କନକ ବ୍ୟୁରୋ : ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ଏକ ହତ୍ୟା ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ । ୨୦୧୭ ସେପ୍ଟେମ୍ବର ୧୮ ତାରିଖର ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗାଁର ବୁଡୁ ପାତ୍ରଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ତାଙ୍କ ଘରେ ପଶି ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ପ୍ରଥମେContinue reading “ହତ୍ୟା ମାମଲାର ଶୁଣାଣି କରି ରାୟ ଦେଲେ ବ୍ରହ୍ମପୁର ଏସଡିଜେଏମ୍ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ । ଯୁବକଙ୍କୁ ହତ୍ୟା ମାମଲାରେ ୮ଜଣଙ୍କୁ ଆଜୀବନ କାରାଦଣ୍ଡ”
Tag Archives: News
ବିରାଟଙ୍କୁ ସ୍ୱାର୍ଥବାଦୀ କହିଲେ ପାକିସ୍ତାନ କ୍ରିକେଟର: ମୁହଁ ଚୁପ୍ କରିଦେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ
କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ ସହ ସଚିନଙ୍କ ଶତକର ସମକକ୍ଷ ହୋଇଛନ୍ତି ବିରାଟ କୋହଲି । ଦିନିକିଆରେ ୪୯ତମ ଶତକ ହାସଲ କରି କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି । କିନ୍ତୁ କୋହଲିଙ୍କ ଶତକ ପାକିସ୍ତାନ କ୍ରିକେଟରଙ୍କୁ ହଜମ ହେଉନାହିଁ । କୋହଲି ଯେଉଁ ଢଙ୍ଗରେ ଶତକ ହାସଲ କଲେ ତାହାକୁ ନେଇ ବିରାଟଙ୍କୁ ସ୍ୱାର୍ଥବାଦୀ ବୋଲି କହିବାକୁ ପଛାଇନାହାନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପାକିସ୍ତାନ ଟିମରେ ପ୍ରଫେସର ନାମରେContinue reading “ବିରାଟଙ୍କୁ ସ୍ୱାର୍ଥବାଦୀ କହିଲେ ପାକିସ୍ତାନ କ୍ରିକେଟର: ମୁହଁ ଚୁପ୍ କରିଦେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ”
ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଓଲିଉଡ୍ ଷ୍ଟାର୍ କଳି: ନାଁ ନନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷିଲେ ଅଭିନେତା ଅନୁଭବ ମହାନ୍ତି
କନକ ବ୍ୟୁରୋ: ଓଲିଉଡ୍ ଷ୍ଟାର୍ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କଳି ଥମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି । କେହି କାହାର ନାଁ ନେଇ ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ପଛାଉ ନାହାନ୍ତି ଓଲିଉଡ୍ ଷ୍ଟାର । ଅଭିନେତା ଅନୁଭବ ମହାନ୍ତି କାହାର ନାଁ ନନେଇ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଛନ୍ତି । ଲେଖିଛନ୍ତି, ଜୟ ଜଗନ୍ନାଥ । ସତର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ମିଷ୍ଟର ରେକର୍ଡିଂ ।Continue reading “ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଓଲିଉଡ୍ ଷ୍ଟାର୍ କଳି: ନାଁ ନନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷିଲେ ଅଭିନେତା ଅନୁଭବ ମହାନ୍ତି”
ରାଜଧାନୀରେ ବଢ଼ୁଛି ଅପରାଧ: ଏୟାରଫିଲ୍ଡ ଥାନା କେଳା ବସ୍ତିରେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା, ଘଟଣା ସମ୍ପର୍କରେ କହି କାନ୍ଦି ପକାଇଲେ କର୍ପୋରେଟର
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ୩ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାଭଳି ନୃସଂଶ ଘଟଣାକୁ ନେଇ ଏୟାରଫିଲ୍ଡ ଥାନାକୁ ଯାଇଛି ବିଜେପି ମହିଳା ମୋର୍ଚ୍ଚା । ଜଣେ ଶିଶୁ ଦୁନିଆ ଦେଖିବା ଆଗରୁ ତାକୁ କିଭଳି ଦୁଷ୍କର୍ମ କରି ହତ୍ୟା କରାଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଓ କର୍ମୀ । ଏହି ରୁଗ୍ମଣ ମାନସିକତା ରଖୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନିଶା ସେବନ ଯୋଗୁଁ ଏହିଭଳି ଜଘନ୍ୟ କାଣ୍ଡContinue reading “ରାଜଧାନୀରେ ବଢ଼ୁଛି ଅପରାଧ: ଏୟାରଫିଲ୍ଡ ଥାନା କେଳା ବସ୍ତିରେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା, ଘଟଣା ସମ୍ପର୍କରେ କହି କାନ୍ଦି ପକାଇଲେ କର୍ପୋରେଟର”
ଚାନ୍ଦବାଲି ମିଶନ ଶକ୍ତି ବିଭାଗରେ ଦୁର୍ନୀତି ଅଭିଯୋଗ: ବାରମ୍ବାର ଅଭିଯୋଗ ପରେ ଚାଲିଛି ତଦନ୍ତ
କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମିଶନ ଶକ୍ତି ବିଭାଗରେ ଦୁର୍ନୀତି ଅଭିଯୋଗ । ବାରମ୍ବାର ଅଭିଯୋଗ ପରେ ମିଶନଶକ୍ତି ଦୁର୍ନୀତିର ତଦନ୍ତ ଚାଲିଛି । ତଦନ୍ତ ସମୟରେ ଅଭିଯୋଗକାରିଣୀଙ୍କୁ ହତ୍ୟା ଧମକ ଦିଆଯାଇଛି । ଚାନ୍ଦବାଲି ବ୍ଲକ ଫେଡେରସନ୍ ସଭାପତି ଜ୍ୟୋତ୍ସ୍ନାରାଣୀ ଘଡେଇ ଧମକ ଦେଇଥିବା ଅଭିଯୋଗ ହୋଇଛି । ତେବେ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । The post ଚାନ୍ଦବାଲି ମିଶନ ଶକ୍ତି ବିଭାଗରେ ଦୁର୍ନୀତି ଅଭିଯୋଗ: ବାରମ୍ବାରContinue reading “ଚାନ୍ଦବାଲି ମିଶନ ଶକ୍ତି ବିଭାଗରେ ଦୁର୍ନୀତି ଅଭିଯୋଗ: ବାରମ୍ବାର ଅଭିଯୋଗ ପରେ ଚାଲିଛି ତଦନ୍ତ”
୯୩ ବର୍ଷିୟ ଶେରାସିଂ ହିଡକୋଙ୍କୁ ପ୍ରଥମଥର ମିଳିଲା ମତଦାନ ଅଧିକାର । ଏପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ହୋଇନଥିଲା ସାମିଲ
କନକ ବ୍ୟୁରୋ : ଭାରତର ସମ୍ବିଧାନ ମୁତାବକ ଜଣେ ବ୍ୟକ୍ତିର ବୟସ ୧୮ ବର୍ଷ ହୋଇଗଲେ ତାଙ୍କୁ ଭୋଟ ଦେବାର ଅଧିକାର ମିଳିଥାଏ । କେହି କେହି ଭୋଟ ଦେବାର ବୟସକୁ ୧୬ ବର୍ଷ କରିବା ପାଇଁ ମଧ୍ୟ ଦାବି କରୁଛନ୍ତି । କିଛି କିଛି କ୍ଷେତ୍ରରେ ସରକାରଙ୍କ ଅବହେଳା କାରଣରୁ କୌଣସି ବ୍ୟକ୍ତି ଭୋଟର କାର୍ଡ ପାଇବାକୁ ଗୋଟିଏ କିମ୍ବା ୨ ବର୍ଷ ଡେରି ହୋଇଯାଉଛି । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଜଣେContinue reading “୯୩ ବର୍ଷିୟ ଶେରାସିଂ ହିଡକୋଙ୍କୁ ପ୍ରଥମଥର ମିଳିଲା ମତଦାନ ଅଧିକାର । ଏପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ହୋଇନଥିଲା ସାମିଲ”
ଘୋଷଣା ହୋଇନାହିଁ ୨୦୨୪ ନିର୍ବାଚନ ତାରିଖ: ଏବେଠୁ ଗଡ ସଜାଡିଲେଣି ନେତା, ବ୍ରହ୍ମଗିରିରୁ ବିଜେପି ଟିକେଟରେ ଲଢିପାରନ୍ତି ଉପାସନା
କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ହେଲେ ଏବେ ଠୁ ଗଡ ସଜାଡିଲେଣି ନେତା । ନିଜ ନିଜ ସପକ୍ଷରେ ସମର୍ଥକ ଯୋଗାଡରେ ଲାଗି ପଡିଛନ୍ତି । ଏହି ପ୍ରକ୍ରିୟାରେ ଖୁବ୍ ଜୋରସୋରରେ ଲାଗିଛନ୍ତି ଉପାସନା ମହାପାତ୍ର । ବ୍ରହ୍ମଗିରିରୁ ବିଜେପି ଟିକେଟ୍ରେ ଲଢିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ୨୪ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଲକ୍ଷ୍ୟ ରଖି ଦଳୀୟ ନେତା ଓ କର୍ମୀଙ୍କ ସହ ନିଜ ନିର୍ବାଚନContinue reading “ଘୋଷଣା ହୋଇନାହିଁ ୨୦୨୪ ନିର୍ବାଚନ ତାରିଖ: ଏବେଠୁ ଗଡ ସଜାଡିଲେଣି ନେତା, ବ୍ରହ୍ମଗିରିରୁ ବିଜେପି ଟିକେଟରେ ଲଢିପାରନ୍ତି ଉପାସନା”
ଜାମ୍ମୁରେ ସେନା ଶିବିର ଉପରେ ଆକ୍ରମଣ କରିଥିବା ଦେଶର ଶତ୍ରୁ ଖ୍ୱାଜାକୁ ହତ୍ୟା : ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର
ଜମ୍ମୁରେ ସେନା ଶିବିର ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ନିଜେ ହତ୍ୟାର ଶିକାର ହୋଇଛି । ସୀମା ଆରପାରିକୁ ଆସିଥିବା ଖବରରୁ ଜଣାପଡିଛି ଯେ ଆତଙ୍କବାଦୀଙ୍କ ମୃତଦେହ ତାଙ୍କ ଘରେ ପାକିସ୍ଥାନ ଅଧିକୃତ ଜମ୍ମୁକାଶ୍ମୀରରୁ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି ମୃତ ଦେହର ମୁଣ୍ଡ କାଟି ଦିଆଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଭାରତର ଆଉ ଏକ ଶତ୍ରୁ ପୃଥିବୀ ପୃଷ୍ଠରୁ ହଟି ଯାଇଛି । ମୃତ୍ୟୁବରଣ କରିଥିବା ଏହି ଜିହାଦିର ନାମ ଖ୍ୱାଜାContinue reading “ଜାମ୍ମୁରେ ସେନା ଶିବିର ଉପରେ ଆକ୍ରମଣ କରିଥିବା ଦେଶର ଶତ୍ରୁ ଖ୍ୱାଜାକୁ ହତ୍ୟା : ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର”
ରେଳ ବିଭାଗରେ ଆସିଲା ନୂଆ ନିୟମ, ପ୍ଲାଟଫର୍ମ ଟିକେଟରେ ବି କରିପାରିବେ ଯାତାୟତ
କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ରେଳ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ନୁଆ ନିୟମ ଆଣିଛନ୍ତି । ଯେଉଁଠି ଯାତ୍ରା କରୁଥିବା ପ୍ରତେକ ଲୋକମାନଙ୍କ ପାଇଁ ଏହି ସବୁ ନିୟମ ସୁବିଧା ଆଣିବ । ଭାରତ ବର୍ଷରେ ଅଧିକାଂଶ ଲୋକ ରେଳରେ ଯିବା ଆସିବା ପାଇଁ ପସନ୍ଦ କରନ୍ତି । କାରଣ ବସ୍ ଓ ବିମାନ ବ୍ୟତୀତ ଏହି ଯାତ୍ରା ଶସ୍ତାରେ ଉପଲବ୍ଧ ହୋଇଥାଏ । ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖିContinue reading “ରେଳ ବିଭାଗରେ ଆସିଲା ନୂଆ ନିୟମ, ପ୍ଲାଟଫର୍ମ ଟିକେଟରେ ବି କରିପାରିବେ ଯାତାୟତ”
ପୁରୀରେ ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ବାସଭବନରେ ଲୋକଙ୍କ ଭିଡ଼
କନକ ବ୍ୟୁରୋ: ପୁରୀରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର । ମହେଶ୍ୱରଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଏହା ପୂର୍ବରୁ ବିଜେଡି ପାର୍ଟି ଅଫିସ୍ରେ ତାଙ୍କ ପାର୍ଥିବ ଶରୀର ପହଁଚିବା ପରେ ତାଙ୍କ ଶେଷ ଦର୍ଶନ କରିଥିଲେ ଦଳୀୟ ନେତା, କର୍ମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ଟି କାର୍ଯ୍ୟାଳୟରେ ପହଁଚି ମହେଶ୍ୱର ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି । ଏହାପରେ ବିଧାନସଭାରେ ତାଙ୍କ ଉଦ୍ଦେଶ୍ୟରେ ଗାର୍ଡContinue reading “ପୁରୀରେ ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ବାସଭବନରେ ଲୋକଙ୍କ ଭିଡ଼”