କନକ ବ୍ୟୁରୋ : ବୋରୱେଲ ଭିତରେ ନବଜାତ ଶିଶୁ । ସମ୍ବଲପୁର ରେଂଗାଲି ଅଂଚଳରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ଏକ ଜଙ୍ଗଲରେ ନଳକୂଆ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ପଡ଼ିଯାଇଛି । ତେବେ ଶିଶୁଟି କେମିତି ପଡ଼ିଲା, ସେ ନେଇ କୌଣସି ସୂଚନା ମିଳିନାହିଁ । କୁହାଯାଉଛି ଶିଶୁଟିକୁ କେହି ଜଣେ ଆଣି ଫୋପାଡ଼ି ଦେଇଛି । ସୂଚନା ଅନୁସାରେ, ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲ ଭିତରେ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁରContinue reading “ସମ୍ବଲପୁରରେ ଅଭାବନୀୟ ଘଟଣା । ୨୦ ଫୁଟ୍ ବୋରୱେଲ ଭିତରେ ନବଜାତ ଶିଶୁ”
Category Archives: News
ପ୍ରଥମ ଥର ବିଧାୟକ ଜିତି ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା । ବିଜେପି ବିଧାୟକ ଦଳରେ ନିଷ୍ପତ୍ତି, ଦୀର୍ଘ ବର୍ଷ ହେବ ଦଳର ସଙ୍ଗଠନ ପାଇଁ କରୁଥିଲେ କାମ ।
କନକ ବ୍ୟୁରୋ : ସବୁ ଚର୍ଚ୍ଚାର ଘଟିଲା ଅନ୍ତ । ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ନୂଆ ଚେହେରା ଉପରେ ମୋହର ମାରିଛି ବିଜେପି । ସାଙ୍ଗାନେରରୁ ବିଧାୟକ ଥିବା ଭଜନଲାଲ ଶର୍ମାଙ୍କୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛି ବିଜେପି । ସବୁଠୁ ବଡ କଥା ହେଲା, ପ୍ରଥମ ଥର ବିଧାୟକ ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭଜନଲାଲ । ଯାହା ସମସ୍ତଙ୍କୁ ଚକିତ କରିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀContinue reading “ପ୍ରଥମ ଥର ବିଧାୟକ ଜିତି ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା । ବିଜେପି ବିଧାୟକ ଦଳରେ ନିଷ୍ପତ୍ତି, ଦୀର୍ଘ ବର୍ଷ ହେବ ଦଳର ସଙ୍ଗଠନ ପାଇଁ କରୁଥିଲେ କାମ ।”
ସବୁ ଅପେକ୍ଷାର ଅନ୍ତ ଘଟିଛି । ରାଜସ୍ଥାନରେ ବିଜେପି ଭଜନଲାଲ୍ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି
କନକ ବ୍ୟୁରୋ : ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ଏବେ ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରିଛି ବିଜେପି ବିଧାୟକ ଦଳ । ଏହି କ୍ରମରେ ପୂର୍ବରୁ ଆଲୋଚନା ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ସାଂସଦରୁ ବିଧାୟକ ହୋଇଥିବା ବାବା ବାଳକନାଥଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦିଲ୍ଲୀରୁ ଆସିଥିବା ବିଜେପିର ପର୍ଯ୍ୟବେକ୍ଷକ ଟିମ୍ ବିଧାୟକଦଳ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛି । ଭରତପୁରରେContinue reading “ସବୁ ଅପେକ୍ଷାର ଅନ୍ତ ଘଟିଛି । ରାଜସ୍ଥାନରେ ବିଜେପି ଭଜନଲାଲ୍ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି”
ରାଉରକେଲା ଇସ୍ପାତ କାରଖାନା ଆଗରେ ମିଳିତ ଶ୍ରମିକ ସଂଗଠନର ଆନ୍ଦୋଳନ । ସାରା ଦେଶରେ କର୍ମଚାରୀଙ୍କ ନୂତନ ମଞ୍ଜୁରୀ ଚୁକ୍ତିନାମା ଲାଗୁ କରିବାକୁ ଦାବି
କନକ ବ୍ୟୁରୋ : ରାଉରକେଲାରେ ମିଳିତ ଶ୍ରମିକ ସଂଗଠନ ତରଫରୁ ଆନ୍ଦୋଳନ । ସେଲ ଅଧିନରେ ଦେଶର ବିଭିନ୍ନ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିିବା କର୍ମଚାରୀଙ୍କ ନୂତନ ମଞ୍ଜୁରୀ ଚୁକ୍ତିନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ପାଂଚ ଦଫା ଦାବିରେ ଏହି ଆନ୍ଦୋଳନ କରୁଛନ୍ତି । ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା ଗେଟ୍ ସମ୍ମୁଖ ବିସ୍ରା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଟୁ, ଆରଏସଏସ, ଆରଏମଏସ, ଏୟୁଟୁୟୁସି, ଜିଏମଏମ, ଏଲପିଏଫ, ଏଆଇୟୁଟୁୟୁଆଇସି,Continue reading “ରାଉରକେଲା ଇସ୍ପାତ କାରଖାନା ଆଗରେ ମିଳିତ ଶ୍ରମିକ ସଂଗଠନର ଆନ୍ଦୋଳନ । ସାରା ଦେଶରେ କର୍ମଚାରୀଙ୍କ ନୂତନ ମଞ୍ଜୁରୀ ଚୁକ୍ତିନାମା ଲାଗୁ କରିବାକୁ ଦାବି”
ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଅଘଟଣ । ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଲା ଶିଶୁ
କନକ ବ୍ୟୁରୋ : ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଘଟିଛି ଅଘଟଣ । ଏଠାରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଏକ ଶିଶୁ ଗଳିପଡିଛି । ବୋରୱେଲ ଗାତରୁ ଶିଶୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ସୂଚନା ପାଇ ଦଳକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚିଛି । The post ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଅଘଟଣ । ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଲା ଶିଶୁ first appeared onContinue reading “ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଅଘଟଣ । ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଲା ଶିଶୁ”
ନିର୍ବାଚନ ପୂର୍ବରୁ କାଶ୍ମୀରରେ ଆତଙ୍କ ରଚିବାକୁ ଆତଙ୍କବାଦୀ ସଙ୍ଗଠନର ନିର୍ଦ୍ଦେଶ, ଟାର୍ଗେଟରେ ଅଛନ୍ତି ବିଜେପି ନେତା । ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବାହିନୀ ହେଲା ସଜାଗ ।
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ନିର୍ବାଚନ ହେବା ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଚିହିଁକି ଉଠିଛନ୍ତି ଆତଙ୍କବାଦୀ ସଙ୍ଗଠନ । ଏହି ଖବର ଜାଣିବା ପରେ ଏବେ ପୁଣିଥରେ ଆତଙ୍କ ରଚିବାକୁ ପ୍ରସ୍ତୁତ ହେଉଛନ୍ତି ଆତଙ୍କବାଦୀ ସଙ୍ଗଠନ । ଯାହାକୁ ନେଇ ଗୁଇନ୍ଦା ବିଭାଗ ସତର୍କ ସୂଚନା କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଆତଙ୍କବାଦୀ ମାନେ ଜମ୍ମୁ-କାଶ୍ମୀରରେ ବିଜେପି ନେତାଙ୍କୁ ଟାର୍ଗେଟ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜେପି ନେତାଙ୍କ ସୁରକ୍ଷାକୁ ନେଇContinue reading “ନିର୍ବାଚନ ପୂର୍ବରୁ କାଶ୍ମୀରରେ ଆତଙ୍କ ରଚିବାକୁ ଆତଙ୍କବାଦୀ ସଙ୍ଗଠନର ନିର୍ଦ୍ଦେଶ, ଟାର୍ଗେଟରେ ଅଛନ୍ତି ବିଜେପି ନେତା । ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବାହିନୀ ହେଲା ସଜାଗ ।”
ଭୂତ ସହର ପାଲଟିଗଲା ୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଚୀନ କରିଥିବା ସ୍ଵପ୍ନର ସହର
ଚୀନ୍ ଏକ ସହର ନିର୍ମାଣ କରିଛି ଯାହାକୁ ବର୍ତ୍ତମାନ ଭୂତ ସହର କୁହାଯାଉଛି । ଏଥିରେ ଅନେକ କୋଠା, ପାର୍କ, ମଲ୍ ଅଫିସ୍, ବାର୍-ହୋଟେଲ ଏବଂ ସମସ୍ତ ପ୍ରକାରର ସୁବିଧା ଅଛି, କିନ୍ତୁ ଏଠାରେ ରହିବାକୁ ଲୋକ ନାହାନ୍ତି । ପ୍ଲାନିଂ ଅନୁଯାୟୀ ଚୀନ୍ ସମୁଦ୍ର କୂଳରେ ସମସ୍ତ ସୁବିଧା ସହିତ ଏକ ଆଧୁନିକ ସହର ନିର୍ମାଣ କରିଥିଲା ଯେଉଁଥିରେ ଉଚ୍ଚ ଉଚ୍ଚ କୋଠା, ମଲ୍ ,ଅଫିସ୍, ୱାଟର ପାର୍କ, ହୋଟେଲ-ବାର୍-ରେଷ୍ଟୁରାଣ୍ଟ ସବୁ ଅଛି । ଏହିContinue reading “ଭୂତ ସହର ପାଲଟିଗଲା ୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଚୀନ କରିଥିବା ସ୍ଵପ୍ନର ସହର”
ଜନପ୍ରତିନିଧି ହୋଇ ବି ମିଳିନାହିଁ ସରକାରୀ ସହାୟତା । ସରକାରୀ ପାଇଖାନାରେ ଜୀବନ ବିତାଉଛନ୍ତି ଉଦଳା ବଡ଼ଖମଣ ପଂଚାୟତ କୁଟଲିଂର ୱାର୍ଡ ମେମ୍ବର
କନକ ବ୍ୟୁରୋ : ପାଇଖାନାରେ ଦିନ କାଟୁଛନ୍ତି ୱାର୍ଡ ମେମ୍ବର । ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ଉଦଳା ବ୍ଲକ ବଡ଼ଖମଣ ପଂଚାୟତ କୁଟଲିଂ ଗ୍ରାମର ରାଇକାଳି ସାହିର ବଂଶୀଧର ମୁଖୀ ଓ ପତ୍ନୀ ସୁମତି । ଉଭୟେ ବହୁତ ଗରିବ । ପତ୍ନୀ ହେଉଛନ୍ତି ସମିତି ସଭ୍ୟ । ବର୍ଷକ ତଳେ ନିଆଁ ଲାଗି ତାଙ୍କ ଘର ଜଳି ପାଉଁଶ ହୋଇଯାଇଥିଲା । ଯାହା ପରଠାରୁ ଏହି ଦମ୍ପତି ଘରContinue reading “ଜନପ୍ରତିନିଧି ହୋଇ ବି ମିଳିନାହିଁ ସରକାରୀ ସହାୟତା । ସରକାରୀ ପାଇଖାନାରେ ଜୀବନ ବିତାଉଛନ୍ତି ଉଦଳା ବଡ଼ଖମଣ ପଂଚାୟତ କୁଟଲିଂର ୱାର୍ଡ ମେମ୍ବର”
ଚର୍ଚ୍ଚାରେ ବାଗେଶ୍ୱର ବାବାଙ୍କ ଓଡ଼ିଶା ଗସ୍ତ । ଦୁଇ ଦିନ ତଳେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ବେଳାଭୂମିରେ କରିଥିଲେ ହନୁମାନ ଚାଳିଶା
କନକ ବ୍ୟୁରୋ : ପୁରୀ ବେଳାଭୂମିରେ ବାଗେଶ୍ୱର ବାବାଙ୍କ ହନୁମାନ ଚାଳିଶା ପାଠ । ଓଡିଶା ଗସ୍ତରେ ଆସିଥିବା ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୁମାର ଶାସ୍ତ୍ରୀ ଦୁଇ ଦିନ ତଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ପରେ ରାତି ୩ଟା ସମୟରେ ନିଜ ସମର୍ଥକଙ୍କ ସହ ବାଗେଶ୍ୱର ବାବା ପୁରୀ ବେଳାଭୂମିକୁ ଯାଇ ହନୁମାନ ଚାଳିଶା ପାଠ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ହନୁମାନ ଚାଳିଶା ପାଠContinue reading “ଚର୍ଚ୍ଚାରେ ବାଗେଶ୍ୱର ବାବାଙ୍କ ଓଡ଼ିଶା ଗସ୍ତ । ଦୁଇ ଦିନ ତଳେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ବେଳାଭୂମିରେ କରିଥିଲେ ହନୁମାନ ଚାଳିଶା”
ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ନିମନ୍ତ୍ରଣ ପାଇଁ ବୁଲୁଛି ଅକ୍ଷତ କଳସଯାତ୍ରା, ଓଡ଼ିଶା ରାଜ୍ୟପାଳଙ୍କୁ ଭେଟି କରାଗଲା ନିମନ୍ତ୍ରଣ
କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ରାଜ୍ୟପାଳ ରଘୁବର ଦାସଙ୍କୁ ଦିଆଗଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଅକ୍ଷତ କଳସ ସହ ରାଜ୍ୟାପାଳଙ୍କୁ ନିମନ୍ତ୍ରଣ କରାଯାଇଛି । ଅଯୋଧ୍ୟାରୁ ଆସିଥିବା କର୍ମକର୍ତା ରାଜ୍ୟପାଳଙ୍କୁ ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳଙ୍କୁ ଦେଇଛନ୍ତି । ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ମନ୍ଦିର । ଏଥିରେ ବହୁ ପ୍ରତିଷ୍ଠିତ ବ୍ୟକ୍ତବିଶେଷ ଯୋଗଦେବେ । ସେଥିରେ ରାଜ୍ୟପାଳ ରଘୁବର ଦାସContinue reading “ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ନିମନ୍ତ୍ରଣ ପାଇଁ ବୁଲୁଛି ଅକ୍ଷତ କଳସଯାତ୍ରା, ଓଡ଼ିଶା ରାଜ୍ୟପାଳଙ୍କୁ ଭେଟି କରାଗଲା ନିମନ୍ତ୍ରଣ”