ଦୋଷ କାହାର ଥିଲା ହେଲେ ଦଣ୍ଡିତ ହୋଇଥିଲେ ୯୦୦ ଲୋକ । ଜାଣନ୍ତୁ କ’ଣ ଥିଲା ଏହି ପୋଷ୍ଟ ଅଫିସ ଦୁର୍ନୀତି

କନକ ବ୍ୟୁରୋ : ୧୯୯୯ ରେ ବ୍ରଟିଶ ସରକାର ନିୟନ୍ତ୍ରିତ ପୋଷ୍ଟ ଅଫିସ ଜାପାନର କମ୍ପାନୀ ଫୁଜିଟୁରୁ ହୋରିଜନ୍ ଆଇଟି ସେବା ହାସଲ କରିଥିଲା । ଏହା ମାଧ୍ୟମରେ ବିକ୍ରୟ ଆକାଉଟିଂ କାର୍ଯ୍ୟ କରାଯାଉଥିଲା । କିଛି ସମୟପରେ ଡାକଘରରୁ ପୋଷ୍ଟ ମାଷ୍ଟରମାନେ ଜାଣିବା ପାଇଁ ପାଇଲେ କି ଆକାଉଣ୍ଟରେ ସ୍ୱାଭାବିକ କ୍ଷତି ଘଟୁଛି । ଏସବୁ କ୍ଷତିପୂରଣ ପାଇଁ ପୋଷ୍ଟ ମାଷ୍ଟରଙ୍କୁ ଦାୟି କରାଗଲା । ପୋଷ୍ଟ ମାଷ୍ଟରଙ୍କୁ କøଣସି ବି ପ୍ରକାରର କ୍ଷତି ପାଇଁContinue reading “ଦୋଷ କାହାର ଥିଲା ହେଲେ ଦଣ୍ଡିତ ହୋଇଥିଲେ ୯୦୦ ଲୋକ । ଜାଣନ୍ତୁ କ’ଣ ଥିଲା ଏହି ପୋଷ୍ଟ ଅଫିସ ଦୁର୍ନୀତି”

ଅଭାବ ଛଡାଇ ନେଲା ଶିକ୍ଷା ଅଧିକାର । ପାଠ ପଢିବାକୁ ଇଚ୍ଛା ଥିଲେ ବି ପରିବାର ଚଳାଇବାକୁ ମୂଲ ଲାଗୁଛନ୍ତି ଗଜପତିର ଭିକ୍ଟର ମଲ୍ଲିକ

କନକ ବ୍ୟୁରୋ : ଇଛା ଅଛି ପାଠ ପଢ଼ିବାକୁ । ହେଲେ ପରିସ୍ଥିତି ବାଧ୍ୟ କରିଛି କାମ କରିବାକୁ । ଘରେ ବୃଦ୍ଧ ବାପା,ଜେଜେ ମା’ । ଯଦି କାମ ନକରନ୍ତି ତେବେ ଘରେ ଚୁଲି ଜଳିବନି । ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡ଼ା ଗାଁର ଆଦିବାସି ପୁଅ ଭିକ୍ଟର ମିଲ୍ଲିକ । ବୟସ ମାତ୍ର ୧୭, ହେଲେ କାନ୍ଧରେ ପରିବାରର ବୋଝ । କାରଣ ବାପା ବିଶାନ୍ତି ମଲ୍ଲିକ ଗଛରୁ ପଡ଼ି ଗୋଡ଼ ଭାଙ୍ଗିContinue reading “ଅଭାବ ଛଡାଇ ନେଲା ଶିକ୍ଷା ଅଧିକାର । ପାଠ ପଢିବାକୁ ଇଚ୍ଛା ଥିଲେ ବି ପରିବାର ଚଳାଇବାକୁ ମୂଲ ଲାଗୁଛନ୍ତି ଗଜପତିର ଭିକ୍ଟର ମଲ୍ଲିକ”

ଶୀତରେ ବି ଜଳକଷ୍ଟ । ଗଜପତିରେ ଗୋଳିଆ ପାଣି ପିଉଛନ୍ତି ଲକ୍ଷ୍ମୀପୁର କଲୋନୀ ବାସିନ୍ଦା । ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ

କନକ ବ୍ୟୁରୋ : ପାଣି ଜୀବନର ମୂଳ ଉତ୍ସ । ବଂଚିବା ପାଇଁ ପାଣିର କୌଣସି ବିକଳ୍ପ ନାହିଁ । ହେଲେ ଆମ ରାଜ୍ୟର ଅନେକ ଅଂଚଳରେ ପାଣି ପାଇଁ ଲୋକେ ନାକେଦମ୍ ହେଉଛନ୍ତି । ଉପାନ୍ତରୁ ଉପକୂଳ ସବୁଠି ରହିଛି ଜଳ ସମସ୍ୟା । ଖରାଦିନେ ବା ଗ୍ରୀଷ୍ମ ଋତୁ ନୁହେଁ, ଶୀତ ଦିନେ ବି ଲୋକମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ସଂଗ୍ରହ କରିବା ପାଇଁ ଗୋଟିଏ ନଳକୂପContinue reading “ଶୀତରେ ବି ଜଳକଷ୍ଟ । ଗଜପତିରେ ଗୋଳିଆ ପାଣି ପିଉଛନ୍ତି ଲକ୍ଷ୍ମୀପୁର କଲୋନୀ ବାସିନ୍ଦା । ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ”

ବହୁଚର୍ଚ୍ଚିତ ବ୍ରହ୍ମୁପରର ବିଷ୍ଣୁ ଗୌଡ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ଲକ୍ଷ ଜରିମାନା

କନକ ବ୍ୟୁରୋ: ହତ୍ୟାକାରୀ ଡାକ୍ତରଙ୍କୁ ଆଜୀବନ ଜେଲ୍ । ବ୍ରହ୍ମପୁରର ବହୁଚର୍ଚ୍ଚିତ ବିଷ୍ଣୁ ଗୌଡ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କରାଦଣ୍ଡାଦେଶ ସହ ୧୦ଲକ୍ଷ ଜରିମାନା । ମାମଲାର ରାୟ ଶୁଣାଇ ଏହି ଦଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ୩ । ଏହାସହ ଅନ୍ୟ ଦୁଇ ଅଭିଯୁକ୍ତ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କୁ ୨ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ୫ହଜାର ଟଙ୍କା ଜରିମାନାContinue reading “ବହୁଚର୍ଚ୍ଚିତ ବ୍ରହ୍ମୁପରର ବିଷ୍ଣୁ ଗୌଡ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ଲକ୍ଷ ଜରିମାନା”

ମଞ୍ଚରେ ମୁହାଁମୁହିଁ ହେଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଓ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ: ମାଗଣା ସ୍କିମ ବଣ୍ଟନକୁ ନେଇ କଥା କଟାକଟି

କନକ ବ୍ୟୁରୋ: ଗୋଟିଏ ମଂଚରେ ଏକାଠି ହେଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଓ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । ଗୋଟିଏ ପଟେ ସୂରଜ ସୂର୍ଯ୍ୟବଂଶୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିଥିବା ବେଳେ ସେପଟେ ସପ୍ତଗିରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଜୟଦେବ ଭବନରେ ଜାତୀୟ ଯୁବ ଦିବସ ଅବସରରେ ଦୁଇ ନେତାଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ସୂରଜContinue reading “ମଞ୍ଚରେ ମୁହାଁମୁହିଁ ହେଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଓ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ: ମାଗଣା ସ୍କିମ ବଣ୍ଟନକୁ ନେଇ କଥା କଟାକଟି”

ଅରନ୍ଦିମ-ଅଶ୍ୱିନୀ ବୈଷ୍ଣବ ଭେଟଘାଟ ପ୍ରସଙ୍ଗ: ପ୍ରତିକ୍ରିୟା ରଖି ଅରିନ୍ଦମ କହିଲେ, ଆଗକୁ କ’ଣ ହେବ ଦେଖିବା, ସୁଯୋଗ ମିଳିଲେ ଲଢ଼ିବେ ନିର୍ବାଚନ

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ନେତା ତଥା ଅଭିନେତା ଅରିନ୍ଦମ ରାୟ ଭେଟିବା ଘଟଣାକୁ ଚର୍ଚ୍ଚା ବଢ଼ିବା ପରେ ମୁହଁ ଖୋଲିଛନ୍ତି ଅରିନ୍ଦମ । କହିଛନ୍ତି ଦେଖିବା ଆଗକୁ କଣ ହେଉଛି । ସୀମା ଭିତରେ ନରହି ଲୋକଙ୍କ ସେବା କରିବାକୁ ଚାହୁଁଛି । ରାମ ମନ୍ଦିରକୁ ପ୍ରଶଂସା କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମଧ୍ୟ ପ୍ରଶଂସା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଠାରୁ ତାଙ୍କୁ ପ୍ରେରଣା ମିଳେ ତେବେ ସୁଯୋଗ ଦେଲେContinue reading “ଅରନ୍ଦିମ-ଅଶ୍ୱିନୀ ବୈଷ୍ଣବ ଭେଟଘାଟ ପ୍ରସଙ୍ଗ: ପ୍ରତିକ୍ରିୟା ରଖି ଅରିନ୍ଦମ କହିଲେ, ଆଗକୁ କ’ଣ ହେବ ଦେଖିବା, ସୁଯୋଗ ମିଳିଲେ ଲଢ଼ିବେ ନିର୍ବାଚନ”

ହୁତି ବିଦ୍ରୋହୀମାନଙ୍କ ଉପରେ ଆମେରିକା-ବ୍ରିଟେନର ମିଳିତ  ଆକ୍ରମଣ ।  ଟମହାକ୍ କ୍ଷେପଣାସ୍ତ୍ର ଦ୍ୱାରା ବିଦ୍ରୋହୀଙ୍କ ଅସ୍ତ୍ର ଡିପୋ ଧ୍ବଂସ ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ  ବିଳମ୍ବିତ ରାତିରେ ଏକ ବିବୃତ୍ତିରେ ଚେତାବନୀ ଦେଇଛନ୍ତି ଯେ ଆବଶ୍ୟକ ସ୍ଥଳେ ସେ କଡ଼ା ପଦକ୍ଷେପ ନେବାକୁ ଦ୍ୱିଧା କରିବେ ନାହିଁ । ୟେମେନରେ ହୁତି ବିଦ୍ରୋହୀମାନଙ୍କ ଆଡ୍ଡା ଉପରେ ଆମେରିକା ଏବଂ ବ୍ରିଟେନ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଗତ ବର୍ଷ ଶେଷ ଆଡକୁ  ଲୋହିତ ସାଗରରେ ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ । ରଏଟର୍ସ ରିପୋର୍ଟ ଅନୁଯାୟୀ,Continue reading “ହୁତି ବିଦ୍ରୋହୀମାନଙ୍କ ଉପରେ ଆମେରିକା-ବ୍ରିଟେନର ମିଳିତ  ଆକ୍ରମଣ ।  ଟମହାକ୍ କ୍ଷେପଣାସ୍ତ୍ର ଦ୍ୱାରା ବିଦ୍ରୋହୀଙ୍କ ଅସ୍ତ୍ର ଡିପୋ ଧ୍ବଂସ ।”

୫୬ ହଜାର କୋଟି ଟଙ୍କା ହେରଫେର ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ମେସର୍ସ ଭୂଷଣ ଭୂଷଣ ଷ୍ଟିଲ ଲିମିଟେଡର ୫ ଅଧିକାରୀ ଗିରଫ

କନକ ବ୍ୟୁରୋ : ୫୬ ହଜାର କୋଟି ଟଙ୍କାର ଏକ ବଡ ବ୍ୟାଙ୍କ ଦୁର୍ନୀତିରେ ସହ ଜଡିତ ମାମଲାରେ କେନ୍ଦ୍ରୀୟ ଯାଂଚ ଏଜେନ୍ସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମେସର୍ସ ଭୂଷଣ ଷ୍ଟିଲ ଲିମିଟେଡ କମ୍ପାନୀ ଓ କମ୍ପାନୀ ସହ ଜଡିତ କିଛି ନିର୍ଦ୍ଦେଶକଙ୍କ ସମେତ ଏହି ମାମଲା ଅନ୍ୟ କିଛି ଲୋକଙ୍କ ନାମରେ ଥିଲା । ଏହି ମାମଲାର ତଦନ୍ତContinue reading “୫୬ ହଜାର କୋଟି ଟଙ୍କା ହେରଫେର ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ମେସର୍ସ ଭୂଷଣ ଭୂଷଣ ଷ୍ଟିଲ ଲିମିଟେଡର ୫ ଅଧିକାରୀ ଗିରଫ”

ଭାରତର ଦୀର୍ଘତମ ସମୁଦ୍ର ପୋଲ ଲୋକାର୍ପିତ: ମୁମ୍ବାଇରେ ଅଟଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଭାରତର ଦୀର୍ଘତମ ସମୁଦ୍ର ପୋଲ ଲୋକାର୍ପିତ ହୋଇଛି । ମୁମ୍ବାଇରେ ଅଟଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ସେତୁ । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେତୁ ଉପରେ ଚଢ଼ିବାContinue reading “ଭାରତର ଦୀର୍ଘତମ ସମୁଦ୍ର ପୋଲ ଲୋକାର୍ପିତ: ମୁମ୍ବାଇରେ ଅଟଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ”

୨୧ ବର୍ଷ ପୂର୍ବରୁ ହିମାଚଳ ପ୍ରଦେଶରେ ହୋଇପାରିବ ନାହିଁ କନ୍ୟା ବିବାହ । କ୍ୟାବିନେଟରେ ପ୍ରସ୍ତାବ ପାରିତ କଲେ ହିମାଚଳ ସରକାର

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ସରକାର କନ୍ୟା ବିବାହକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ୨୧ ବର୍ଷ ପୂର୍ବରୁ କନ୍ୟା ବିବାହକୁ ବେଆଇନ ବୋଲି ଘୋଷଣା କରାଯାଇଛି । କନ୍ୟା ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେବ ବୋଲି ରାଜ୍ୟ କ୍ୟାବିନେଟରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ଏହାସହ କେନ୍ଦ୍ର ସରକାର କନ୍ୟା ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ରଖିଥିବାରୁ ଏହାକୁ ୨୧ ବର୍ଷକୁ ବୃଦ୍ଧିContinue reading “୨୧ ବର୍ଷ ପୂର୍ବରୁ ହିମାଚଳ ପ୍ରଦେଶରେ ହୋଇପାରିବ ନାହିଁ କନ୍ୟା ବିବାହ । କ୍ୟାବିନେଟରେ ପ୍ରସ୍ତାବ ପାରିତ କଲେ ହିମାଚଳ ସରକାର”

Design a site like this with WordPress.com
Get started