ସସଦ ହରଦୱର ଦବଙକର ଦହନତ ଆଗରର ହବ ଅନତମ ସସକର

କନକ ବ୍ୟୁରୋ: ‘ବିଜେପି’ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କର ଦେହାନ୍ତ । ୭୪ ବର୍ଷିୟ ହରଦ୍ବାର ଦୁବେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଦୁବେଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଅଣାଯାଇଥିଲା ବେଳେ ତାଙ୍କର ଆଜି ଦେହାନ୍ତ ହୋଇଛି । ଡାକ୍ତରଖାନାରୁ ତାଙ୍କ ଶବ ଆଗ୍ରା ନିଆଯିବ । ରାଜ୍ୟସଭା ସାଂସଦ ହେବା ପୂର୍ବରୁ ସେ ଉତ୍ତର ପ୍ରଦେଶ ସରକାର ଓ ରାଜ୍ୟର ଅନେକ ସଂଗଠନରେ ବିଭିନ୍ନ ପଦପଦବୀରେ ଥିଲେ । ଆଗ୍ରା ରାଜନୀତିରେ ସକ୍ରିୟContinue reading “ସସଦ ହରଦୱର ଦବଙକର ଦହନତ ଆଗରର ହବ ଅନତମ ସସକର”

ହମଚଳପରଦଶର ପରବଳ ବରଷ ପର ଭସଖଳନ ଅଟକ ରହଛ ଶହ ଶହ ସଖୟର ଗଡ

କନକ ବ୍ୟୁରୋ: ହିମାଚଳପ୍ରଦେଶରେ ଭୂସ୍ଖଳନ। ଲଗାତାର ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ଆରମ୍ଭ ହେବା ସହ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ ରାସ୍ତାରେ ଫସି ରହିଛନ୍ତି । ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡିରେ ୨୦୦ରୁ ଅଧିକ ଲୋକ ଅଟକି ରହିଛନ୍ତି । ସେମାନଙ୍କContinue reading “ହମଚଳପରଦଶର ପରବଳ ବରଷ ପର ଭସଖଳନ ଅଟକ ରହଛ ଶହ ଶହ ସଖୟର ଗଡ”

ବଜଳ ବଲ ବଭରଟ: ଟଟ ପୱର ଅଫସର ତଲ ପକଇଲ ବଜପ

କନକ ବ୍ୟୁରୋ: ଟାଟା ପାୱାର ଅଫିସରେ ତାଲା । ବିଜୁଳି ବିଲ ବିଭ୍ରାଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି । ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ବିକ୍ଷୋଭ । ୩୦ ଦିନ ବଦଳରେ ୪୦ ଦିନର ବିଲ୍ କରି ଲୁଟ କରୁଥିବା ଅଭିଯୋଗ । The post ବିଜୁଳି ବିଲ ବିଭ୍ରାଟ: ଟାଟା ପାୱାର ଅଫିସରେ ତାଲା ପକାଇଲା ବିଜେପି first appeared on Kanak News. from Kanak News via

ଆବସ ପରସଙଗ ନଇ ସରକରଙକ ଘରଲ ବଜପ : ଅଯଗୟଙକ ବଦ ଦଇ ଯଗୟ ହତଧକରଙକ ଘର ଦବକ ଦନର ମହଲତ

କନକ ବ୍ୟୁରୋ : ତେଜୁଛି ଆବାସ କଳି । ପୁଣି ସରକାରଙ୍କୁ ଟାର୍ଗେଟ କଲା ବିଜେପି । ୩୦ ଦିନର ମହଲତ ଦେଲା ବିଜେପି । ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଇ ଅଯୋଗ୍ୟଙ୍କୁ ଯୋଜନାରୁ ବାଦ ଦେବାକୁ ଦାବି କରିଛି ବିଜେପି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଯାହା କରୁଛନ୍ତି ବା ଯାହା କୁହୁଛନ୍ତି କେବଳ ଏକ ନାଟକ ବୋଲି କହିଛି ବିଜେପି । ନହେଲେ ପ୍ରତି ବ୍ଲକ ବିଜେପି ଘେରାଉ କରିବContinue reading “ଆବସ ପରସଙଗ ନଇ ସରକରଙକ ଘରଲ ବଜପ : ଅଯଗୟଙକ ବଦ ଦଇ ଯଗୟ ହତଧକରଙକ ଘର ଦବକ ଦନର ମହଲତ”

ଦଗପହଣଡ ମରମନତଦ ବସ ଦରଘଟଣ : ଆହତଙକ ଭଟଲ ବଧୟକ ଲତକ ପରଧନ ଓ ଅରଥମନତର ବକରମ କଶର ଆରଖ

କନକ ବ୍ୟୁରୋ : ଦିଗପହଣ୍ଡି ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଲହୁ ଆଉ ଲୁହରେ ଭିଜିଛି ଦିଗପହଣ୍ଡି ମାଟି । ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି । ତେବେ ମେଡିକାଲରେ ଆହତ ସମ୍ପର୍କୀୟଙ୍କୁ ଭେଟିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମେଡିକାଲରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେପଟେ, ଦିଗପହଣ୍ଡି ମର୍ମନ୍ତୁଦ ବସ୍ ଦୁର୍ଘଟଣା ନେଇ ଥାନାରେ ମାମଲା । ଘଟଣାରContinue reading “ଦଗପହଣଡ ମରମନତଦ ବସ ଦରଘଟଣ : ଆହତଙକ ଭଟଲ ବଧୟକ ଲତକ ପରଧନ ଓ ଅରଥମନତର ବକରମ କଶର ଆରଖ”

ନଗ ସଧଙକ ଉଠଇନଲ ପଲସ : ଜଣଙକ ଅଟକ ରଖ ପଚରଉଚର; ନନଦନକନନ ଅଞଚଳର ତନତରପଠ ନର କରଥଲ ଲଟ

କନକ ବ୍ୟୁରୋ : ନାଗା ସାଧୁଙ୍କୁ ଉଠାଇନେଲା ଭୁବନେଶ୍ୱର ମଂଚେଶ୍ୱର ପୁଲିସ । ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଏହି ନାଗା ସାଧୁ ମାନେ ନନ୍ଦନକାନନ ଅଞ୍ଚଳରେ ତନ୍ତ୍ରପାଠ କରିବା ସହିତ ଏହିଭଳି ପୂଜା ପାଠ କରିବା ନାଁରେ ଲୁଟପାଟ ଚଳାଇଥିଲେ । The post ନାଗା ସାଧୁଙ୍କୁ ଉଠାଇନେଲା ପୁଲିସ : ୫ଜଣଙ୍କୁ ଅଟକ ରଖି ପଚରାଉଚୁରା; ନନ୍ଦନକାନନ ଅଞ୍ଚଳରେ ତନ୍ତ୍ରପାଠ ନାଁରେ କରୁଥିଲେ ଲୁଟ୍ first appeared on KanakContinue reading “ନଗ ସଧଙକ ଉଠଇନଲ ପଲସ : ଜଣଙକ ଅଟକ ରଖ ପଚରଉଚର; ନନଦନକନନ ଅଞଚଳର ତନତରପଠ ନର କରଥଲ ଲଟ”

ଫଇଭ ଟ ସଚବଙକ ବଭନନ ଜଲଲ ଗସତ : ବରଧଙକ ଘନଘନ ଆକରମଣ; ବସତବର ଓଡ଼ଶର ମଖୟମନତର କଏ ବଲ ପରଶନ କଲ କଗରସ

କନକ ବ୍ୟୁରୋ : ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ପ୍ରଶ୍ନ କରିଛନ୍ତି ଯେ, ବାସ୍ତବରେ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ? ସଚିବ ବିଭିନ୍ନ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତଠାରୁ ଅଧିକ ଭଲ ଭାବେ ସଭା ଆୟୋଜନ କରାଯାଉଛି । ସରକାରୀ କାମ ପାଇଁ ଲୋକ ପ୍ରତିନିଧିଙ୍କୁContinue reading “ଫଇଭ ଟ ସଚବଙକ ବଭନନ ଜଲଲ ଗସତ : ବରଧଙକ ଘନଘନ ଆକରମଣ; ବସତବର ଓଡ଼ଶର ମଖୟମନତର କଏ ବଲ ପରଶନ କଲ କଗରସ”

ଦଇ ଦନଆ ବରଗଡ଼ ଗସତର ଫଇଭ ଟ ସଚବ : ଅତବର ସରଣଡର ଗସତ ଆରମଭ କଲ ଭ.କ ପଣଡଆନ

କନକ ବ୍ୟୁରୋ : ଦୁଇ ଦିନିଆ ବରଗଡ଼ ଗସ୍ତରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ଅତାବିରା ସରଣ୍ଡାରୁ ଗସ୍ତ ଆରମ୍ଭ କରିଛନ୍ତି ଫାଇଭ୍ ଟି ସଚିବ । ଦୁଇ ଦିନିଆ ଗସ୍ତ ସମୟରେ ସେ ଜିଲ୍ଲାର ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ । ବିଭିନ୍ନ କାର୍ଯ୍ୟକାରୀ ପ୍ରକଳ୍ପ ସମେତ ଧର୍ମସ୍ଥଳୀ, ପର୍ଯ୍ୟଟନସ୍ଥଳୀ ଏବଂ ଶିକ୍ଷାନୁଷ୍ଠାନ ବୁଲି କାର୍ଯ୍ୟର ସମୀକ୍ଷା କରିବେ । ଆଜିContinue reading “ଦଇ ଦନଆ ବରଗଡ଼ ଗସତର ଫଇଭ ଟ ସଚବ : ଅତବର ସରଣଡର ଗସତ ଆରମଭ କଲ ଭ.କ ପଣଡଆନ”

ବଙଗପସଗରର ଲଘଚପ ପରଭବର ସର ଓଡ଼ଶର ବରଷ : ଜଲଲକ ଅରଞଜ ଓ ଟ ଜଲଲକ ୟଲ ୱରଣଣ ଜର

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତର ଓଡ଼ିଶା ଏବଂ ପାଶ୍ୱର୍ବର୍ତୀ ଅଂଚଳରେ ସକ୍ରିୟ ରହିଛି ଲଘୁଚାପ । ଆଗାମୀ ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଉତର ଛତିଶଗଡ଼ ମଧ୍ୟ ଦେଇ ଉତର ମଧ୍ୟପ୍ରଦେଶ ମୁହାଁ ହେବା ସମ୍ଭାବନା ରହିଛି । ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ବିସ୍ତୃତି ବର୍ଷା ସହ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାର କିଛିContinue reading “ବଙଗପସଗରର ଲଘଚପ ପରଭବର ସର ଓଡ଼ଶର ବରଷ : ଜଲଲକ ଅରଞଜ ଓ ଟ ଜଲଲକ ୟଲ ୱରଣଣ ଜର”

ଶରମନଦର ଭତରର ଭଡଓ ଭଇରଲ : ସସଆଲ ମଡଆର ଘର ବଲଛ ଭତର ବଢ଼ ଓ ଆଡ଼ପ ମଣଡପର ଦଶୟ

କନକ ବ୍ୟୁରୋ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଅବହେଳା । ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତରର ଭିଡିଓ । ଭିତର ବେଢ଼ା ଓ ଆଡ଼ପ ମଣ୍ଡପର ଦୃଶ୍ୟ ଏବେ ସୋସିଆଲ ମିିଡିଆରେ ଘୁରି ବୁଲୁଛି । ରୋହିତ ଜୟଶ୍ୱାଲ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିତର ବେଢ଼ାରେ ମୋବାଇଲରେ ଭିିଡିଓ ରେକର୍ଡ କରି ଏହାକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେContinue reading “ଶରମନଦର ଭତରର ଭଡଓ ଭଇରଲ : ସସଆଲ ମଡଆର ଘର ବଲଛ ଭତର ବଢ଼ ଓ ଆଡ଼ପ ମଣଡପର ଦଶୟ”

Design a site like this with WordPress.com
Get started