କନକ ବ୍ୟୁରୋ: କଟକ ସବ୍ ରେଜିଷ୍ଟ୍ରାର ଅଫିସ୍ରେ ହାଜର ହେଲେ ସୋମାଲିକା । ହେଲେ ଆସିଲେନି ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସୋମାଲିକା ଅଭିଯୋଗ କରିଛନ୍ତି ଯେ, ବିଧାୟକ ବିଜୟ ଶଙ୍କର ଯେଉଁ ଯୁବତୀଙ୍କୁ ବିବାହ ପାଇଁ ଦସ୍ତଖତ କରିଛନ୍ତି ସେ ପୂର୍ବରୁ ବିବାହିତା । ଅକ୍ଟୋବର ୩୧ ତାରିଖରେ ସୋମାଲିକା, ବିଜୟ ଶଙ୍କର ଓ ତାଙ୍କ ସହ ବିବାହ ପାଇଁ ଆବେଦନ କରିବାକୁ ଥିବା ଯୁବତୀଙ୍କୁ ମ୍ୟାରେଜ୍ ଅଫିସ୍ରେ ହାଜର ହେବା ପାଇଁContinue reading “ବଢୁଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । କଟକ ସବ୍-ରେଜିଷ୍ଟ୍ରାର ଅଫିସରେ ହାଜର ହେଲେ ସୋମାଲିକା, ଆସିଲେନି ବିଜୟ ଶଙ୍କର । “
Tag Archives: News
ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ । ବାଲେଶ୍ୱର ବାହାନଗା ଅଞ୍ଚଳର ପ୍ରକାଶ ଶିଅଳ କୋବ୍ରା ୨୦୬ ବାଟାଲିଅନରେ ଥିଲେ କାର୍ଯ୍ୟରତ
କନକ ବ୍ୟୁରୋ: ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ କାର୍ଯ୍ୟରତ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁର ପ୍ରକାଶ ଶିଅଳ ସହିଦ ହୋଇଛନ୍ତି । ସେ ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନ୍ରେ କାମ କରୁଥିଲେ । ସାଥୀ ଯବାନଙ୍କ ସହ ସୁକ୍ମା ଜିଲ୍ଲା ମିନାପା ଅଂଚଳର ଏକ ଭୋଟ୍ଗ୍ରହଣ କେନ୍ଦ୍ରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ । ସେତିକିବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଫଳରେ ପ୍ରକାଶଙ୍କContinue reading “ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ । ବାଲେଶ୍ୱର ବାହାନଗା ଅଞ୍ଚଳର ପ୍ରକାଶ ଶିଅଳ କୋବ୍ରା ୨୦୬ ବାଟାଲିଅନରେ ଥିଲେ କାର୍ଯ୍ୟରତ”
ଗୁଲୁଗୁଲା ଖାଇବା ହେଲା କାଳ: ଏକାଥରକେ ପାଟିରେ ୪ଟି ଗୁଲୁଗୁଲା ପୂରାଇବା ପରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪୨ ବର୍ଷ ବ୍ୟକ୍ତିଙ୍କ ଜୀବନ
The post ଗୁଲୁଗୁଲା ଖାଇବା ହେଲା କାଳ: ଏକାଥରକେ ପାଟିରେ ୪ଟି ଗୁଲୁଗୁଲା ପୂରାଇବା ପରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪୨ ବର୍ଷ ବ୍ୟକ୍ତିଙ୍କ ଜୀବନ first appeared on Kanak News. from Kanak News via <a href="https://ifttt.com/?
ଛତିଶଗଡ଼, ନିଜୋରାମରେ ରେକର୍ଡ ମତଦାନ: ୭୦ ପ୍ରତିଶତରୁ ଅଧିକ ଲୋକେ ଦେଲେ ଭୋଟ
କନକ ବ୍ୟୁରୋ: ଛତିଶଗଡ଼, ନିଜୋରାମରେ ରେକର୍ଡ ମତଦାନ । ୭୦ପ୍ରତିଶତରୁ ଅଧିକ ଲୋକେ ଦେଲେ ଭୋଟ । ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ମିଜୋରାମରେ ସମସ୍ତ ୪୦ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ସରିଛି । ଛତିଶଗଡ଼ରେ ଛତିଶଗଡ଼ରେ ୭୦.୮୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ମିଜୋରାମରେ ୭୭.୦୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ୍ ସମେତ ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମContinue reading “ଛତିଶଗଡ଼, ନିଜୋରାମରେ ରେକର୍ଡ ମତଦାନ: ୭୦ ପ୍ରତିଶତରୁ ଅଧିକ ଲୋକେ ଦେଲେ ଭୋଟ”
୭୫ ପ୍ରତିଶତକୁ ବୃଦ୍ଧି ପାଇବ ବିହାରରେ ସଂରକ୍ଷଣ: ଅର୍ଥନୈତିକ ପଛୁଆ ବର୍ଗଙ୍କୁ ଛାଡି ଜାତିଭିତିକ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନୀତିଶ କୁମାରଙ୍କ ପ୍ରସ୍ତାବ
କନକ ବ୍ୟୁରୋ: ବିହାରରେ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଏସସି, ଏସଟି, ଓବିସି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତରୁ ୬୫ ପ୍ରତିଶତ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେଥିରୁ ଅର୍ଥନୈତିକ ପଛୁଆ ବର୍ଗ(ଇବିସି)ଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ସେଥିରୁ ବାଦ ଦିଆଯାଇଛି । ଇବିସିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣContinue reading “୭୫ ପ୍ରତିଶତକୁ ବୃଦ୍ଧି ପାଇବ ବିହାରରେ ସଂରକ୍ଷଣ: ଅର୍ଥନୈତିକ ପଛୁଆ ବର୍ଗଙ୍କୁ ଛାଡି ଜାତିଭିତିକ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନୀତିଶ କୁମାରଙ୍କ ପ୍ରସ୍ତାବ”
ବିବାଦରେ ‘ଟାଇମ୍ଡ ଆଉଟ୍’: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା, ନ୍ୟାୟ ପାଇଁ ଆଇସିସିକୁ ମାଥ୍ୟୁସଙ୍କ ନିବେଦନ
କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ଏମିତି ଘଟଣା ଘଟିଛି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶ୍ୱକପ୍ ବ୍ୟାଟେଲରେ ସୋମବାର ଦିଲ୍ଲୀରେ ଖେଳାଯାଇଥିବା ବାଂଲାଦେଶ ଏବଂ ଶ୍ରୀଲଙ୍କା ମ୍ୟାଚରେ ଘଟିଛି ଏକ ରୋଚକ ଘଟଣା । ବ୍ୟାଟିଂ କରିବା ପୂର୍ବରୁ ଆଉଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ । କ୍ରିକେଟ୍ ଇତିହାସରେ ପ୍ରଥମଥର ଏଭଳି ଘଟଣା ଘଟିଛି । ସଦିର ସମରାବିକ୍ରମା ଆଉଟ ହେବା ପରେContinue reading “ବିବାଦରେ ‘ଟାଇମ୍ଡ ଆଉଟ୍’: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା, ନ୍ୟାୟ ପାଇଁ ଆଇସିସିକୁ ମାଥ୍ୟୁସଙ୍କ ନିବେଦନ”
ଚର୍ଚ୍ଚାରେ ରଶ୍ମିକା ମନ୍ଦାନାଙ୍କ ଫେକ ଭିଡିଓ: ଏଆଇର ଅପବ୍ୟବହାର ନେଇ ଉଠିଲା ପ୍ରଶ୍ନ
କନକ ବ୍ୟୁରୋ: ଏଆଇ ଟେକ୍ନାଲୋଜିର ଅପବ୍ୟବହାର । ରଶ୍ମିକା ମନ୍ଦାନାଙ୍କ ପରେ କ୍ୟାଟ୍ରିନାଙ୍କ ଡିପଫେକ ଫଟୋ ଭାଇରାଲ । ବିଗ-ବି, ନାଗା ଚୈତନ୍ୟଙ୍କ ସମେତ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେଲିବ୍ରେଟିମାନେ ଦାବି କରିଛନ୍ତି । ସୋଶିଆଲ ମିଡିଆରେ ଦୁଃଖ ପ୍ରକାଶ କରି ରଶ୍ମିତା କହିଲେ ସମାଜକୁ ପ୍ରଭାବିତ କରିବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବ୍ରିଟେନ-ଭାରତୀୟ ପ୍ରଭାବଶାଳୀ ମହିଳା ଜାରା ପଟେଲଙ୍କ ଭିଡିଓରେ ଏଡିଟିଂ କରି ରଶ୍ମିତାଙ୍କୁ ମୁହଁ ଲଗାଇ ଦେଇଥିଲେ ଦୁର୍ବୃତ୍ତContinue reading “ଚର୍ଚ୍ଚାରେ ରଶ୍ମିକା ମନ୍ଦାନାଙ୍କ ଫେକ ଭିଡିଓ: ଏଆଇର ଅପବ୍ୟବହାର ନେଇ ଉଠିଲା ପ୍ରଶ୍ନ”
ଅଣ ବିଜେପି ଶାସିତ ରାଜ୍ୟର ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ: ତାଗିଦ୍ କରି ମୁଖ୍ୟ ବିଚାରପତି କହିଲେ ତୁମେ ନିର୍ବାଚିତ ପ୍ରତିନିଧି ନୁହେଁ
କନକ ବ୍ୟୁରୋ: ଅଣ ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ବିବାଦ ଭିତରେ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟପାଳଙ୍କୁ ତାଗିଦ୍ କରି ତୁମେ ନିର୍ବାଚିତ ପ୍ରତିନିଧି ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ବିଲ ମଞ୍ଜୁରୀରେ ରାଜ୍ୟପାଳ ବିଳମ୍ବ କରୁଥିବା ଅଭିଯୋଗ ଆଣି ସୁପ୍ରିମକୋର୍ଟ ଯାଇଛନ୍ତି କେରଳ, ପଞ୍ଜାବ, ତାମିଲନାଡୁ ସରକାର । ମାମଲା ଶୁଣାଣି କରି ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି, ବିଧାନସଭାରେ ପାରିତ ହୋଇଥିବା ମୁଖ୍ୟContinue reading “ଅଣ ବିଜେପି ଶାସିତ ରାଜ୍ୟର ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ: ତାଗିଦ୍ କରି ମୁଖ୍ୟ ବିଚାରପତି କହିଲେ ତୁମେ ନିର୍ବାଚିତ ପ୍ରତିନିଧି ନୁହେଁ”
୩୨ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ପଟ୍ଟିରେ ହମାସର ୪ ହଜାର ହମାସ ଆଡ୍ଡା ଉପରେ ଆକ୍ରମଣ
କନକ ବ୍ୟୁରୋ: ୩୨ ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୋଜି ଖୋଡି ହମାସ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରୁଛି ଇସ୍ରାଏଲ ସେନା । ଉତର ଗାଜାର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ହମାସର ପ୍ରାୟ ୪୦୦ଠିକଣା ଉପରେ ଆକ୍ରମଣ କରିବା ସହ ନିଜ କବଜାକୁ ନେଇଛି ଇସ୍ରାଏଲ । ହମାସ ଆତଙ୍କୀ ମାନେ ମଧ୍ୟ ଇସ୍ରାଏଲ ସେନା ଉପରେ ଆକ୍ରମଣ ଜାରିContinue reading “୩୨ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ପଟ୍ଟିରେ ହମାସର ୪ ହଜାର ହମାସ ଆଡ୍ଡା ଉପରେ ଆକ୍ରମଣ”
ସଙ୍ଗଠନକୁ ଆସିବେ ରଜନୀକାନ୍ତ?ଉପବାଚସ୍ପତି ପଦରୁ ଦେଇପାରନ୍ତି ଇସ୍ତଫା !
କନକ ବ୍ୟୁରୋ : ୨୦୨୪ ପାଇଁ ଏବେଠୁ ନକ୍ସା ପ୍ରସ୍ତୁତ କଲାଣି ବିଜେଡି । କେଉଁ ଜାଗାରେ କିଏ ଲଢିବ, ହେଭୱେଟଙ୍କୁ କିଏ ଟକ୍କର ଦେବ ତାକୁ ନେଇ ରଣନୀତି ତିଆରି ଚାଲିଛି । ରାଜ୍ୟ ରାଜନୀତିର ସବୁଠାରୁ ହଟସିଟ ଢେଙ୍କାନାଳ ଓ ଅନୁଗୁଳକୁ ନେଇ ବିଜେଡି ପ୍ରସ୍ତୁତ କରିଛି ମେଗାପ୍ଲାନ । କାରଣ , ବିଜେପିର ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଓ ଢେଙ୍କାନାଲ ଉପରେ ଏବେ ଅଧିକ ଫୋକସ କରୁଛନ୍ତିContinue reading “ସଙ୍ଗଠନକୁ ଆସିବେ ରଜନୀକାନ୍ତ?ଉପବାଚସ୍ପତି ପଦରୁ ଦେଇପାରନ୍ତି ଇସ୍ତଫା !”