‘ପଦ୍ମ’ରେ ପରିବାରବାଦ ମନା ! ମୋଦିଙ୍କ ଝିଆରୀଙ୍କୁ ନିର୍ବାଚନ ଲଢିବାକୁ ଟିକେଟ୍ ଦେଲାନି ବିଜେପି

ନା ପରିବାରବାଦ ରାଜନୀତିକୁ ସମର୍ଥନ କରିବେ ନା ପରିବାରକୁ ଗୁରୁତ୍ୱର କେହି ଆରୋପ ଲଗାଇବେ | ବୋଧେ ଏଥିପାଇଁ ଗୁଜୁରାଟ ବିଜେପି ଏବେ ଏମିତି ଏକ ପଦକ୍ଷେପ ନେଇଛି, ଯାହାକି ଚର୍ଚ୍ଚାର ଖୋରାକ ଯୋଗାଇଛି | ପ୍ରକୃତରେ ଗୁଜୁରାଟର ଅହମ୍ମଦାବାଦରେ ହେବାକୁ ଥିବା ନଗର ନିଗମ ନିର୍ବାଚନ ପାଇଁ ଆଶାୟୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀ ତଥା ସାନ ଭାଇ ପ୍ରହ୍ଲାଦ ମୋଦୀଙ୍କ ଝିଅ ସୋନାଲ ମୋଦୀ | ସୋନାଲ ଅହମ୍ମଦାବାଦ ନଗର ନିଗମ ନିର୍ବାଚନରେContinue reading “‘ପଦ୍ମ’ରେ ପରିବାରବାଦ ମନା ! ମୋଦିଙ୍କ ଝିଆରୀଙ୍କୁ ନିର୍ବାଚନ ଲଢିବାକୁ ଟିକେଟ୍ ଦେଲାନି ବିଜେପି”

ଆଜି ହେଉଛି ଗୋଲାପ ଦିବସ ! ହଳଦିଆ, କମଳା ,ଧଳା ରଙ୍ଗର ଗୋଲାପ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଲାଲ୍ ଗୋଲାପ

କନକ ବ୍ୟୁରୋ : ଭାଲେଣ୍ଟାଇନ୍ ଦିବସର ପ୍ରଥମ ପର୍ବ ଆଜିଠୁ ଆରମ୍ଭ ହୋଇଛି । ଆଜିର ଦିନଟିକୁ “ରୋଜ-ଡେ’ ଭାବରେ ସବୁ ପ୍ରେମିକ ପ୍ରେମିକା ପାଳନ କରିଥାନ୍ତି । ଆଜିଠାରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ଦିବସ ଗୁଡିକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । କିନ୍ତୁ ଆଉ ଗୋଟିଏ କଥା ଉପରେବି ଧ୍ୟାନ ଦେବା ଉଚିତ୍ ଯେ,ଏହିଦିନ କେବଳ ଆପଣ ଆପଣଙ୍କର ପୁରୁଷବନ୍ଧୁ କିମ୍ବା ମହିଳାବବନ୍ଧୁଙ୍କୁ ଗୋଲାପ ଦେଇପାରିବେ ତା’ନୁହଁ, କାରଣContinue reading “ଆଜି ହେଉଛି ଗୋଲାପ ଦିବସ ! ହଳଦିଆ, କମଳା ,ଧଳା ରଙ୍ଗର ଗୋଲାପ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଲାଲ୍ ଗୋଲାପ”

ଦାବି ପୂରଣ ନହେଲେ ଅକ୍ଟୋବର ୨ ଯାଏଁ ଜାରି ରହିବ ଆନ୍ଦୋଳନ । ଚାଷୀ ନେତାଙ୍କ ଚେତାବନୀ

କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନିଟି ଯାକ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଦୋଳନରତ ଚାଷୀମାନେ ଅକ୍ଟୋବର ୨ ଯାଏ ସମୟ ଦେଇଛନ୍ତି। ଚାଷୀମାନଙ୍କ ଦାବି ପୂରଣ ନହେଲା ଯାଏ ଅନ୍ତତଃ ଆଗାମୀ ଅକ୍ଟୋବର ୨ ଯାଏ ସେମାନଙ୍କ ଆନ୍ଦୋଳନ ଏପରି ଜାରି ରହିବ ବୋଲି ଭାରତୀୟ କିଷାନ ୟୁନିଅନ୍‌(ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି। ଅପରପକ୍ଷେ, ଚାପରେ ରହି ଚାଷୀ ନେତାମାନେ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିପାରୁନାହାନ୍ତି। ତେବେ ଏହିContinue reading “ଦାବି ପୂରଣ ନହେଲେ ଅକ୍ଟୋବର ୨ ଯାଏଁ ଜାରି ରହିବ ଆନ୍ଦୋଳନ । ଚାଷୀ ନେତାଙ୍କ ଚେତାବନୀ”

ଆସନ୍ତାକାଲିଠୁ ପୁଣି ବଢ଼ିବ ଥଣ୍ଡା : ୪ଡିଗ୍ରୀ ଖସିବ ପାରଦ; ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆସନ୍ତା ୮ ତାରିଖରୁ ରାଜ୍ୟ‌ରେ ପୁଣି ଥଣ୍ଡା ବଢ଼ିବ। ପାରଦ ପାଖାପାଖି ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସହ ଶୀତ ଲହରି ପ୍ରଭାବିତ ହେବ। ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏପରି ସ୍ଥିତି ଲାଗି ରହିବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିବା ସହ ଏହି ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ରାତିରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି। କେନ୍ଦ୍ରରContinue reading “ଆସନ୍ତାକାଲିଠୁ ପୁଣି ବଢ଼ିବ ଥଣ୍ଡା : ୪ଡିଗ୍ରୀ ଖସିବ ପାରଦ; ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି”

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା ? ହତ୍ୟାର କାରଣ ପାଖରେ ଅଟକିଛି ପୁଲିସ

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା ? ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ମୁଖ୍ୟ ଅଭିଯୁକ୍ତ ରାକେଶ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ପୋଲିସ ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଏପରିକି ଜଣେ ପେଶାଦାର ଅପରାଧୀ ଭଳି ତଥ୍ୟା, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ରାକେଶ । – ଭୁବନଶ୍ୱରରୁ ନେଇ ଝରାଫୁଲଙ୍କ ମୃତଦେହକୁ ଯାଜପୁର କୁଆଖିଆରେ ଫିଙ୍ଗିବା – ସ୍କୁଟରରୁ ନମ୍ବର ପ୍ଲେଟକୁContinue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା ? ହତ୍ୟାର କାରଣ ପାଖରେ ଅଟକିଛି ପୁଲିସ”

ମାର୍ଚ୍ଚରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ : ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୫୪ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଦିଆଗଲାଣି ଟିକା

କନକ ବ୍ୟୁରୋ : ମାର୍ଚ୍ଚରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ସାରା ଦେଶରେ ଏବେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ଆମ ରାଜ୍ୟରେ ଗତକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାଦାନ ଅର୍ଥାତ ଆଗଧାଡିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଛି । ତେବେ ମାର୍ଚ୍ଚ ମାସର ଯେକୌଣସି ସପ୍ତାହରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ନେଇ ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଏହି ପର୍ଯ୍ୟାୟରେContinue reading “ମାର୍ଚ୍ଚରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ : ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୫୪ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଦିଆଗଲାଣି ଟିକା”

ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଝାରପଡା ଜେଲକୁ ଆଣିବ ପୋଲିସ : ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ବ୍ରହ୍ମପୁର ଏମକେସିଜିରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଝାରପଡା ଜେଲ ଅଣାଯିବ । ବ୍ରହ୍ମପୁର ଜେଲରୁ ସ୍ୱତନ୍ତ୍ର ଏସକର୍ଟରେ ତାଙ୍କୁ ଭୁବନେଶ୍ୱର ଝାରପଡା ଜେଲକୁ ଆଣିବ ପୋଲିସ । ପ୍ରଦୀପ ଗୋଟିଏ ଗାଡିରେ ଯିବେ ଏବଂ ତାଙ୍କ ସହ ପୋଲିସ ଅଧିକାରୀ ରହିବେ । ଏଥିସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ଏସକର୍ଟ ପାର୍ଟି ଆଉଏକ ଗାଡିରେ ତାଙ୍କ ସହ ଯିବେ ବୋଲି ଜଣାପଡିଛି । ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ନେଇContinue reading “ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଝାରପଡା ଜେଲକୁ ଆଣିବ ପୋଲିସ : ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ବ୍ରହ୍ମପୁର ଏମକେସିଜିରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା”

ଖୁବଶୀଘ୍ର ଶିଶୁଙ୍କ ଦେହରେ ହେବ କରୋନା ଟିକା ପରୀକ୍ଷା : ମହାରାଷ୍ଟ୍ର ନାଗପୁରର ଏକ ହସ୍ପିଟାଲରେ କ୍ଲିନିକାଲ ଟ୍ରାଏଲ ପାଇଁ ପ୍ରସ୍ତୁତ ଭାରତ ବାୟୋଟେକ

କନକ ବ୍ୟୁରୋ : କରୋନା କାଳରେ ଶିଶୁଙ୍କୁ ସ୍କୁଲ ପଠାଇବା ନେଇ ଆଶଙ୍କାରେ ଥିବା ଅଭିଭାବକଙ୍କ ପାଇଁ ଆସିଛି ବଡ ଖବର । ଆମ ଦେଶରେ ଖୁବଶୀଘ୍ର ଶିଶୁଙ୍କଠାରେ କରୋନା ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ନାଗପୁରରେ ଏହି ପରୀକ୍ଷଣ ଆରମ୍ଭ ହେବ । ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ଆରମ୍ଭରୁ ଏହି ପରୀକ୍ଷଣ ଆରମ୍ଭ ହୋଇଯିବ । ଭାରତContinue reading “ଖୁବଶୀଘ୍ର ଶିଶୁଙ୍କ ଦେହରେ ହେବ କରୋନା ଟିକା ପରୀକ୍ଷା : ମହାରାଷ୍ଟ୍ର ନାଗପୁରର ଏକ ହସ୍ପିଟାଲରେ କ୍ଲିନିକାଲ ଟ୍ରାଏଲ ପାଇଁ ପ୍ରସ୍ତୁତ ଭାରତ ବାୟୋଟେକ”

ମଦ ପିଇ ୮ଜଣଙ୍କୁ କାର ଧକ୍କା କଲା ଯୁବକ । ଫେରାର ହେବା ବେଳେ କାନ୍ଥରେ ପିଟିହୋଇ ଜଳିଗଲା କାର, ଆଉ ତାପରେ…

ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀଲିଙ୍ଗରାଜ ମନ୍ଦିର-କପିଳେଶ୍ବର ରାସ୍ତାରେ ଏକ କାର୍‌ରେ ଥିବା ଦୁଇ ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ବେପରୁଆ ଭାବେ କାର୍‌ ଚଳାଇ ସେମାନେ ୮ରୁ ଅଧିକ ଲୋକଙ୍କୁ ଆହତ କରିଛନ୍ତି। ତେଣୁ ଉତ୍ତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ବହେ ଛେଚିବା‌ ପରେ ପୁଲିସ ଜିମା ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ଚାଳକ କାର୍‌କୁ ଏକ ଘର କାନ୍ଥରେ ପିଟି ଦେବାରୁ ସେଥିରେ ନିଆଁ ଲାଗି ଯାଇଥିଲା। ପୁଲିସ ପୋଡ଼ା କାର୍‌କୁ ଜବତ କରିବାContinue reading “ମଦ ପିଇ ୮ଜଣଙ୍କୁ କାର ଧକ୍କା କଲା ଯୁବକ । ଫେରାର ହେବା ବେଳେ କାନ୍ଥରେ ପିଟିହୋଇ ଜଳିଗଲା କାର, ଆଉ ତାପରେ…”

ପୁରୀ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୪ଶହକୁ ବୃଦ୍ଧି : ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ୨୫ ଶିଶୁ

କନକ ବ୍ୟୁରୋ : ପୁରୀ କଣାସ ପଂଚାୟତ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୪ଶହକୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଭିତରେ ୨୫ ଶିଶୁ ଅଛନ୍ତି । ଜଣେ ପରେ ଜଣେ ଅସୁସ୍ଥ ହୋଇପଡିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପହଂଚି ତଦନ୍ତ କରିଥିବାବେଳେ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ସାମ୍ବାଦିକ, ଶିକ୍ଷକ, ପୋଲିସ, ତହସିଲ ଓ ବ୍ଲକ କର୍ମଚାରୀ ବିContinue reading “ପୁରୀ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୪ଶହକୁ ବୃଦ୍ଧି : ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ୨୫ ଶିଶୁ”

Design a site like this with WordPress.com
Get started