କନକ ବ୍ୟୁରୋ : ମଂଚେଶ୍ୱର ଶିଳ୍ପାଚଂଳରେ ଥିବା ମୃଦୁ କମ୍ପାନୀ ଉପରେ ପୁଲିସର ରେଡ । ଅପମିଶ୍ରଣ କାରବାର ଚାଲିଥିବା ନେଇ ପୁଲିସ ରେଡ କରିଛି । ବିଭିନ୍ନ ନାମୀ ବ୍ରାଣ୍ଡର ନାଁକୁ ସାମାନ୍ୟ ପରିବର୍ତନ କରି ବଜାରକୁ ଛାଡୁଥିଲା କମ୍ପାନୀ । ଏନେଇ ଖବର ପାଇବା ପରେ ମଂଚଶ୍ୱର ପୁଲିିସ ପକ୍ଷରୁ ଚଢାଉ କରାଯାଇଛି । ଡିଭାଇନ ଇଂଟରନ୍ୟାସନାଲ ନାଁରେ ଏହି କମ୍ପାନୀ ଅପମିଶ୍ରଣ ମୃଦୁ ପାନୀୟ ବଜାରକୁ ଛାଡୁଥିଲା । ଯାହା ଶରୀର ପାଇଁContinue reading “ମଂଚେଶ୍ୱରରେ ମୃଦୁ ପାନୀୟ କମ୍ପାନୀ ଉପରେ ଚଢାଉ : ଅପମିଶ୍ରଣ ଅଭିଯୋଗରେ ପୁଲିସର ରେଡ”
Tag Archives: News
ରାକେଶ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ : ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା
କନକ ବ୍ୟୁରୋ : ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ । ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା ଚାଲିଛି । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତିContinue reading “ରାକେଶ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ : ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା”
ବଜେଟ ଅଧିବେଶନରେ କୋହଳ ହେବ କରୋନା କଟକଣା: ବାଚସ୍ପତି କହିଲେ, ରହିବ ପ୍ରଶ୍ନକାଳ; ବିଧାନସଭାକୁ ଯିବା ପୂର୍ବରୁ ବିଧାୟକଙ୍କ କୋଭିଡ ଟେଷ୍ଟ ନୁହେଁ ବାଧ୍ୟତାମୂଳକ
କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭା କଟକଣା ମଧ୍ୟ କୋହଳ ରହିବ । ଚଳିତ ଥର ପ୍ରଶ୍ନ କାଳ ରହିବ । ୩୧ ଦିନିଆ ଚାଲିବ କାର୍ଯ୍ୟକାଳ । ୨୨ ତାରିଖରେ ବଜେଟ୍ ଉପସ୍ଥାପନା ଥିବା ବେଳେ ୨୫ ତାରିଖରେ ଏହା ଉପରେ ଆଲୋଚନା ହେବ । ବିଧାନସଭାରେ କୋଭିଡ କଟକଣା ରହିବ କିନ୍ତୁ କିଛି ନିୟମ କୋହଳ ହେବ ।Continue reading “ବଜେଟ ଅଧିବେଶନରେ କୋହଳ ହେବ କରୋନା କଟକଣା: ବାଚସ୍ପତି କହିଲେ, ରହିବ ପ୍ରଶ୍ନକାଳ; ବିଧାନସଭାକୁ ଯିବା ପୂର୍ବରୁ ବିଧାୟକଙ୍କ କୋଭିଡ ଟେଷ୍ଟ ନୁହେଁ ବାଧ୍ୟତାମୂଳକ”
ଫେବ୍ରୁଆରୀ ୧୦ରେ ଖୋଲିବ ପିଜି ପ୍ରଥମ ବର୍ଷ : ଶ୍ରେଣୀ ଗୃହରେ ପାଳନ ହେବ କୋଭିଡ୍ ନିୟମ; ୨୦ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ
କନକ ବ୍ୟୁରୋ : ଫେବ୍ରୁଆରୀ ୧୦ରେ ଖୋଲିବ ପିଜି ପ୍ରଥମ ବର୍ଷ । ପ୍ରି ଫାଇନାଲ ଇୟର୍ ୟୁଜି କ୍ଲାସ ହେବ । ପିଲାମାନଙ୍କୁ ୮ତାରିଖରୁ ହଷ୍ଟେଲରେ ରହିବାକୁ ଅନୁମତି । ଶ୍ରେଣୀ ଗୃହରେ କୋଭିଡ୍ ନିୟମ ପାଳନ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା । ପିଜିର ପ୍ରଥମ ସେମିଷ୍ଟାର ପରୀକ୍ଷା ୭ଜୁନରୁ ୧୯ ଜୁନ ମଧ୍ୟରେ ହେବ । ୨୦ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ । ସେହିଭଳି ୟୁଜି ତୃତୀୟContinue reading “ଫେବ୍ରୁଆରୀ ୧୦ରେ ଖୋଲିବ ପିଜି ପ୍ରଥମ ବର୍ଷ : ଶ୍ରେଣୀ ଗୃହରେ ପାଳନ ହେବ କୋଭିଡ୍ ନିୟମ; ୨୦ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ”
ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡ଼ିଂକୁ ନିୟନ୍ତ୍ରିତ କରିବ ସେବି : ଫଳରେ ସୁନା କାରବାରରେ ଅଧିକ ପାରଦର୍ଶିତା ଆସିବ
କନକ ବ୍ୟୁରୋ : ବଜେଟରେ ଘୋଷଣା କରାଯାଇଛି ଗୋଲ୍ଡ ଏକ୍ସଚେଂଜ ଅର୍ଥାତ ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡିଂକୁ ନିୟନ୍ତ୍ରିତ କରିବ ସେବି । ଫଳରେ ଏହି କାରବାରରେ ଅଧିକ ପାରଦର୍ଶିତା ଆସିବ । ଆମ ଦେଶରେ ସାଧାରଣତଃ ନିବେଶକ ଅଧିକ ଲାଭ ପାଇବା ଆଶାରେ ଷ୍ଟକ ବଜାରରେ କିମ୍ବା ଫିକ୍ସ ଡିପୋଜିଟରେ ନିବେଶ କରିଥାନ୍ତି । ବଜାରରେ ସ୍ଥିରତା ଥିଲେ ସୁନାରେ ନିବେଶ କରିବା କଥା ଚିନ୍ତା କରନ୍ତି । କିନ୍ତୁ ବିଶ୍ୱବ୍ୟାପୀ ନିବେଶକ ବଜାରରେContinue reading “ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡ଼ିଂକୁ ନିୟନ୍ତ୍ରିତ କରିବ ସେବି : ଫଳରେ ସୁନା କାରବାରରେ ଅଧିକ ପାରଦର୍ଶିତା ଆସିବ”
ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା : ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ
କନକ ବ୍ୟୁରୋ : ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା । ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ୍ ଶଶୀ ପଲ୍ । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଘର ମୃତ୍ୟୁ ପଛରେ ଶିକାରୀଙ୍କ ହାତ ଅଛି କି ନାହିଁ ରିପୋର୍ଟରେ ଉଲ୍ଲେଖ କରାଯିବ । ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡିହା ରେଞ୍ଜ ଡଙ୍ଗାଡ଼ିହା ବିଟ୍ରୁ ଏକ କଲରାପତରିଆ ବାଘୁଣୀର ମୃତଦେହContinue reading “ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା : ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ”
ମଣ୍ଡିରୁ ଉଠୁନି ଧାନ : କୋରୁକୁଣ୍ଡା ମୁଖ୍ୟରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ
କନକ ବ୍ୟୁରୋ : ମଣ୍ଡିରୁ ଉଠୁନି ଧାନ, ରାସ୍ତାରେ ଚାଷୀ । ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ ଚାଷୀ । ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ମଣ୍ଡିରୁ ଧାନ ନଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଲେ ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ପାଇଁ ମାଲକାନଗିରିରୁ ଚିତ୍ରକୋଣ୍ଡା ଯାତାୟତ ଠପ ହୋଇଛି । ମଣ୍ଡିରେ ଧାନ ପଡ଼ିରହିବା ସହ, ଏହା ବିକ୍ରି ହୋଇପାରୁନାହିଁ । ଧାନContinue reading “ମଣ୍ଡିରୁ ଉଠୁନି ଧାନ : କୋରୁକୁଣ୍ଡା ମୁଖ୍ୟରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ”
ଧନୀଙ୍କ ଉପରେ ବଢିଲା ଟିକସ ବୋଝ : ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଅଧିକ ହେଲେ କ’ଣ ହେବ ? କେମିତି ଆଦାୟ ହେବ ଟିକସ ?
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟରେ ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କେବଳ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ଦାଖଲରୁ ମୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ ଅଧିକ ଧନିଙ୍କଠୁ ଅତିରିକ୍ତ ଟିକସ ଆଦାୟ କରିବାକୁ ବେଜଟରେ ଘୋଷଣା କରାଯାଇଛି । ଏଣିକି ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଟପିଲେ ସୁଧ ଉପରେ ଲାଗିବ ଟିକସ । ପିଏଫ ଯୋଗଦାନ ୨.୫ ଲକ୍ଷ ଟପିଲେ ଦେବାକୁ ପଡିବ ଆୟକରContinue reading “ଧନୀଙ୍କ ଉପରେ ବଢିଲା ଟିକସ ବୋଝ : ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଅଧିକ ହେଲେ କ’ଣ ହେବ ? କେମିତି ଆଦାୟ ହେବ ଟିକସ ?”
ମାନବିକତା ଦେଖାଇଲେ ମହିଳା ପୋଲିସ । ବୃଦ୍ଧଙ୍କ ଶବ ଛୁଇଁଲେନି ଗାଁଲୋକେ, ଅନ୍ତିମ ସଂସ୍କାର କଲେ ଶିରସା
କନକ ବ୍ୟୁରୋ : ଆପଣ ଦେଖୁଥିବା ଏହି ଭିଡିଓଟିର ବାସ୍ତବତା ଜାଣିଲେ ଆପଣଙ୍କ ଆଖିରେ ଲୁହ ରହିବନି । କି, ଏହି କାର୍ଯ୍ୟ ପାଇଁ ମହିଳା ପୋଲିସଙ୍କୁ ସାବାସୀ ନଦେଇ ରହିପାରିବେନି ଏହେଉଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ମହିଳା ସବ୍-ଇନ୍ସପେକ୍ଟର କେ. ଶିରସା । କାନ୍ଧରେ ବୋହି ନେଉଛନ୍ତି ଜଣେ ବୃଦ୍ଧ ଲୋକର ମୃତଦେହକୁ । ଆଗରେ ଶିରସା ଥିବାବେଳେ ପଛରେ ରହିଛନ୍ତି ଆଉ ଜଣେ ବ୍ୟକ୍ତି । ପ୍ରକୃତରେ ଏହି ଶବଟି ହେଉଛି ଜଣେ ବାସହିନ ଅଜଣାContinue reading “ମାନବିକତା ଦେଖାଇଲେ ମହିଳା ପୋଲିସ । ବୃଦ୍ଧଙ୍କ ଶବ ଛୁଇଁଲେନି ଗାଁଲୋକେ, ଅନ୍ତିମ ସଂସ୍କାର କଲେ ଶିରସା “
ପୋଲିଓ ବଦଳରେ ଭୁଲରେ ଦେଇଦେଲେ ହ୍ୟାଣ୍ଡ ସାନିଟାଇଜର । ମହାରାଷ୍ଟ୍ରରେ ୧୨ ଜଣ ଶିଶୁ ଅସୁସ୍ଥ ।
କନକ ବ୍ୟୁରୋ : ମହାରାଷ୍ଟ୍ରର ୟଭତମାଲ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ଜଣ ଶିଶୁଙ୍କୁ ପୋଲିଓ ଡ୍ରପ୍ ବଦଳରେ ହ୍ୟାଣ୍ଡ ସାନିଟାଇଜର ଦିଆଯାଇଥିବା ଅଭିଯୋଗ ହୋଇଛି। ସମସ୍ତ ଶିଶୁ ସାନିଟାଇଜର୍ ପିଇବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତ ଶିଶୁଙ୍କ ବୟସ ୧ରୁ ୫ ବର୍ଷ ମଧ୍ୟରେ। ରବିବାର ଦିନ ପଲ୍ସ ପୋଲିଓ ଦିଆଯାଉଥିବା ବେଳେ ୟଭତମାଲ୍ ଜିଲ୍ଲାର ଘଟନଜୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଅଭାବନୀୟContinue reading “ପୋଲିଓ ବଦଳରେ ଭୁଲରେ ଦେଇଦେଲେ ହ୍ୟାଣ୍ଡ ସାନିଟାଇଜର । ମହାରାଷ୍ଟ୍ରରେ ୧୨ ଜଣ ଶିଶୁ ଅସୁସ୍ଥ । “