ଗାଜାର ଇସଲାମିକ ବିଶ୍ୱବିଦ୍ୟାଳୟ ଉପରେ ଇସ୍ରାଏଲର ରକେଟ ମାଡ । ବିସ୍ଫୋରଣ ପରେ ଭିଡ଼ିଓ ସେୟାର କରି ଇସ୍ରାଏଲ କହିଲା, ଏଠାରେ…

କନକ ବ୍ୟୁରୋ : ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି । କେତେବେଳେ ଇସ୍ରାଏଲ ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯାଉଛି ତ ପୁଣି କେତେବେଳେ ହମାସ ଆତଙ୍କବାଦୀ ଅଚାନକ ଆକ୍ରମଣ କରୁଛନ୍ତି । ଏସବୁ ଭିତରେ ପାଲେଷ୍ଟାଇନର ଗାଜା ପଟ୍ଟିରେ ଇସ୍ରାଏଲ ଗୋଟିଏ ପରେ ଗୋଟିଏ ରକେଟ ମାଡ କରି ଚାଲିଛି । ଇସ୍ରାଏଲ ବାୟୁସେନା କହିଛି ଯେ, ଗାଜାରେ ଥିବା ଏକ ଇସଲାମ ବିଶ୍ୱବିଦ୍ୟାଳୟ ଉପରେ ମଧ୍ୟ ରକେଟ ମାଡ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟContinue reading “ଗାଜାର ଇସଲାମିକ ବିଶ୍ୱବିଦ୍ୟାଳୟ ଉପରେ ଇସ୍ରାଏଲର ରକେଟ ମାଡ । ବିସ୍ଫୋରଣ ପରେ ଭିଡ଼ିଓ ସେୟାର କରି ଇସ୍ରାଏଲ କହିଲା, ଏଠାରେ…”

ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି । ଏନଏଚ୍ କାମକୁ ନେଇ ଘେରିଲା ଶାସକ ଦଳ । ବିଜେପି ସାଂସଦ କାହିଁକି ଚୁପ୍ ବୋଲି ପ୍ରଶ୍ନ କରି କମ୍ପିଲା ବିଜେଡି ।

କନକ ବ୍ୟୁରୋ: ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି । ବିଭିନ୍ନ ପ୍ରସଙ୍ଗ ଉଠାଇ ପୁଣିଥରେ କେନ୍ଦ୍ର ସରକାରକୁ ଘେରିଛି ବିଜେଡି । ଦାବି ମୁତାବକ ସମସ୍ୟାର ସମାଧାନ ନହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି । ରାଜ୍ୟରେ ଜାତୀୟ ରାଜପଥ ୫୫ର ମରାମତି କାମ ଧିମା ହେବା, ୨୦୧୫ରେ କୋଷ୍ଟାଲ ହାଇୱେ ରାମେଶ୍ୱରମରୁ ଦୀଘା ରାସ୍ତା କାମ ଆରମ୍ଭ ନହେବା ଏବଂ ୨୦୨୨ ଏପ୍ରିଲରେ ରାଜଧାନୀରେ କ୍ୟାପିଟାଲ ରିଜଅନ ରିଂ ରୋଡ୍ ପ୍ରସଙ୍ଗରେContinue reading “ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି । ଏନଏଚ୍ କାମକୁ ନେଇ ଘେରିଲା ଶାସକ ଦଳ । ବିଜେପି ସାଂସଦ କାହିଁକି ଚୁପ୍ ବୋଲି ପ୍ରଶ୍ନ କରି କମ୍ପିଲା ବିଜେଡି ।”

‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦଶକଙ୍କୁ ଟାର୍ଗେଟ କଲେ ବରିଷ୍ଠ ଅଭିନେତ୍ରୀ ଆଶା ପାରେଖ । କହିଲେ, କାଶ୍ମୀରରେ ରହୁଥିବା ହିନ୍ଦୁଙ୍କୁ ବିବେକ ଦେଇଛନ୍ତି କି ସହାୟତା ?

କନକ ବ୍ୟୁରୋ : ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ସିନେମା ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା । ଏହାସହ ସିନେମାଟି ବକ୍ସ ଅଫିସରୁ ଭଲ କଲେକସନ ମଧ୍ୟ କରିଥିଲା । ଏହି ସିନେମାରେ ବିଶେଷ ଭାବେ କାଶ୍ମୀର ପଣ୍ଡିତଙ୍କ ଦୁଃଖ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ବରିଷ୍ଠ ଅଭିନେତ୍ରୀ ଆଶା ପାରେଖ ବିବେକ ଅଗ୍ନିହୋତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ବିବେକ ଏହି ସିନେମାରୁContinue reading “‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦଶକଙ୍କୁ ଟାର୍ଗେଟ କଲେ ବରିଷ୍ଠ ଅଭିନେତ୍ରୀ ଆଶା ପାରେଖ । କହିଲେ, କାଶ୍ମୀରରେ ରହୁଥିବା ହିନ୍ଦୁଙ୍କୁ ବିବେକ ଦେଇଛନ୍ତି କି ସହାୟତା ?”

କୁକୁରକୁ ଶ୍ରଦ୍ଧାଞ୍ଜଳି : ୨୦୧୦ ମସିହାରୁ ପରିବାରର ସଦସ୍ୟ ଭଳି ଥିଲା ଗୁଲୁ ପାପା

କନକ ବ୍ୟୁରୋ : ପୋଷା କୁକୁରକୁ ଶ୍ରଦ୍ଧାଞ୍ଜଳି । ଭୁବନେଶ୍ୱର ଟଙ୍କପାଣି ରୋଡ୍ରେ ପୋଷା କୁକୁରକୁ ସମାଧି ଦେଇଛନ୍ତି ମାଲିକ । ୨୦୧୦ ମସିହାରୁ ପରିବାରର ସଦସ୍ୟ ଭଳି ଥିଲା ପୋଷା କୁକୁର ଗୁଲୁ ପାପା । କୁକୁରର ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ତାକୁ ଅନ୍ତିମ ବିଦାୟୀ ଦେଇଛନ୍ତି । କୁକୁର ବେକରେ ଫୁଲମାଳ ପକାଇ ତାକୁ ଏକ ଗାତ ଖୋଳି ପୋତିଛନ୍ତି ପରିବାର । ଦୀର୍ଘ ୧୩ ବର୍ଷରୁ ଅଧିକContinue reading “କୁକୁରକୁ ଶ୍ରଦ୍ଧାଞ୍ଜଳି : ୨୦୧୦ ମସିହାରୁ ପରିବାରର ସଦସ୍ୟ ଭଳି ଥିଲା ଗୁଲୁ ପାପା”

କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି : ଶ୍ରଦ୍ଧାଳୁଙ୍କ ସମସ୍ୟା କଥା ଉଠାଇ ଦାବି ପୂରଣ କରିବାକୁ ସରକାରକୁ କଂଗ୍ରେସର ଆହ୍ୱାନ

କନକ ବ୍ୟୁରୋ : ଆଉ କିଛି ଦିନ ପରେ କାର୍ତ୍ତିକ ମାସ । ଏହା ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି । କଂଗ୍ରେସ ଆଜି ଏହି ଦାବି କରିଛି । ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗୁଛି । ଲୋକେ ଗହଳି ଭିତରେ ଛିଡା ହୋଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଆଉ ଠିକ୍ ଭାବେ ଦିଅଁ ଦର୍ଶନ କରିପାରୁ ନାହାନ୍ତି । ତେଣୁ ଚାରି ଦ୍ୱାର ଖୋଲି ଦେଲେContinue reading “କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି : ଶ୍ରଦ୍ଧାଳୁଙ୍କ ସମସ୍ୟା କଥା ଉଠାଇ ଦାବି ପୂରଣ କରିବାକୁ ସରକାରକୁ କଂଗ୍ରେସର ଆହ୍ୱାନ”

ରାଜଧାନୀରେ ଉଡିଲା ଟଙ୍କା : ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ

କନକ ବ୍ୟୁରୋ : ରାଜଧାନୀରେ ଉଡିଲା ଟଙ୍କା । ରିଜର୍ଭ ବ୍ୟାଙ୍କ ସାମ୍ନାରେ ଚିରାଫଟା ୫୦୦ ଟଙ୍କା , ୨୦୦ ଟଙ୍କା ଓ ୧୦୦ ଟଙ୍କା ନୋଟ୍ ଉଡିଲା । ବ୍ୟାଙ୍କର ନୋଟ୍ ବଦଳାଇବାକୁ ଲୋକେ ଆସିଥିଲେ । କିନ୍ତୁ ନୋଟ ବଦଳାଇ ନହେବାରୁ ଟଙ୍କା ଉଡାଇଛନ୍ତି ଅସନ୍ତୁଷ୍ଟ ଲୋକେ । ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ । The post ରାଜଧାନୀରେ ଉଡିଲା ଟଙ୍କା : ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ firstContinue reading “ରାଜଧାନୀରେ ଉଡିଲା ଟଙ୍କା : ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ”

ଇସ୍ରାଏଲ- ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଭିତରେ ଦିଲ୍ଲୀରେ କ୍ରିପ୍ଟୋ ଆଟାକ୍ । ହମାସ ଆତଙ୍କବାଦୀ ସଂଗଠନ ଖାତାକୁ ଯାଇଛି କୋଟି କୋଟି ଟଙ୍କା

କନକ ବ୍ୟୁରୋ : ଗାଜା ପଟ୍ଟୀ ଉପରେ ହମାସ ଆତଙ୍କୀ ସଂଗଠନର ଆକ୍ରମଣ ମଧ୍ୟରେ ହମାସର ଭାରତ ସହ ଅପରାଧୀକ ସଂପର୍କ ଥିବା ଏକ କଥା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀରୁ ଚୋରି ହୋଇଥିବା କ୍ରିପ୍ଟୋ କରେନ୍ସି ହମାସ ସଂଗଠନ ନିକଟରେ ପହଂଚିଥିବା କଥା କୁହାଯାଉଛି । ଦିଲ୍ଲୀ ପୋଲିସ ତାର ଯାଂଚ ରିପୋର୍ଟରେ ଏଭଳି ସୂଚନା ଦେବା ପରେ ଚମକି ପଡିଛନ୍ତି ସୁରକ୍ଷା ଏଜେନ୍ସି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ୨୦୨୧Continue reading “ଇସ୍ରାଏଲ- ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଭିତରେ ଦିଲ୍ଲୀରେ କ୍ରିପ୍ଟୋ ଆଟାକ୍ । ହମାସ ଆତଙ୍କବାଦୀ ସଂଗଠନ ଖାତାକୁ ଯାଇଛି କୋଟି କୋଟି ଟଙ୍କା”

୫ଜଣିଆ ଗ୍ୟାଙ୍ଗ ପାଇଁ ନାକେଦମ୍ ପୁଲିସ : ଏସକର୍ଟ ସର୍ଭିସ୍ ଆପ୍ ଖୋଲି କରୁଥିଲେ ଲୁଟ୍; ସମଲିଙ୍ଗୀ ଯୌନ ସମ୍ପର୍କ ରକ୍ଷା ପାଇଁ ତିଆରି ହୋଇଥିଲା ଆପ୍

କନକ ବ୍ୟୁରୋ : ଭୁବନେଶ୍ୱରରେ ଲୁଟର ନୂଆ ଟ୍ରେଣ୍ଡ । ଏସକର୍ଟ ସର୍ଭିସ୍ ଆପ୍ ଖୋଲି କରୁଥିଲେ ଲୁଟ୍ । ସମଲିଙ୍ଗୀ ଯୌନ ସମ୍ପର୍କ ରକ୍ଷା ପାଇଁ ଆପ୍ ତିଆରି ହୋଇଥିଲା । ଜଣେ ଯୁବକଙ୍କୁ ଲୁଟିଛନ୍ତି ଲୁଟେରା । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବକଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ଗେ ଯୁବକମାନଙ୍କୁ ଲୁଟିବା ପାଇଁ ପ୍ରସ୍ତୁତ କରାଯାଇଥିଲା ସ୍ଵତନ୍ତ୍ରContinue reading “୫ଜଣିଆ ଗ୍ୟାଙ୍ଗ ପାଇଁ ନାକେଦମ୍ ପୁଲିସ : ଏସକର୍ଟ ସର୍ଭିସ୍ ଆପ୍ ଖୋଲି କରୁଥିଲେ ଲୁଟ୍; ସମଲିଙ୍ଗୀ ଯୌନ ସମ୍ପର୍କ ରକ୍ଷା ପାଇଁ ତିଆରି ହୋଇଥିଲା ଆପ୍”

ଭାରତ-ଆଫଗାନିସ୍ତାନ ମୁକାବିଲା : ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି; ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ

କନକ ବ୍ୟୁରୋ : ବିଶ୍ୱକପ୍ କ୍ରିକେଟରେ ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା । ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ଟିମ୍ ଇଣ୍ଡିଆ ବୋଲିଂ କରିବ । ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦିଆଯାଇଛି । ଦିଲ୍ଲୀରେ ଆଜି କିଏ ଦେଖାଇବ ଦମ୍ । ଗୋଟିଏ ପଟେ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ବାଂଲାଦେଶ ଠାରୁ ପ୍ରଥମ ମ୍ୟାଚରେContinue reading “ଭାରତ-ଆଫଗାନିସ୍ତାନ ମୁକାବିଲା : ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି; ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ”

ବିଦେଶରେ କିଏ କରୁଛି ହତ୍ୟା ଭାରତର ଶତ୍ରୁମାନଙ୍କୁ ?

ଭାରତର ଶତ୍ରୁମାନଙ୍କୁ ବିଦେଶରେ ଅଜ୍ଞାତ ଆକ୍ରମଣକାରୀ ମାନେ ଖୋଜି ଖୋଜି ହତ୍ୟା କରୁଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଲା ସାହିଦ ଲତିଫ । ୧୧/୧୦/୨୦୨୩  – ସାହିଦ ଲତିଫ ଆଜି ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସାହିଦ ଲତିଫକୁ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଛି । ସାହିଦ ଲତିଫ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଜାନୁୟାରୀ ୨, ୨୦୧୬ ରେ ପଞ୍ଜାବର ପଠାନକୋଟରେ ଘଟିଥିବାContinue reading “ବିଦେଶରେ କିଏ କରୁଛି ହତ୍ୟା ଭାରତର ଶତ୍ରୁମାନଙ୍କୁ ?”

Design a site like this with WordPress.com
Get started