୭୩ବର୍ଷ ବୟସରେ ପାଦ ଦେଲେ ମେଗାଷ୍ଟାର ରଜନୀକାନ୍ତ । ପୂଜାପାଠ କରି, କେକ କାଟି ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

କନକ ବ୍ୟୁରୋ : ଦକ୍ଷିଣ ଭାରତ ସିନେମାର ସବୁଠୁ ଲୋକପ୍ର୍ରିୟ ସବୁଠୁ ଅଧିକ ସଫଳ ଓ ସବୁଠୁ ଅଧିକ ଲୋକଙ୍କ ହୃଦୟରେ ରାଜ କରୁଥିବା ମେଗାଷ୍ଟାର ରଜନୀକାନ୍ତ ଡିସେମ୍ବର ୧୨ ତାରିଖରେ ବୟସର ଆଉ ଏକ ସୋପାନରେ ପହଁଚିଛନ୍ତି । ଜନ୍ମଦିନ ଅବସରରେ ରଜନୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିିଡିଆଠୁ ନେଇ ଚେନ୍ନାଇସ୍ଥିତ ବାସଭବନ ।ସବୁଠି ପହଁଚି ନିଜ ନିଜ ତରିକାରେ ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଶଂକ । ସେପଟେ କିଛି ସ୍ଥାନରେContinue reading “୭୩ବର୍ଷ ବୟସରେ ପାଦ ଦେଲେ ମେଗାଷ୍ଟାର ରଜନୀକାନ୍ତ । ପୂଜାପାଠ କରି, କେକ କାଟି ଶୁଭେଚ୍ଛା ଜଣାଇଲେ ପ୍ରଶଂସକ”

ଲୋହିତ ସାଗରରେ ଯୁଦ୍ଧ ସ୍ଥିତି । ନରୱେ ଯୁଦ୍ଧପୋତ ଉପରକୁ ମିସାଇଲ ମାଡ଼ କରି ଇସ୍ରାଏଲକୁ ଧମକ ଦେଲା ୟେମନ ହୁତୀ ଆତଙ୍କୀ ସଗଂଠନ

କନକ ବ୍ୟୁରୋ : ଲୋହିତ ସାଗରରେ ଯୁଦ୍ଧ ପରିସ୍ଥିତି । ଇସ୍ରାଏଲ ସେନାର ଜାହଜ ଉପରେ ଇରାନ ସମର୍ଥିତ ୟେମନ ହୁତୀ ମିସାଇଲ ମାଡ କରିଛି । ଯୁଦ୍ଧପୋତ ଉପରେ ଜୋରଦାର ଆକ୍ରମଣ କରିଛି ହୁତୀ ଆତଙ୍କୀ ସଂଗଠନ । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ବାରମ୍ବାର ଧମକ ଦେଇ ଆସୁଛି ହୁତି । କିଛି ଦିନ ପୂର୍ବରୁ ମଝି ସମୁଦ୍ରରୁ ଜାହଜ ଅପହରଣ କରି ଭିଡିଓ ମଧ୍ୟ ଜାରି କରିଥିଲା । ପୁଣି ଆକ୍ରମଣContinue reading “ଲୋହିତ ସାଗରରେ ଯୁଦ୍ଧ ସ୍ଥିତି । ନରୱେ ଯୁଦ୍ଧପୋତ ଉପରକୁ ମିସାଇଲ ମାଡ଼ କରି ଇସ୍ରାଏଲକୁ ଧମକ ଦେଲା ୟେମନ ହୁତୀ ଆତଙ୍କୀ ସଗଂଠନ”

କେରଳରେ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ଉପରେ ରାଜ୍ୟପାଳଙ୍କ ମହମ୍ମଦ ଆରିଫଙ୍କ ସଂଗୀନ ଅଭିଯୋଗ । କହିଲେ, ଗୁଣ୍ଡାଗର୍ଦ୍ଦି କରୁଛନ୍ତି ବିଜୟନ

କନକ ବ୍ୟୁରୋ : କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରାଜ୍ୟପାଳଙ୍କ ସଂଗୀନ ଅଭିଯୋଗ । ରାଜ୍ୟପାଳ ମହମ୍ମଦ ଆରିଫ ଅଭିଯୋଗ କରିଛନ୍ତି କି ତାଙ୍କୁ ମାରିବା ପାଇଁ, କ୍ଷତି ପହଁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପି ବିଜୟନ ଷଡଯନ୍ତ୍ର କରିଛନ୍ତି । ସଂଘବଦ୍ଧ ଆକ୍ରମଣ ପାଇଁ କିଛି ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଛି ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ରାଜ୍ୟପାଳ । ଏଥିସହ ପୁଲିସ ସବୁ ଜାଣିଶୁଣି ଚୁପ ରହିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତିContinue reading “କେରଳରେ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ଉପରେ ରାଜ୍ୟପାଳଙ୍କ ମହମ୍ମଦ ଆରିଫଙ୍କ ସଂଗୀନ ଅଭିଯୋଗ । କହିଲେ, ଗୁଣ୍ଡାଗର୍ଦ୍ଦି କରୁଛନ୍ତି ବିଜୟନ”

ପୁସ୍ତକ ପ୍ରଣବ ମାଇ ଫାଦରରେ ବଡ ଖୁ୍ଲ୍ଲାସା କଲେ ଝିଅ ଶମିଷ୍ଠା । କହିଲେ, ଭରସା ଅଭାବରୁ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଥିଲେ ରାଜୀବ ଗାନ୍ଧୀ

କନକ ବ୍ୟୁରୋ : -ପୁଣି ଥରେ ଚର୍ଚ୍ଚା ସାଉଁଟୁଛି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୂଖାର୍ଜୀଙ୍କ ଝିଅ ତଥା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୂଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର-ଏ ଡଟର ରିମେମ୍ବରର୍ସ । ପୁସ୍ତକରେ ଦ୍ୱାରା ଶର୍ମିଷ୍ଠା କହିଛନ୍ତି …….ବିଶ୍ୱାସ ଅଭାବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଦେଇଥିଲେ । ରାଜୀବ ଓ ସୋନିଆ ଗାନ୍ଧୀ ପ୍ରଣବଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିପାରୁନଥିଲେ । ରାଜୀବଙ୍କ ମତରେ ପ୍ରଣବContinue reading “ପୁସ୍ତକ ପ୍ରଣବ ମାଇ ଫାଦରରେ ବଡ ଖୁ୍ଲ୍ଲାସା କଲେ ଝିଅ ଶମିଷ୍ଠା । କହିଲେ, ଭରସା ଅଭାବରୁ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଥିଲେ ରାଜୀବ ଗାନ୍ଧୀ”

ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି ପାଇଁ ମିଳିଲା ନିର୍ଦ୍ଦେଶ

କନକ ବ୍ୟୁରୋ : ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଲୋକସଭା ସଭାଗୃହ କମିଟି ନଗର ଉନ୍ନୟନ ମନ୍ତ୍ରାଳୟକୁ ଏକ ଚିଠି ଲେଖି ମହୁଆଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳା ଖାଲି କରିବାକୁ କହିଛି । ନଗର ଉନ୍ନୟନ ମନ୍ତ୍ରାଳୟଦ୍ୱାରା ସ୍ୱତନ୍ତ୍ର କୋଟାରେ ମହୁଆଙ୍କୁ ଘର ଦିଆଯାଇଥିଲା । ଅନ୍ୟପଟେ ଲୋକସଭାରୁ ବହିଷ୍କୃତିContinue reading “ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି ପାଇଁ ମିଳିଲା ନିର୍ଦ୍ଦେଶ”

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ରାହୁଲ କହିଲେ ଶାହା ଜାଣନ୍ତି ନାହିଁ ଇତିହାସ

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ପ୍ରସଙ୍ଗରେ ବିଜେପି-କଂଗ୍ରେସ ମଧ୍ୟରେ ବୟାନବାଜୀ ଜୋର ଧରିଛି ।ସୋମବାର ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମକାଶ୍ମୀର ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କୁ ଟାର୍ଗେଟ କରିଥିଲେ । ମଙ୍ଗଳବାର ଏହା ଉପରେ ଜବାବ ରଖିଛନ୍ତି କଂଗ୍ରେସ ସାଂସଦ । ରାହୁଲ କହିଛନ୍ତି ଇତିହାସ ଜାଣନ୍ତି ନାହିଁ ଅମିତ ଶାହା । ଦେଶ ପାଇଁ ନିଜ ଜୀବନରର ବଳିଦାନ ଦେଇଛନ୍ତି ନେହେରୁ । ବର୍ଷ ବର୍ଷ ଧରି ସେ ଜେଲରେ ରହିଥିଲେContinue reading “ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ରାହୁଲ କହିଲେ ଶାହା ଜାଣନ୍ତି ନାହିଁ ଇତିହାସ”

ମଦ ବ୍ୟବସାୟୀଙ୍କ ଠିକଣାରୁ କୋଟି କୋଟି ଟଙ୍କା ଜବତ ପରେ ରାଜନୀତି ଜୋର ।  କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୭୦ ବର୍ଷ ହେଲା ଜାରି ରହିଛି କଂଗ୍ରେସର ଟଙ୍କା ଲୁଟ୍ । ଦେଶରେ ଟଙ୍କା ଲୁଟ୍ କରିବାକୁ ଚାହୁଁଛି କିଏ? ଯେତେବେଳେ ଆମ ପାଖରେ କଂଗ୍ରେସ ପରି ଦଳ ଅଛନ୍ତି ଆଉ ଯିଏ ୭୦ ବର୍ଷ ହେଲାContinue reading “ମଦ ବ୍ୟବସାୟୀଙ୍କ ଠିକଣାରୁ କୋଟି କୋଟି ଟଙ୍କା ଜବତ ପରେ ରାଜନୀତି ଜୋର ।  କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ”

ବିଜେପିର ନୂଆ ରାଜନୀତି । ପୁରୁଣା ଗଲେ ନୂଆ ଆସିଲେ

କନକ ବ୍ୟୁରୋ : ଛତିଶଗଡ, ମଧ୍ୟପ୍ରଦେଶ ପରେ ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଏଠାରେ ବି ସମସ୍ତଙ୍କୁ ଚକମା ଦେଇ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ରେସରେ ସେ ଶେଷ ଯାଏଁ ଚର୍ଚ୍ଚାରେ ନଥିଲେ । ମଙ୍ଗଳବାର ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଭଜନଲାଲଙ୍କୁ ନେତା ବଛାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବContinue reading “ବିଜେପିର ନୂଆ ରାଜନୀତି । ପୁରୁଣା ଗଲେ ନୂଆ ଆସିଲେ”

କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଚର୍ଚ୍ଚାରେ ଉନ୍ନୟନ କମିଶନର ଅନୁ ଗର୍ଗ, ଡିସେମ୍ବରରେ ସରୁଛି ପ୍ରଦୀପଙ୍କ କାର୍ଯ୍ୟକାଳ

କନକ ବ୍ୟୁରୋ : ଡିସେମ୍ବରରେ ୩୧ରେ ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ୧୦ ମାସ ଧରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି ୧୯୮୯ ବ୍ୟାଚ୍ର ଏହି ପ୍ରଶାସନିକ ଅଧୀକାରୀ । ଏବେ ଏହି ଟପ୍ ପୋଷ୍ଟରେ କିଏ ବସିବେ ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । ସିଏସ ରେସରେ ସବୁଠୁ ଆଗରେ ଅଛନ୍ତି ବର୍ତମାନର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚର ଆଇଏଏସ ଅନୁ ଗର୍ଗ । ଯଦିContinue reading “କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଚର୍ଚ୍ଚାରେ ଉନ୍ନୟନ କମିଶନର ଅନୁ ଗର୍ଗ, ଡିସେମ୍ବରରେ ସରୁଛି ପ୍ରଦୀପଙ୍କ କାର୍ଯ୍ୟକାଳ”

ରାଜଧାନୀରେ ବଢ଼ିଚାଲିଛି ଲୁଟ୍ । ଗାଡ଼କଣ ସ୍ଥିତ ଆପାଟମେଣ୍ଟର ୫ଟି ଫ୍ଲାଟରୁ ଚୋରି

କନକ ବ୍ୟୁରୋ: ଭୁବନେଶ୍ୱର ଗାଡକଣ ଅଞ୍ଚଳରେ ଥିବା ସ୍ପେସ ଟାଉନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଗତକାଲି ବିଳମ୍ବିତ ରାତିରେ କବାଟ ତାଲା ଭାଙ୍ଗି ଆପାର୍ଟମେଂଟର ୫ଟି ଫ୍ଲାଟରେ କଳାକନା ବୁଲାଇଛନ୍ତି ଲୁଟେରା । ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୁତ । ଘରେ କେହି ନଥିବାର ସୁଯୋଗ ନେଇ ଯୋଜନାବଦ୍ଧ ଭାବେ ଏହି ଲୁଟ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଚୋରି କରିବା ସମୟରେ ଭୋକ ଶୋଷ ଲାଗିବାରୁContinue reading “ରାଜଧାନୀରେ ବଢ଼ିଚାଲିଛି ଲୁଟ୍ । ଗାଡ଼କଣ ସ୍ଥିତ ଆପାଟମେଣ୍ଟର ୫ଟି ଫ୍ଲାଟରୁ ଚୋରି”

Design a site like this with WordPress.com
Get started