ବସ୍ ଭିତରେ ଆଖି ବୁଜିଥିବା ୪ବର୍ଷର ଛୁଆ ସହ ମା’କୁ ଅଧାବାଟରେ ଓହ୍ଲାଇ ଦେଲା କଣ୍ଡକ୍ଟର । ଦୋକାନ ପିଣ୍ଢାରେ ବସି ରହିଥିଲେ ଅସହାୟ ମା’

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାରରେ ଘଟିଯାଇଛି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଲା ଭଳି ଏକ ଘଟଣା । ୪ବର୍ଷର ରୋଗୀଣା ପୁଅକୁ ନେଇ ମା’ ବସରେ ଯାଉଥିବା ବେଳେ ବସ୍ ଭିତରେ ହିଁ ଆଖି ବୁଜି ଦେଇଥିଲା ଛୋଟ ପିଲାଟି । ଏ କଥା ଜାଣିବା ପରେ ଭୁବନେଶ୍ୱରରୁ ଟାଟା ଯାଉଥିବା ଏହି ବସର କଣ୍ଡକ୍ଟର ମୃତ ଛୁଆ ସହ ମା’କୁ ବସରୁ ଅଧାବାଟରେ ଓହ୍ଲାଇ ଦେଇ ଚାଲିଯାଇଛନ୍ତି । ଅସହାୟContinue reading “ବସ୍ ଭିତରେ ଆଖି ବୁଜିଥିବା ୪ବର୍ଷର ଛୁଆ ସହ ମା’କୁ ଅଧାବାଟରେ ଓହ୍ଲାଇ ଦେଲା କଣ୍ଡକ୍ଟର । ଦୋକାନ ପିଣ୍ଢାରେ ବସି ରହିଥିଲେ ଅସହାୟ ମା’”

ଡିଭିଲିୟର୍ସଙ୍କ ଇଚ୍ଛା, ଟିମ୍ ଇଣ୍ଡିଆ ଜିତୁ ବିଶ୍ୱକପ !

କନକ ବ୍ୟୁରୋ : ଲଗାତାର ୭ଟି ବିଜୟ ସହ ଟିମ୍ ଇଣ୍ଡିଆ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇଛି । ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଉଭୟ ଟିମ୍ ମୈଦାନକୁ ଓହ୍ଲାଇବେ । କାରଣ ଭାରତ ଏବେସୁଦ୍ଧା ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି । ଏହାଛଡା ଚଳିତ ବିଶ୍ୱକପରେ ଉଭୟ ଟିମ୍ ଦମଦାର ପ୍ରଦର୍ଶନ କରୁଛନ୍ତି ।Continue reading “ଡିଭିଲିୟର୍ସଙ୍କ ଇଚ୍ଛା, ଟିମ୍ ଇଣ୍ଡିଆ ଜିତୁ ବିଶ୍ୱକପ !”

ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ସେବା

କନକ ବ୍ୟୁରୋ : ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ସେବା । ସପ୍ତାହକୁ ୨ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ଟ୍ୱିଟ କରି ସୂଚନା ଦେଲେ ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ୱାନ୍ ଏୟାର । ପ୍ରାରମ୍ଭୀକ ଅଫରରେ ମାତ୍ର ୨ ହଜାର ୯୯୯ ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ । ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତରେ ଚାଲିବ ଏହିContinue reading “ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ସେବା”

ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଏୟାରବେସରେ ଅନେକ ଲଢୁଆ ବିମାନ ଧ୍ୱଂସ, ୩ ଆତଙ୍କବାଦୀ ନିପାତ

କନକ ବ୍ୟୁରୋ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ମିଆଁୱାଲି ଏୟାରବେସରେ ଅନେକ ଆତଙ୍କବାଦୀ ପ୍ରବେଶ କରିଥିବା ସୂଚନା ମିଳିଛି । ସମଗ୍ର ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ଏହାକୁ ନେଇ ଅନେକ ପାକିସ୍ତାନୀ ସାମ୍ବାଦିକଙ୍କ ରିପୋର୍ଟ ଓ ଭିଡିଓ ସାମ୍ନାକୁ ଆସିଛି। ଅଜ୍ଞାତ ବନ୍ଧୁକଧାରୀମାନେ ମିଆନୱାଲିସ୍ଥିତ ପାକିସ୍ତାନ ବାୟୁସେନା ପ୍ରଶିକ୍ଷଣ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଯେଉଁଥିରେ ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ, ଆଜି ସକାଳେContinue reading “ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଏୟାରବେସରେ ଅନେକ ଲଢୁଆ ବିମାନ ଧ୍ୱଂସ, ୩ ଆତଙ୍କବାଦୀ ନିପାତ”

ବଲାଙ୍ଗୀର ବଡ଼ମାଳରେ ଗୋଳାବାରୁଦ କାରଖାନା ନିକଟରେ ବୁଲୁଛି କଲରପତରିଆ ବାଘ । ସୋଲାର ପ୍ଲାଣ୍ଟ ତାର ଜାଲି ଡେଇଁ ବାଘ ପ୍ରବେଶ କରୁଥିବାର ଭିଡିଓ ଭାଇରାଲ

କନକ ବ୍ୟୁରୋ : ବଲାଙ୍ଗୀର ବଡ଼ମାଳରେ ବୁଲୁଛି ବାଘ । ବଲାଙ୍ଗୀର ସଇଁତଳା ବ୍ଲକ ସ୍ଥିତ ଗୋଳାବାରୁଦ କାରଖାନା ପରିସରରେ କଲରାପତରିଆ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି । ଏହା ଗୁରୁବାର ରାତିର ଘଟଣା ହୋଇଥିବା ଜଣାପଡ଼ିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଏକ କଲରାପତରିଆ ବାଘ ସୋଲାର ପ୍ଲାଣ୍ଟର ତାରବାଡ଼ ଡେଇଁ ଗୋଳାବାରୁଦ କାରଖାନା ଭିତରକୁ ଆସୁଥିବା ଦେଖିବାକୁ ମିଳିଛି । ଏହାପରେ ବାଘଟି ଦୌଡି ପଳାଉଛି ।Continue reading “ବଲାଙ୍ଗୀର ବଡ଼ମାଳରେ ଗୋଳାବାରୁଦ କାରଖାନା ନିକଟରେ ବୁଲୁଛି କଲରପତରିଆ ବାଘ । ସୋଲାର ପ୍ଲାଣ୍ଟ ତାର ଜାଲି ଡେଇଁ ବାଘ ପ୍ରବେଶ କରୁଥିବାର ଭିଡିଓ ଭାଇରାଲ”

ତେଜୁଛି ଓଲିଉଡ କଳି । ଅଡିଓ କଲ୍ ସାର୍ବଜନୀନ କଲେ ମନୋଜ ମିଶ୍ର, ନିଆଁରେ ଅରିନ୍ଦମ ଓ ଅନୁଭବ ଘିଅ ଢ଼ାଳିଥିବା ଅଡିଓରେ କହିଛନ୍ତି ଟୁଟୁ ନାୟକ

କନକ ବ୍ୟୁରୋ : ଅଭିନେତା ମନୋଜ ମିଶ୍ର କଲ ରେକର୍ଡ ସାର୍ବଜନୀନ କରିଛନ୍ତି । ବାସନ୍ଦ ହେବା ପୂର୍ବରୁ ଏବଂ ଏବେ ବସିଥିବା ପ୍ରଯୋଜକ ବୈଠକ ବେଳେ ମନୋଜ କଣ କଥା ହୋଇଥିଲେ ତାହା ନିଜେ ସାର୍ବଜନୀନ କରିଛନ୍ତି ମନୋଜ ମିଶ୍ର । ଏହି ତିନି ଜଣ ହେଉଛନ୍ତି ପ୍ରଯୋଜକ ସ୍ଥିତ ପଟ୍ଟନାୟକ, ଟୁଟୁ ନାୟକ ଏବଂ କୁନା ତ୍ରିପାଠୀ । ମନୋଜ ମିଶ୍ର ନିଜେ ଫେସବୁକରେ ଅଡିଓ କଲ ପ୍ରଘଟ କରିଛନ୍ତି । ଉଭୟଙ୍କ ସହContinue reading “ତେଜୁଛି ଓଲିଉଡ କଳି । ଅଡିଓ କଲ୍ ସାର୍ବଜନୀନ କଲେ ମନୋଜ ମିଶ୍ର, ନିଆଁରେ ଅରିନ୍ଦମ ଓ ଅନୁଭବ ଘିଅ ଢ଼ାଳିଥିବା ଅଡିଓରେ କହିଛନ୍ତି ଟୁଟୁ ନାୟକ”

ଦୁର୍ଘଟଣାରେ ଗଲା ଗର୍ଭବତୀ ପତ୍ନୀଙ୍କ ଜୀବନ । ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ପିକ୍ଅପ୍ ଗାଡ଼ି ।  ଭଦ୍ରକ- ଚାନ୍ଦବାଲି ନାଉଗୋରାଡ଼ା ଛକରେ ଅଘଟଣ ।

କନକ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ଗର୍ଭବତୀ ପତ୍ନୀଙ୍କ ଜୀବନ । ଭଦ୍ରକ- ଚାନ୍ଦବାଲି ନାଉଗୋରାଡ଼ା ଛକରେ ପଛପଟୁ ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ପିକ୍ଅପ୍ ଗାଡ଼ି । ଘଟଣାରେ ପତ୍ନୀ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅଛନ୍ତି । ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ୪ ଘଂଟା କାଳ ଉଭୟ ପଟୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ସୂଚନା ଅନୁସାରେ ଚାନ୍ଦବାଲି ହସ୍ପିଟାଲରେ ଡାକ୍ତରଙ୍କୁContinue reading “ଦୁର୍ଘଟଣାରେ ଗଲା ଗର୍ଭବତୀ ପତ୍ନୀଙ୍କ ଜୀବନ । ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ପିକ୍ଅପ୍ ଗାଡ଼ି ।  ଭଦ୍ରକ- ଚାନ୍ଦବାଲି ନାଉଗୋରାଡ଼ା ଛକରେ ଅଘଟଣ ।”

ଗୃହିଣୀ ମାନଙ୍କ ଜୀବନକୁ ନେଇ ନିର୍ମିତ ଫିଲ୍ମ ‘ମାଈଁ ସ୍ୱିଟ ହାଉସ ୱାଇଫ୍’ । ମୁଖ୍ୟ ଭୂମିକାରେ ନୈନା ଦାସ ।

କନକ ବ୍ୟୁରୋ: ଗୃହିଣୀ ମାନଙ୍କ ଜୀବନ ଓ କାହାଣୀକୁ ନେଇ ରିଲିଜ ହୋଇଛି ଫିଲ୍ମ ମାଈ ସ୍ୱିଟ ହାଉସ ୱାଇଫ୍ । ଏଥିରେ ଅଭିନେତ୍ରୀ ନୈନା ଦାସଙ୍କ ସମେତ ପ୍ରୀତିରାଜ ଶତପଥୀ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଜଣେ ଅନୁଶାସନରେ ବିଶ୍ୱାସ କରୁଥିବା ସ୍ୱାମୀ ଓ ଜଣେ ଶିକ୍ଷିତା ପତ୍ନୀଙ୍କ ଭିତରେ ଦାମ୍ପତ୍ୟ ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଏଥିରେ ଚିତ୍ରଣ କରାଯାଇଛି । ତେବେ ଫିଲ୍ମଟିକୁ ଦେଖିବାକୁ ପ୍ରିମୟରରେ ଗହଳି ଦେଖିବାକୁ ମିଳିଥିଲାContinue reading “ଗୃହିଣୀ ମାନଙ୍କ ଜୀବନକୁ ନେଇ ନିର୍ମିତ ଫିଲ୍ମ ‘ମାଈଁ ସ୍ୱିଟ ହାଉସ ୱାଇଫ୍’ । ମୁଖ୍ୟ ଭୂମିକାରେ ନୈନା ଦାସ ।”

କୋରାପୁଟ ପରବ ମଞ୍ଚରେ ଏକାଠି ହେଲେ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରା ବାହିନୀପତି । କୋଳାକୋଳି ହେଲେ ଖୁବ୍ ନାଚିଲେ ଦୁଇ କଂଗ୍ରେସ ନେତା ।

କନକ ବ୍ୟୁରୋ: କୋରାପୁଟ ବୋରିଗୁମାରେ ଆୟୋଜିତ ପରବ ମଞ୍ଚରେ କୋଳାକୋଳି ହେଲେ ମାମୁଁ, ଭଣଜା । ବିଧାୟକ ତାରାପ୍ରସାଦ ବାହୀନିପତି ଏବଂ ସାଂସଦ ସପ୍ତଗିରି ଉଲାକା ପରସ୍ପର ହାତ ମିଳାଇବା ସହିତ ମନଭରି ନାଚିଛନ୍ତି । କେବଳ ଏତିକି ନୁହେଁ ସପ୍ତଗିରି ଉଲାକା ତାରା ବାହିନୀପତିଙ୍କ ଗୋଡ ଛୁଇଁ ମୁଣ୍ଡିଆ ମାରିଥିଲେ । ସପ୍ତଗିରି କହିଛନ୍ତି, ତାରାଙ୍କ ସହିତ ତାଙ୍କର କୌଣସି ବିବାଦ ନାହିଁ । ଉଭୟ ନେତା ପରସ୍ପରକୁ ସମାଲୋଚନା କରି ଚର୍ଚ୍ଚାରେ ରହିଥାନ୍ତି ।Continue reading “କୋରାପୁଟ ପରବ ମଞ୍ଚରେ ଏକାଠି ହେଲେ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରା ବାହିନୀପତି । କୋଳାକୋଳି ହେଲେ ଖୁବ୍ ନାଚିଲେ ଦୁଇ କଂଗ୍ରେସ ନେତା ।”

ରାତି ହେଲେ ଥାନାରେ ଝୁଲୁଛି ତାଲା । ଫାଣ୍ଡି ଆଗରେ କେବଳ ଜଳୁଛି ଇଲେକ୍ଟ୍ରି ବଲ

କନକ ବ୍ୟୁରୋ : ରାତି ହେଲେ ଥାନାରେ ଝୁଲୁଛି ତାଲା । କଟକ ଜିଲ୍ଲା ନିଆଳି ଥାନା ଅଧିନରେ ଥିବା କସର୍ଦା ଫାଣ୍ଡିର ରାତି ପ୍ରାୟ ୨ଟା ସମୟର ଚିତ୍ର ଏବେ ଆପଣଙ୍କ ଟିଭି ସାମ୍ନାରେ ରହିଛି । ଫାଣ୍ଡି ଆଗରେ କେବଳ ଇଲେକ୍ଟ୍ରି ବଲ ଜଳୁଛି । ଖାଲି ଫାଣ୍ଡି ନୁହଁ ନିଆଳି ଥାନାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଥାନା ସପୂର୍ଣ୍ଣ ଅନ୍ଧାର ରହିଛି । ସେଠାରେ କେହି ପୁଲିସ ବାବୁଙ୍କରContinue reading “ରାତି ହେଲେ ଥାନାରେ ଝୁଲୁଛି ତାଲା । ଫାଣ୍ଡି ଆଗରେ କେବଳ ଜଳୁଛି ଇଲେକ୍ଟ୍ରି ବଲ”

Design a site like this with WordPress.com
Get started