କନକ ବ୍ୟୁରୋ : ଯେଉଁ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ସେଥିରୁ ଅବା କେମିତି ବାଦ ପଡିବେ ଇସ୍ରାଏଲ ନାଗରିକ । ଦୁନିଆର ବିଭିନ୍ନ କୋଣରେ ରହୁଥିବା ଇସ୍ରାଏଲ ନାଗରିକଙ୍କ ମାନସିକ ସ୍ଥିତି ବର୍ତମାନ ଏଭଳି କିଛି ରହିଛି । ଯୁଦ୍ଧରେ ଦେଶରେ ହିଂସା, ଉତେଜନା । ସବୁଠି କେବଳ ଦେଖିବାକୁ ମିଳୁଛି ଆକ୍ରମଣ, ବିସ୍ଫୋରଣ ଓ ଆତଙ୍କ । ଏମାନେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି, ପ୍ରିୟଜନଙ୍କୁ ଭେଟିବାକୁ ଚାତକ ପରି ଚାହିଁବସିଛନ୍ତିContinue reading “ଯୁଦ୍ଧ ଭିତରେ ପ୍ରିୟଜନଙ୍କ ପାଇଁ ଚିନ୍ତାରେ ଇସ୍ରାଏଲ ନାଗରିକ । ଦେଶକୁ ଫେରିବାକୁ ଚାହୁଁଥିଲେ ବି ନାଚାର”
Tag Archives: News
ରାଜନୀତିର ପଶାପାଲିରେ ଜାତୀୟ ରାଜପଥ: କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି, ଗଡକରୀଙ୍କୁ ଭେଟି ଆଲୋଚନା କଲେ ଧର୍ମେନ୍ଦ୍ର
କନକ ବ୍ୟୁରୋ: ରାଜନୀତିରେ ରାଜପଥ । ଆଉ ନିର୍ବାଚନ ଆସିବା ଆଗରୁ ପୁଣି ଥରେ ଫେରିଛି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ବିଶେଷକରି ରାଜ୍ୟର ପ୍ରମୁଖ ରାସ୍ତା ୫୫-ନଂ ଜାତୀୟ ରାଜପଥର ଧିମା କାମକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରକୁ ଘେରିଛି ବିଜେଡି । ଏହାସହ କୋଷ୍ଟାଲ ହାଇୱେ ଓ ରାଜଧାନୀରେ କ୍ୟାପିଟାଲ ରିଜିଅନ ରିଂ ରୋଡ ପ୍ରସଙ୍ଗରେ ବି ବର୍ଷିଛି ଦଳ । ଆନ୍ଦୋଳନ ଚେତାବନୀ ବି ଦେଇଛି । ସେପଟେ ଏଥିପାଇଁ ରାଜ୍ୟ ସରକାରଙ୍କୁContinue reading “ରାଜନୀତିର ପଶାପାଲିରେ ଜାତୀୟ ରାଜପଥ: କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି, ଗଡକରୀଙ୍କୁ ଭେଟି ଆଲୋଚନା କଲେ ଧର୍ମେନ୍ଦ୍ର”
ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ: ବିନା ସୁଧରେ ୨ ଲକ୍ଷ ମହିଳାଙ୍କୁ ମିଳିବ ସ୍କୁଟର
କନକ ବ୍ୟୁରୋ: ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାର ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ଆଜି ଶୁଭାରମ୍ଭର ପ୍ରଥମ ଦିନରେ ୧୫ ହଜାର ମହିଳା ଏହି ସ୍କୁଟର ନେଇଛନ୍ତି । ଆଗାମୀ ଦିନରେ ୨ ଲକ୍ଷରୁ ଅଧିକ ମହିଳା ସ୍କୁଟର ନେବେ ବୋଲି ଜଣାପଡିଛି । ଚଳିତ ଆର୍ଥିକ ବର୍ଷ ପାଇଁ ୫୦ କୋଟି ଟଂକାର ବଜେଟ ଆବଂଟନ ହୋଇଛି । ଆଗାମୀ ନିର୍ବାଚନContinue reading “ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ: ବିନା ସୁଧରେ ୨ ଲକ୍ଷ ମହିଳାଙ୍କୁ ମିଳିବ ସ୍କୁଟର”
ରଥଯାତ୍ରାକୁ ନେଇ ଚଳଚଂଚଳ ଶକ୍ତି ପୀଠ ବିରଜା କ୍ଷେତ୍ର । ୯ ଦିନର ରଥଯାତ୍ରା ଦେଖିବାକୁ ଲାଗିବ ହଜାର ହଜାର ଭକ୍ତଙ୍କ ଭିଡ
କନକ ବ୍ୟୁରୋ : ରଥଯାତ୍ରାକୁ ନେଇ ଚଳଚଂଚଳ ଶକ୍ତି ପୀଠ ବିରଜା କ୍ଷେତ୍ର । ଦଶହରା ଅବସରରେ ମାଙ୍କ ରଥଯାତ୍ରା ୯ ଦିନ ବ୍ୟାପୀ ଅନୁଷ୍ଠିତ ହୁଏ । ମା ବିରଜାଙ୍କ ମନ୍ଦିର ବେଢ଼ା ଚତୁଃପାଶ୍ୱର୍ରେ ବିଜୟା ରଥକୁ ଟାଣି ନେଇଥାନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ମାଆଙ୍କୁ ରଥରେ ଦର୍ଶନ କରି ରଥ ଦଉଡି ଧରିବାକୁ ଅପେକ୍ଷା କରିଛନ୍ତି । ତେବେ ଏହି ରଥଯାତ୍ରା ଏକ ସ୍ୱତନ୍ତ୍ରତା ରହିଛି । ଭାରତ ବର୍ଷରେ ୫୧ଟି ଶକ୍ତିContinue reading “ରଥଯାତ୍ରାକୁ ନେଇ ଚଳଚଂଚଳ ଶକ୍ତି ପୀଠ ବିରଜା କ୍ଷେତ୍ର । ୯ ଦିନର ରଥଯାତ୍ରା ଦେଖିବାକୁ ଲାଗିବ ହଜାର ହଜାର ଭକ୍ତଙ୍କ ଭିଡ”
ଏଠି ବିକାଶ ପାଲଟିଛି ଭଗାରୀ । ବାଉଁଶ ପୋଲ ଭରସାରେ ପୂରା ଗାଁ
କନକ ବ୍ୟୁରୋ : ଗାଁକୁ ଯିବାକୁ ହେଲେ ବାଉଁଶ ପୋଲ ଭରସା । ଗାଁରୁ ବାହାରି ଅନ୍ୟ ସ୍ଥାନକୁ ଯିବାକୁ ହେଲେ ଛୋଟ ଓ ସରୁ ବାଉଁଶ ପୋଲ ଦେଇ ଯିବା ଆସିବାକୁ ପଡିବ । ଦିନେ କି ବର୍ଷେ ନୁହେଁ ଦଶନ୍ଧି ଦଶନ୍ଧି ଧରି ଏହି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ବର୍ଷ ତମାମ୍ ବିପଦ ସଂକୁଳ ଅବସ୍ଥାରେ ବାଉଁଶ ଉପରେ ଯାତ୍ରା କରୁଛନ୍ତି ଏକାଧିକ ଗ୍ରାମବାସୀ । ଗମନାଗମନ କ୍ଷେତ୍ରରେ ସମସ୍ୟା ଭୋଗୁଛନ୍ତି ଗଜପତିContinue reading “ଏଠି ବିକାଶ ପାଲଟିଛି ଭଗାରୀ । ବାଉଁଶ ପୋଲ ଭରସାରେ ପୂରା ଗାଁ”
ପୁରୁଷଙ୍କ ସହ ତାଳ ଦେଇ ଆଗଉଛନ୍ତି ମହିଳା । ଗହଣା ଦୋକାନରେ ଗହଣା ତିଆରି କରି ଚର୍ଚ୍ଚାରେ ଜୁଏଲାରୀ ଗାର୍ଲ ମୋନାଲିସା
କନକ ବ୍ୟୁରୋ : ସୁନା ଗହଣ ଦୋକାନରେ ମହିଳା କର୍ମଚାରୀ ଦେଖିଛେ । ଗ୍ରାହକଙ୍କୁ ଅଳଙ୍କାର ଦେଖାଇବା ଠାରୁ ଆରମ୍ଭ କରି ବିଲିଂ ଯାଏଁ, ସବୁ କ୍ଷେତ୍ରରେ ମହିଳା କର୍ମଚାରୀ କାମ କରୁଥିବା ପ୍ରାୟ ସମସ୍ତେ ଦେଖିଛନ୍ତି । ହେଲେ ପ୍ରାୟତଃ କେହି କେବେ ଦେଖିନଥିବା ଜଣେ ଯୁବତୀ ସୁନା-ରୂପା ଅଳଙ୍କାର ତିଆରି କରିବାର । କାରିଗର କହିଲେ, ସମସ୍ତଙ୍କ ମନକୁ ଚାଲି ଆସେ ପୁରୁଷ ଚେହେରା । ହେଲେ ସମସ୍ତଙ୍କ ଭାବନା ଠାରୁ ଉର୍ଦ୍ଧର ରହିContinue reading “ପୁରୁଷଙ୍କ ସହ ତାଳ ଦେଇ ଆଗଉଛନ୍ତି ମହିଳା । ଗହଣା ଦୋକାନରେ ଗହଣା ତିଆରି କରି ଚର୍ଚ୍ଚାରେ ଜୁଏଲାରୀ ଗାର୍ଲ ମୋନାଲିସା”
ସମ୍ବଲପୁରରେ ଚାରିଆଡେ ଚାଲିଛି ଚକଡା ପୋକର ଆତଙ୍କ । ସରକାରୀ ଓ ବେସରକାରୀ ଔଷଧ କାମ କରୁନଥିବା ଅଭିଯୋଗ
କନକ ବ୍ୟୁରୋ : ପୁଣି ସମ୍ବଲପୁର ଚାଷୀଙ୍କୁ ଡରାଇଲାଣି ଚକଡା । ବିଭିନ୍ନ ଅଂଚଳରେ ଧାନ ବିଲରେ ଚକଡା ପୋକ ଲାଗିଲେଣି । ବର୍ତ୍ତମାନ ଧାନ ଗଛ ଗୁଡିକ ଧାନ କେଣ୍ଡା ଦେବା ଅବସ୍ଥାରେ ଥିବା ବେଳେ ଚକଡା ଆକ୍ରାନ୍ତ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ପ୍ରାଥମିକ ପର୍ଯ୍ୟାୟରେ ଚକଡା କମ ମାତ୍ରାରେ ଲାଗିଥିବା ବେଳେ ଆଗକୁ ଏହାର ପ୍ରଭାବ ଅଧିକା ରହିବ ବୋଲି ଚାଷୀ ଅନୁମାନ କରୁଛି । ସମ୍ବଲପୁର ଜିଲ୍ଲାର ମାନେଶ୍ୱର, ଧନକଉଡ଼ା,Continue reading “ସମ୍ବଲପୁରରେ ଚାରିଆଡେ ଚାଲିଛି ଚକଡା ପୋକର ଆତଙ୍କ । ସରକାରୀ ଓ ବେସରକାରୀ ଔଷଧ କାମ କରୁନଥିବା ଅଭିଯୋଗ”
ଚୋର ନେଇଗଲା ସାର୍ଟିଫିକେଟ୍ । ଚୋରି ପରେ ପାଠପଢ଼ାରେ ଡୋରି
କନକ ବ୍ୟୁରୋ : ଯୁକ୍ତ ୨ ପାସ କରିବା ପରେ ଯୁକ୍ତ ୩ ପଢିବା ପାଇଁ ଆବେଦନ କରିଥିଲେ ଛାତ୍ରୀ । ଝିଅର ନାମ ଲେଖା ପାଇଁ ଟଙ୍କା ଯୋଗାଡ କରି ରଖିଥିଲେ ବାପା । ହେଲେ ଝିଅ ଯୁକ୍ତ ୩ ପଢି ପାରିଲେ ନାହିଁ । କାରଣ ଘରେ ପଶି ଝିଅର ସାର୍ଟିଫିକେଟ୍ ଓ ଟଙ୍କା ଚୋରି କରି ନେଇଛନ୍ତି ଚୋର । ଚୋରି ହେବା ପରେ ପାଠପଢାରେ ଡୋରି ବାନ୍ଧିଛନ୍ତି କେନ୍ଦ୍ରାପଡା ଡେରାବିଶି ବ୍ଲକContinue reading “ଚୋର ନେଇଗଲା ସାର୍ଟିଫିକେଟ୍ । ଚୋରି ପରେ ପାଠପଢ଼ାରେ ଡୋରି”
କ୍ରିକେଟ ବିଶ୍ଵକପରେ ଉଠିଲା ଇସ୍ରାଏଲ-ହମାସ କଥା
ସାରା ପୃଥିବୀରେ ଏବେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଲଢେଇର ଚର୍ଚ୍ଚା ଚାଲିଛି । କିଛି ପକ୍ଷ ଇସ୍ରାଏଲକୁ ସମର୍ଥନ କରୁଛନ୍ତି ତ ଆଉ କିଛି ହମାସକୁ ସମର୍ଥନ ଦେଉଛନ୍ତି । ଏହି ମଧ୍ୟରେ ଭାରତରେ ଚାଲିଥିବା ଏକଦିବସୀୟ ବିଶ୍ଵକପ-୨୦୨୩ ରେ ମଧ୍ୟ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଲଢେଇର କଥା ଉଠିଲାଣି । ଏହି ବିଶ୍ୱକପକୁ ଭାରତ ଆୟୋଜନ କରିଛି । ମଙ୍ଗଳବାର ପାକିସ୍ତାନ ଶ୍ରୀଲଙ୍କା ମଧ୍ୟରେ ଏକ ଚିତାକର୍ଷକ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେContinue reading “କ୍ରିକେଟ ବିଶ୍ଵକପରେ ଉଠିଲା ଇସ୍ରାଏଲ-ହମାସ କଥା”
ମାଲକାନଗିରିରେ ମାଡି ଆସୁଛି ମରୁଡି । ଅମଳ ଆଗରୁ ଉଜୁଡି ଯିବ ଧାନ ଫସଲ, ଗଛ କେଣ୍ଡା ଭରିବା ବେଳେ ଜମିରେ ନାହିଁ ପାଣି
କନକ ବ୍ୟୁରୋ : କେଉଁଠି ଧାନ ଫସଲ ପୋଡି ପାଉଁଶ ହୋଇ ଯାଇଛି, ତୋ ଆଉ କେଉଁଠି ଧାନ କେଣ୍ଡା ବାହାରିଛି, କିନ୍ତୁ ତାହା ଅମଳ ଉପଯୋଗି ନୁହେଁ । ଆଉ କେତେକ ସ୍ଥାନରେ କ୍ଷେତ ସବୁଜିମା ଅଛି କିନ୍ତୁ ଗଛରୁ ଧାନ କେଣ୍ଡା ବାହାରୁ ନାହିଁ । ଚାଷୀଙ୍କ ଦୁର୍ଦଶାର ଏହି ଚିତ୍ର ଆସିଛି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୋରାଖୁଂଟା ପଂଚାୟତରୁ । ଗୋରାଖୁଂଟା ଅଂଚଳରେ ଜଳ ସେଚନ ଲାଗି ତାମସା ମେନ କେନାଲContinue reading “ମାଲକାନଗିରିରେ ମାଡି ଆସୁଛି ମରୁଡି । ଅମଳ ଆଗରୁ ଉଜୁଡି ଯିବ ଧାନ ଫସଲ, ଗଛ କେଣ୍ଡା ଭରିବା ବେଳେ ଜମିରେ ନାହିଁ ପାଣି”