ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରୁ ଆସିଲା ଅଭାବନୀୟ ଦୃଶ୍ୟ । ରାସ୍ତା ନିର୍ମାଣ ହୋଇଛି ଯେ ସରିବାର ନାଁ ନେଉନି । ଗ୍ରାମବାସୀ ହନ୍ତସନ୍ତ

କନକ ବ୍ୟୁରୋ: ପଦ୍ମଶ୍ରୀ ଡ.ଦିଲ୍ଲୀପ ତିର୍କୀ, ସୁଭଦ୍ରା ପ୍ରଧାନ, ଦୀପସାନ ତିର୍କୀ ଏବଂ ଅମିତ ରୋହିଦାସଙ୍କ ଭଳି ହକି ତାରକାଙ୍କ ଗାଁ ସୁନ୍ଦରଗଡ ଜିଲ୍ଲାର ସଉନାମୁରା । ପିଡବ୍ଲ୍ୟୁଡି ମୁଖ୍ୟ ରାସ୍ତାରୁ ଏହି ତାରକାଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା କହିଲେ ନସରେ । ବହୁ ଦିନ ପରେ ଗାଁକୁ ନୂଆ ରାସ୍ତା ତିଆରି କରାଗଲା । ହେଲେ ରାସ୍ତା ନିର୍ମାଣ ହୋଇଛି ଯେ, ସରିବାରୁ ନାଁ ଧରୁନି । ଅଧ ପଅନ୍ତରିଆ ରାସ୍ତାରେ ଏବେContinue reading “ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରୁ ଆସିଲା ଅଭାବନୀୟ ଦୃଶ୍ୟ । ରାସ୍ତା ନିର୍ମାଣ ହୋଇଛି ଯେ ସରିବାର ନାଁ ନେଉନି । ଗ୍ରାମବାସୀ ହନ୍ତସନ୍ତ”

ରେଳ ବଜେଟରେ ଓଡିଶାକୁ ମିଳିଛି ୬୯୯୫.୫୮ କୋଟି । ଜାଣନ୍ତୁ କେଉଁ ପ୍ରକଳ୍ପକୁ ମିଳିଛି କେତେ ଟଙ୍କା?

କନକ ବ୍ୟୁରୋ: ଏଥର ରେଳ ବଜେଟରେ ଓଡିଶାକୁ ମିଳିଛି ୬୯୯୫. ୫୮ କୋଟି ଟଙ୍କା । ରାଜ୍ୟ ସରକାର ଏନେଇ ପୂର୍ବରୁ ୭୨୦୦ କୋଟି ଟଙ୍କା ଦାବି କରିଥିଲେ ବି କେନ୍ଦ୍ର ସରକାର ୬୯୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ଅନେକ ନୂଆ ପ୍ରକଳ୍ପକୁ ସାମିଲ କରାଯାଇଥିବାବେଳେ କିଛି ପୁରୁଣା ପ୍ରକଳ୍ପର ଉନ୍ନତିକରଣକୁ ସାମିଲ କରାଯାଇଛି । ଆସନ୍ତୁ, ଜାଣିବା କେଉଁ ପ୍ରକଳ୍ପ ପାଇଁ ମିଳିଛି କେତେ ଟଙ୍କା… ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍ (୯୮.୭Continue reading “ରେଳ ବଜେଟରେ ଓଡିଶାକୁ ମିଳିଛି ୬୯୯୫.୫୮ କୋଟି । ଜାଣନ୍ତୁ କେଉଁ ପ୍ରକଳ୍ପକୁ ମିଳିଛି କେତେ ଟଙ୍କା?”

ରେଳ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ । ଓଡିଶାକୁ ମିଳିଛି ୬୯୯୫ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ । ଗତବର୍ଷ ଅପେକ୍ଷା ୨୬ ପ୍ରତିଶତ ଅଧିକ

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଳ ବଜେଟରେ ଓଡିଶାକୁ ଏଥର ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ମିଳିଛି । ଯାହାକି ଗତବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ ଅନୁଦାନ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏଥିସହ ଚଳିତ ବଜେଟରେ ଅଧୁରା କାମ ସାରିବାକୁ ଗୁରୁତ୍ୱ ଦିଆଯାଇଛି । ରେଳଲାଇନର ଆଧୁନିକୀକରଣ ଓ ସୁରକ୍ଷା ଏବଂ ଓଡିଶାରେ ଚାଲିଥିବା କାମକୁ ତୁରନ୍ତ ସାରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲିContinue reading “ରେଳ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ । ଓଡିଶାକୁ ମିଳିଛି ୬୯୯୫ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ । ଗତବର୍ଷ ଅପେକ୍ଷା ୨୬ ପ୍ରତିଶତ ଅଧିକ”

ବିଧାତା ଖେଳିଲା ବିଚିତ୍ର ଖେଳ, ବିଛଣାରେ ପରିବାରର ମେରୁଦଣ୍ଡ । ଶଯ୍ୟାଶାୟୀ ସୀତାରାମଙ୍କ ଦୁଃଖ ଶୁଣ ସରକାର…

କନକ ବ୍ୟୁରୋ: ଡିବିରି ଆଲୁଅ ଶୀଖାରେ ସିନା ଏ ଘରର ଅନ୍ଧାର ଉଭେଇ ଯିବ ହେଲେ ଏ ପରିବାରର ଅନ୍ଧାର, ପିଲାଙ୍କ ଭବିଷ୍ୟତ ଉପରେ ଘୋଡିଆସୁଥିବା ଅନ୍ଧାର କେମିତି ଦୂର ହେବ ? ଆଜି ପିଲା ଛୋଟ ଅଛନ୍ତି କାଲି ବଡ ହେବେ । କଣ ପଢିବେ, କେମିତି ଚଳିବେ… ମୁଁ ତ ଅଭାବର ଅନ୍ଧାରରେ ଅଣ୍ଡାଳି ହେଉଛି । ସେମାନଙ୍କ ଜୀବନ ବି ଅନ୍ଧାର ହୋଇଯିବ, ଭବିଷ୍ୟତ ଭାରାକ୍ରାନ୍ତ ହୋଇଯିବ । ଧିକ ଏ ଜୀବନକୁ,Continue reading “ବିଧାତା ଖେଳିଲା ବିଚିତ୍ର ଖେଳ, ବିଛଣାରେ ପରିବାରର ମେରୁଦଣ୍ଡ । ଶଯ୍ୟାଶାୟୀ ସୀତାରାମଙ୍କ ଦୁଃଖ ଶୁଣ ସରକାର…”

ସରୁନି ମଣ୍ଡି ବିବାଦ, ଥମୁନି ଚାଷୀ ଅସନ୍ତୋଷ । ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି ହଜାର ହଜାର ଧାନବସ୍ତା ।

କନକ ବ୍ୟୁରୋ: ସରୁନି ମଣ୍ଡି ବିବାଦ, ଥମୁନି ଚାଷୀ ଅସନ୍ତୋଷ । ଦକ୍ଷିଣରୁ ପଶ୍ଚିମ-ଉପକୂଳ ସବୁଠି ସରକାରୀ ମଣ୍ଡିରେ ଧାନ କିଣାବିକାକୁ ନେଇ ବିବାଦ ଲାଗି ରହିଛି । କେଉଁଠି ଟାର୍ଗେଟ ସରିଯାଇଛି । ଆଉ କେଉଁଠି ଟାର୍ଗେଟ ଥିଲେ ବି ଚାଷୀଙ୍କୁ ଟୋକନ ମିଳୁନି । ଫଳରେ ଧାନ କିଣା ଆରମ୍ଭରୁ ଏଯାଏଁ ଖାଲି ସମସ୍ୟା ଆଉ ସମସ୍ୟା । ସମାନ ସମସ୍ୟା ପାଇଁ ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡରେ ପଡିରହିଛି ହଜାର ହଜାର ଧାନବସ୍ତାContinue reading “ସରୁନି ମଣ୍ଡି ବିବାଦ, ଥମୁନି ଚାଷୀ ଅସନ୍ତୋଷ । ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି ହଜାର ହଜାର ଧାନବସ୍ତା ।”

କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପଡିଲା ମହଙ୍ଗା । ହିଂସା ଉଦ୍ରେକକାରୀ ଟ୍ୱିଟ୍ କରିଥିବା ଅଭିଯୋଗରେ ଗ୍ରେଟା ଥନବର୍ଗଙ୍କ ନାମରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସୀମାରେ କୃଷକ ମାନେ ୨ ମାସରୁ ଅଧିକ ସମୟ ହେବ ଧାରଣାରେ ବସିଛନ୍ତି । କୃଷକଙ୍କ ଏଭଳି ଆନ୍ଦୋଳନକୁ ଦେଶ ତଥା ଦେଶ ବାହାରୁ ବହୁ ସେଲିବ୍ରେଟିମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସ୍ୱିଡେନ୍ ବାସିନ୍ଦା ତଥା ବିଶିଷ୍ଟ ପରିବେଶବିତ୍ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ଟ୍ୱିଟ୍ କରିଥିଲେContinue reading “କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପଡିଲା ମହଙ୍ଗା । ହିଂସା ଉଦ୍ରେକକାରୀ ଟ୍ୱିଟ୍ କରିଥିବା ଅଭିଯୋଗରେ ଗ୍ରେଟା ଥନବର୍ଗଙ୍କ ନାମରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ”

ବିଶ୍ୱର ଶହେ ଦେଶକୁ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ୟୁନିସେଫ୍ ସହ ସ୍ୱାକ୍ଷର ହେଲା ବୁଝାମଣାପତ୍ର

କନକ ବ୍ୟୁରୋ: ବିଶ୍ୱର ଶହେ ଦେଶକୁ ୧.୧ ବିଲିୟନ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ୟୁନିସେଫ୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଭାରତ ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱର ଏକ ଆଗଧାଡିର କୋଭିଡ୍ ଟିକା ନିର୍ମାତା ଦେଶ ହୋଇଥିବାରୁ ଦୁଇ ଅନୁଷ୍ଠାନ ଭିତରେ ଏପରି ବୁଝାମଣା ପତ୍ର ସ୍ୱାକ୍ଷର ହେବା ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶକୁContinue reading “ବିଶ୍ୱର ଶହେ ଦେଶକୁ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ୟୁନିସେଫ୍ ସହ ସ୍ୱାକ୍ଷର ହେଲା ବୁଝାମଣାପତ୍ର”

ସାରା ଦେଶରେ ସଭା କରି ବଜେଟ୍ ର ଲାଭ ଜଣାଇବ ବିଜେପି । ପ୍ରତି ସହରରେ ନେତା, ମନ୍ତ୍ରୀ କରିବେ ସାମ୍ବାଦିକ ସମ୍ମିଳନୀ

କନକ ବ୍ୟୁରୋ : କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଫେବୃଆରୀ ୧ ତାରିଖରେ ୨୦୨୧-୨୨ ବର୍ଷ ପାଇଁ ୟୁନିୟନ ବଜେଟ୍ ଉପସ୍ଥାପନ କରିଛି । ହେଲେ ଏହାକୁ ନେଇ ବିରୋଧୀଦଳ ମାନେ କଟାକ୍ଷ କରିବା ପରେ ଏହାର ଲାଭ ଜଣାଇବାକୁ ଲୋକଙ୍କ ପାଖରେ ପହଂଚିବେ ବିଜେପିର ନେତା ଓ ମନ୍ତ୍ରୀ ମାନେ । ଏନେଇ ବିଜେପି ସାରା ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାContinue reading “ସାରା ଦେଶରେ ସଭା କରି ବଜେଟ୍ ର ଲାଭ ଜଣାଇବ ବିଜେପି । ପ୍ରତି ସହରରେ ନେତା, ମନ୍ତ୍ରୀ କରିବେ ସାମ୍ବାଦିକ ସମ୍ମିଳନୀ”

ମହାମାରୀ ସମୟରେ ହୋଇଥିଲେ କରୋନା ସଂକ୍ରମିତ । ସୁସ୍ଥ ହେବା ପରେ ୪ ଥର ପ୍ଲାଜମା ଦାନ କରି ଚର୍ଚ୍ଚାରେ ପୋଲିସ ସିପାହୀ କେ ଯୁଧିଷ୍ଠିର ରାଓ ।

କନକ ବ୍ୟୁରୋ : ଥରେ କି ଦୁଇ ଥର ନୁହେଁ ଚତୁର୍ଥ ଥର ପାଇଁ ପ୍ଲାଜମା ଦେଇ ଚର୍ଚ୍ଚାରେ ଯବାନ । ଗଂଜାମ ଜିଲ୍ଲାର ଓଏସପି ଅଷ୍ଟମ ବାଟାଲିୟନର ସିପାହୀ ରୁପେ କାର୍ଯ୍ୟରତ ଅଛନ୍ତି ଯୁଥିଷ୍ଟିର ରାଓ । ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ଲଗାତାର ୪ର୍ଥ ଥର ପାଇଁ ପ୍ଲାଜମା ଦାନ କରିଛନ୍ତି ଯୁଥିଷ୍ଟିର । ମହାମାରୀ ସମୟରେ ନିଜ ଦାୟିତ୍ୱ ନିର୍ବାହ କରିଥିବା ସମୟରେ ନିଜେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ମଧ୍ୟ ହୋଇଥିଲେContinue reading “ମହାମାରୀ ସମୟରେ ହୋଇଥିଲେ କରୋନା ସଂକ୍ରମିତ । ସୁସ୍ଥ ହେବା ପରେ ୪ ଥର ପ୍ଲାଜମା ଦାନ କରି ଚର୍ଚ୍ଚାରେ ପୋଲିସ ସିପାହୀ କେ ଯୁଧିଷ୍ଠିର ରାଓ ।”

ମଙ୍ଗୁଳି ଛକରୁ ଜବତ ହେଲା ୧୦୫ କେଜି ଗଞ୍ଜେଇ । ୨ ଅଭିଯୁକ୍ତ ଅଟକ ।

କନକ ବ୍ୟୁରୋ : କଟକର ମଙ୍ଗୁଳି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ ହେଉଥିବା ବେଳେ ୧୦୫ କେଜି ଗଞ୍ଜେଇକୁ ଜବତ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଗଞ୍ଜେଇ ସମତେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ କାରକୁ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁଯାୟୀ, କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଆଜି ଗୁରୁବାର କଟକ ମଙ୍ଗୁଳି ଛକContinue reading “ମଙ୍ଗୁଳି ଛକରୁ ଜବତ ହେଲା ୧୦୫ କେଜି ଗଞ୍ଜେଇ । ୨ ଅଭିଯୁକ୍ତ ଅଟକ ।”

Design a site like this with WordPress.com
Get started