ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଏକ ମାସ ବିତିଗଲାଣି । ଉଭୟ ପକ୍ଷରୁ ଭୟଙ୍କର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ହମାସକୁ ଶେଷ କରିଦେବାକୁ ଶପଥ ନେଇଛି । ହମାସ ମଧ୍ୟ ପଛକୁ ହଟିବାକୁ ନାରାଜ । ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଗଲାଣି । ଏହି ସମୟ ମଧ୍ୟରେ ଖବର ଆସିଛି ଯେ ଇସ୍ରାଏଲ ହମାସର ବରିଷ୍ଠ ନେତା ହନିୟେକୁ ଟାର୍ଗେଟ କରିଛି । ହମାସରContinue reading “ହମାସ ନେତା ଇସମାଇଲ ହନିୟେର ଘର ଉଡେଇଦେଲା ଇସ୍ରାଏଲ”
Tag Archives: News
ଟେଣ୍ଡର ହେଲା, ନିର୍ମାଣ ସରିଲା । କାମରେ ନଲାଗି ଖତ ଖାଇଲା, ଗୋପାଳପୁର ବେଳଭୂମୀର ଗୋଲକ ଧନ୍ଦା
କନକ ବ୍ୟୁରୋ : ବ୍ରହ୍ମପୁର ସହର ଠାରୁ ମାତ୍ର ୨୦ କିଲୋମିଟର ଦୁରରେ ରହିଛି ଗୋପାଳପୁର ବେଳାଭୂମି । ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ଦେଶ ବିଦେଶରୁ ମଧ୍ୟ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଗୋପାଳପୁର ବେଳାଭୂମୀ ପାଖରେ ନିର୍ମିତ ହୋଇଛି ଇକୋ ରିଟ୍ରିଟ୍ ହବ୍ । ପ୍ରାୟ ୭ବର୍ଷ ତଳୁ ନିର୍ମାଣ ଆରମ୍ଭ ହୋଇ ୩ ବର୍ଷ ତଳୁ କାମ ସରିଛି, ହେଲେ ଏଯାଏଁContinue reading “ଟେଣ୍ଡର ହେଲା, ନିର୍ମାଣ ସରିଲା । କାମରେ ନଲାଗି ଖତ ଖାଇଲା, ଗୋପାଳପୁର ବେଳଭୂମୀର ଗୋଲକ ଧନ୍ଦା”
ସ୍ୱାମୀଙ୍କ ଅନ୍ତେ ସଂସାର ରଥକୁ ଟାଣି ନେଉଛନ୍ତି ସ୍ତ୍ରୀ । ପିଲାଙ୍କୁ ପାଠପଢାଇ ମଣିଷ କରିବା ପାଇଁ ଗାଁ ଗାଁ ବୁଲି ଚୁଡି ବିକୁଛନ୍ତି ବିଧବା ମାଆ
କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ବିତନା ଗାଁର ରଂଜିତା ସାହୁ । ଅନେକ ବର୍ଷ ହେଲାଣି ସ୍ୱାମୀ ଆରପାରିରେ । ହାତରେ ଶଙ୍ଖା ନାହିଁ, ମଥାରୁ ସିନ୍ଦୁର ଲିଭି ଯାଇଛି । ସ୍କୁଲ ଆଗରେ ବାଦାମ ମଟର ଆଉ ନଳି ବିକ୍ରି କରି ଦୁଇ ପିଲାଙ୍କୁ ପଢାଉଛନ୍ତି, ବଢାଉଛନ୍ତି । ହେଲେ ନାରୀଟିଏର ମନ ସବୁବେଳେ ଶଙ୍ଖା ସିନ୍ଦୁର ପ୍ରତି ଆକର୍ଷିତ । ଏଇ ଆକର୍ଷଣକୁ ଏଡାଇ ନପାରି ଅନେକ ସମୟରେ ହାତରେ ଚୁଡିContinue reading “ସ୍ୱାମୀଙ୍କ ଅନ୍ତେ ସଂସାର ରଥକୁ ଟାଣି ନେଉଛନ୍ତି ସ୍ତ୍ରୀ । ପିଲାଙ୍କୁ ପାଠପଢାଇ ମଣିଷ କରିବା ପାଇଁ ଗାଁ ଗାଁ ବୁଲି ଚୁଡି ବିକୁଛନ୍ତି ବିଧବା ମାଆ”
ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଆଉ ୫ବର୍ଷ ଗରିବ ଲୋକଙ୍କୁ ମିଳିବ ମାଗଣା ରାସନ, ୮୦ କୋଟି ଲୋକ ହେବେ ଉପକୃତ
କନକ ବ୍ୟୁରୋ : ୫ରାଜ୍ୟରେ ଚାଲିଛି ନିର୍ବାଚନୀ ପ୍ରଚାର । ନେତାମାନେ ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି । କିଏ ମହିଳାଙ୍କୁ ଭତ୍ତା ତ କିଏ ଚାକିରି ବାଣ୍ଟୁଛି ଭାଷଣରେ । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ ନିର୍ବାଚନୀ ପ୍ରଚାର ସଭାରେ ଏକ ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ୮୦ କୋଟି ଲୋକଙ୍କୁ ଦିଆଯାଉଥିବା ମାଗଣା ରାସନ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ । ଏହାଦ୍ୱାରା ଦେଶର ୮୦Continue reading “ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଆଉ ୫ବର୍ଷ ଗରିବ ଲୋକଙ୍କୁ ମିଳିବ ମାଗଣା ରାସନ, ୮୦ କୋଟି ଲୋକ ହେବେ ଉପକୃତ”
ଝାରସୁଗୁଡାରେ ପ୍ରଥା ଫିଲ୍ମର ପୋଷ୍ଟର ଚିରା ଘଟଣା । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲେ ପ୍ରଯୋଜିକା
କନକ ବ୍ୟୁରୋ: ଓଲିଉଡ୍ ବିବାଦ ଭିତରେ ଏବେ ମନୋଜ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଥାନାରେ ହେଇଛି ମାମଲା । ଝାରସୁଗୁଡାରେ ପ୍ରଥା ଫିଲ୍ମର ପୋଷ୍ଟର ଚିରିବା ଏବଂ ଏହାକୁ ହଲରୁ ଉଠାଇ ଦିଆଯାଇଛି ବୋଲି ପ୍ରେସମିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି ଫିଲ୍ମର ପ୍ରଯୋଜକ ସନଲିଶା ପଟେଲ । ଏଥିସହିତ ସେ ଅନଲାଇନ୍ ଜରିଆରେ ମନୋଜଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ଏହା ସହ ତାଙ୍କୁ ତୁରନ୍ତContinue reading “ଝାରସୁଗୁଡାରେ ପ୍ରଥା ଫିଲ୍ମର ପୋଷ୍ଟର ଚିରା ଘଟଣା । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲେ ପ୍ରଯୋଜିକା”
ଟିମ ଇଣ୍ଡିଆର ଜୟ-ଭୀରୁ ଯୋଡି: ଜଣେ ହେଲେ ଫ୍ଲପ ଅନ୍ୟ ଜଣେ ଦେଖାଉଛନ୍ତି ପାୱାର ଶୋ’
କନକ ବ୍ୟୁରୋ: ବିଶ୍ୱକପରେ ଦମ ଦେଖାଉଛି ଭାରତ । ୭ଟି ମ୍ୟାଚରେ ୭ଟି ବିଜୟୀ ହୋଇ ଦଳ ଟେବୁଲ ଟପ୍ପର ହୋଇଛି । ଆଉ ସେମି ଫାଇନାଲ ଟିକେଟ ପକ୍କା କରିଛି । ତେବେ ଦଳ ପାଇଁ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲର ଦମଦାର ପ୍ରଦର୍ଶନ କରୁଛନ୍ତି । ହେଲେ ଏହି ବିଶ୍ୱକପରେ ଟିମ ଇଣ୍ଡିଆକୁ ମିଳିଛି ଜୟ-ଭୀରୁଙ୍କ ଯୋଡି । ଜଣେ ଫ୍ଲପ ହେଲେ ଅନ୍ୟ ଜଣେ ଦେଖାଉଛନ୍ତି ପାୱାର ଶୋ’ । ଆମେ ଆଉContinue reading “ଟିମ ଇଣ୍ଡିଆର ଜୟ-ଭୀରୁ ଯୋଡି: ଜଣେ ହେଲେ ଫ୍ଲପ ଅନ୍ୟ ଜଣେ ଦେଖାଉଛନ୍ତି ପାୱାର ଶୋ’”
ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ସଂକେତ ଦେଲେ ବସୁନ୍ଧରା । ରାଜନୀତିରୁ ନେଇପାରନ୍ତି ସନ୍ୟାସ
କନକ ବ୍ୟୁରୋ : ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ସରିବା ପରେ ଚାରିଆଡେ ପ୍ରଚାରର ମାହୋଲ । ରାଜସ୍ଥାନ ରାଜନୀତିରେ ପୁରୁଖା ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ପ୍ରୋଜେକ୍ଟ କରୁବୋଲି ତାଙ୍କ ସମର୍ଥକମାନେ ବାରମ୍ବାର ଦାବି କରୁଛନ୍ତି । ଏଭଳି ସ୍ଥଳେ ବସୁନ୍ଧରା ରାଜନୀତିରୁ ସନ୍ୟାସ ନେବା ନେଇ ସଂକେତ ଦେଇଛନ୍ତି । ଝାଲାବାଡରContinue reading “ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ସଂକେତ ଦେଲେ ବସୁନ୍ଧରା । ରାଜନୀତିରୁ ନେଇପାରନ୍ତି ସନ୍ୟାସ”
ପ୍ରଯୋଜକ ଟୁଟୁ ନାୟକ ଗିରଫ । ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ଗିରଫ କଲା ପୋଲିସ ।
କନକ ବ୍ୟୁରୋ: ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ଗିରି ହୋଇଛନ୍ତି ଟୁଟୁ ନାୟକ । ଗତକାଲି ଅଭିଯୋଗ କରିଥିଲେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ । ଅଭିଯୋଗ ଆଧାରରେ ଆଜି ଥାନାରେ ହାଜର ହୋଇଥିଲେ ପ୍ରଯୋଜକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଥାନାରେ ପୋଲିସର ସ୍ୱତନ୍ତ୍ର ଟିମ୍ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ପୋଲିସ । ସେପଟେContinue reading “ପ୍ରଯୋଜକ ଟୁଟୁ ନାୟକ ଗିରଫ । ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ଗିରଫ କଲା ପୋଲିସ ।”
ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ୧୫ ପଞ୍ଚାୟତ ବାସିନ୍ଦା । ଡାକ୍ତର ନଥିବାରୁ ନାନାଦି ଅସୁବିଧା ଭୋଗୁଛନ୍ତି ଲୋକ ।
କନକ ବ୍ୟୁରୋ: ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ୧୫ ପଞ୍ଚାୟତ ବାସିନ୍ଦା । ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ନେଇ ପିପିଲି, ନିମାପଡ଼ା ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତ ଲୋକେ ପ୍ରତିବାଦ କରିଛନ୍ତି । ସେମାନଙ୍କର ଦାବି ହେଲା, ଚିକିତ୍ସା ପାଇଁ ବଳଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଡାକ୍ତର ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି । ଏମିତିକି ଶୁକ୍ରବାର ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ତ୍ରିଲୋଚନ ପାତ୍ର ନାମକ ଯୁବକContinue reading “ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ୧୫ ପଞ୍ଚାୟତ ବାସିନ୍ଦା । ଡାକ୍ତର ନଥିବାରୁ ନାନାଦି ଅସୁବିଧା ଭୋଗୁଛନ୍ତି ଲୋକ ।”
ଭାରତର ବିଜୟ ହେଉନି ପାକିସ୍ତାନର ହଜମ, ବିତଣ୍ଡା ଯୁକ୍ତି କରୁଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର । ମୁହଁତୋଡ ଜବାବ ଦେଲେ ଆକାଶ ଚୋପ୍ରା ।
କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ୭ଟି ମ୍ୟାଚରୁ ୭ଟିରେ ବିଜୟୀ ହୋଇ ଏଯାବତ ଅପରାଜେୟ ରହିଛି ରୋହିତ ବାହିନୀ । ପ୍ରଥମ ଦଳ ଭାବେ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇଛି ମେନ୍ ଇନ୍ ବ୍ଲୁ । ଅନ୍ୟପଟେ ପାକିସ୍ତାନ ସେମିଫାଇନାଲ ରେସରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛି । ପାକିସ୍ତାନ ମାତ୍ର ୩ଟି ବିଜୟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ପାକିସ୍ତାନକୁContinue reading “ଭାରତର ବିଜୟ ହେଉନି ପାକିସ୍ତାନର ହଜମ, ବିତଣ୍ଡା ଯୁକ୍ତି କରୁଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର । ମୁହଁତୋଡ ଜବାବ ଦେଲେ ଆକାଶ ଚୋପ୍ରା ।”