କନକ ବ୍ୟୁରୋ : ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଜେଇ ଫେରାର । ଜଳଯୋଗାଣ ବିଭାର ଜୁନିଅର ଇଂଜିନିୟର ସୁନିଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଚଢଉ ସମୟରେ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ । ଜାଗମରା ସ୍ଥିତ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ପହଁଚିବା ପରେ ଛାତ ଉପରକୁ ଯାଇ ସେଠାରୁ ପଡୋଶୀ ଘର ଛାତକୁ ଡିଆଁ ମାରିଥିଲେ ସୁନିଲ ପାଢୀ । ଆଉ ସେଠାରୁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇContinue reading “ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଜେଇ ଫେରାର । ଯନ୍ତ୍ରୀ ଫେରାର ହୋଇଥିବା ନେଇ ସୂଚନା ଦେଇଛି ବିଭାଗ”
Category Archives: News
ଭୋଟ ଦେଉଛି ତେଲେଙ୍ଗାନା । ଲାଇନରେ ଛିଡ଼ାହୋଇ ଭୋଟ୍ ଦେଲେ ତେଲୁଗୁ ସିନେମା ଜଗତର ବଡ଼ ସେଲିବ୍ରିଟି
କନକ ବ୍ୟୁରୋ : ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲିବ୍ରିଟି । ମେଗାଷ୍ଟାର ଅଲୁ ଅର୍ଜୁନ, ଜୁନିଅର ଏନଟିଆର, ଚିରଞ୍ଜିବ ପ୍ରମୁଖ ଭୋଟ୍ ଦେଇଛନ୍ତି । ବିଏସଏନଏଲ୍ ସେଂଟର ୧୫୩ ନମ୍ବର ପୁଲିଂ ବୁଥରେ ସେ ଭୋଟ୍ ଦେଇଛନ୍ତି ଅଲୁ ଅର୍ଜୁନ । କଡ଼ା ସୁରକ୍ଷା ମଧ୍ୟରେ ସେ ଭୋଟଦାନ କେନ୍ଦ୍ରକୁ ଯାଇଥିଲେ । ଏହା ପରେ ଭୋଟ୍ ଦେବା ପାଇଁ ଲୋକଙ୍କ ସହ ଧାଡିରେ ଛିଡାContinue reading “ଭୋଟ ଦେଉଛି ତେଲେଙ୍ଗାନା । ଲାଇନରେ ଛିଡ଼ାହୋଇ ଭୋଟ୍ ଦେଲେ ତେଲୁଗୁ ସିନେମା ଜଗତର ବଡ଼ ସେଲିବ୍ରିଟି”
ଆଗକୁ ଶିଳ୍ପ କ୍ଷେତ୍ରରେ ଦେଶର ହବ୍ ପାଲଟିବ ଓଡିଶା । ଆମେ ଆଗକୁ ବଢୁଛୁ ଓ ବଢିବୁ : ପ୍ରତାପ ଦେବ
କନକ ବ୍ୟୁରୋ : ଦିନକୁ ଦିନ ଓଡ଼ିଶାରେ ଶିଳ୍ପ ସମ୍ଭାର ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ଏକ ନୂଆ ଆଶା ଦେଇଛି । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଟିମ ବିଦେଶଗସ୍ତ କରି ଅନ୍ତର୍ଜାତିକ ସ୍ତରରେ ପ୍ରିତିଷ୍ଠିତ କମ୍ପାନୀଗୁଡିକୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ନିମନ୍ତ୍ରିତ କରୁଛନ୍ତି । ଏପରିକି ଵର୍ତମାନ ଓଡ଼ିଶାରେ ବଡ଼ ବଡ଼ କମ୍ପାନୀ ମାନେ ଶିଳ୍ପ ବିସ୍ତାର କରିବାକୁ ଉତ୍ସୁକ ହେଉଛନ୍ତିContinue reading “ଆଗକୁ ଶିଳ୍ପ କ୍ଷେତ୍ରରେ ଦେଶର ହବ୍ ପାଲଟିବ ଓଡିଶା । ଆମେ ଆଗକୁ ବଢୁଛୁ ଓ ବଢିବୁ : ପ୍ରତାପ ଦେବ”
ଓଡିଶା ନିର୍ମାଣ କନକ୍ଲେଭର ସଫଳତା କାମନା କଲେ ରାଜ୍ୟପାଳ । କହିଲେ, ଓଡିଶାର ବିକାଶ ପାଇଁ ନାରୀଶକ୍ତି-ଯୁବଶକ୍ତି ଓ ଗାଁର ବିକାଶ ଜରୁରୀ ।
କନକ ବ୍ୟୁରୋ: କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଲା ବେଳେ ଜୟ ଜଗନ୍ନାଥ କହିବା ସହ ଓଡିଆରେ ଭାଷଣ ଆରମ୍ଭ କଲେ ରାଜ୍ୟପାଳ । କହିଲେ ଓଡିଶା ନିର୍ମାଣ କନକ୍ଲେଭ ଉଦଘାଟନ କରି ମୁଁ ବହୁତ ଖୁସି । ମୁଁ ଓଡିଶା ପ୍ରତି ସବୁବେଳେ ଆକର୍ଷିତ । ମୁଁ ସର୍ବଦା ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆସିଛି । ଜଗନ୍ନାଥ ସଂସ୍କୃତି ମତେ ପ୍ରଭାବିତ କରିଛି । କଳିଙ୍ଗ,Continue reading “ଓଡିଶା ନିର୍ମାଣ କନକ୍ଲେଭର ସଫଳତା କାମନା କଲେ ରାଜ୍ୟପାଳ । କହିଲେ, ଓଡିଶାର ବିକାଶ ପାଇଁ ନାରୀଶକ୍ତି-ଯୁବଶକ୍ତି ଓ ଗାଁର ବିକାଶ ଜରୁରୀ ।”
ଗର୍ବିତ କରାଇଲେ ଓଡିଆ ଝିଅ ମନୀଷା ପାଢୀ । ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି
କନକ ବ୍ୟୁରୋ : ଛୋଟ ସହରର ବଡ଼ ପ୍ରତିଭା । କୌନ ବନେଗା କରୋଡପତି ଜୁନିୟର କାର୍ଯ୍ୟକ୍ରମରେ ନବରଙ୍ଗପୁର ଉମରକୋଟ ସହରର ୧୩ ବର୍ଷୀୟ ବାଳକର କମାଲ । କିବିସିରୁ ଜିତିଛନ୍ତି ଶାଶ୍ୱତ ପଟ୍ଟନାୟକ ଜିତିଛନ୍ତି ୧୩ ଲକ୍ଷ ୪୦ ହଜାର ଟଙ୍କା । ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସି ସେ ବେଶ୍ ଖୁସି ଥିବା କହିଛନ୍ତି । ଗତ ୭ ତାରିଖ ଦିନ ହୋଇଥିବା କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରିଥିଲେ ।Continue reading “ଗର୍ବିତ କରାଇଲେ ଓଡିଆ ଝିଅ ମନୀଷା ପାଢୀ । ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି”
ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରେ ରାଜାରାଣୀ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର
କନକ ବ୍ୟୁରୋ : ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରେ ରାଜାରାଣୀ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଗତକାଲି ରାତି ୧୨ଟା ବେଳେ ଏଭଳି ଅଘଟଣ ଘଟିଛି । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି ଜିଆରପି । ମୃତକଙ୍କContinue reading “ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରେ ରାଜାରାଣୀ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର”
କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ- ୨୦୨୩ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ ରଘୁବର ଦାସ ।
କନକ ବ୍ୟୁରୋ: ଆରମ୍ଭ ହେଲା କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ- ୨୦୨୩ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଶିଳ୍ପ, ଶକ୍ତି ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ ବି ସାମିଲ ହୋଇଛନ୍ତି । ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଉତ୍ତରୀୟ ଦେଇ ଦୁହିଁଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱାଗତ ଅଭିଭାଷଣ ରଖିଥିଲେ । ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ବାବଦରେ କହିବାକୁ ଯାଇ ତାଙ୍କ ଅତୀତର ଯାତ୍ରାContinue reading “କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ- ୨୦୨୩ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ ରଘୁବର ଦାସ ।”
ମାଲକାନଗିରି ତେଲିମେଟା ଗାଁରେ ଅଘଟଣ । ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ
କନକ ବ୍ୟୁରୋ : ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ । ମାଲକାନଗିରି ଝରାପାଲି ପଂଚାୟତ ତେଲିମେଟା ଗାଁରେ ଅଘଟଣ । ଗାଁରେ ଖେଳୁଥିବା ସମୟରେ ଅଜଣା ଫଳ ଖାଇଥିଲେ ପିଲାମାନେ । ଏହାପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ୧୧ ଜଣ ଶିଶୁଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଆକ୍ରାନ୍ତଙ୍କ ଭିତରେ ୪ ପୁଅ ଓ ୭ ଝିଅ ରହିଛନ୍ତି । ସମସ୍ତଙ୍କ ବୟସ ୫ରୁ ୬ ବର୍ଷ ଭିତରେ ଜଣାପଡିଛି ।Continue reading “ମାଲକାନଗିରି ତେଲିମେଟା ଗାଁରେ ଅଘଟଣ । ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ”
ବୁଧବାର ରାଜଧାନୀ ପାଳିଲା ଛାଡଖାଇ । ବିକ୍ରି ହେଲା କୋଟିଏ ଟଙ୍କାର ମଟନ୍
କନକ ବ୍ୟୁରୋ : ଛାଡଖାଇରେ ବିକ୍ରି ହେଲା କୋଟିଏରୁ ଅଧିକ ଟଙ୍କାର ମଟନ୍ । ବୁଧବାର ରାଜଧାନୀ ଭୁବନେଶ୍ୱର ଜମିଛି ଆମିଷ ବଜାର । ମିଳିଥିବା ତଥ୍ୟ ଅନୁସାରେ, ବୁଧବାର ରାଜଧାନୀରେ ଏକ କୋଟି ଏକ ଲକ୍ଷ ଟଙ୍କାର ମଟନ୍ ବିକ୍ରି ହୋଇଛି । ସେହିପରି ୮୫ ଲକ୍ଷ ଟଙ୍କାର ଚିକେନ୍ ଓ ୯୦ ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଛି । ମୋଟ ୨କୋଟି ୭୫ ଲକ୍ଷ ଟଙ୍କାର ଆମିଷ କାରବାର ହୋଇଥିବା ଅଲ ଓଡିଶାContinue reading “ବୁଧବାର ରାଜଧାନୀ ପାଳିଲା ଛାଡଖାଇ । ବିକ୍ରି ହେଲା କୋଟିଏ ଟଙ୍କାର ମଟନ୍”
ଚର୍ଚ୍ଚାରେ ଟନେଲ ଭିତର ହିରୋ । ଉତରକାଶୀ ସୁଡଙ୍ଗରେ ସାହସିକତା ଦେଖାଇଥିଲେ ବରିଷ୍ଠ ଶ୍ରମିକ ଗବର ସିଂହ ନେଗୀ
କନକ ବ୍ୟୁରୋ : ଚର୍ଚ୍ଚାରେ ଟନେଲ ଭିତରର ହିରୋ । ଉତରକାଶୀ ସୁଡଙ୍ଗ ଦୁର୍ଘଟଣାରେ ଫସିିଥିବା ୪୧ ଶ୍ରମିକଙ୍କୁ ୧୭ ଦିନ ପରେ ମଙ୍ଗଳବାର ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଉ ଉଦ୍ଧାର ପରେ ଚର୍ଚ୍ଚାକୁ ଆସିଛନ୍ତି ଟନେଲ ଭିତରେ ଫସିଥିବା ସବୁଠାରୁ ବରିଷ୍ଠ ଶ୍ରମିକ ଗବର ସିଂହ ନେଗୀ । ସୁଡଙ୍ଗ ଭିତରେ ଥିବା ସମୟରେ ଶ୍ରମିକଙ୍କୁ ସାହସ ଦେବା ସହ ସେମାନଙ୍କ ମନୋବଳ ବଢାଇବାରେ ସାହାଯ୍ୟ ସାହାଯ୍ୟ କରିଥିଲେ ଗବର ସିଂହContinue reading “ଚର୍ଚ୍ଚାରେ ଟନେଲ ଭିତର ହିରୋ । ଉତରକାଶୀ ସୁଡଙ୍ଗରେ ସାହସିକତା ଦେଖାଇଥିଲେ ବରିଷ୍ଠ ଶ୍ରମିକ ଗବର ସିଂହ ନେଗୀ”