କନକ ବ୍ୟୁରୋ : ଆବାସ ଯୋଜନା ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ବିବାଦ ପିଛା ଛାଡୁନାହିଁ, କି ଦୁର୍ନୀତି କମିବାର ନାଁ ଧରୁନାହିଁ । ଯାଜପୁର ବିଂଝାରପୁର ବ୍ଲକ ଗୁହାଳି ପଂଚାୟତରୁ ଆସିଛି ଅବାସ ସଂପର୍କୀତ ଅଭିଯୋଗ । ପୂର୍ବରୁ ଘର ବାବଦରେ ୭୫ ହଜାର ଟଙ୍କା ପାଇଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ ପୁଣି ଘର ମିଳିଛି! କିନ୍ତୁ ଚାଳଛପର ଘରେ ରହୁଥିବା ଲୋକଙ୍କ ଭାଗ୍ୟରେ ପକ୍କା ଘର ଜୁଟୁ ନାହିଁ । ସରକାରୀ ଅଧିକାରୀ ଚଂଚକତାContinue reading “ବିଂଝାରପୁରରେ ପୁଣି ତେଜିଲା ଆବସ ବିବାଦ । ପୂର୍ବରୁ ସରକାରୀ ଯୋଜନାରେ ଘର ପାଇଁ ଟଙ୍କା ପାଇଥିବା ଲୋକଙ୍କୁ ଦିଆଯାଇଛି ଆବାସ ଘର”
Tag Archives: News
ସାତକୋଶିଆରେ ବନ ବିଭାଗର ବଡ଼ ଯୋଜନା । ଗାଁରୁ ହଟିବେ ଲୋକ, ଆସିବ ବାଘ । ମୁହାଁମୁହିଁ ହେଲେ ସପକ୍ଷବାଦୀ ଓ ବିପକ୍ଷବାଦୀ
କନକ ବ୍ୟୁରୋ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ କରାଯାଉଥିବା ବିସ୍ଥାପନ ବିରୋଧରେ ରଣହୁଙ୍କାର । ବନବିଭାଗ ବେଆଇନ ଭାବେ ଲୋକଙ୍କୁ ବିସ୍ଥାପନ କରୁଛି । ବାଘ ଆଣିବା ଆଳରେ ଗାଁରୁ ନିରିହ ଲୋକଙ୍କୁ ତଡି ଦେବାକୁ ଉଦ୍ୟମ କରାଯାଉଛି । ପୁଣି ବିନା ପଲ୍ଲୀସଭା ଓ ଗ୍ରାମସଭାରେ । ଅଳ୍ପ କିଛି ଲୋକଙ୍କୁ ହାତ ବାରିସ କରି ପ୍ରକଳ୍ପରୁ ବାଦ ପଡିଥିବା ଗାଁକୁ ବିସ୍ଥାପନ କରାଯାଉଥିବା ଅଭିଯୋଗ ହୋଇଛି । ବିସ୍ଥାପନକୁ ବିରୋଧ କରୁଥିବା ସାତକୋଶିଆContinue reading “ସାତକୋଶିଆରେ ବନ ବିଭାଗର ବଡ଼ ଯୋଜନା । ଗାଁରୁ ହଟିବେ ଲୋକ, ଆସିବ ବାଘ । ମୁହାଁମୁହିଁ ହେଲେ ସପକ୍ଷବାଦୀ ଓ ବିପକ୍ଷବାଦୀ”
ଛତିଶଗଡରେ ବିଜେପି ଜାରିକଲା ସଂକଳ୍ପ ପତ୍ର । ଅମିତ ଶାହା କହିଲେ, ବିଜେପିର ଘୋଷଣା ପତ୍ରକୁ ସଂକଳ୍ପପତ୍ର ଭାବେ ଗ୍ରହଣ କରିବେ ଜନତା
କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟର ରାଜନୈତିକ ମାହୋଲ ସରଗରମ ରହିଛି । ଛତିଶଗଡରେ ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଲୋଭନୀୟ ପ୍ରଚାର କରିବାରେ ଲାଗିଛନ୍ତି । ଏହି କ୍ରମରେ ବିଜେପି ତରଫରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ଛତିଶଗଡରେ ବିଜେପି ତରଫରୁ ସଂକଳ୍ପ ପତ୍ର ଜାରି କରିଛନ୍ତି । ଏହି କ୍ରମରେ ଅମିତ ଶାହା କହିଛନ୍ତି କି ବିଜେପି ଜାତିଗତ ଜନଗଣନାକୁContinue reading “ଛତିଶଗଡରେ ବିଜେପି ଜାରିକଲା ସଂକଳ୍ପ ପତ୍ର । ଅମିତ ଶାହା କହିଲେ, ବିଜେପିର ଘୋଷଣା ପତ୍ରକୁ ସଂକଳ୍ପପତ୍ର ଭାବେ ଗ୍ରହଣ କରିବେ ଜନତା”
ଛତ୍ରପୁର ତାମ୍ପରାରେ ଓଲଟିଲା ଡଙ୍ଗା: ଭାଉଜ ମୃତ, ନଣନ୍ଦ ଉଦ୍ଧାର
କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଶୁକ୍ରବାର ଅଘଟଣ ଘଟିଛି। ଏଠାରେ ଏକ ଦେଶୀଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା (୩୪)। ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ନିଜର ସମ୍ପର୍କୀୟ ନଣନ୍ଦ ବନି ବେହେରାଙ୍କ ସହ ତାମ୍ପରା ହ୍ରଦ ଆରContinue reading “ଛତ୍ରପୁର ତାମ୍ପରାରେ ଓଲଟିଲା ଡଙ୍ଗା: ଭାଉଜ ମୃତ, ନଣନ୍ଦ ଉଦ୍ଧାର”
ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ: ବାଇକ-ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ଜୀବନ
କନକ ବ୍ୟୁରୋ: ବାଇକ୍ ଆରୋହୀ ୩ ଜଣ ବ୍ୟକ୍ତିଙ୍କୁ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନିକଟ ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଆଜି ଅପରାହ୍ଣରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। The post ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ: ବାଇକ-ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ଜୀବନContinue reading “ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ: ବାଇକ-ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ଜୀବନ”
୨ ହଜାର ଟଙ୍କାରେ ବିକ୍ରି ହେଉଛି ୭୫୦ ଟଙ୍କାର କଡକନାଥ କୁକୁଡା । ଜାଣନ୍ତୁ କାହିଁକି ଏଭଳି ଭାବେ କଡକନାଥ କୁକୁଡାର ହେଲା ମୂଲ୍ୟବୃଦ୍ଧି
କନକ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ନେଇ ମଧ୍ୟପ୍ରଦେଶର ରାଜନୈତିକ ମାହୋଲ ସରଗରମ ରହିଛି । ନିର୍ବାଚନ ପ୍ରଚାର ଯେଭଳି ଭାବେ ଅଗାକୁ ବଢୁଛି, ସେହି ତୁଳନାରେ ମଧ୍ୟପ୍ରଦେଶ ଝାବୁଆର କଡକନାଥ କୁକୁଡାର ଦାମ ବୃଦ୍ଧି ପାଇବାରେ ଲାଗିଛି । ଝାବୁଆର ବିଶ୍ୱପ୍ରସିଦ୍ଧ କଡକନାଥ କୁକୁଡା ସାଧାରଣ ଦିନରେ ୭୫୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ସେହି କୁକୁଡାର ଦାମ ୧୫ ଶହରୁ ୨ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଏହି କାରଣରୁContinue reading “୨ ହଜାର ଟଙ୍କାରେ ବିକ୍ରି ହେଉଛି ୭୫୦ ଟଙ୍କାର କଡକନାଥ କୁକୁଡା । ଜାଣନ୍ତୁ କାହିଁକି ଏଭଳି ଭାବେ କଡକନାଥ କୁକୁଡାର ହେଲା ମୂଲ୍ୟବୃଦ୍ଧି”
ସମ୍ବଲପୁର ଡିଏଲସିପି ବୈଠକରେ ଚାଷୀଙ୍କ ପାଇଁ ସ୍ୱର ଉଠାଇଲେ ନେତା: ଧାନର ସହାୟକ ମୂଲ୍ୟ, କଟନୀ ଛଟନୀକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ
କନକ ବ୍ୟୁରୋ: ଜିଲ୍ଲାସ୍ତରୀ ଧାନ କିଣା ପ୍ରସ୍ତୁତି ବୈଠକରେ ବିଜେଡି-ବିଜେପି ମୁହାଁମୁହିଁ । ସମ୍ବଲପୁର ଡିଏଲପିସି ବୈଠକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନିର୍ବାଚନ ପାଖେଇ ଆସୁଥିବା ଚାଷୀଙ୍କ ଭୋଟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଆଖିରେ ରଖି ଚାଷୀ ସମସ୍ୟାର ଆଲୋଚନା ଚାଲିଥିବା ବେଳେ ପ୍ରଥମ କଟନୀ ଛଟନୀକୁ ନେଇ ବିଜେପି ବିଧାୟକ ନାଉରୀ ନାୟକ ସ୍ୱର ଉତୋଳନ କରିଥିଲା । ଯାହାକୁ ବିରୋଧ କରିଥିଲେ ବିଜେଡି ବିଧାୟକ କିଶୋର ନାୟକ ଓContinue reading “ସମ୍ବଲପୁର ଡିଏଲସିପି ବୈଠକରେ ଚାଷୀଙ୍କ ପାଇଁ ସ୍ୱର ଉଠାଇଲେ ନେତା: ଧାନର ସହାୟକ ମୂଲ୍ୟ, କଟନୀ ଛଟନୀକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ”
ପୁଣି ବିବାଦରେ ପ୍ରଯୋଜକ ଟୁଟୁ ନାୟକ: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ
କନକ ବ୍ୟୁରୋ: ପୁଣି ବିବାଦରେ ପ୍ରଯୋଜକ ଟୁଟୁ ନାୟକ । ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ସଂଜୟ ନାୟକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକା । ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିବା ନେଇContinue reading “ପୁଣି ବିବାଦରେ ପ୍ରଯୋଜକ ଟୁଟୁ ନାୟକ: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ”
ନଭେମ୍ବର ଶେଷ ସୁଧା ବିକ୍ରି ହେବ ଅନିଲ ଅମ୍ବାନୀଙ୍କ ଏହି ବଡ କମ୍ପାନୀ, ସାମ୍ନାକୁ ଆସିଲା ଅଶୋକ ହିନ୍ଦୁଜାଙ୍କ ପ୍ଲାନ
କନକ ବ୍ୟୁରୋ: ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲିଆନ୍ସ କ୍ୟାପିଟାଲ ବିକ୍ରୀ ହେବାର ଖବର ସାମ୍ନାକୁ ଆସୁଛି । ଅନିଲ ଅମ୍ବାନୀ ଏବେ ବହୁତ ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି । ଗୋଟେ ପରେ ଗୋଟେ କମ୍ପାନୀ ବିକ୍ରି ହେବାରେ ଲାଗିଛି । ଏବେ ରିଲିଆନ୍ସ କ୍ୟାପିଟାଲ ବିକ୍ରି ହେବାର ଖବର ଆସୁଛି । ରିଲିଆନ୍ସ କ୍ୟାପିଟାଲର ମାଲିକାନା ଏବେ ହିନ୍ଦୁଜା ଗୁପ୍ ହାତକୁ ଯାଇପାରେ । ରିଲାଏନ୍ସ କ୍ୟାପିଟାଲ ବିକ୍ରୀ ପାଇଁ ଦୁଇ ରାଉଣ୍ଡ ଡାକContinue reading “ନଭେମ୍ବର ଶେଷ ସୁଧା ବିକ୍ରି ହେବ ଅନିଲ ଅମ୍ବାନୀଙ୍କ ଏହି ବଡ କମ୍ପାନୀ, ସାମ୍ନାକୁ ଆସିଲା ଅଶୋକ ହିନ୍ଦୁଜାଙ୍କ ପ୍ଲାନ”
ପରିବା ବିକାଳୀରୁ ସାଇବର କ୍ରାଇମ ଦୁନିଆର ବାଦଶାହ : WFH ର ଲୋଭ ଦେଖାଇ ୨୧ କୋଟି ଟଙ୍କାର ଠକେଇ
ପୋଲିସ ଏହି ଦୁର୍ଦ୍ଦାନ୍ତ ଅପରାଧୀ କୁ ତା ବ୍ୟାଙ୍କ ଆକାଉଣ୍ଟରୁ ଅନୁସନ୍ଧାନ କରି ଗିରଫ କରିଥିଲା । ସେ ଟଙ୍କା ଟ୍ରାନ୍ସଫର କରିବାକୁ ଲୋକମାନଙ୍କୁ ଏହି ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରଦାନ କରିଥିଲା । ସାଇବର ଠକେଇ ଅଭିଯୋଗରେ ଗୁରୁଗ୍ରାମ ପୋଲିସ ଜଣେ ୨୭ ବର୍ଷ ବୟସ୍କ ଯୁବକକୁ ଗିରଫ କରିଛି । ସେ ୱାର୍କ ଫ୍ରମ ହୋମ (WFH)ରେ ଭଲ ରୋଜଗାରର ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲା । ସେ ଲୋକଙ୍କଠୁ ପ୍ରାୟ ୨୧ କୋଟିରୁContinue reading “ପରିବା ବିକାଳୀରୁ ସାଇବର କ୍ରାଇମ ଦୁନିଆର ବାଦଶାହ : WFH ର ଲୋଭ ଦେଖାଇ ୨୧ କୋଟି ଟଙ୍କାର ଠକେଇ”