଧି ବ୍ୟବସ୍ଥା ଭିତରେ ୧୯୯୧ର ୩ ମେଗାୱାଟ ବିଶିଷ୍ଟ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କାମContinue reading “ଖତ ଖାଉଛି ୩୪ କୋଟିର ଗମ୍ପାକୋଣ୍ଡା ମିନି ପାୱାର ହାଉସ । ମାଓବାଦୀ ଭୟରେ ରହୁନାହାନ୍ତି ସରକାରୀ ବାବୁ, ପ୍ରକଳ୍ପ ଜଗିଛନ୍ତି ଠିକା କର୍ମଚାରୀ”

ଦୁରେଇ ଦେଲା ସମାଜ, ଦେଖି ପାରୁନି ପ୍ରଶାସନ । ଅନାଥ ଆଶ୍ରମରେ ମୁଣ୍ଡ ଗୁଂଜିଛି ପୁଅ, କୋକସରା ବ୍ଲକ ପରିସର ଗାଡି ଷ୍ଟାଂଡରେ ବିତୁଛି ବିଧବା ମାଆର ଜୀବନ

କନକ ବ୍ୟୁରୋ : ଯେତେବେଳେ ଜୀବନର ଅଧରାସ୍ତାରେ ସ୍ୱାମୀ ଆରପାରିକୁ ଚାଲିଯାଆନ୍ତି, ପିଲାର ପେଟକୁ ଦାନା ଦେଇ ନପାରି ମାଆଟିଏ ମମତାକୁ ଅନାଥ ଆଶ୍ରମରେ ଛାଡିଦିଅନ୍ତି, ସେତେବେଳେ ସେ ମାଆ ଅସହାୟ ହୋଇପଡନ୍ତି । ନିଜର ଠିକଣା ଭୁଲି ଯାଆନ୍ତି । ଯେଉଁଠି ଟିକିଏ ସ୍ଥାନ ପାଆନ୍ତି ସେଇଠି ସେମିତି ଶୋଇପଡନ୍ତି । ଏଇ ଯେମିତି କଳାହାଣ୍ଡି ଜିଲ୍ଲାର ବ୍ଲକ ପରିସର ବାଇକ୍ ଷ୍ଟାଂଡରେ ଆଶ୍ରୟ ନେଇଛନ୍ତି ଜଣେ ବିଧବା ମହିଳା । ଶୀତ କାକରରେ ମହିଳାContinue reading “ଦୁରେଇ ଦେଲା ସମାଜ, ଦେଖି ପାରୁନି ପ୍ରଶାସନ । ଅନାଥ ଆଶ୍ରମରେ ମୁଣ୍ଡ ଗୁଂଜିଛି ପୁଅ, କୋକସରା ବ୍ଲକ ପରିସର ଗାଡି ଷ୍ଟାଂଡରେ ବିତୁଛି ବିଧବା ମାଆର ଜୀବନ”

ସହର ପାଖରେ ଫଳକ ଲାଗିଛି । ଉନ୍ନତିକରଣ କାମର ସୂଚନା ଉଲ୍ଲେଖ ଅଛି, ହେଲେ ବାସ୍ତବରେ ବସ୍ତି ନାହିଁ

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମର ୨ନମ୍ବର ଓାର୍ଡ କହିଲେ ସହରର ପୁରୁଣା ବ୍ରହ୍ମପୁର ନିକଟ ହରଡାଖଣ୍ଡି ଅଂଚଳକୁ ବୁଝାଏ । ହରଡାଖଣ୍ଡି ଛକ ନିକଟରେ ରହିଛି ଆନନ୍ଦନଗର । ଆନନ୍ଦ ନଗରର ପ୍ରବେଶ ପଥରେ ଏକ ଫଳକ ରହିଛି । ଫଳକର ଉଭୟ ପାଶ୍ୱର୍ରେ ଆନନ୍ଦନଗର ବସ୍ତିର ୪୯୫ପରିବାର ଉପକୃତ ଲାଗି ଉନ୍ନତିକରଣ କାମ ସଂପର୍କରେ ତଥ୍ୟ ଉଲ୍ଲେଖ ରହିଛି । ସେଥିରେ ଖାଲି ଜାଗାର ଉନ୍ନତିକରଣ, ଫେବରବ୍ଲକ ଦ୍ୱାରା ରାସ୍ତା ନିର୍ମାଣ, ଚିତ୍ରକାଳା,Continue reading “ସହର ପାଖରେ ଫଳକ ଲାଗିଛି । ଉନ୍ନତିକରଣ କାମର ସୂଚନା ଉଲ୍ଲେଖ ଅଛି, ହେଲେ ବାସ୍ତବରେ ବସ୍ତି ନାହିଁ”

ପଡୋଶୀ ରାଜ୍ୟକୁ ବୁହା ହେଉଛି ଓଡିଶା ଧାନ । ମଣ୍ଡି ଖୋଲିନଥିବାରୁ ଛତିଶଗଡ ଦଲାଲଙ୍କୁ ଧାନ ବିକୁଛନ୍ତି ନବରଙ୍ଗପୁରର ଚାଷୀ

Normal 0 false false false EN-US X-NONE OR MicrosoftInternetExplorer4 /* Style Definitions */ table.MsoNormalTable {mso-style-name:”Table Normal”; mso-tstyle-rowband-size:0; mso-tstyle-colband-size:0; mso-style-noshow:yes; mso-style-priority:99; mso-style-qformat:yes; mso-style-parent:””; mso-padding-alt:0cm 5.4pt 0cm 5.4pt; mso-para-margin-top:0cm; mso-para-margin-right:0cm; mso-para-margin-bottom:10.0pt; mso-para-margin-left:0cm; line-height:115%; mso-pagination:widow-orphan; font-size:11.0pt; font-family:”Calibri”,”sans-serif”; mso-ascii-font-family:Calibri; mso-ascii-theme-font:minor-latin; mso-hansi-font-family:Calibri; mso-hansi-theme-font:minor-latin; mso-bidi-font-family:Kalinga; mso-bidi-theme-font:minor-bidi;} କନକ ବ୍ୟୁରୋ : ଖରିଫ୍ ଧାନ କିଣିବାକୁ ସରକାରୀ ଧାନ ମଣ୍ଡି ଖୋଲି ନଥିବାରୁ ଗାଁ ଗାଁରେ ବୁଲି ବେପାରContinue reading “ପଡୋଶୀ ରାଜ୍ୟକୁ ବୁହା ହେଉଛି ଓଡିଶା ଧାନ । ମଣ୍ଡି ଖୋଲିନଥିବାରୁ ଛତିଶଗଡ ଦଲାଲଙ୍କୁ ଧାନ ବିକୁଛନ୍ତି ନବରଙ୍ଗପୁରର ଚାଷୀ”

ଲୋକଙ୍କୁ ଠକିବାର ନୂଆ ଉପାୟ । ଓଏଲଏକ୍ସରେ ଘର ଭଡ଼ା ଦେବାକୁ କହି ଠକିନେଲେ, ସାଇବର ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ଧିରେନ ଜେନା ଗିରଫ

କନକ ବ୍ୟୁରୋ : ଓଏଲଏକ୍ସରେ ଭଡା ଘର ଯୋଗାଇଦେବ ବୋଲି କହି ଲୋକଙ୍କୁ ଠକୁଥିଲା ଠକ । ଠକକୁ ଯାଜପୁରରୁ ଉଠାଇ ଆଣିଲା ଭୁବନେଶ୍ୱର ସାଇବର ଥାନା ପୋଲିସ । ଯାଜପୁର ଅଂଚଳର ଧିରେନ ଜେନା ଓ ତାର ଅନ୍ୟ ଦୁଇ ସହେଯାଗୀ ଓଏଲଏକ୍ସରେ ମିଛ ଭଡାଘରର ବିଜ୍ଞାପନ ଦେଇଥିଲେ ଓ ତଳେ ଯୋଗାଯୋଗ ପାଇଁ ନମ୍ବର ମଧ୍ୟ ଦେଇଥିଲେ । ରାଜଧାନୀରେ ଅନେକ ଭଲ ଭଲ ଘର ଭଡାରେ ମିଳି ପାରିବ ବୋଲି ଏହି ବିଜ୍ଞାପନରେContinue reading “ଲୋକଙ୍କୁ ଠକିବାର ନୂଆ ଉପାୟ । ଓଏଲଏକ୍ସରେ ଘର ଭଡ଼ା ଦେବାକୁ କହି ଠକିନେଲେ, ସାଇବର ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ଧିରେନ ଜେନା ଗିରଫ”

ଦେଢ ବର୍ଷ ଧରି ଗୁଜରାଟ ରାଜପଥରେ ଚାଲିଥିଲା ନକଲି ଟୁଲ ପ୍ଲାଜା । ୪କୋଟି ଟଙ୍କା ଠକେଇ ପରେ ଏବେ ହେଲା ଖୁଲାସା

କନକ ବ୍ୟୁରୋ : ଗୁଜରାଟ ବାମନବୋର-କଚ୍ଛ ଜାତୀୟ ରାଜପଥ ଉପରେ କିଛି ଲୋକ ନିଜ ଜମି ଉପରେ ରାଜପଥକୁ ବାଇପାସ କରି ଏକ ନକଲି ଟୁଲ ପ୍ଲାଜା ସ୍ଥାପିତ କରିଥିଲେ । ଦେଢ ବର୍ଷରୁ ଅଧିକ ସମୟ ଧରି ସେମାନେ ସରକାରୀ ଅଧିକାରୀଙ୍କୁ ଧୋକ୍କା ଦେଇ ୭୫ କୋଟିରୁ ଅଧିକ ଟଙ୍କା ଲୁଟ୍ କରିଛନ୍ତି । ଜାତୀୟ ରାଜପଥର ଅଧିକୃତ ଟୁଲ ଅଧିକାରୀ କହିଛନ୍ତି କି, ବ୍ୟକ୍ତିଗତ ଜମିରେ ମାଲିକ ଟୁଲ ପ୍ଲାଜା ନିର୍ମାଣ କରି ଦୈନିକContinue reading “ଦେଢ ବର୍ଷ ଧରି ଗୁଜରାଟ ରାଜପଥରେ ଚାଲିଥିଲା ନକଲି ଟୁଲ ପ୍ଲାଜା । ୪କୋଟି ଟଙ୍କା ଠକେଇ ପରେ ଏବେ ହେଲା ଖୁଲାସା”

ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା । ଶରୀରରେ ଆଭ୍ୟନ୍ତରୀଣ ରକ୍ତସ୍ରାବ, ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ବଢ଼ିଛି ସଂକ୍ରମଣ

କନକ ବ୍ୟୁରୋ : ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭୀମସାର ଯାଇ ସ୍ଥିତି ପରଖିଛନ୍ତି । ଶିଶୁଟିକୁ ସ୍ୱତନ୍ତ୍ର ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସେପଟେ  ପ୍ରଶାସନ ଶିଶୁଟିର ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି ।  ଶିଶୁ କିପରି ସ୍ୱାଭାବିକ ସ୍ଥିତିକୁ ଫେରିବ ସେନେଇ ଚେଷ୍ଟା ଜାରିContinue reading “ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା । ଶରୀରରେ ଆଭ୍ୟନ୍ତରୀଣ ରକ୍ତସ୍ରାବ, ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ବଢ଼ିଛି ସଂକ୍ରମଣ”

ସଂସଦରେ ସୁରକ୍ଷା ତ୍ରୁଟି ମାମଲା ଅଭିଯୁକ୍ତ କୋର୍ଟରେ ହାଜର । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୁଲିସ

କନକ ବ୍ୟୁରୋ : ସେପଟେ ସୁରକ୍ଷା ଭାଙ୍ଗି ସଂସଦ ଗୃହ ଭିତରେ ପଶିଥିବା ୬ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ ସମସ୍ତଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । କୋର୍ଟରେ ପୁଲିସ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ । ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ଦିଲ୍ଲୀ ପୁଲିସ । କୋର୍ଟ ପରିସରରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ସନ୍ଧାନୀ କୁକୁର ସହାୟତାରେContinue reading “ସଂସଦରେ ସୁରକ୍ଷା ତ୍ରୁଟି ମାମଲା ଅଭିଯୁକ୍ତ କୋର୍ଟରେ ହାଜର । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୁଲିସ”

ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ବିରୋଧୀଙ୍ଗ ହୋହାଲ୍ଲା । ସେପଟେ ନିଲମ୍ବିତ ହେଲେ ୧୫ ସାଂସଦ

କନକ ବ୍ୟୁରୋ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା । ବିରୋଧୀଙ୍ଗ ହୋହାଲ୍ଲା ଭିତରେ ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଥମ ଥର ପାଇଁ ସରକାର ପ୍ରତିକ୍ରିୟା ରଖିଛନ୍ତି । ସଂସଦରେ ବିବୃତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସାଂସଦ ମାନେ ପାସ୍ ଇସ୍ୟୁ କରିବା ବେଳେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଗୁରୁବାର ସଂସଦର ଅଧିବେଶନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀContinue reading “ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ବିରୋଧୀଙ୍ଗ ହୋହାଲ୍ଲା । ସେପଟେ ନିଲମ୍ବିତ ହେଲେ ୧୫ ସାଂସଦ”

Design a site like this with WordPress.com
Get started