ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସର୍ତକ କରାଇଲା ଦିଲ୍ଲୀ ପୁଲିସ ଓ ଏଫବିଆଇ । ଅଜ୍ଞାତ ହ୍ୱାଟସଆପ୍ କଲଠୁ ଦୂରେଇ ରହିବାକୁ ପରାମର୍ଶ

କନକ ବ୍ୟୁରୋ : ବୃଦ୍ଧି ପାଉଛି ସାଇବର ଅପରାଧ, ନ୍ୟୁଡ କଲ ଫାଶରେ ଛନ୍ଦି ହେଉଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ନେତାମନ୍ତ୍ରୀ । ନୂଆଦିଲ୍ଲୀ ପୋଲିସ ଓ ଏଫିବିଆଇ ପକ୍ଷରୁ ସେକ୍ସଟର୍ସନକୁ ନେଇ ଜାରି ହେଲା ସର୍କୁଲାର । ବିଭିନ୍ନ ସମୟରେ ସାଇବର ଅପରାଧି ମାନେ ନ୍ୟୁଡ କଲକୁ ଆଧାର କରି ନେତା, ମନ୍ତ୍ରୀ ତଥା ସେଲିବ୍ରିଟି ମାନଙ୍କୁ ବ୍ଲାକମେଲ କରିବା ଖବର ସାମ୍ନାକୁ ଆସୁଛି । ହାଇପ୍ରୋଫାଇଲ ଚେହେରାଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧିContinue reading “ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସର୍ତକ କରାଇଲା ଦିଲ୍ଲୀ ପୁଲିସ ଓ ଏଫବିଆଇ । ଅଜ୍ଞାତ ହ୍ୱାଟସଆପ୍ କଲଠୁ ଦୂରେଇ ରହିବାକୁ ପରାମର୍ଶ”

ମନ ଜିତିଲା ଟାଇଗର ଥ୍ରୀର ନୂଆ ପ୍ରମୋ । ସଲମାନ, ଇମ୍ରାନ ଓ କ୍ୟାଟ୍ରିନାଙ୍କ ଦମଦାର ଷ୍ଟଂଟକୁ ଦର୍ଶକଙ୍କ ପସନ୍ଦ ।ଦୀପାବଳିରେ ବଡପରଦାକୁ ଆସିବ ଟାଇଗର ଥ୍ରୀ,ନଭେମ୍ବର ୧୨ରେ ରିଲିଜ

କନକ ବ୍ୟୁରୋ : ସଲମାନ ଖାନଙ୍କ ଆଗାମୀ ସିନେମା ଟାଇଗର ଥ୍ରୀ ଏବେ ରିଲିଜ ଅପେକ୍ଷାରେ । ଚଳିତ ମାସ ଦିୱାଲିରେ ପରଦାକୁ ଆସିବ ଏହି ସିନେମା । ଏହା ପୂର୍ବରୁ ନିର୍ମାତା ସିନେମାର ନୂଆ ପ୍ରୋମୋ ଭେଟିଦେଇଛନ୍ତି । ଯାହା ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଛାୟିଯାଇଛି । ଆଡଭାନ୍ସ ବୁକିଂ ପୂର୍ବରୁ ଆସିଲା ଟାଇଗର ଥ୍ରୀର ନୂଆ ପ୍ରୋମୋ । ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫଙ୍କ ଅଭିନିତ ଏହି ସିନେମାର ରିଲିଜContinue reading “ମନ ଜିତିଲା ଟାଇଗର ଥ୍ରୀର ନୂଆ ପ୍ରମୋ । ସଲମାନ, ଇମ୍ରାନ ଓ କ୍ୟାଟ୍ରିନାଙ୍କ ଦମଦାର ଷ୍ଟଂଟକୁ ଦର୍ଶକଙ୍କ ପସନ୍ଦ ।ଦୀପାବଳିରେ ବଡପରଦାକୁ ଆସିବ ଟାଇଗର ଥ୍ରୀ,ନଭେମ୍ବର ୧୨ରେ ରିଲିଜ”

ପୁଣି ଚର୍ଚ୍ଚା ବଢ଼ାଇଲା ମହୁଆ ମୋଇତ୍ରାଙ୍କ ଦାମୀ ବ୍ୟାଗ । ଏଥିକ୍ସ କମିଟି ଆଗରେ ହାଜର ବେଳେ ୩ଟି ହ୍ୟାଣ୍ଡବ୍ୟାଗ୍ ପକାଇ ଆସିଲେ ଟିଏମସି ସାଂସଦ

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ଟଙ୍କା ବିବାଦରେ ଛନ୍ଦି ହୋଇଥିବା, ଟିଏମସି ସାଂସଦ ମହୁଆ ମୌଇତ୍ରା ସବୁବେଳେ ଦାମୀ ଉପହାର ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ତାଙ୍କୁ ଏହି ଦାମୀ ଉପହାର ସବୁ ଦେଉଥିବା ଅଭିଯୋଗ ରହିଛି । ଏହାରି ଭିତରେ ପାର୍ଲାମେଂଟର ଲଗ-ଇନ୍- ଆଇଡି ଓ ପାସୱାର୍ଡ ଦର୍ଶନଙ୍କୁ ଦେଇଥିବା ସ୍ୱୀକାର କରିସାରିଛନ୍ତି ମହୁଆ ।… ତେବେ ‘କ୍ୟାସ ଫର କ୍ୱରୀ’ ମାମଲାରେ ପାର୍ଲାମେଂଟ ଏଥିକ୍ସ କମିଟିରେ ହାଜର ହେବାକୁContinue reading “ପୁଣି ଚର୍ଚ୍ଚା ବଢ଼ାଇଲା ମହୁଆ ମୋଇତ୍ରାଙ୍କ ଦାମୀ ବ୍ୟାଗ । ଏଥିକ୍ସ କମିଟି ଆଗରେ ହାଜର ବେଳେ ୩ଟି ହ୍ୟାଣ୍ଡବ୍ୟାଗ୍ ପକାଇ ଆସିଲେ ଟିଏମସି ସାଂସଦ”

୨ହଜାର ଟଙ୍କା ବଦଳାଇବା ଏଣିକି ହେବ ସହଜ । ଘର ପାଖରେ ଆରବିଆଇ ଶାଖା ନଥିଲେ ପଂଜୀକୃତ ଡାକଘରେ ଜମା କରିପାରିବେ ନୋଟ୍

କନକ ବ୍ୟୁରୋ : ଆଉ ଧାଡିରେ ଛିଡା ନହୋଇ ପୋଷ୍ଟ ଅଫିସ ଦ୍ୱାରା ଆରବିଆଇକୁ ପଠାଇପାରିବେ ୨ହଜାର ଟଙ୍କିଆ ନୋଟ୍ । ପରେ ଏହା ଆରବିଆଇର ଆଂଚଳିକ କାର୍ଯ୍ୟାଳୟରେ ପହଁଚିଯିବ   । ନୋଟ ଚେଂଜ ପାଇଁ ଆରବିଆଇର ବିଭିନ୍ନ ଶାଖାରେ ଲମ୍ବାଲାଇନ ଓ ପ୍ରବଳ ଭିଡଦେଖିବାକୁ ମିଳୁଛି । ତେଣୁ ଆରବିଆଇ ,ଭଳି ନିଷ୍ପତି ନେଇଛି । ଟିଏଲଆର ଓ ବୀମାପଂଜୀକୃତ ପୋଷ୍ଟ ଅଫିସରେ ଏହି ସୁବିଧା ଉପଲବ୍ଧ ରହିଛି । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲିContinue reading “୨ହଜାର ଟଙ୍କା ବଦଳାଇବା ଏଣିକି ହେବ ସହଜ । ଘର ପାଖରେ ଆରବିଆଇ ଶାଖା ନଥିଲେ ପଂଜୀକୃତ ଡାକଘରେ ଜମା କରିପାରିବେ ନୋଟ୍”

ବିଷବଳୟରେ ବ୍ୟତିବ୍ୟସ୍ତ ଦିଲ୍ଲୀ । ଦୁଇଦିନ ପାଇଁ ପ୍ରାଥମିକ ସ୍କୁଲ ବନ୍ଦ, ଡିଜେଲ ବସ, କାର ଯାତାୟତରେ କଟକଣା

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଲଗାତର ପ୍ରଦୂଷିତ ବାୟୁ ଜବଜୀବନକୁ ଅସ୍ତବ୍ୟସ୍ତ କରୁଛି । ସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ଦିଲ୍ଲୀ ସରକାର କିଛି ବଡ଼ ନିଷ୍ପତି ନେଇଛନ୍ତି । ସ୍ଥିତି ଜଟିଳ ହେବାରୁ ଦୁଇ ଦିନ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ସବୁ ଘରୋଇ ଏବଂ ସରକାରୀ ପ୍ରାଥମିକ ସ୍କୁଲଗୁଡିକୁ ବନ୍ଦ ରଖଯାଇଛି । ବିଦ୍ୟାଳୟଗୁଡିକୁ ଅନଲାଇନରେ ପାଠ ପଢାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଅଣContinue reading “ବିଷବଳୟରେ ବ୍ୟତିବ୍ୟସ୍ତ ଦିଲ୍ଲୀ । ଦୁଇଦିନ ପାଇଁ ପ୍ରାଥମିକ ସ୍କୁଲ ବନ୍ଦ, ଡିଜେଲ ବସ, କାର ଯାତାୟତରେ କଟକଣା”

ଛତିଶଗଡ଼କୁ ବିଜେପିର ମାଳମାଳ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ବିବାହିତା ମହିଳାଙ୍କୁ ବାର୍ଷିକ ମିଳିବ ୧୨ହଜାର ଟଙ୍କା ଭତ୍ତା

କନକ ବ୍ୟୁରୋ : ଛତିଶଗଡ଼କୁ ବିଜେପିର ପ୍ରତିଶ୍ରୁତି । ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରିଛି ଦଳ । ରାୟପୁରରେ ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନୀ ଇସ୍ତାହାର ଜାରି କରି ଲୋଭନୀୟ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତ୍ୟେକ ବିବାହିତ ମହିଳାଙ୍କୁ ବାର୍ଷିକ ୧୨ହଜାର ଟଙ୍କା ଭର୍ତା, ୫ଶହ ଟଙ୍କାରେ ରୋଷେଇ ଗ୍ୟାସ, ୨ବର୍ଷରେ ଏକ ଲକ୍ଷ ଖାଲି ପଦବୀ ପୂରଣ ହେବ ୧୮ଲକ୍ଷଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର, ୧୦ଲକ୍ଷContinue reading “ଛତିଶଗଡ଼କୁ ବିଜେପିର ମାଳମାଳ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ବିବାହିତା ମହିଳାଙ୍କୁ ବାର୍ଷିକ ମିଳିବ ୧୨ହଜାର ଟଙ୍କା ଭତ୍ତା”

ରେଭ୍ ପାର୍ଟି ଓ ସାପ ବିଷ । ଫସିଲେ ୟୁଟ୍ୟୁବର ଏଲବିସ୍, ବିଦେଶୀ ଯୁବତୀଙ୍କ ରେଭ୍ ପାର୍ଟିର ବଡ଼ ଖୁଲାସା

କନକ ବ୍ୟୁରୋ : ନୋଏଡାରେ ରେଭ୍ ପାର୍ଟିର ପର୍ଦ୍ଦାଫାଶ କରିଛି ପୁଲିସ । ଚଢ଼ାଉ କରି ୫ଟି କୋବ୍ରା ସାପକୁ ଉଦ୍ଧାର କରିଛି । ଏହି ମାମଲାରେ ନୋଏଡା ପୁଲିସ ରୁଜୁ କରିଥିବା ଏଫଆଇଆରରେ ବିଗ୍ ବସ୍ ଓଟିଟି ବିଜେତା ଓ ପ୍ରସିଦ୍ଧ ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ନାଁ ମଧ୍ୟ ରହିଛି । ଏଲଭିସ୍, ବିଦେଶୀ ଯୁବତୀଙ୍କ ସହ ରେଭ୍ ପାର୍ଟିର ଆୟୋଜନ କରିଥିଲେ । ଏବଂ ଏହି ପାର୍ଟି ପାଇଁ ବିଷ ସାପ ଯୋଗାଡ଼ କରିଥିବାContinue reading “ରେଭ୍ ପାର୍ଟି ଓ ସାପ ବିଷ । ଫସିଲେ ୟୁଟ୍ୟୁବର ଏଲବିସ୍, ବିଦେଶୀ ଯୁବତୀଙ୍କ ରେଭ୍ ପାର୍ଟିର ବଡ଼ ଖୁଲାସା”

ଉଗ୍ର ହେବ ଇସ୍ରାଏଲ-ହମାସ ଯୁଦ୍ଧ । ହେଜବୁଲ୍ଲାକୁ ମିଳିବ ରୁଷ ବିଦ୍ରୋହୀସେନା ସମର୍ଥନ! ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ ଦେବ ୱାଗନର

କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧକୁ ଉଗ୍ର କରୁଛି ଲେବାନନ ଆତଙ୍କୀ ସଂଗଠନ ହେଜବୁଲ୍ଲା । ଅର୍ନ୍ତଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟ ଦାବି କରିଛି ହମାସର ବଳ ବଢାଇବାକୁ ଆଗେଇ ଆସିବ ରୁଷର ବିଦ୍ରୋହୀ ସେନା ୱାଗନର । ଯୁଦ୍ଧରେ ଇସ୍ରାଏଲକୁ ମୁହଁତୋଡ଼ ଜବାବ ଦେବାକୁ ହମାସକୁ ସମର୍ଥନ ଦେଉଥିବା ହେଜବୁଲ୍ଲାକୁ ଦେଇପାରେ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ । ସୂଚନା ଅନୁସାରେ ମିସାଇଲ ସିଷ୍ଟମ ହେଜବୁଲ୍ଲା ସମର୍ଥନରେ ରୁଷ ବିଦ୍ରୋହୀସେନା ‘ୱାଗନର ଗ୍ରୁପ୍’ -‘ଏସଏ-୨୨ ସିଷ୍ଟମ’Continue reading “ଉଗ୍ର ହେବ ଇସ୍ରାଏଲ-ହମାସ ଯୁଦ୍ଧ । ହେଜବୁଲ୍ଲାକୁ ମିଳିବ ରୁଷ ବିଦ୍ରୋହୀସେନା ସମର୍ଥନ! ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ ଦେବ ୱାଗନର”

ପେଶାରେ କୃଷକ କିନ୍ତୁ ନିଜେ ଗଢିଦେଇଛନ୍ତି ଜାହାଜ ସଦୃଶ୍ୟ କୋଠା । ଦେଖିବାକୁ ଜମୁଛି ଲୋକଙ୍କ ଭିଡ

କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ । ମନୋବଳ ଓ ଇଚ୍ଛା ଶକ୍ତି ବଳରେ ମଣିଷ ଯେ କିଛି ବି କରି ପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପଶ୍ଚିମବଙ୍ଗର ମିଟୁ ରାୟ । ମାଟି ଉପରେ ତୋଳିଛନ୍ତି ଟାଇଟନିକ ପରି ଘର । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ବାସିନ୍ଦା ମିଟୁ ରାୟ ଙ୍କ ନିର୍ମିତ ଟାଇଟନିକ ଭଳି ଦିଶୁଥିବା ଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।Continue reading “ପେଶାରେ କୃଷକ କିନ୍ତୁ ନିଜେ ଗଢିଦେଇଛନ୍ତି ଜାହାଜ ସଦୃଶ୍ୟ କୋଠା । ଦେଖିବାକୁ ଜମୁଛି ଲୋକଙ୍କ ଭିଡ”

ଚାଷୀଙ୍କ ପାଇଁ ବିଜେଡି-ବିଜେପି ମୁହାଁମୁହିଁ: ବୈଠକରେ ନେତାଙ୍କ ମଧ୍ୟରେ କଥା କଟାକଟି

କନକ ବ୍ୟୁରୋ: ନିର୍ବାଚନକୁ ପ୍ରାୟ ୫ ମାସ ବାକି ରହିଛି । ଏପରି ସମୟରେ ସମ୍ବଲପୁରରେ ଆୟୋଜିତ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ବିଜେଡି-ବିଜେପିର ରାଜନୀତି ରୋଚକ ମୋଡ ଆଣିଥିଲା । ଚାଷୀଙ୍କ ପାଇଁ ହେଉଥିବା ବୈଠକରେ ଚାଷୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଇ ଉଭୟ ବିଜେଡି ଓ ବିଜେପି ବିଧାୟକ କଥା କଟାକଟି ହୋଇଛନ୍ତି । ବିଜେପି ବିଧାୟକ ନାଉରୀ ନାୟକ ପ୍ରଥମେ କଟନୀଛଟନୀ ପ୍ରସଙ୍ଗ ଉଠାଇଥିଲେ । ଜବାବରେ କୁଚିଣ୍ଡା ମାଟିକୁContinue reading “ଚାଷୀଙ୍କ ପାଇଁ ବିଜେଡି-ବିଜେପି ମୁହାଁମୁହିଁ: ବୈଠକରେ ନେତାଙ୍କ ମଧ୍ୟରେ କଥା କଟାକଟି”

Design a site like this with WordPress.com
Get started