କନକ ବ୍ୟୁରୋ : ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲ ଉତ୍ତେଜନା । ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ରୋଗୀ ସମ୍ପର୍କୀୟ ମାଡ ମାରିବା ଅଭିଯୋଗ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜରେ ଦେଖାଯାଉଛି, ହଠାତ କିଛି ବ୍ୟକ୍ତି ହସ୍ପିଟାଲ ଭିତିରେ ପଶି ଡାକ୍ତରଙ୍କ ସହ କୌଣସି କଥାକୁ ନେଇ ପାଟିତୁଣ୍ଡ କରୁଛନ୍ତି । ତାପରେ ମାଡ଼ ମାରୁଛନ୍ତିContinue reading “ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା : ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣ; ୨ଗିରଫ, ୨ଫେରାର”
Tag Archives: News
ନିର୍ବାଚନ ପୂର୍ବରୁ ଟିକେଟ ବାଣ୍ଟିଲେ ବିଜେଡି ନେତା : ବସ୍ତା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲେ ମନ୍ତ୍ରୀ ଅଶ୍ୱିନୀ ପାତ୍ର
କନକ ବ୍ୟୁରୋ : ନିିତ୍ୟାନନ୍ଦ ନୁହେଁ , ବସ୍ତାରୁ ଲଢ଼ିବେ ସୁବାସିନୀ । ସୁବାସିନୀ ହିଁ ବସ୍ତା ଲୋକଙ୍କ ନେତୃତ୍ୱ ନେବେ । ବାଲେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ଏମିତି ଘୋଷଣା କରିଛନ୍ତି ମନ୍ତ୍ରୀ ଅଶ୍ୱିନୀ ପାତ୍ର । ବସ୍ତା ବିଧାୟକ ନିିତ୍ୟାନନ୍ଦ ସାହୁ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ । ନିତ୍ୟାନନ୍ଦଙ୍କ ଘରଠାରୁ ଅଳ୍ପ କିଛି ଦୂରରେ ସଭା ହୋଇଥିଲେ ବି ସେ ଯୋଗ ଦେଇନଥିଲେ । ବିଧାୟକ ନଥିବାବେଳେ ମନ୍ତ୍ରୀContinue reading “ନିର୍ବାଚନ ପୂର୍ବରୁ ଟିକେଟ ବାଣ୍ଟିଲେ ବିଜେଡି ନେତା : ବସ୍ତା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲେ ମନ୍ତ୍ରୀ ଅଶ୍ୱିନୀ ପାତ୍ର”
ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ : ପିଥୋରାଗଡ଼ ପାର୍ବତୀ କୁଣ୍ଡରେ କଲେ ଶିବ ସାଧନା
କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳୁ ଉତ୍ତରାଖଣ୍ଡରେ ଶିବ ସାଧନା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଥୋରାଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ମୋଦୀ ପୂଜାର୍ଚ୍ଚନା କରିଛନ୍ତି । ମା’ ପାର୍ବତୀ ଓ ଭଗବାନ ଶିବଙ୍କୁ ବ୍ରହ୍ମକମଲ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପରେ ମନ୍ଦିରରେ ଆଳତୀ କରିଥିଲେ । ମନ୍ଦିର ଚାରିପାଖ ବୁଲିବା ସହ କିଛି ସମୟ ମନ୍ଦିରରେ ବିତାଇଥିଲେ ନରେନ୍ଦ୍ର ମୋଦୀ । ଏହା ପରେ ପ୍ରଧାନମନ୍ତ୍ରୀ ସେନା ଓContinue reading “ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ : ପିଥୋରାଗଡ଼ ପାର୍ବତୀ କୁଣ୍ଡରେ କଲେ ଶିବ ସାଧନା”
ବକ୍ସରରେ ବଡ ରେଳ ଦୁର୍ଘଟଣା : କେମିତି ହେଲା ଦୁର୍ଘଟଣା ? କାରଣ କହିଲେ ଟ୍ରେନର ଗାର୍ଡ
କନକ ବ୍ୟୁରୋ : ବିହାରର ବକ୍ସରରେ ବଡ ରେଳ ଦୁର୍ଘଟଣା । ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହେବାରୁ ବଡ ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଲୋକ ଆହତ ହୋଇଛନ୍ତି । ୨୦ ଜଣ ଗୁରୁତର ଆହତ ହୋଇଥିବାContinue reading “ବକ୍ସରରେ ବଡ ରେଳ ଦୁର୍ଘଟଣା : କେମିତି ହେଲା ଦୁର୍ଘଟଣା ? କାରଣ କହିଲେ ଟ୍ରେନର ଗାର୍ଡ”
ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜା : ମାତଙ୍ଗି ବେଶରେ ଦର୍ଶନ ଦେଉଛନ୍ତି ଅଧିଷ୍ଠାତ୍ରୀ ମା’ କଟକଚଣ୍ଡୀ
କନକ ବ୍ୟୁରୋ : ଦର୍ଶନ ଦେଉଛନ୍ତି କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ । ଶାରଦୀୟ ଷୋଡଶ ଉପଚାର ପୂଜାର ବେଶ କ୍ରମର ଷଷ୍ଠ ଦିବସରେ ମାତଙ୍ଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ମା’ ଚର୍ତୁଭୁଜରେ ପଦ୍ମ, ଖଡ୍ଗ, ପାନପତ୍ର ଓ କଇଁଚି ଧାରଣ କରି ଭକ୍ତଙ୍କ ଦୁଃଖ ଦୂର କରୁଛନ୍ତି । ସେହିଭଳି ମା’ ଗଡଚଣ୍ଡୀ ଗଜଲକ୍ଷ୍ମୀ ବେଶରେ ଏବଂ ମା’ ଝଞ୍ଜିର ମଙ୍ଗଳା ବଗଳାମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତିContinue reading “ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜା : ମାତଙ୍ଗି ବେଶରେ ଦର୍ଶନ ଦେଉଛନ୍ତି ଅଧିଷ୍ଠାତ୍ରୀ ମା’ କଟକଚଣ୍ଡୀ”
ଶିଶୁ ସୁରକ୍ଷା କମିଟିର ସଦସ୍ୟଙ୍କୁ ପିିଟିପିଟି ହତ୍ୟା : ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ
କନକ ବ୍ୟୁରୋ : ମହିଳାଙ୍କୁ ପିିଟିପିଟି ହତ୍ୟା । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମହିଳାଙ୍କ ଘରେ ପଶି ହତ୍ୟା କରିଛନ୍ତି । ମୃତ ମହିଳା ଜଣଙ୍କ ହେଉଛନ୍ତି ଶିଶୁ ସୁରକ୍ଷା କମିଟିର ସଦସ୍ୟ ସୌଦାମିନି ରଥ । ସୌଦାମିନି ଗତକାଲି ଘରେ ମୋବାଇଲରେ କଥା ହେଉଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ ।Continue reading “ଶିଶୁ ସୁରକ୍ଷା କମିଟିର ସଦସ୍ୟଙ୍କୁ ପିିଟିପିଟି ହତ୍ୟା : ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ”
ସାମାନ୍ୟ ଗେଣ୍ଡୁ ଚାରା ଚୋରି ପାଇଁ ଜଘନ୍ୟ ହତ୍ୟା : ୧୨ ବର୍ଷର ଝିଅକୁ ହତ୍ୟା କରି ପଡ଼ୋଶୀ ଟାଙ୍ଗି ଦେଇଥିବା ଅଭିଯୋଗ
କନକ ବ୍ୟୁରୋ : ଗେଣ୍ଡୁଚାରା ପାଇଁ ନାବାଳିକାଙ୍କୁ ହତ୍ୟା । ସାମାନ୍ୟ ଗେଣ୍ଡୁ ଫୁଲ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ । ନାବାଳିକାଙ୍କ ମାଆ ଏଭଳି ଅଭିଯୋଗ ଆଣିଛନ୍ତି । ମୟୂରଭଞ୍ଜ ଉଦଳା ଭାଲୁହୁରୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ୧୨ ବର୍ଷର ଝିଅ ସରସ୍ୱତୀକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଆସିଥିଲେ ସୀତା ହାଁସଦା । ଭୁବନେଶ୍ୱର ଆସିବା ପରେ ପଡୋଶୀ ସୀତାଙ୍କୁ ଫୋନ କରିContinue reading “ସାମାନ୍ୟ ଗେଣ୍ଡୁ ଚାରା ଚୋରି ପାଇଁ ଜଘନ୍ୟ ହତ୍ୟା : ୧୨ ବର୍ଷର ଝିଅକୁ ହତ୍ୟା କରି ପଡ଼ୋଶୀ ଟାଙ୍ଗି ଦେଇଥିବା ଅଭିଯୋଗ”
ପୂର୍ବତନ ମେୟରଙ୍କ ଉପରକୁ ବୋମାମାଡ ଘଟଣା : ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
କନକ ବ୍ୟୁରୋ : ପୂର୍ବତନ ମେୟରଙ୍କ ଉପରକୁ ବୋମାମାଡ ଘଟଣାରେ ୫ଗିରଫ । ଗତ ୨୯ତାରିଖ ରାତିରେ ବ୍ରହ୍ମପୁର ମହାନଗର ନିଗମର ପୁର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡିକୁ ବୋମା ମାଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସାଇନଣ୍ଟିଫିକ୍ ଟିମ ଓ ଅନ୍ୟାନ୍ୟ ତଦନ୍ତ ଆଧାରରେ ଖବର ପାଇ ୪ଜଣ ଅଭିଯୁକ୍ତଙ୍କୁ ରାଉରକେଲାରୁ ଗିରଫ କରିଛି ପୋଲିସ । ଜେରା ବେଳେ ପୂର୍ବତନContinue reading “ପୂର୍ବତନ ମେୟରଙ୍କ ଉପରକୁ ବୋମାମାଡ ଘଟଣା : ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ”
ମହଙ୍ଗା ପଡିଲା ଛେଳି ଚୋରି : କଙ୍ଗାରୁକୋର୍ଟରେ ମାଡ ଖାଇଲେ ଦୁଇ ଯୁବକ
କନକ ବ୍ୟୁରୋ : ମହଙ୍ଗା ପଡିଲା ଛେଳି ଚୋରି । କଙ୍ଗାରୁ କୋର୍ଟରେ ମାଡ ଖାଇଲେ ଦୁଇ ଯୁବକ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ସାହାରଯୋଡି ଗାଁରେ ଏ ଅଭାବନୀୟ ଘଟଣା ଘଟିଛି । ଛେଲି ଚୋରି କରି ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ଦୁଇ ଯୁବକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ବେଲଦା ଅଞ୍ଚଳର ଦୁଇ ଯୁବକ ସାକିଲ ଖାଁ ଜୁମାନ ଖାଁ ଖୁରୁଣ୍ଟିଆ ଛକରୁ ଏକ ବାଇକରେ ଛେଳିକୁ ଧରି ଫେରାର ହେଉଥିଲେContinue reading “ମହଙ୍ଗା ପଡିଲା ଛେଳି ଚୋରି : କଙ୍ଗାରୁକୋର୍ଟରେ ମାଡ ଖାଇଲେ ଦୁଇ ଯୁବକ”
ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା : କ୍ଷତିପୂରଣ ଦାବି, ତହସିଲଦାରଙ୍କୁ ଘେରିବା ସହ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ
କନକ ବ୍ୟୁରୋ : ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ରାସ୍ତା କଡରେ ଥିବା କ୍ୟାବିନ ଭାଙ୍ଗିବା ଘଟଣାକୁ ନେଇ କୃଷ୍ଣପ୍ରସାଦ ଚାରିଛକରେ ଉତ୍ତେଜନା ଦେଖିବାକୁ ମିଳିଛି । କ୍ଷତିପୂରଣ ଦାବିରେ କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଯିବା ସହ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ । ଏହାପରେ ଚାରିଛକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଉଥିଲା । ସକାଳୁ ସୁରୁଖୁରୁରେContinue reading “ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା : କ୍ଷତିପୂରଣ ଦାବି, ତହସିଲଦାରଙ୍କୁ ଘେରିବା ସହ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ”