କନକ ବ୍ୟୁରୋ: ଘମାଘୋଟ ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ହମାସ୍ ଉପରେ ଆକାଶ ମାର୍ଗରୁ ଆକ୍ରମଣ ପରେ ଏବେ ସୀମାରେ ଏକାଠି ହେଉଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏବେ ହେବ ମୁହାଁମୁହିଁ ଲଢ଼େଇ । ହମାସ୍କୁ ନିଶ୍ଚିହ୍ନ କରିବାକୁ ଜୋରଦାର ଲଢ଼େଇ ଜାରି ରଖିଛି ଇସ୍ରାଏଲ । ସେପଟେ ଟକ୍କର ଦେବାକୁ ନୂଆ ନୂଆ ରଣନୀତି ଆପଣାଉଛି ହମାସ୍ । ଜମି ପାଇଁ ଯୁଦ୍ଧ ଆକାଶ ମାର୍ଗ ପରେ ଏବେ ମୁହାଁମୁହିଁ ଲଢ଼େଇ ସୀମାରେ ଏକାଠିContinue reading “ଘମାଘୋଟ ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ଆକାଶ ମାର୍ଗରୁ ଆକ୍ରମଣ ପରେ ଏବେ ସୀମାରେ ଏକାଠି ହେଉଛି ଇସ୍ରାଏଲ ଡିଫେନ୍ସ ଫୋର୍ସ”
Tag Archives: News
କ୍ରିକେଟରେ ରୋହିତଙ୍କ କୀର୍ତ୍ତିମାନ: ଗୋଟିଏ ଶତକ ମାରି ଭାଙ୍ଗିଦେଲେ ଅନେକ ରେକର୍ଡ
କନକ ବ୍ୟୁରୋ: ଯେବେ ଚାଲେ ରୋହିତଙ୍କ ବ୍ୟାଟ, ସେବେ ଭାଙ୍ଗିଯାଏ ବଡ ବଡ ରେକର୍ଡ । ଯାହା ସେ ନିଜେ ପ୍ରମାଣ କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଗର୍ଜିଛି ହିଟ୍ ମ୍ୟାନଙ୍କ ବ୍ୟାଟ । ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇବା ସହ ଅନେକ ରେକର୍ଡର ଅଧିକାରୀ ସେ ହୋଇଛନ୍ତି । ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ କୀର୍ତ୍ତିମାନ ମଧ୍ୟ କରିଛନ୍ତି । ଯେଉଁଥିପାଇଁ କ୍ୟାପେଟନ ରୋହିତଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚାContinue reading “କ୍ରିକେଟରେ ରୋହିତଙ୍କ କୀର୍ତ୍ତିମାନ: ଗୋଟିଏ ଶତକ ମାରି ଭାଙ୍ଗିଦେଲେ ଅନେକ ରେକର୍ଡ”
କାହିଁକି ହଳଦିଆ ଜର୍ସି ପିନ୍ଧେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍? କଣ ରହିଛି ଏହାର ପଛର କାରଣ?
କନକ ବ୍ୟୁରୋ: ଆରମ୍ଭ ହୋଇ ସାରିଛି କ୍ରିକେଟ ବିଶ୍ୱକପ । ମୈଦାନରେ ମୁହାଁମୁହିଁ ହେଉଛନ୍ତି ବଡ ବଡ ଟିମ । କିଏ ଜିତିବ ଟ୍ରଫି, ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହେଲାଣି । ହେଲେ ଏହାରି ଭିତରେ ଆମେ ଆଉ ଏକ ରୋଚକ କଥା କହିବୁ । ଯାହା ଅଷ୍ଟ୍ରେଲିଆ ଟିମ ସହ ଜଡିତ । ଆପଣ ଜାଣିଛନ୍ତି କି ଅଷ୍ଟ୍ରେଲିଆ କ୍ରିକେଟ ଟିମ କାହିଁକି ହଳଦିଆ ଜର୍ସି ପିନ୍ଧନ୍ତି? ଏହା ପଛରେ କଣ କାରଣContinue reading “କାହିଁକି ହଳଦିଆ ଜର୍ସି ପିନ୍ଧେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍? କଣ ରହିଛି ଏହାର ପଛର କାରଣ?”
ଅକ୍ଷୟ ମହାନ୍ତିଙ୍କୁ ଝୁରୁଛି ଓଡିଶା: ଜନ୍ମ ବାର୍ଷିକୀରେ ମନେପଡୁଛନ୍ତି ଖୋକା ଭାଇ…
କନକ ବ୍ୟୁରୋ: ସେ ଅକ୍ଷୟ, ତାଙ୍କ ଗୀତ ଅକ୍ଷୟ, ତାଙ୍କ କୃତି ଅକ୍ଷୟ, ତାଙ୍କ ସ୍ମୃତି ବି ଅକ୍ଷୟ… ଅକ୍ଷୟ କେବଳ ଅକ୍ଷୟ । ଅକ୍ଷୟ ମହାନ୍ତି… ସୁଖ, ଦୁଃଖ, ଅବସାଦ ସବୁବେଳେ ସେ ସାଙ୍ଗରେ ଥାନ୍ତି । ହୃଦୟ ଭାଙ୍ଗିଲେ, ହୃଦୟ ଯୋଡିଲେ ଭାରି ମନେପଡନ୍ତି ଅକ୍ଷୟ, ଲୋଡା ପଡେ ତାଙ୍କ ଗୀତ । ତାଙ୍କ ସ୍ୱର ଶୁଣିଲେ ସତେଜ ହୋଇଯାଏ ସକାଳ, ସଜେଇ ହୁଏ ସଞ୍ଜ । ରାସ୍ତା କଡର କୃଷ୍ଣଚୂଡା ହେଉ କି,Continue reading “ଅକ୍ଷୟ ମହାନ୍ତିଙ୍କୁ ଝୁରୁଛି ଓଡିଶା: ଜନ୍ମ ବାର୍ଷିକୀରେ ମନେପଡୁଛନ୍ତି ଖୋକା ଭାଇ…”
ଇସ୍ରାଏଲ ଆକ୍ରମଣରେ ଚୀନର ହାତ ? ଆକ୍ରମଣରେ ବ୍ଯବହୃତ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ‘ମେଡ଼ ଇନ ଚାଇନା’
ଇସ୍ରାଏଲ ଉପରେ ଆକ୍ରମଣରେ ହମାସ ଯେଉଁ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ବ୍ୟବହାର କରିଥିଲା ସେସବୁ ଚୀନରେ ତିଆରି ବୋଲି ଜଣାପଡିଛି । ଏକଥା ଦାବି କରିଛନ୍ତି ଜେନିଫର ଝେଙ୍ଗ । ଏହି କଥାକୁ ସେ ସପୂର୍ଣ ରୂପେ ପୃଷ୍ଟି କରିପାରିନାହାନ୍ତି କିନ୍ତୁ କହିଛନ୍ତି ଏହିପରି ହ୍ୟାଙ୍ଗ ଗ୍ଲାଇଡ଼ର୍ସ ଚୀନର ହୁନାନ ପ୍ରାନ୍ତର ଝୁଝୋଉ ଅଞ୍ଚଳରେ ତିଆରି କରାଯାଏ । ଇସ୍ରାଏଲର ଦକ୍ଷିଣ ପାର୍ଶ୍ବରେ ଚାଲିଥିବା ସଙ୍ଗୀତ ସମାରୋହକୁ ହମାସର କିଛି ଆତଙ୍କବାଦୀ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ସାହାଯ୍ୟରେ ଆକାଶମାର୍ଗରୁ ଓଲ୍ହେଇContinue reading “ଇସ୍ରାଏଲ ଆକ୍ରମଣରେ ଚୀନର ହାତ ? ଆକ୍ରମଣରେ ବ୍ଯବହୃତ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ‘ମେଡ଼ ଇନ ଚାଇନା’”
ଇସ୍ରାଏଲରେ ରହୁଛନ୍ତି କେତେ ଭାରତୀୟ । ଯାହାଙ୍କୁ ଉଦ୍ଧାର କରିବାକୁ ଭାରତ ଆରମ୍ଭ କଲା ଅପରେଶନ ଅଜୟ
କନକ ବ୍ୟୁରୋ : ଇସ୍ରାଏଲ ଓ ଚରମପନ୍ଥୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଉଗ୍ର ହେବାରେ ଲାଗିଛି । ଏହି କ୍ରମରେ ଇସ୍ରାଏଲର ସେନା ଯବାନ, ହମାସର ଯୋଦ୍ଧା ଓ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ବଢିବାରେ ଲାଗିଛି । ଉଭୟ ପକ୍ଷରୁ ଚାଲିଥିବା ଆକ୍ରମଣ ଫଳରେ ହଜାର ହଜାର ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇସାରିଲାଣି । ଏହାକୁ ନଜରରେ ରଖି ଯେଉଁ ଭାରତୀୟମାନେ ଇସ୍ରାଏଲରୁ ଫେରିବାକୁ ଇଚ୍ଛା କରୁଛନ୍ତି ସେମାନଙ୍କ ପାଇଁ ଭାରତ ସରକାରContinue reading “ଇସ୍ରାଏଲରେ ରହୁଛନ୍ତି କେତେ ଭାରତୀୟ । ଯାହାଙ୍କୁ ଉଦ୍ଧାର କରିବାକୁ ଭାରତ ଆରମ୍ଭ କଲା ଅପରେଶନ ଅଜୟ”
ବିହାର ରାଜ୍ୟପାଳଙ୍କୁ ଏବେ କୁହାଯିବନି ମହାମହିମ । ରାଜଭବନରୁ ଜାରି ହେଲା ଆଦେଶ ।
କନକ ବ୍ୟୁରୋ: ଏଣିତି ବିହାର ରାଜ୍ୟପାଳଙ୍କ ପାଇଁ ବ୍ୟବହାର ହେବନି ‘ମହାମହିମ’ ନାମକ ସମ୍ବୋଧନ ସୂଚକ ଶବ୍ଦ । ଏନେଇ ରାଜ୍ୟପାଳଙ୍କ ପ୍ରମଖ ସଚିବ ରାଜ୍ୟର ମୁଖ୍ୟ ଶାସନ ସଚିବ ସମେତ ସମସ୍ତ ଅଧିକାରୀଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି ଯେ, ‘ମହାମହିମ’ ବଦଳରେ ଏଣିକି ରାଜ୍ୟପାଳଙ୍କୁ କେବଳ ମାନନୀୟ ସମ୍ବୋଧନ କରନ୍ତୁ । ବିହାର ରାଜ୍ୟପାଳଙ୍କ ପ୍ରଧାନ ସଚିବ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯେଉଁଥିରେ ରାଜ୍ୟପାଳଙ୍କୁContinue reading “ବିହାର ରାଜ୍ୟପାଳଙ୍କୁ ଏବେ କୁହାଯିବନି ମହାମହିମ । ରାଜଭବନରୁ ଜାରି ହେଲା ଆଦେଶ ।”
ମାଆକୁ ଝିଅ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା : କହିଲେ, ପତ୍ନୀଙ୍କ ସହ ଦେଖା କରିବାକୁ ମଧ୍ୟ ଦେଉନଥିଲେ ସୁଜାତା
କନକ ବ୍ୟୁରୋ : ସାନ ଝିଅ ନାଁରେ ଅଭିଯୋଗ ଆଣିଲେ ବାପା । ନିଜ ମା’କୁ ମାରିଛି ସାନ ଝିଅ ବୋଲି ଅଭିଯୋଗରେ କହିଲେ ବାପା । ଏପରିକି ମା’, ବାପାଙ୍କୁ ଅଲଗା କରି ରଖୁଥିବା କଥା ମଧ୍ୟ ଅଭିଯୋଗରେ କହିଛନ୍ତି ସତ୍ୟ ନାରାୟଣ ଜିତବାବୁ । ତାଙ୍କ ପତ୍ନୀଙ୍କ ସହ ଦେଖା କରିବାକୁ ମଧ୍ୟ ଦେଉନଥିଲେ ତାଙ୍କ ସାନ ଝିଅ ସୁଜାତା ଜିତ୍ ବୋଲି କହିଛନ୍ତି ଅଭିଯୋଗକାରୀ ବାପା ସତ୍ୟନାରାୟଣ । ତାଙ୍କ ପତ୍ନୀ ମୃତ୍ୟୁContinue reading “ମାଆକୁ ଝିଅ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା : କହିଲେ, ପତ୍ନୀଙ୍କ ସହ ଦେଖା କରିବାକୁ ମଧ୍ୟ ଦେଉନଥିଲେ ସୁଜାତା”
ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଇସ୍ରାଏଲ ସେନାରେ ଦମ୍ ଦେଖାଉଛନ୍ତି ଦୁଇ ଭାରତୀୟ ମହିଳା
କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଲାଗିଥିବା ଯୁଦ୍ଧ ଷଷ୍ଠ ଦିନରେ ପହଂଚିଛି । ଏହି କ୍ରମରେ ଏବେ ଉଭୟ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ ଜାରି ରଖିଛି ତ ଅନ୍ୟପଟେ ହମାସ ଚରମପନ୍ଥୀମାନେ ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଦୁଇଜଣ ଭାରତୀୟ ମହିଳା ଇସ୍ରାଏଲ ସେନାରେ ଚାକିରି କରିଛନ୍ତି ଓ ସେମାନେ ଏହି ଯୁଦ୍ଧରେ ଭାଗContinue reading “ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଇସ୍ରାଏଲ ସେନାରେ ଦମ୍ ଦେଖାଉଛନ୍ତି ଦୁଇ ଭାରତୀୟ ମହିଳା”
ଭରତପୁର ଶ୍ମଶାନରେ ଜଳିଲା ୨୮ ଅପରିଚିତଙ୍କ ଶବ : ଶବଦାହ କଲେ ଝିଅ; ଅନୁଭୂତି କହିଲେ, ପ୍ରଦୀପ ସେବା ଟ୍ରଷ୍ଟର ସମ୍ପାଦିକା ମଧୁସ୍ମିତା
କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଟି ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ହୋଇଛି । ସାଢେ ୪ ମାସ ଧରି କଣ୍ଟେନରରେ ବରଫ ଭିତରେ ରହିଥିବା ମୃତଦେହ ଗୁଡିକୁ ପୋଡିବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିଥିଲା । ପରିଚୟ ଖୋଜୁଥିବା ଶବର କେହି ନଥିବା ବେଳେ ପ୍ରଦୀପ ସେବା ଟ୍ରେଷ୍ଟର ସଦସ୍ୟ କରିଛନ୍ତି ଅନ୍ତିମ ସଂସ୍କାର । ଅନୁଷ୍ଠାନର ୫ ଜଣ ମହିଳା ସଦସ୍ୟ ଏଥିରେ ନିୟୋଜିତ ହୋଇଥିଲେContinue reading “ଭରତପୁର ଶ୍ମଶାନରେ ଜଳିଲା ୨୮ ଅପରିଚିତଙ୍କ ଶବ : ଶବଦାହ କଲେ ଝିଅ; ଅନୁଭୂତି କହିଲେ, ପ୍ରଦୀପ ସେବା ଟ୍ରଷ୍ଟର ସମ୍ପାଦିକା ମଧୁସ୍ମିତା”