ଫିଲ୍ମ ସୁଟିଂ ପାଇଁ ଯେତେବେଳେ କରିବାକୁ ପଡେ ପୁରା ଟ୍ରେନ୍ ବୁକିଂ । ଜାଣନ୍ତୁ ଦେବାକୁ ପଡିଥାଏ କେତେ ଟଙ୍କା

କନକ ବ୍ୟୁରୋ : ବଲିଉଡ ସିନେମାରେ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ଫିଲ୍ମର ଅନେକ ସିନ୍ ଟ୍ରେନ ଭିତରେ ସୁଟିଂ କରାଯାଇଥାଏ । ଅନେକ ସମୟରେ ଏହା ନକଲି ଟ୍ରେନରେ କରାଯାଇଥାଏ । ହେଲେ ଅନେକ ସମୟରେ ପ୍ରଯୋଜକମାନେ ସିନେମାକୁ ବାସ୍ତବଧର୍ମୀ କରିବାକୁ ଟ୍ରେନକୁ ପୁରା ବୁକିଂ କରିଥାନ୍ତି । ଯଦି ଆପଣ ସିନେମା ସୁଟିଂ ପାଇଁ ହେଉ ବା ଅନ୍ୟ କୌଣସି କାମ ପାଇଁ ହେଉ ପୁରା ଟ୍ରେନ ବୁକ୍ କରିବାକୁ ଚାହୁଁଛନ୍ତି ଏଥିପାଇଁContinue reading “ଫିଲ୍ମ ସୁଟିଂ ପାଇଁ ଯେତେବେଳେ କରିବାକୁ ପଡେ ପୁରା ଟ୍ରେନ୍ ବୁକିଂ । ଜାଣନ୍ତୁ ଦେବାକୁ ପଡିଥାଏ କେତେ ଟଙ୍କା”

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ଆହୁରି ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟି ଗରିବ ପରିବାର

କନକ ବ୍ୟୁରୋ: କେନ୍ଦ୍ର ସରକାର ଦେଶର ୮୧ କୋଟି ଗରିବ ପରିବାରକୁ ଖୁସି ଖବର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବା ପିଏମଜିକେଏୱାଇ ଯୋଜନା ଅବଧିକୁ ଆହୁରି ୫ ବର୍ଷ ବଢାଇ ଦେଇଛନ୍ତି । ଅର୍ଥାତ୍ ଆହୁରି ୫ ବର୍ଷ ଯାଏଁ କେନ୍ଦ୍ର ସରକାର ୮୧ କୋଟି ୩୧ ଲକ୍ଷ ଗରିବ ପରିବାରକୁ ମାଗଣାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହିContinue reading “କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ଆହୁରି ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟି ଗରିବ ପରିବାର”

ଆମେରିକା ଦୂତାବାସର ରେକର୍ଡ । ବର୍ଷେ ଭିତରେ ୧୪୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଲା ଭିସା

ଭାରତରେ ଥିବା ଆମେରିକାର ବାଣିଜ୍ୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଗତ ବର୍ଷ ୧.୨ ମିଲିୟନରୁ ଅଧିକ ଭାରତୀୟ ଆମେରିକା ଗସ୍ତ କରିଥିଲେ । ଯାହା ପୃଥିବୀର  ସବୁଠାରୁ ବଡ଼ ଭ୍ରମଣ ରେକର୍ଡ ଅଟେ । ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ବିଶ୍ବର ସମସ୍ତ ଭିସା ଆବେଦନକାରୀଙ୍କ ମଧ୍ୟରୁ ୧୦ ପ୍ରତିଶତରୁ ଅଧିକ ଭାରତୀୟ । ଭାରତରେ ଥିବା ଆମେରିକାର ଦୂତାବାସ ଏବଂ ତାହାର ବାଣିଜ୍ୟ ଦୂତାବାସ ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩  ମଧ୍ୟରେContinue reading “ଆମେରିକା ଦୂତାବାସର ରେକର୍ଡ । ବର୍ଷେ ଭିତରେ ୧୪୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଲା ଭିସା”

ଆଇଏମଡି ପକ୍ଷରୁ ଏଯାଏଁ ମିଳିନି ବାତ୍ୟା ସୂଚନା , ସର୍ତକ ସୂଚନା ମିଳିଲେ ସେହି ଅନୁଯାୟୀ ପ୍ରସ୍ତୁତି କରିବୁ । ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ କଲେ କୃଷି ସଚିବ ଅରବିନ୍ଦ ପାଢୀ ।

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ କୃଷି ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି, ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏଯାଏଁ ବାତ୍ୟା ନେଇ କୌଣସି ସୂଚନା ମିଳିନି । ଆମେ ସବୁବେଳେ ପ୍ରସ୍ତୁତ ଅଛୁ । ଯଦି କୌଣସି ସୂଚନା ଆସିବ, ସେହି ହିସାବରେ ପ୍ରସ୍ତୁତି କରିବୁ । ଆଇଏମଡିର ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଡିସେମ୍ବର ୫ ପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ,Continue reading “ଆଇଏମଡି ପକ୍ଷରୁ ଏଯାଏଁ ମିଳିନି ବାତ୍ୟା ସୂଚନା , ସର୍ତକ ସୂଚନା ମିଳିଲେ ସେହି ଅନୁଯାୟୀ ପ୍ରସ୍ତୁତି କରିବୁ । ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ କଲେ କୃଷି ସଚିବ ଅରବିନ୍ଦ ପାଢୀ ।”

ମହିଳାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ, ଗରିବଙ୍କ ପାଇଁ ଆଉ ୫ ବର୍ଷ ମାଗଣା ରାସନ । ଜାଣନ୍ତୁ ଭାରତ ସରକାରଙ୍କ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାରେ ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଆଉ ୫ ବର୍ଷ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ ହେବ । ଏହା ବ୍ୟତୀତ ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ । ଫଳରେ ମହିଳାContinue reading “ମହିଳାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ, ଗରିବଙ୍କ ପାଇଁ ଆଉ ୫ ବର୍ଷ ମାଗଣା ରାସନ । ଜାଣନ୍ତୁ ଭାରତ ସରକାରଙ୍କ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି”

ବାୟୁସେନାର ସ୍ୱତନ୍ତ୍ର ବିମାନରେ ରିଷିକେଶ ଏମ୍ସ ଗଲେ ଉଦ୍ଧାର ଶ୍ରମିକ: ଭେଟିପାରନ୍ତି ପାରନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କୁ ସ୍ୱତନ୍ତ୍ର ବିମାନରେ ଏୟାର ଲିପ୍ଟ କରାଯାଇଛି । ସେମାନଙ୍କୁ ରିଶିକେଶ ଏମ୍ସକୁ ନିଆଯାଇଛି । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ଅଧିକ ଯାଂଚ କରାଯିବ । ତେବେ କିଛି ସମୟ ପୂର୍ବରୁ ହସ୍ପିଟାଲରେ ଶ୍ରମିକଙ୍କୁ ଭେଟିଥିଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଭେଟିବା ସମୟରେ ଶ୍ରମିକ ମାନଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ । ଏହା ସହ ଶ୍ରମିକଙ୍କୁ ଭେଟିContinue reading “ବାୟୁସେନାର ସ୍ୱତନ୍ତ୍ର ବିମାନରେ ରିଷିକେଶ ଏମ୍ସ ଗଲେ ଉଦ୍ଧାର ଶ୍ରମିକ: ଭେଟିପାରନ୍ତି ପାରନ୍ତି ପ୍ରଧାନମନ୍ତ୍ରୀ”

କେମିତି ଥିଲା ଟନେଲ ଭିତରର ସ୍ଥିତି: କନକ ନ୍ୟୁଜ କାହାଣୀ ବଖାଣିଲେ ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ପରେ ୧୭ ଦିନର କାହାଣୀ ବଖାଣିଛନ୍ତି ଓଡିଆ ଶ୍ରମିକ । ସମସ୍ତେ ଭଲରେ ଥିବା ନେଇ କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର । ଭଗବାନଙ୍କ ଭରସାରେ ଥିବା କହିଛନ୍ତି ବିଶେଶ୍ୱର । ଟନେଲ ଭିତରେ ଭାଇ ଭାଇ ଭଳି ରହୁଥିବା ସେ କହିଛନ୍ତି । ଏକାଠି ଖାଉଥିଲେ ଏବଂ ନୂଆ ଜୀବନ ପାଇଲେ ବୋଲି ସେ କହିଛନ୍ତି । ସେପଟେ ଶ୍ରମମନ୍ତ୍ରୀ ସାରଦା ନାୟକ ଓଡ଼ିଆContinue reading “କେମିତି ଥିଲା ଟନେଲ ଭିତରର ସ୍ଥିତି: କନକ ନ୍ୟୁଜ କାହାଣୀ ବଖାଣିଲେ ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର”

ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାପାଳଙ୍କ ଏସଆରସିଙ୍କ ଚିଠି: ସତର୍କ ରହିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟକୁ ନେଇ ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଂଜାମ ଜିଲ୍ଲାପାଳନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । .. ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର । ଘନୀଭୂତ ହୋଇ ଆସନ୍ତାକାଲି ନେବ ଅବପାତର ରୂପ । ଦୁଇ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲିContinue reading “ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାପାଳଙ୍କ ଏସଆରସିଙ୍କ ଚିଠି: ସତର୍କ ରହିବାକୁ ନିର୍ଦ୍ଦେଶ”

ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ: ଡିସେମ୍ବର ଆରମ୍ଭରୁ ୩ମାସ ପର୍ଯ୍ୟନ୍ତ ଲୋକେ ବଦଳାଇ ପାରିବେ କଏନ ସହ ଚିରଫଟା ନୋଟ୍

କନକ ବ୍ୟୁରୋ: ରାଜ୍ୟର ୩୧୪ ବ୍ଳକରେ ହେବ କଏନ ଏକ୍ସଚେଂଜ କାର୍ଯ୍ୟକ୍ରମ । ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବର ମାସରୁ ହେବ ଏହି କଏନ ଏକ୍ସଚେଂଜ କାର୍ଯ୍ୟକ୍ରମ । ୩ ମାସ ମଧ୍ୟରେ ସବୁ ବ୍ଲକ ଓ ବଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ । ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇପାରିବେ । ଏନେଇ ସୁଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି । ଏବେ ପ୍ରଚଳନContinue reading “ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ: ଡିସେମ୍ବର ଆରମ୍ଭରୁ ୩ମାସ ପର୍ଯ୍ୟନ୍ତ ଲୋକେ ବଦଳାଇ ପାରିବେ କଏନ ସହ ଚିରଫଟା ନୋଟ୍”

ବିସିସିଆଇର ବଡ ଘୋଷଣା । ରାହୁଲ ଦ୍ରାବିଡ ହିଁ ରହିବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ସହଯୋଗୀ ଷ୍ଟାଫଙ୍କର ବଢିଲା କାର୍ଯ୍ୟକାଳ ।

କନକ ବ୍ୟୁରୋ : ରାହୁଲ ଦ୍ରାବିଡ ହିଁ ରହିବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ । ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆର କୋଚ୍ କିଏ ହେବ ତାହାକୁ ନେଇ ଲାଗିରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ରାହୁଲ ଦ୍ରାବିଡଙ୍କ କଣ୍ଟ୍ରାକ୍ଟକୁ ପୁଣିଥରେ ବୃଦ୍ଧି କରିଛି ବିସିସିଆଇ । କେବଳ ରାହୁଲ ନୁହନ୍ତି ବରଂ ସର୍ପୋଟ ଷ୍ଟାଫଙ୍କ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରିଛି ବୋର୍ଡ । ବିଶ୍ୱକପ ୨୦୨୩ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁContinue reading “ବିସିସିଆଇର ବଡ ଘୋଷଣା । ରାହୁଲ ଦ୍ରାବିଡ ହିଁ ରହିବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ସହଯୋଗୀ ଷ୍ଟାଫଙ୍କର ବଢିଲା କାର୍ଯ୍ୟକାଳ ।”

Design a site like this with WordPress.com
Get started