କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି ହିଟମ୍ୟାନ ରୋହିତ ଶର୍ମାଙ୍କ ଜଲୱା । ପ୍ରଥମ ଦିନରେ ରୋହିତ ଧୁଆଁଧାର ୧୬୧ ରନର ଇଂନିସ ଖେଳିବା ସହିତ ଟିମ୍ ଇଣ୍ଡିଆର ସ୍କୋର ୩୦୦ ଛୁଇଁଛି । ଅନ୍ୟପଟେ ଭାରତ ହାତରେ ଏବେ ବି ଆହୁରି ୪ଟି ୱିକେଟ୍ ବାକି ଥିବାରୁ ଦଳର ସ୍କୋର ଆହୁରି ଆଗକୁ ବଢିବ ବୋଲି କୁହାଯାଉଛି । ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲିContinue reading “ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ରୋହିତଙ୍କ ଜଲୱା । ଟିମ୍ ଇଣ୍ଡିଆର ସ୍କୋର ୩୦୦/୬”
Tag Archives: News
କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ । ଆଦିବାସୀ ସଂସ୍କୃତିର ଝଲକ ଦେଖିବେ ଲୋକେ ।
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ, ସଂସ୍କୃତି ଓ ନାଟକ ଏକାଡ଼େମୀ ଦ୍ୱାରା ଅୁନଷ୍ଠିତ ହୋଇଛି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ଯୋଗ ଦେଇ ସେମାନଙ୍କ ନୃତ୍ୟ ପରିବେଷଣ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକି ଉଠିଛି ଜୁନାଗଡ଼ ମଂଚ । ଏହିContinue reading “କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ । ଆଦିବାସୀ ସଂସ୍କୃତିର ଝଲକ ଦେଖିବେ ଲୋକେ ।”
ବଲାଙ୍ଗୀର ଛତାପିପିଲିରେ ତାତିଲେ ଚାଷୀ । ମଣ୍ଡି ଭିତରେ ତହସିଲଦାର ଓ ଅଧିକାରୀଙ୍କୁ ପକାଇଲେ ତାଲା ।
କନକ ବ୍ୟୁରୋ : ମଣ୍ଡିରୁ ଧାନ ଉଠୁନଥିବା ଯୋଗୁଁ ତାତିଲେ ଚାଷୀ । ଟୋକନ ପାଇଁ ମଧ୍ୟ ମଣ୍ଡିରୁ ଧାନ ଉଠୁନଥିବାରୁ ବଲାଙ୍ଗୀର ଛତାପିପଲ ଚାଷୀମାନେ ମଣ୍ଡି ସମ୍ମୁଖରେ ପ୍ରତିବାଦ କରୁଥିଲେ । ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାଇବାକୁ ପୁଇଁତଳା ତହସିଲଦାର, ଛତାପିପଲ ପେକ୍ସ ସଂପାଦପ ଧ ବଲାଙ୍ଗୀର ଏଆରସିଏସ ଯାଇଥିବା ବେଳେ ତାଙ୍କୁ ମଣ୍ଡି ଭିତରେ ତାଲା ପକାଇଦେଇଥିଲେContinue reading “ବଲାଙ୍ଗୀର ଛତାପିପିଲିରେ ତାତିଲେ ଚାଷୀ । ମଣ୍ଡି ଭିତରେ ତହସିଲଦାର ଓ ଅଧିକାରୀଙ୍କୁ ପକାଇଲେ ତାଲା ।”
ଝରାଫୁଲ ମୃତ୍ୟୁ ଉପରୁ ଏଯାଏଁ ହଟିନି ରହସ୍ୟ । ଅଧିକ ତଦନ୍ତ ପାଇଁ କରଂଜିଆରେ ଝରାଫୁଲଙ୍କ ଘରେ ପହଚିଂଲା କୁଆଖିଆ ପୁଲିସ ।
କନକ ବ୍ୟୁରୋ : ଝରାଫୁଲ ମୃତ୍ୟୁ ଉପରୁ ଏଯାଏଁ ହଟିନି ରହସ୍ୟ । ମାମଲାର ଅଧିକ ତଦନ୍ତ ପାଇଁ ଝରାଫୁଲଙ୍କ କରଂଜିଆର ବୃନ୍ଦେଇପୋଷୀସ୍ଥିତ ଘରେ ପହଚିଂଛି କୁଆଖିଆ ପୁଲିସ । ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ୬ଜଣିଆ ଟିମ ତଦନ୍ତ ପାଇଁ ଯାଇଛନ୍ତି । ଝରାଫୁଲ ବାପା ମା ଓ ଭାଇଙ୍କୁ ପଚରାଉଚରା କରାଯାଇଛି । ଘରଲୋକଙ୍କୁ ଶେଷ କଲ ଝରାଫୁଲ କେବେ କରିଥିଲେ ଓ ଝରାଫୁଲ କଣ କହିଥିଲେ ସେନେଇ ପଚାର ବୁଝିଛି ପୁଲିସ ।Continue reading “ଝରାଫୁଲ ମୃତ୍ୟୁ ଉପରୁ ଏଯାଏଁ ହଟିନି ରହସ୍ୟ । ଅଧିକ ତଦନ୍ତ ପାଇଁ କରଂଜିଆରେ ଝରାଫୁଲଙ୍କ ଘରେ ପହଚିଂଲା କୁଆଖିଆ ପୁଲିସ ।”
ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ । ଉଚିତ୍ ସମୟରେ ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା : ଅମିତ୍ ଶାହା
କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ପୂର୍ବରୁ ଜମ୍ମୁ-କଶ୍ମୀର ବିଷୟରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ। ଧାରା ୩୭୦ହଟାଇବା ପରେ ରାଜ୍ୟର ଅବସ୍ଥା ଉପରେ ପ୍ରଶ୍ନ କରାଯିବା ସହ ଧାରା ୩୭୦ହଟାଇବା ପରେ ସେଠାରେ କ’ଣ ପରିବର୍ତ୍ତନ ଆସିଛି, ସେ ନେଇ ପ୍ରଶ୍ନ କରିଥିଲେ ବିରୋଧୀ । ଏହା ପରେ ବିରୋଧୀ ଦଳ ଉଠାଇଥିବା ସମସ୍ତContinue reading “ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ । ଉଚିତ୍ ସମୟରେ ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା : ଅମିତ୍ ଶାହା”
୯୦ ବର୍ଷ ପୂର୍ବେ ଆଜିର ଦିନରେ ଦିଲ୍ଲୀ ପାଇଥିଲା ଦେଶର ରାଜଧାନୀ ମାନ୍ୟତା । ଆସନ୍ତୁ ଜାଣିବା କେମିତି ଥିଲା ରାଜଧାନୀର ରୂପରେଖ
କନକ ବ୍ୟୁରୋ : ଫେବୃଆରୀ ୧୩ ତାରିଖକୁ ସାରା ବିଶ୍ୱ ଭାଲେଟାଇନ୍ ଡେ ର ପୂର୍ବଦିନ ବା କିସ୍ ଡେ ଭାବେ ପାଳନ କରୁଛି । ହେଲେ ଦିଲ୍ଲୀବାସୀଙ୍କ ପାଇଁ ଏହି ଦିନ କିସ୍ ଡେ ଠାରୁ ବି ଅଧିକ ଗୁରୁତ୍ୱ ବହନ କରୁଛି । କାରଣ ୯୦ ବର୍ଷ ପୂର୍ବେ ଆଜିର ଦିନରେ ଦିଲ୍ଲୀ ଦେଶର ରାଜଧାନୀ ଭାବେ ମାନ୍ୟତା ପାଇଥିଲା । ତାହା ପୂର୍ବରୁ ଇଂରେଜ ମାନେ କୋଲକତାକୁ ଦେଶର ରାଜଧାନୀ ଭାବେ ପ୍ରସ୍ତୁତContinue reading “୯୦ ବର୍ଷ ପୂର୍ବେ ଆଜିର ଦିନରେ ଦିଲ୍ଲୀ ପାଇଥିଲା ଦେଶର ରାଜଧାନୀ ମାନ୍ୟତା । ଆସନ୍ତୁ ଜାଣିବା କେମିତି ଥିଲା ରାଜଧାନୀର ରୂପରେଖ”
ସହରାଞ୍ଚଳ ଚାଷୀଙ୍କୁ ମିଳୁନି ‘କାଳିଆ’ ଟଙ୍କା । ପୁରୀ ଜିଲ୍ଲା ନିମାପଡାରେ ଚାଷୀ ଅସନ୍ତୋଷ ।
କନକ ବ୍ୟୁରୋ: ସରକାର କୃଷକ କଲ୍ୟାଣ ପାଇଁ ‘କାଳିଆ’ ଯୋଜନାର ତୃତୀୟ କିସ୍ତି ଟଙ୍କା ଚାଷୀଙ୍କୁ ଆକାଉଂଟକୁ ପଠାଇବା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଗ୍ରାମାଂଚଳର ଚାଷୀମାନେ ସନ୍ତୋଷ ପ୍ରକାଶ କରିଥିବା ବେଳେ ଏଥିରୁ ବାଦ ପଡ଼ିଛନ୍ତି ସହାରାଂଚଳର ଚାଷୀ । ଯାହାକୁ ନେଇ ନ ଅସନ୍ତୋଷ ଦେଖାଦେଇଛି । ପୁରୀ ଜିଲ୍ଲା ନିମାପଡ଼ା ପୈାରାଂଚଳରୁ ଆସିଛି ଏଭଳି ଚିତ୍ର । ଚାଷୀଙ୍କୁ କୃଷି କ୍ଷେତ୍ରରେ ସହାୟତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କContinue reading “ସହରାଞ୍ଚଳ ଚାଷୀଙ୍କୁ ମିଳୁନି ‘କାଳିଆ’ ଟଙ୍କା । ପୁରୀ ଜିଲ୍ଲା ନିମାପଡାରେ ଚାଷୀ ଅସନ୍ତୋଷ । “
ଫେବୃଆରୀ ୧୮ରେ ଆଇପିଏଲ୍ ଖେଳାଳି ନିଲାମ । ୨୯୨ ଜଣ କ୍ରିକେଟରଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ବିସିସିଆଇ କଲା ତାରିଖ ଘୋଷଣା ।
କନକ ବ୍ୟୁରୋ: ଆଇପିଏଲ୍ ଆଗାମୀ ସିଜିନ୍ ପାଇଁ ଘୋଷଣା ହୋଇଛି ଖେଳାଳି ନିଲାମ ତାରିଖ । ଫେବୃଆରୀ ୧୮ ତାରିଖରେ ଆଇପିଏଲର ଆଗାମୀ ସିଜିନ୍ ପାଇଁ ହେବ ଖେଳାଳି ନିଲାମ । ଯେଉଁଥିରେ ଫ୍ରାଚାଂଇଜମାନେ ଆଗାମୀ ସିଜିନ୍ ପାଇଁ ଖେଳାଳିମାନଙ୍କୁ କିଣି ନିଜ ଦଳରେ ସାମିଲ କରିବେ । ଏଥିପାଇଁ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯାଇଛି । ଏଥର ନିଲାମରେ ମୋଟ ୨୯୨ ଜଣ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଯେଉଁମାନଙ୍କContinue reading “ଫେବୃଆରୀ ୧୮ରେ ଆଇପିଏଲ୍ ଖେଳାଳି ନିଲାମ । ୨୯୨ ଜଣ କ୍ରିକେଟରଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ବିସିସିଆଇ କଲା ତାରିଖ ଘୋଷଣା ।”
ଈସାଈ କିମ୍ବା ଇସ୍ଲାମ ଧର୍ମ ପରିବର୍ତ୍ତନ କରୁଥିବା ଦଳିତ ମାନଙ୍କୁ ମିଳିବନି ସଂରକ୍ଷଣ ସୁବିଧା । ସଂରକ୍ଷିତ ଆସନରୁ ଲଢି ପାରିବେନି ନିର୍ବାଚନ
କନକ ବ୍ୟୁରୋ : ଅନୁସୂଚିତ ଜାତିକୁ ନେଇ ରାଜ୍ୟସଭାରେ ବଡ ବୟାନ ରଖିଛନ୍ତି ଆଇନମନ୍ତ୍ରୀ ରବିଶଂକର ପ୍ରସାଦ । ଆଜି ରାଜ୍ୟସଭାରେ ଶ୍ରୀ ପ୍ରସାଦ କହିଛନ୍ତି କି ଯଦି ଅନୁସୂଚିତ ଜାତିର କୌଣସି ବ୍ୟକ୍ତି ଈସାଈ କିମ୍ବା ଇସ୍ଲାମ ଧର୍ମ ଗ୍ରହଣ କରେ ତେବେ ତାକୁ ସଂରକ୍ଷଣ ସୁବିଧାରୁ ବଞ୍ଚିତ କରାଯିବ । ଏହା ସହ ସେମାନେ ସଂରକ୍ଷଣ ସଂସଦୀୟ କିମ୍ବା ବିଧାନସଭା ଆସନରୁ ନିର୍ବାଚନ ଲଢି ପାରିବେ ନାହିଁ । ଆଜି ରାଜ୍ୟସଭାରେ ବିଜେପି ସାଂସଦContinue reading “ଈସାଈ କିମ୍ବା ଇସ୍ଲାମ ଧର୍ମ ପରିବର୍ତ୍ତନ କରୁଥିବା ଦଳିତ ମାନଙ୍କୁ ମିଳିବନି ସଂରକ୍ଷଣ ସୁବିଧା । ସଂରକ୍ଷିତ ଆସନରୁ ଲଢି ପାରିବେନି ନିର୍ବାଚନ”
ବିପର୍ଯ୍ୟୟ ରିଲିଫ୍ ବାବଦକୁ ୩, ୦୦୦ କୋଟିରୁ ଅଧିକ ଟଙ୍କା ପାଇବେ ୫ଟି ରାଜ୍ୟ: କେନ୍ଦ୍ର ସରକାର
କନକ ବ୍ୟୁରୋ: ୨୦୨୦ରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ କୀଟପତଙ୍ଗ ଆକ୍ରମଣର ସରବ୍ୟ ହୋଇଥିବା ୫ ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱାଧୀନ ଏକ ଉଚ୍ଚସ୍ତରୀୟ କମିଟି ଶନିବାର ଦିନ ପ୍ରାୟ ୩,୧୧୩ କୋଟି ଟଙ୍କା ମଞ୍ଜୁର କରିଛି। ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରିସ୍କ୍ ମ୍ୟାନେଜ୍ମେଣ୍ଟ୍ ଫଣ୍ଡ୍’ରୁ ଏହି ଅତିରିକ୍ତ କେନ୍ଦ୍ରୀୟ ସହାୟତା ପାଇବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି, ଆନ୍ଧ୍ର ପ୍ରଦେଶ, ବିହାର, ତାମିଲନାଡୁ, ପୁଡୁଚେରୀ ଏବଂ ମଧ୍ୟପ୍ରଦେଶ ବୋଲି ଗୃହମନ୍ତ୍ରାଳୟ ଜାରିContinue reading “ବିପର୍ଯ୍ୟୟ ରିଲିଫ୍ ବାବଦକୁ ୩, ୦୦୦ କୋଟିରୁ ଅଧିକ ଟଙ୍କା ପାଇବେ ୫ଟି ରାଜ୍ୟ: କେନ୍ଦ୍ର ସରକାର”