କନକ ବ୍ୟୁରୋ : ଦେଶରେ ବଢିବ ଜନ ଔଷଧି କେନ୍ଦ୍ରର ସଂଖ୍ୟା । ସାରା ଦେଶରେ ଜନ ଔଷଧି କେନ୍ଦ୍ରର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି ହେବ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଏମ୍ସ ଦେବଘର ଓ ଝାଡଖଣ୍ଡ ପରିସରରେ ୧୦ ହଜାର ତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କ ନେତୃତ୍ୱରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସାରା ଦେଶରେContinue reading “ସଂକଳ୍ପ ଯାତ୍ରାରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ । ରାୟଗଡାର ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ଠାରୁ ବୁଝିଲେ ସୁବିଧା ସୁଯୋଗ”
Category Archives: News
ଯଦି ………… ମୋ ବାପାଙ୍କୁ ହତ୍ୟା କରିଦେବ । ଏମିତି କହିଲେ ହମାସ କମାଣ୍ଡରର ପୁଅ
ଯଦି ସ୍ଥିର ହୋଇଥିବା ସମୟସୀମା ଭିତରେ ସବୁ ବନ୍ଧକ ମାନଙ୍କୁ ମୁକ୍ତ ନ କରନ୍ତି ତେବେ ମୋ ପିତାଙ୍କ ସମେତ ହମାସର ସମସ୍ତ ନେତା ମାନଙ୍କୁ ହତ୍ୟା କରିଦେବ ଉଚିତ । ଏପରି ଏକ ବିବାଦୀୟ ବୟାନ ଦେଇଛନ୍ତି ହମାସର ଜଣେ କମାଣ୍ଡରଙ୍କ ପୁଅ । ହାମାସର ସହ-ପ୍ରତିଷ୍ଠାତା ଶେଖ ହାସନ ୟୁସୁଫଙ୍କ ପୁତ୍ର ମୋସାବ ହାସନ ୟୁସୁଫ କହିଛନ୍ତି ଯେ ଇସ୍ରାଏଲ ହାମାସକୁ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଏକ ସମୟସୀମା ସ୍ଥିର କରିବାContinue reading “ଯଦି ………… ମୋ ବାପାଙ୍କୁ ହତ୍ୟା କରିଦେବ । ଏମିତି କହିଲେ ହମାସ କମାଣ୍ଡରର ପୁଅ”
ପଡୋଶୀ ଘରେ ଲୁଚି ଥିଲେ ଜେଇ । ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ
କନକ ବ୍ୟୁରୋ : ପଡୋଶୀ ଘରେ ଲୁଚିଥିଲେ ଲାଞ୍ଚୁଆ ଜେଇ । ଛାତ ଉପରୁ ଡିଆଁ ମାରି ପଡୋଶୀ ଘରେ ଥିଲେ ଲୁଚି । ଭିଜିଲାନ୍ସ ବିଭାଗ ଦ୍ୱାରା ଖୋଜା ଖୋଜି ପରେ ପଡୋଶୀ ଘରେ ଜେଇ ଥିବା ଜଣାପଡିଥିଲା । ଆଜି ସକାଳୁ ଭିଜିଲାନ୍ସ ବିଭାଗ ସୁନୀଲ ପାଢୀଙ୍କ ଘରେ ବେଲ ବଜାଇବା କ୍ଷଣି ଛାତ ଉପରକୁ ଯାଇ ପଡୋଶୀ ଘର ଚାତକୁ ଡେଇଁ ଫେରାର ହୋଇ ଯାଇଥିଲେ । ଜଳଯୋଗାଣ ବିଭାର ଜୁନିଅର ଇଂଜିନିୟରContinue reading “ପଡୋଶୀ ଘରେ ଲୁଚି ଥିଲେ ଜେଇ । ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ”
ଆଜିଠୁ ସବୁ ସ୍କୁଲର ନବମ ଶ୍ରେଣୀ ସାଇକେଲରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶାର ବ୍ରାଣ୍ଡିଂ’ । ପିଲାଙ୍କ ଉପସ୍ଥାନ ବଢାଇବା ସରକାରଙ୍କ ଲକ୍ଷ୍ୟ ।
କନକ ବ୍ୟୁରୋ: ଆଜିଠୁ ରାଜ୍ୟର ସବୁ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା ‘ଆମେ ଗଢ଼ିବୁ ନୂଆ ଓଡ଼ିଶାର ବ୍ରାଣ୍ଡିଂ । ପୂର୍ବରୁ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ଆଜି ସେହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ସ୍କୁଲର ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଷ୍ଟିକର ଲାଗିଛି । ଏହା ସହ ଆମେ ପଢ଼ିବୁ ବଢ଼ିବୁ ଶ୍ରେଷ୍ଠ ହେବୁରContinue reading “ଆଜିଠୁ ସବୁ ସ୍କୁଲର ନବମ ଶ୍ରେଣୀ ସାଇକେଲରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶାର ବ୍ରାଣ୍ଡିଂ’ । ପିଲାଙ୍କ ଉପସ୍ଥାନ ବଢାଇବା ସରକାରଙ୍କ ଲକ୍ଷ୍ୟ ।”
ସୁରଟ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଜିଅନ୍ତା ଜଳି ପାଉଁଶ ହୋଇଗଲେ ୭ ଶ୍ରମିକ ।୨୦ ଆହତଙ୍କ ଚାଲିଛି ଚିକିତ୍ସା, ୮ ଗୁରୁତର
କନକ ବ୍ୟୁରୋ: ଗୁଜରାଟ, ସୁରଟ ସ୍ଥିତ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ମଙ୍ଗଳବାର ବିଳମ୍ବତ ରାତିରେ କାରଖାନାରେ ବ୍ଲାଷ୍ଟ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଜିଅନ୍ତା ଜଳିଗଲେ ୭ କର୍ମଚାରୀ । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏମାନଙ୍କ ଭିତରୁ ୮ଜଣ ଗୁରୁର ଥିବା ଜଣାପଡିଛି । ଅଗ୍ନିଶମ ବାହିନୀଙ୍କ ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ୟାଙ୍କ୍ରେ ପ୍ରଥମେ ବ୍ଲାଷ୍ଟ ହୋଇଥିଲାContinue reading “ସୁରଟ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଜିଅନ୍ତା ଜଳି ପାଉଁଶ ହୋଇଗଲେ ୭ ଶ୍ରମିକ ।୨୦ ଆହତଙ୍କ ଚାଲିଛି ଚିକିତ୍ସା, ୮ ଗୁରୁତର”
ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ମାମଲା : କଟକ ସବରେଜିଷ୍ଟର କୋର୍ଟରେ ହାଜର ହେବେ ବିବାହ କରିବାକୁ ଥିବା ମହିଳାଙ୍କ ପୂର୍ବତନ ସ୍ୱାମୀ
କନକ ବ୍ୟୁରୋ : ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ମାମଲା । ବିଧାୟକ ଯେଉଁ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ତାଙ୍କ ପୂର୍ବତନ ସ୍ୱାମୀ ଆଜି ହାଜର ହେବେ । ଏନେଇ କଟକ ସବ୍ ରେଜିଷ୍ଟର କୋର୍ଟ ପକ୍ଷରୁ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ବିଜୟ ଶଙ୍କରଙ୍କ ପୂର୍ବ ବାନ୍ଧବୀ ସୋମାଲିକା ମଧ୍ୟ ହାଜର ହେବା ନେଇ ସୂଚନା ରହିଛି । ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନContinue reading “ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ମାମଲା : କଟକ ସବରେଜିଷ୍ଟର କୋର୍ଟରେ ହାଜର ହେବେ ବିବାହ କରିବାକୁ ଥିବା ମହିଳାଙ୍କ ପୂର୍ବତନ ସ୍ୱାମୀ”
ମାତ୍ର ସପ୍ତାହକ ମଧ୍ୟରେ ନରମିଗଲା ତାଲିବାନର ସ୍ବର । ବଦଳେଇବାକୁ ପଡିଲା ଭାରତ ବିରୋଧୀ ନିଷ୍ପତି ।
ଏକ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଭାରତରେ ଥିବା ଏହାର ଦୂତାବାସକୁ ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଥିଲା । ମାତ୍ର ଅଳ୍ପ କିଛି ଦିନ ପରେ ତାଙ୍କର ନିଷ୍ପତ୍ତି ବଦଳିଗଲା । ଆଫଗାନିସ୍ତାନ ପୁଣିଥରେ ଭାରତରେ ନିଜର ଦୂତାବାସ ଖୋଲିବାକୁ ଘୋଷଣା କରିଛି । ଆଫଗାନିସ୍ତାନ ପୁଣିଥରେ ଭାରତରେ ନିଜର ଦୂତାବାସ ଖୋଲିବାକୁ ଯାଉଛି। ତାଲିବାନ ସରକାରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ଏହି ସୂଚନା ଦେଇଛନ୍ତି । ଷ୍ଟାନିକଜାଇ କହିଛନ୍ତି ଯେContinue reading “ମାତ୍ର ସପ୍ତାହକ ମଧ୍ୟରେ ନରମିଗଲା ତାଲିବାନର ସ୍ବର । ବଦଳେଇବାକୁ ପଡିଲା ଭାରତ ବିରୋଧୀ ନିଷ୍ପତି ।”
ମା’ ଶବ ସହ ବର୍ଷେ ରହିଲେ ଦୁଇ ଭଉଣୀ । କାରଣ ପଚାରିବାରୁ କହିଲେ ଅସହାୟତାର କାହାଣୀ
କନକ ବ୍ୟୁରୋ: ସମୟ ଏତେ ଦାରୁଣ ପରିସ୍ଥିତିକୁ ଡାକିଆଣେ । ମଣିଷ ଏତେ ଅସହାୟ ହୋଇପଡେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାରାଣାସୀର ଏକ ଘଟଣାରୁ । ଏଠାରେ ଏକ ପରିବାରର ଦୁଇ ଭଉଣୀ ନିଜ ମା’ଙ୍କ ଶବ ସହ ଦୀର୍ଘ ୧୨ ମାସ କାଟିବା ପରେ ସତ ସାମ୍ନାକୁ ଆସିଛି । ଆଉ ଦୁଇ ଭଉଣୀ ନିଜ ଅସହାୟତାର କାହାଣୀ କହିବା ପରେ କାହାରି ବି ଆଖି ଆଖି ଓଦା ହୋଇଯିବ । ଘଟଣାContinue reading “ମା’ ଶବ ସହ ବର୍ଷେ ରହିଲେ ଦୁଇ ଭଉଣୀ । କାରଣ ପଚାରିବାରୁ କହିଲେ ଅସହାୟତାର କାହାଣୀ”
ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ । ମିଶନ ଶକ୍ତି ମହାସଂଘ ଓ ଯାଜପୁର ପ୍ରଶାସନ ପକ୍ଷରୁ ଗୌତମବୁଦ୍ଧ ସଂସ୍କୃତି ଭବନରେ ଉଦଘାଟନ
କନକ ବ୍ୟୁରୋ : ଯାଜପୁର ମିଶନ ଶକ୍ତି ମହାସଂଘ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟ ଉଦଘାଟନ ହୋଇଯାଇଛି । ଏଠାରେ ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ପୁରା ପରିଚାଳନା ମହିଳାମାନଙ୍କ ଦ୍ୱାରା କରାଯିବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍ ସିନେ ଅଭିନେତା ଅରିନ୍ଦମ୍ ରାୟ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ମିଶନ ଶକ୍ତି ମହାସଂଘContinue reading “ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ । ମିଶନ ଶକ୍ତି ମହାସଂଘ ଓ ଯାଜପୁର ପ୍ରଶାସନ ପକ୍ଷରୁ ଗୌତମବୁଦ୍ଧ ସଂସ୍କୃତି ଭବନରେ ଉଦଘାଟନ”
ଘାଟିରେ ଓଲଟିଲା ଭ୍ୟାନ୍ । ୧୭ଜଣ ଯାତ୍ରୀ ଆହତ
କନକ ବ୍ୟୁରୋ : ଦେବଗଡରୁ ଆସିଛି ଏକ ବଡ ଦୁର୍ଘଟଣାର ଖବର । ଦେବଗଡ କଟାସର ଘାଟିରେ ଏକ ଭ୍ୟାନ୍ ଓଲଟିପଡିଥିବା ଖବର ସାମ୍ନାକୁ ଆସିଛି । ଏହି ଭ୍ୟାନରେ ଏକାଧିକ ଯାତ୍ରୀ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ଦେବଗଡ କଟାସର ଘାଟିରେ ଭ୍ୟାନଟି ଓଲଟିପଡିଛି । ତେବେ ଘାଟିକୁ ଭ୍ୟାନ୍ ଓଲଟି ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ୧୭ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ଛତାବର ଓ ଛେଣ୍ଡିପଦାContinue reading “ଘାଟିରେ ଓଲଟିଲା ଭ୍ୟାନ୍ । ୧୭ଜଣ ଯାତ୍ରୀ ଆହତ”