କନକ ବ୍ୟୁରୋ: ବିହାରର ବକ୍ସର ଜିଲ୍ଲାରେ ଘଟିଛି ଆଉ ଏକ ଟ୍ରେନ୍ ଦୁର୍ଘଟଣା । ଦିଲ୍ଲୀରୁ ଗୌହାଟୀ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହେବା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହାରି ଭିତରେ ଏହି ଦୁର୍ଘଟଣାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ସୂଚନା ମୁତାବକ, ଟ୍ରେନ୍ ଟ୍ରାକରୁ ଲାଇନଚ୍ୟୁତ୍ ହେବା ସମୟରେ ସେ ଏକ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣିଥିଲେContinue reading “ବିହାର ଟ୍ରେନ୍ ଦୁର୍ଘଟଣାରେ ଲୋକୋ ପାଇଲଟଙ୍କ ବଡ ବୟାନ । ଲାଇନଚ୍ୟୁତ ହେବା ପୂର୍ବରୁ ଶୁଣାଯାଇଥିଲା ଭୟଙ୍କର ବିସ୍ଫୋରଣର ଶବ୍ଦ ।”
Tag Archives: News
ଗାଜା ଆକ୍ରମଣ ବିରୋଧରେ ଏକଜୁଟ ହେଲେ ମୁସଲିମ ଦେଶ
ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଗତ ବୁଧବାର ଦିନ ଆରବ ଦେଶ ସମୂହ ଏକ ଜରୁରୀକାଳିନ ବୈଠକ କରିଛନ୍ତି । ଏହି ବୈଠକରେ ଆରବ ଦେଶ ସମୂହ ଇସ୍ରାଏଲ ଦ୍ଵାରା ଗାଜା ପଟିରେ କରାଜୁଥିବା ଆକ୍ରମଣର ନିନ୍ଦା କରିଥଲେ ଏବଂ ସେଠାକାର ବାସିନ୍ଦା ମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବାକୁ ଅନ୍ୟାୟପୂର୍ଣ ବୋଲି କହିଛନ୍ତି । ଏହାସହ ସେଠାରେ ମୌଳିକ ସୁବିଧା ପୁନଃ ଉପଲବ୍ଧ କରାଇବାକୁ ଦାବି କରିଛନ୍ତି । ହମାସ ଓContinue reading “ଗାଜା ଆକ୍ରମଣ ବିରୋଧରେ ଏକଜୁଟ ହେଲେ ମୁସଲିମ ଦେଶ”
ମଧ୍ୟାହ୍ନ ଭୋଜନ, ଅଣ୍ଡା ବଦଳରେ ବିସ୍କୁଟ୍ ! ପିଏମ୍ ପୋଷଣ ନୋଡାଲ ଅଫିସର କହିଲେ, ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନାହିଁ ନିର୍ଦ୍ଦେଶ
କନକ ବ୍ୟୁରୋ : ସ୍କୁଲ ମଧ୍ୟାନଭୋଜନରେ ଅଣ୍ଡାକୁ ନେଇ ଚିନ୍ତାରେ ଶିକ୍ଷକ ଶିକ୍ଷୟତ୍ରୀ । ବଜାରରେ ଅଣ୍ଡା ଦର ଏବେ ୭ ଟଙ୍କା ଛୁଇଁଲାଣି । କିନ୍ତୁ ସରକାର ଅଣ୍ଡା ପିଛା ୫ ଟଙ୍କା ୩୦ ପଇସା ଦେଉଛନ୍ତି । ବାକି ୧ ଟଙ୍କା ୭୦ ପଇସା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ହାତରୁ ଦେବାକୁ ପଡୁଛି । ଯେଉଁଥିପାଇଁ ଏବେ ଅଣ୍ଡା ବଦଳରେ କିଛି ସ୍କୁଲରେ ବିସ୍କୁଟ, ଖସାଲଡୁ ଦିଆଯାଉଥିବା ଦେଖିବାକୁ ମିଳୁଛି । ପିଲାଙ୍କୁ ସପ୍ତାହରେ ଏବେContinue reading “ମଧ୍ୟାହ୍ନ ଭୋଜନ, ଅଣ୍ଡା ବଦଳରେ ବିସ୍କୁଟ୍ ! ପିଏମ୍ ପୋଷଣ ନୋଡାଲ ଅଫିସର କହିଲେ, ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନାହିଁ ନିର୍ଦ୍ଦେଶ”
ଦିଲ୍ଲୀ ଯିବେ ୨୨ ବିଜେପି ବିଧାୟକ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସୂଚନା
କନକ ବ୍ୟୁରୋ : ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟକ । ଦିଲ୍ଲୀରେ ବିଜେପି ବିଧାୟକମାନେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବେ । ଏଥିସହ ଜାତୀୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଭେଟିବେ । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ସେମାନେ ଓଡିଶାର ଶାସନ ବ୍ୟବସ୍ଥା ବିଷୟରେ ନିର୍ବାଚନ କମିଶନଙ୍କୁ ଜଣାଇବେ । ଓଡିଶାରେ ସମ୍ବିଧାନ ହିସାବରେ ସରକାର ଚାଲୁନଥିବା ଅଭିଯୋଗContinue reading “ଦିଲ୍ଲୀ ଯିବେ ୨୨ ବିଜେପି ବିଧାୟକ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସୂଚନା”
ହମାସର ବର୍ବର ଆକ୍ରମଣରୁ ଏହି ପୋଲିସ ଉଦ୍ଧାର କଲେ ୫୦୦ରୁ ଅଧିକ ଇସ୍ରାଏଲି ନାଗରିକଙ୍କୁ
ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଅଗଷ୍ଟ ୭ ରେ ଆରମ୍ଭ ହେଇଥିବା ଯୁଦ୍ଧ ଦିନକୁ ଦିନ ଘମାଘୋଟ ହେବାରେ ଲାଗିଛି । ପ୍ରଥମେ ଯେତେବେଳେ ହମାସ୍ ଆତଙ୍କବାଦୀମାନେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ସେହି ସମୟରେ ଜଣେ ପୋଲିସବାଲା ଉପସ୍ଥିତ ବୁଦ୍ଧି ଖଟାଇ ୫୦୦ ଇସ୍ରାଏଲି ନାଗରକିଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହେଇଥିଲେ । ୭ ଅକ୍ଟୋବର ୨୦୨୩ କୁ ଇସ୍ରାଏଲର ଲୋକମାନେ କେବେବିContinue reading “ହମାସର ବର୍ବର ଆକ୍ରମଣରୁ ଏହି ପୋଲିସ ଉଦ୍ଧାର କଲେ ୫୦୦ରୁ ଅଧିକ ଇସ୍ରାଏଲି ନାଗରିକଙ୍କୁ”
ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ । ଲକ୍ଷ୍ମୀ ଯୋଜନା ଦ୍ୱାରା ବିକାଶର ନୂଆ ଧାରା ଆରମ୍ଭ ହେଲା : ନବୀନ ପଟ୍ଟନାୟକ
କନକ ବ୍ୟୁରୋ: “ମାଲକାନଗିରି ମୋ ପାଇଁ ବହୁତ ପ୍ରିୟ । ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ । ମାଲକାନଗିରିରୁ ହିଁ ଟଙ୍କିକିଆ ଚାଉଳ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲି । ଆଜି ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଲକ୍ଷ୍ମୀ ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି”, ଗୁରୁବାର ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ସେତିକି ନୁହେଁ ନବୀନContinue reading “ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ । ଲକ୍ଷ୍ମୀ ଯୋଜନା ଦ୍ୱାରା ବିକାଶର ନୂଆ ଧାରା ଆରମ୍ଭ ହେଲା : ନବୀନ ପଟ୍ଟନାୟକ”
ଅମର୍ଦ୍ଦା ଏୟାରଷ୍ଟ୍ରିପ ପ୍ରସଙ୍ଗ : ବିଶ୍ୱେଶ୍ୱର ଟୁଡୁଙ୍କୁ ସୁଦାମ ମାର୍ଣ୍ଡିଙ୍କ ଜବାବ; ଟୁଇଟ କରି କହିଲେ, ପୂର୍ବରୁ ସରିଛି ଜମି ହସ୍ତାନ୍ତର କାର୍ଯ୍ୟକ୍ରମ
କନକ ବ୍ୟୁରୋ : ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗଟ କରିବା ପରେ ଜବାବ ରଖିଛନ୍ତି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ବା ଟୁଇଟରରେ ସୁଦାମ ଲେଖିଛନ୍ତି, ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ବିକାଶ ପାଇଁ ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏ ବାବଦରେ ଏନଓସି ଦେବା ପାଇଁ ଡିଆରଡିଓଙ୍କୁ ନିର୍ଦ୍ଦଶ ଦେବାକୁ ୨୦୨୨ରେ ପ୍ରତିରକ୍ଷାContinue reading “ଅମର୍ଦ୍ଦା ଏୟାରଷ୍ଟ୍ରିପ ପ୍ରସଙ୍ଗ : ବିଶ୍ୱେଶ୍ୱର ଟୁଡୁଙ୍କୁ ସୁଦାମ ମାର୍ଣ୍ଡିଙ୍କ ଜବାବ; ଟୁଇଟ କରି କହିଲେ, ପୂର୍ବରୁ ସରିଛି ଜମି ହସ୍ତାନ୍ତର କାର୍ଯ୍ୟକ୍ରମ”
ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ’ ବସ୍ ।
କନକ ବ୍ୟୁରୋ : ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ । ମାଲକାନଗିରିରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିବ ୩୬ଟି ବସ୍ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହୋଇଛି । ଏହି ବସ୍ ସେବା ଜରିଆରେ ପଂଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜContinue reading “ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ’ ବସ୍ ।”
ଗୋଟିଏ ପରିବାରର ୧୦ ଲୋକଙ୍କୁ ଅପହରଣ କରି ନେଇଛି ହମାସ । ଫୋନ କଲେ ଉତ୍ତର ମିଳୁଛି… ।
କନକ ବ୍ୟୁରୋ : ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଆତଙ୍କବାଦୀ ସଙ୍ଗଠନ ଅନେକ ଲୋକଙ୍କୁ ଅପହରଣ କରି ନେଇଛି । ଅପହୃତଙ୍କୁ ଗାଜା ନେଇ ଯାଇଛି ଇସ୍ରାଏଲ ସେନା । ଯେଉଁମାନଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୃଦ୍ଧ, ବୃଦ୍ଧା ରହିଛନ୍ତି । ଏପରିକି କିଛି ପରିବାରର ସମସ୍ତ ସଦସ୍ୟଙ୍କୁ ହମାସ ଆତଙ୍କବାଦୀ ଅପହରଣ କରି ନେଇଛନ୍ତି । ସେହିଭଳି ଏକ ପରିବାରରୁ ୧୦ ଜଣ ସଦସ୍ୟଙ୍କୁ ହମାସ ଆତଙ୍କବାଦୀ ଅପହରଣ କରି ନେଇଛନ୍ତି ।Continue reading “ଗୋଟିଏ ପରିବାରର ୧୦ ଲୋକଙ୍କୁ ଅପହରଣ କରି ନେଇଛି ହମାସ । ଫୋନ କଲେ ଉତ୍ତର ମିଳୁଛି… ।”
ଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି : ଗାଜାରେ ବିଦ୍ୟୁତ, ପାଣି, ଗ୍ୟାସ ଯୋଗାଣ ବନ୍ଦ
କନକ ବ୍ୟୁରୋ : ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି । ଗାଜାରେ ବିଦ୍ୟୁତ୍ ଯୋଗାଣ ପାଇଁ ରହିଥିବା ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଛି । ଫଳରେ ପୂରା ସହରକୁ ବିଦ୍ୟୁତ୍ ଯୋଗାଣ ଠପ୍ ହୋଇଯାଇଛି । ଗାଜାକୁ ଇସ୍ରାଏଲ ଖାଦ୍ୟ ଓ ଇନ୍ଧନ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିବା ପରେ ଜଟିଳ ସ୍ଥିତି ଉପୁଜିଛି । ଗାଜାରେ ଇନ୍ଧନ ଅଭାବରୁ ପାୱାର ପ୍ଲାଣ୍ଟ ଠପ୍ ହୋଇଯିବା ନେଇ ବିଭିନ୍ନ ମାନବାଧିକାରContinue reading “ଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି : ଗାଜାରେ ବିଦ୍ୟୁତ, ପାଣି, ଗ୍ୟାସ ଯୋଗାଣ ବନ୍ଦ”