ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ସେନାରେ ସାମିଲ ହେବ ଅତ୍ୟାଧୁନିକ ମିସାଇଲ ଆକାଶ

କନକ ବ୍ୟୁରୋ : ସ୍ୱଦେଶୀ ଜ୍ଞାନକୌଣଳରେ ନିର୍ମିତ ‘ଆକାଶ-ନ୍ୟୁ ଜେନେରେସନ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଶୁକ୍ରବାର ସକାଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ୱିପନ୍ ସିଷ୍ଟମ ଜରିଆରେ ଟାର୍ଗେଟକୁ ସଫଳତାର ସହ ଧ୍ୱଂସ କରିଛି ଏହି ମିଶାଇଲ । ଏହି ପରୀକ୍ଷଣରେ ମିଶାଇଲ ସିଷ୍ଟମର ଆରଏଫ ସିକର, କମ୍ୟୁନିକେସନ ସିଷ୍ଟମ ସହ ଅନ୍ୟ ଦିଗ ଗୁଡିକ ଉପରେ ପରୀକ୍ଷା କରାଯାଇଛି । ‘ଆକାଶ-ନ୍ୟୁ ଜେନେରେସନ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେContinue reading “ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ସେନାରେ ସାମିଲ ହେବ ଅତ୍ୟାଧୁନିକ ମିସାଇଲ ଆକାଶ”

ହୁତୀ ଆତଙ୍କୀଙ୍କ ଆଡ୍ଡାରେ ଆମେରିକା-ବିଟ୍ରେନର ମିଳିତ ଅପରେସନ । ମିସାଇଲ,ଡ୍ରୋନ, ବୋମାମାଡ଼ରେ ମାଟିରେ ମିଶିଲା ହୁତୀ ଆଡ୍ଡା

କନକ ବ୍ୟୁରୋ : ଲୋହିତ ସାଗରରେ ହଲଚଲ । ଡ୍ରୋନ, ମିସାଇଲ, ବୋମା ମାଡ଼ରେ କମ୍ପୁଛି ସାଗର । ଥରହର ହୁତୀ ସଂଗଠନ । ଚେତାବନୀ ପରେ ହୁତୀ ବିଦ୍ରୋହୀ ସଂଗଠନ ଉପରେ ଜୋରଦାର ଆକ୍ରମଣ କରୁଛି ଆମେରିକା-ବ୍ରିଟେନ ମିଳିତ ଟିମ । କିଭଳି ଏୟାରବେସରୁ ଗୋଟେ ପରେ ଗୋଟେ ଯୁଦ୍ଧ ବିମାନ ଲୋହିତ ସାଗର ମୁହାଁ ହେଉଛନ୍ତି । ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଭର୍ତି ବିମାନ ଲୋହିତସାଗରେ ଉପରେ ପଇଁତରା ମାରିବା ସହ ଯେଉଁଠି ହୁତୀ ଆଡ୍ଡାContinue reading “ହୁତୀ ଆତଙ୍କୀଙ୍କ ଆଡ୍ଡାରେ ଆମେରିକା-ବିଟ୍ରେନର ମିଳିତ ଅପରେସନ । ମିସାଇଲ,ଡ୍ରୋନ, ବୋମାମାଡ଼ରେ ମାଟିରେ ମିଶିଲା ହୁତୀ ଆଡ୍ଡା”

ଗୋଆ ହତ୍ୟା ମାମଲାରେ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଶବ ଭର୍ତି ବ୍ୟାଗରୁ ମିଳିଲା ଅଭିଯୁକ୍ତ ସୂଚନା ସେଟଙ୍କ ହାତ ଲେଖା ଚିରା ଚିଠି

କନକ ବ୍ୟୁରୋ : ୪ବର୍ଷର ପୁଅକୁ ହତ୍ୟା କରିବା ଅଭିଯୋଗରେ ସୂଚନା ସେଟଙ୍କୁ ଜେରା କରୁଛି ପୁଲିସ । ୬ଦିନ ପାଇଁ କର୍ଣ୍ଣାଟକ ପୁଲିସ ରିମାଣ୍ଡରେ ନେଇ ଜେରା କରୁଛି । ଅନ୍ୟପଟେ ଘଟଣାସ୍ଥଳ, ସୂଚନାଙ୍କ କର୍ଣ୍ଣାଟକ ଘର ଓ ଶବ ଭର୍ତି ବ୍ୟାଗରୁ ସୁରାକ ଖୋଜୁ ଖୋଜୁ ପୁଲିସ ହାତରେ ଲାଗିଛି ଚିରା ଚିଠି । ସୂଚନାଙ୍କ ହାତ ଲେଖା ଚିଠିରେ ରହିଛି ଆଶ୍ଚର୍ଯ୍ୟଜନକ କଥା । କୋର୍ଟଙ୍କ ନିର୍ଦ୍ଦେଶରେ ଖୁସି ନଥିଲେ ସୂଚନା ।Continue reading “ଗୋଆ ହତ୍ୟା ମାମଲାରେ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଶବ ଭର୍ତି ବ୍ୟାଗରୁ ମିଳିଲା ଅଭିଯୁକ୍ତ ସୂଚନା ସେଟଙ୍କ ହାତ ଲେଖା ଚିରା ଚିଠି”

ଜ୍ୟୋତିଷଙ୍କ କଳା କାରନାମା: ଦୁଷ୍କର୍ମ ଉଦ୍ୟମ କଲେ, ଭିଡିଓ ବନାଇଲେ । ଟଙ୍କା ପାଇଁ ମହିଳାଙ୍କୁ ବ୍ଲାକମେଲ୍ କଲେ

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ କଳା କାରନାମା । ସୋସିଆଲ ମିଡିଆରେ ନିଜର ପ୍ରଚାର କରି ଲୋକଙ୍କୁ ଫସାଉଥିଲେ ଏବଂ ଯିଏ ତାଙ୍କ ଫାନ୍ଦରେ ପଡ଼ିଲା, ଟଙ୍କା ଲୁଟ୍ ଠାରୁ ଆରମ୍ଭ କରି ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉନଥିଲେ । ଭୁବନେଶ୍ୱରର ଜଣେ ମହିଳା ଥାନାରେ ଅଭିଯୋଗ କରିବା ପରେ ଏହି ଠକୁ କାନ୍ଧିଛି କମିଶନରେଟ ପୁଲିସ । ଭଣ୍ଡ ଜ୍ୟୋତିଷ ନୀଳାମ୍ବର ପାଣି । ଘର, ଭଦ୍ରକ ଜିଲ୍ଲାContinue reading “ଜ୍ୟୋତିଷଙ୍କ କଳା କାରନାମା: ଦୁଷ୍କର୍ମ ଉଦ୍ୟମ କଲେ, ଭିଡିଓ ବନାଇଲେ । ଟଙ୍କା ପାଇଁ ମହିଳାଙ୍କୁ ବ୍ଲାକମେଲ୍ କଲେ”

ସୀମା ଟପିଲା ବର୍ବରତା: ବାପା ଆଗରେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା, ମୃତ ଶିଶୁର ହାତ ଗୋଡ କାଟି ଗାଁ ଦାଣ୍ଡରେ ବୁଲିଲା ଅଭିଯୁକ୍ତ

କନକ ବ୍ୟୁରୋ: ନବରଙ୍ଗପୁର ଡାବୁଗାଁ ଥାନା ଅଂଚଳରେ ଏପରି ଏକ ହତ୍ୟାକାଣ୍ଡ ଘଟିଛି, ଯାହା ଆପଣଙ୍କ ଛାତି ଥରାଇ ଦେବ । ଜଣେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା କରିବା ପରେ ହାତ ଗୋଡ଼ କାଟି ଫିଙ୍ଗି ଦେଇଛି ଜଣେ ଯୁବକ । ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ କାହିଁକି ଏପରି ବୀଭତ୍ସ ଭାବେ ଶିଶୁକୁ ହତ୍ୟାକଲା, ତାହା ସାମ୍ନାକୁ ଆସିପାରିନାହିଁ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୁଲିସ ।Continue reading “ସୀମା ଟପିଲା ବର୍ବରତା: ବାପା ଆଗରେ ୫ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା, ମୃତ ଶିଶୁର ହାତ ଗୋଡ କାଟି ଗାଁ ଦାଣ୍ଡରେ ବୁଲିଲା ଅଭିଯୁକ୍ତ”

ଅଯୋଧ୍ୟା ପ୍ରାଣପ୍ରତିଷ୍ଠା ଉତ୍ସବକୁ ନେଇ ଦୁଇ ଭାଗ କଂଗ୍ରେସ । କଂଗ୍ରେସର ବୟକଟ ଅଯୋଧ୍ୟାକୁ ନାପଶନ୍ଦ କଲେ ଦଳର ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନମ

କନକ ବ୍ୟୁରୋ : ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ବୟକଟ କରିଛି କଂଗ୍ରେସ । ସନାତନ ଧର୍ମ ବିରୋଧୀ କହି କଂଗ୍ରେସ ଉପରେ ବର୍ଷିଛି ବିଜେପି । ଏହାର ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଖଡ଼ଗେ କହିଛନ୍ତି ବିଶ୍ୱାସ ଓ ଭକ୍ତି ଥିଲେ କେବେ ବି ଅଯୋଧ୍ୟା ଯିବା ସମ୍ଭବ । କାହାର ଧର୍ମଭାବନାକୁ ଆଘାତ କରିବା କଂଗ୍ରେସର ଉଦେଶ୍ୟ ନୁହେଁ । ସେପଟେ ଉତ୍ସବରେ କଂଗ୍ରେସ ନଯିବା ଘଟଣା ଦଳକୁ ଦୁଇ ଭାଗContinue reading “ଅଯୋଧ୍ୟା ପ୍ରାଣପ୍ରତିଷ୍ଠା ଉତ୍ସବକୁ ନେଇ ଦୁଇ ଭାଗ କଂଗ୍ରେସ । କଂଗ୍ରେସର ବୟକଟ ଅଯୋଧ୍ୟାକୁ ନାପଶନ୍ଦ କଲେ ଦଳର ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନମ”

କଂଗ୍ରେସ ନେତାଙ୍କ ଖାମଖିଆଲି ମନୋଭାବ: ଖଡଗେ ଡାକିଲେ ବୈଠକ, ଗଲେ ନାହିଁ କ୍ଷେତ୍ର ସଂଯୋଜକ

କନକ ବ୍ୟୁରୋ: ନିର୍ବାଚନକୁ ଖାମଖିଆଲି ଭାବେ ନେଉଛନ୍ତି ରାଜ୍ୟ କଂଗ୍ରେସ ନେତା । ଦିଲ୍ଲୀରେ ଲୋକସଭା କ୍ଷେତ୍ର ସଂଯୋଜକଙ୍କ ବୈଠକ ଡାକିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ହେଲେ ୨୧ଜଣ ସଂଯୋଜକଙ୍କ ମଧ୍ୟରୁ ମାତ୍ର ୯ଜଣ ଏହି ବୈଠକରେ ଯୋଗଦେଇଥିଲେ । ଏହାକୁ ନେଇ ଖପ୍ପା ହୋଇଛନ୍ତି ଖଡଗେ । ଯେଉଁ ନେତାମାନେ ବୈଠକକୁ ଆସିନଥିଲେ ସେମାନଙ୍କୁ କୈଫତ ମଗାଯିବ ଓ ଉତର ସନ୍ତୋଷଜନକ ନହେଲେ ପଦରୁ ହଟାଇ ଦିଆଯିବ ବୋଲି କୁହାଯାଇଛି । ଦିଲ୍ଲୀରେContinue reading “କଂଗ୍ରେସ ନେତାଙ୍କ ଖାମଖିଆଲି ମନୋଭାବ: ଖଡଗେ ଡାକିଲେ ବୈଠକ, ଗଲେ ନାହିଁ କ୍ଷେତ୍ର ସଂଯୋଜକ”

ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ । ପ୍ରସିଦ୍ଧ କାଳାରାମ ମନ୍ଦିରରେ ମୋଦୀ ସଂକୀର୍ତ୍ତନ ସହ କଲେ ସ୍ୱତନ୍ତ୍ର ପୂଜା

କନକ ବ୍ୟୁରୋ : ଶୁକ୍ରବାର ମହାରାଷ୍ଟ୍ର ନାସିକରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅଟଳ ସେତୁ ଉଦଘାଟନ ପୂର୍ବରୁ ଏଠାରେ ପହଁଚି ମୋଦୀ ରୋଡ ଶୋ କରିବା ସହ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ରାସ୍ତାର ଦୁଇ କଡରେ ଛିଡା ହୋଇ ଶହ ଶହ ପ୍ରଶଂସକ, ସମର୍ଥକ ମୋଦୀଙ୍କ ଉପରେ ଫୁଲବର୍ଷା ସହ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓContinue reading “ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ । ପ୍ରସିଦ୍ଧ କାଳାରାମ ମନ୍ଦିରରେ ମୋଦୀ ସଂକୀର୍ତ୍ତନ ସହ କଲେ ସ୍ୱତନ୍ତ୍ର ପୂଜା”

ଦେଶର ଦୀର୍ଘତମ ସମୁଦ୍ର ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ-ନଭି ମୁମ୍ବାଇକୁ ଯୋଡିବ ୨୨ କିଲୋମିଟର ଅଟଳ ସେତୁ

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ଼ ସମୁଦ୍ର ସେତୁ ଅଟଳ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜକୁ ‘ଅଟଳ ବିହାରୀ ବାଜପାୟୀ-ସେୱାରୀ ହ୍ନାୱା ଅଟଳ ସେତୁ’ ନାମରେ ନାମିତ କରାଯାଇଛି । ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ପୋଲର ଶିଳାନ୍ୟାସ କରିଥିଲେ । ୧୭ ହଜାର ୮୪୩ କୋଟି ବ୍ୟୟରେ ପ୍ରସ୍ତୁତ ହୋଇଛି ଦେଶର ସବୁଠାର ବଡ ସମୁଦ୍ର ସେତୁ ଅଟଳ ସେତୁ । ୨୧.୮ କିଲୋମିଟର ଲମ୍ବା ୬Continue reading “ଦେଶର ଦୀର୍ଘତମ ସମୁଦ୍ର ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ-ନଭି ମୁମ୍ବାଇକୁ ଯୋଡିବ ୨୨ କିଲୋମିଟର ଅଟଳ ସେତୁ”

ଶନିବାର ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୪ଦଳର ମୁଖ୍ୟ ଦେବେ ଯୋଗ, ଜେଡିୟୁ ମୁଖିଆ ନୀତୀଶ କୁମାରଙ୍କୁ ମିଳିପାରେ ବଡ ଦାୟିତ୍ୱ

କନକ ବ୍ୟୁରୋ : ଶନିବାର ବସିବ ଇଣ୍ଡିଆ ମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଲ୍ଲିକାର୍ଜୁନ ଖଡଗେଙ୍କୁ ସଭାପତି, ନୀତିଶ କୁମାରଙ୍କୁ ମିଳିପାରେ ସଂଯୋଜକ ଦାୟିତ୍ୱ । ଲୋକସଭା ନିର୍ବାଚନ ପାଇଁ ସିଟ୍ ଭାଗବଂଟା ଉପରେ ଆସିପାରେ ବଡ଼ ନିଷ୍ପତି । ଭିଡିଓ କନଫରେନ୍ସି ଜରିଆରେ ବସିବାକୁ ଥିବା ଏହି ବୈଠକରେ ୨୦ରୁ ଅଧିକ ବିରୋଧୀ ଦଳ ଯୋଗଦେବେ । ନ୍ୟାସନାଲ ଆଲାଏନ୍ସ କମିଟି ସିଟ୍ ଭାଗବଂଟା ନେଇ ବିଭିନ୍ନ ଦଳ ସହ ଆଲୋଚନା ଜାରି ରଖିଥିବା ବେଳେContinue reading “ଶନିବାର ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୪ଦଳର ମୁଖ୍ୟ ଦେବେ ଯୋଗ, ଜେଡିୟୁ ମୁଖିଆ ନୀତୀଶ କୁମାରଙ୍କୁ ମିଳିପାରେ ବଡ ଦାୟିତ୍ୱ”

Design a site like this with WordPress.com
Get started