ପୁଣି ମଣିଷ ମାରିଲା କଲରାପତରିଆ ବାଘ । ଜଙ୍ଗଲରୁ ମୃତ ଦେହ ଉଦ୍ଧାର

କନକ ବ୍ୟୁରୋ : ନୂଆପଡ଼ାରେ ପୁଣି ବାଘ ଆତଙ୍କ । । ଏକ କଲରାପତରିଆ ବାଘ ମଣିଷ ମାରିଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସିଲେରି ବାହାରା ଗାଁର ଜଣେ ମହିଳାଙ୍କୁ ବାଘ ମାରିଥିବା ଅଭିଯୋଗ କରିଛନ୍ତି ଗାଁଲୋକ । ଗତକାଲି ବାଘ ମହିଳାଙ୍କୁ ନେଇଥିବା ବେଳେ ଆଜି ମହିଳାଙ୍କ ମୃତଦେହ ଜଙ୍ଗଲରେ ପଡ଼ିଛି । କିଛି ଦିନ ତଳେ କୁନି ଶିଶୁ ବାହାରେ ଖେଳୁଥିବା ବେଳେ ବାଘContinue reading “ପୁଣି ମଣିଷ ମାରିଲା କଲରାପତରିଆ ବାଘ । ଜଙ୍ଗଲରୁ ମୃତ ଦେହ ଉଦ୍ଧାର”

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ନୂଆପଡା ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

କନକ ବ୍ୟୁରୋ: କଟକ ନୂଆପଡ଼ା ଅଞ୍ଚଳରେ ଦୁଇଟି ଟ୍ରାକ୍ଟର ମଝିରେ ଚାପି ହୋଇ ଯୁବକଙ୍କ ମୃତ୍ୟୁ । ଦୁର୍ଘଟଣା ପରେ ଉତେଜନା ସହ ରାସ୍ତାରୋକ । ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ମୃତକ ଜଣକ ନୂଆପଡ଼ା ଅଂଚଳର ସ୍ମୃତି ରଂଜନ ଓଝା ବୋଲି ଜଣାପଡିଛି । ନୂଆପଡ଼ା ବାଲିସାହି ଯିବା ରାସ୍ତାରେ ମହାନଗର ନିଗମ ପକ୍ଷରୁ କାମ କରୁଥିବା ଦୁଇ ଟ୍ରାକ୍ଟର ମଧ୍ୟରେ ଧକ୍କା ଯୋଗୁଁ ତା ଭିତରେContinue reading “ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ନୂଆପଡା ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ”

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣାରେ ବଢିଲା ଟୁଟୁ ନାୟକଙ୍କ ଅଡୁଆ । ଡିସିପିଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ରାଜ୍ୟ ମହିଳା ସାମ୍ବାଦିକା ସଂଘ ।

କନକ ବ୍ୟୁରୋ: ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ମାମଲାରେ ବଢ଼ିଲା ଟୁଟୁ ନାୟକଙ୍କ ଅଡୁଆ । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ । ଏବଂ ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ଅନ୍ୟପଟେ ଡିସିପିଙ୍କୁ ଭେଟି ଅଭିଯୁକ୍ତ ଟୁଟୁContinue reading “ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣାରେ ବଢିଲା ଟୁଟୁ ନାୟକଙ୍କ ଅଡୁଆ । ଡିସିପିଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ରାଜ୍ୟ ମହିଳା ସାମ୍ବାଦିକା ସଂଘ ।”

୨୦୨୪ ମସିହାରେ  ବିଶ୍ୱରେ ପଡ଼ିବ ହାହାକାର : ନୋଷ୍ଟ୍ରାଡାମସ୍ ଶହ ଶହ ବର୍ଷ ପୂର୍ବେ ଏହି ଭବିଷ୍ୟବାଣୀ କରିଥିଲେ

ନୋଷ୍ଟ୍ରାଡାମସ୍ ଭବିଷ୍ୟବାଣୀ ୨୦୨୪ : ଦୁନିଆରେ ଅନେକ ଭବିଷ୍ୟ‌ବକ୍ତା ଏବଂ ଦାର୍ଶନିକ ଅଛନ୍ତି, ଯାହାର ଭବିଷ୍ୟବାଣୀ କିଛି କିଛି ସଠିକ୍ ପ୍ରମାଣିତ ହୋଇଛି । ଫରାସୀ ଦାର୍ଶନିକ ନୋଷ୍ଟ୍ରାଡାମସ୍ ମଧ୍ୟ ଏହି ଲୋକମାନଙ୍କ ମଧ୍ୟରୁ ଜଣେ । ୨୦୨୪ ବର୍ଷ ଆରମ୍ଭ ହେବାକୁ କେବଳ କିଛି ମାସ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ ନୂଆ ବର୍ଷ ସେମାନଙ୍କ ପାଇଁ କିମ୍ବା ଦେଶ ତଥା ବିଶ୍ବ ପାଇଁ କିପରି ରହିବ ।Continue reading “୨୦୨୪ ମସିହାରେ  ବିଶ୍ୱରେ ପଡ଼ିବ ହାହାକାର : ନୋଷ୍ଟ୍ରାଡାମସ୍ ଶହ ଶହ ବର୍ଷ ପୂର୍ବେ ଏହି ଭବିଷ୍ୟବାଣୀ କରିଥିଲେ”

୪୦ ହଜାର ସେନା, ସୁଡଙ୍ଗ ଭିତରେ ସିକ୍ରେଟ ଜାଲ । ଗାଜାରେ ଇସ୍ରାଏଲ ସେନାକୁ ଘେରିବାକୁ ଏଭଳି ଯୋଜନା କରିଛି ହମାସ

କନକ ବ୍ୟୁରୋ : ଗାଜାର ଚରମପନ୍ଥୀ ସଂଗଠନ ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧ ୨୯ ଦିନରେ ପହଂଚିଛି । ଗୋଟିଏ ପଟେ ହମାସ ତାର ଦାବିକୁ ନେଇ ଅଟଳ ରହିଥିବା ବେଳେ ଇସ୍ରାଏଲ ଗାଜା ସହରକୁ ପୂର୍ଣ୍ଣ ଦଖଲ କରିବା ଓ ହମାସକୁ ସମାପ୍ତ କରିବା ପାଇଁ ପଣ କରିଛି । ଏହାରି ଭିତରେ ଇସ୍ରାଏଲ ସେନା ବା ଆଇଡିଏଫ୍ ଗାଜା ଭିତରେ ପଶି ହମାସକୁ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରିଛିContinue reading “୪୦ ହଜାର ସେନା, ସୁଡଙ୍ଗ ଭିତରେ ସିକ୍ରେଟ ଜାଲ । ଗାଜାରେ ଇସ୍ରାଏଲ ସେନାକୁ ଘେରିବାକୁ ଏଭଳି ଯୋଜନା କରିଛି ହମାସ”

ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି: ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ଖସାଇଦେବାକୁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଥିବା ଅଭିଯୋଗ ଆଣିଲେ ଟଙ୍କଧର

କନକ ବ୍ୟୁରୋ: ବେପରୁଆ ଗାଡି ଚାଳନାକୁ ନେଇ ତେଜିଲା ରାଜନୀତି । ରେଞ୍ଜରୋଭର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେଲାଣି । ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି । ଏପରି ସ୍ଥିତିରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଘେରିଛି ଝାରସୁଗୁଡା ବିଜେପି । ଗାଡିଟି ଯେଉଁ କଂପାନୀ ନାଁରେ ପଂଜିକରଣ ହୋଇଛି ସେହି କଂପାନୀର ନିର୍ଦ୍ଦେଶକ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ । ଏହି ଘଟଣାରେ ପୋଲିସ ଓ ସରକାରContinue reading “ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି: ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ଖସାଇଦେବାକୁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଥିବା ଅଭିଯୋଗ ଆଣିଲେ ଟଙ୍କଧର”

ଇସଲାମିକ କଟ୍ଟର ମୋଲବାଦର ମୁକାବିଲା ପାଇଁ  ଆମେରିକା କି ଯୋଜନା କରୁଛି ?

ବିଶ୍ବରେ ବଢୁଥିବା ଇସଲାମିକ କଟ୍ଟର ମୋଲବାଦର ମୁକାବିଲା ପାଇଁ  ଆମେରିକା ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ ଯାଉଛି । ଯାହାଦ୍ବାରା ମୁସଲମାନ ବୋଲି ଭାବି ଶିଖ ଓ ଆରବ ପରି ଲୋକଙ୍କ ଉପରେ ହେଉଥିବା ଘୃଣାହିଂସାର ମୁକାବିଲା କରାଯାଇପାରିବ ।  ବିଶ୍ବରେ ବଢୁଥିବା ଇସଲାମିକ କଟ୍ଟର ମୋଲବାଦର ମୁକାବିଲା ପାଇଁ  ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ତାଙ୍କ ଦେଶ ମୁସଲମାନ ତଥା ଯେଉଁମାନଙ୍କୁ ମୁସଲମାନ ବୋଲି ବିବେଚନା କରାଯାଏ ସେମାନଙ୍କ ମଧ୍ୟରେ ଅନ୍ୟContinue reading “ଇସଲାମିକ କଟ୍ଟର ମୋଲବାଦର ମୁକାବିଲା ପାଇଁ  ଆମେରିକା କି ଯୋଜନା କରୁଛି ?”

ନେପାଳରେ ଭୂକମ୍ପ : ଏବେ ସୁଦ୍ଧା ୧୨୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା

କନକ ବ୍ୟୁରୋ : ଭୂକମ୍ପରେ ଥରିଉଠିଲା ନେପାଳରେ । ୬.୪ ତୀବ୍ରତାରେ ଥରି ଉଠିଲା ନେପାଳ । ଏବେ ସୁଦ୍ଧା ୧୨୮ଜଣ ନେପାଳରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଅନେକ ଘର ମଧ୍ୟ ଦବି ଯାଇଛି । ଅନେକ ଲୋକ ଏହି ସବୁ ଘର ତଳେ ଚାପି ହୋଇ ରହି ଯାଇଛନ୍ତି । ଭୂକମ୍ପର କେନ୍ଦ୍ର ନେପାଳର କାଠମାଣ୍ଡୁ ଠାରୁ ଉତର ପୂର୍ବରେ ୨୫୦Continue reading “ନେପାଳରେ ଭୂକମ୍ପ : ଏବେ ସୁଦ୍ଧା ୧୨୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା”

ବଡ଼ ଗାଡ଼ିର ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି । ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ଖସାଇଦେବାକୁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଥିବା ଅଭିଯୋଗ ଆଣିଲେ ଟଙ୍କଧର 

କନକ ବ୍ୟୁରୋ : ବଡଗାଡିର ବେପରୁଆ ଗାଡି ଚାଳନାକୁ ନେଇ ତେଜିଲା ରାଜନୀତି । ରେଞ୍ଜରୋଭର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେଲାଣି । ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି । ଏପରି ସ୍ଥିତିରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଘେରିଛି ଝାରସୁଗୁଡା ବିଜେପି । ଗାଡିଟି ଯେଉଁ କଂପାନୀ ନାଁରେ ପଞ୍ଜିକରଣ ହୋଇଛି ସେହି କମ୍ପାନୀର ନିର୍ଦ୍ଦେଶକ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ । ଏହି ଘଟଣାରେ ପୋଲିସContinue reading “ବଡ଼ ଗାଡ଼ିର ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି । ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ଖସାଇଦେବାକୁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଥିବା ଅଭିଯୋଗ ଆଣିଲେ ଟଙ୍କଧର “

ଭାରତ ନେପାଳର ଲୋକଙ୍କ ସହ ସବୁବେଳେ ଅଛି, ସବୁ ପ୍ରକାରରେ ସାହାଯ୍ୟ କରିବ … ଭୂକମ୍ପ ଯୋଗୁଁ ହୋଇଥିବା ବିନାଶ ବିଷୟରେ ପିଏମ ମୋଦୀଙ୍କ ବାର୍ତ୍ତା

“ନେପାଳର ଲୋକଙ୍କ ସହ ଭାରତ ଏକତାର ସହ  ଛିଡା ହେଇଛି ଏବଂ ଯଥା ସମ୍ଭବ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି । ଶୋକସନ୍ତପ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା ଅଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛୁ ।” ଏହା ହେଉଛି ନେପାଳ ଭୂକମ୍ପ ସମ୍ପର୍କରେ ପିଏମ ମୋଦୀ X ରେ ପୋଷ୍ଟ କରିଥିବା ବାର୍ତ୍ତା । ଯେ ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପ ପୁଣି ଥରେ ବିନାଶ ଘଟାଇଛି ।Continue reading “ଭାରତ ନେପାଳର ଲୋକଙ୍କ ସହ ସବୁବେଳେ ଅଛି, ସବୁ ପ୍ରକାରରେ ସାହାଯ୍ୟ କରିବ … ଭୂକମ୍ପ ଯୋଗୁଁ ହୋଇଥିବା ବିନାଶ ବିଷୟରେ ପିଏମ ମୋଦୀଙ୍କ ବାର୍ତ୍ତା”

Design a site like this with WordPress.com
Get started